Monthly Archives

July 2022

ଜୁଲାଇ ୫ରେ ମାଟ୍ରିକ୍‌ ରେଜଲ୍ଟ !

ଭୁବନେଶ୍ୱର : ଆସନ୍ତା ୫ତାରିଖରେ ପ୍ରକାଶ ପାଇପାରେ ମାଟ୍ରିକ୍‌ ରେଜଲ୍ଟ । ଏନେଇ ଆସନ୍ତାକାଲି ବିଧିବଦ୍ଧ ଭାବେ ହୋଇପାରେ ଘୋଷଣା । ପୂର୍ବରୁ ଗଣଶିକ୍ଷା ମନ୍ତ୍ରୀ ଜୁଲାଇ ପ୍ରଥମ ସପ୍ତାହରେ ମାଟ୍ରିକ୍‌ ରେଜଲ୍ଟ ପ୍ରକାଶ ପାଇବ ବୋଲି ଘୋଷଣା କରିଥିଲେ । ସୂଚନାଯୋଗ୍ୟ ଯେ, ମାର୍ଚ୍ଚ ୨୯ରୁ
Read More...

ସୋନପୁର ମହାବିଦ୍ୟାଳୟର ପ୍ରତିଷ୍ଠା ଦିବସ ପାଳିତ

ସୁବର୍ଣ୍ଣପୁର: ସୋନପୁର ମହାବିଦ୍ୟାଳୟର ପ୍ରତିଷ୍ଠା ଦିବସ ୨/୭/୧୯୬୪ କୁ ସ୍ମରଣ କରି ମହାବିଦ୍ୟାଳୟର ୧୧ ନମ୍ବର ଶ୍ରେଣୀ ଗୃହରେ ଅଧ୍ୟକ୍ଷ ରାଜୀବ ଲୋଚନ ଆଚାର୍ଯ୍ୟଙ୍କ ସଭାପତିତ୍ୱରେ ଏକ ସଭା ଅନୁଷ୍ଠିତ ହୋଇଥିଲା । ଏହି ସଭାରେ ଅତିରିକ୍ତ ଜିଲ୍ଲାପାଳ ସୂର୍ଯ୍ୟନାରାୟଣ ଦାଶ ମୁଖ୍ୟ ଅତିଥି ଭାବରେ
Read More...

୭୩ତମ ବନ ମହୋତ୍ସବ ଅବସରରେ ବୃକ୍ଷରୋପଣ, ଯୁବ କାଉନସିଲର ଅମିତ୍‌ ପ୍ରଧାନଙ୍କ ପ୍ରଚେଷ୍ଟାକୁ ପ୍ରଶଂସା କଲେ ଜିଲ୍ଲାପାଳ

ନବରଙ୍ଗପୁର: ୭୩ ତମ ଜାତୀୟ ବନ ମହୋତ୍ସବ ସପ୍ତାହ ଅବସରରେ ନବରଙ୍ଗପୁର ଜିଲ୍ଲା ସଦର ମହକୁମା ମହିଳା ମହାବିଦ୍ୟାଳୟ ନିକଟରେ ଥିବା ଛତ୍ରଭଶଟ ଶ୍ମଶାନ ଠାରେ ଜିଲ୍ଲା ପ୍ରଶାସନ ଏବଂ ବନ ବିଭାଗ ପକ୍ଷରୁ ଏକ ବୃକ୍ଷରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏଥିରେ ଅଁଳା, ଫାସି, ଆମ୍ବ, ପଣସ,
Read More...

ଫାଟିଲା ଗ୍ୟାସ୍ ସିଲିଣ୍ଡର, ଚାଲିଗଲା ୪ ଜୀବନ

ନୂଆଦିଲ୍ଲୀ:  ଉତ୍ତରପ୍ରଦେଶରେ ଶାହଜାହାନପୁରରେ ଗ୍ୟାସ ସିଲିଣ୍ଡର ଫାଟି ୪ଜଣଙ୍କ ଜୀବନ ଯାଇଥିବା ବେଳେ ୩ଜଣ ଗୁରୁତର ଆହତ ହୋଇଥିବା ଜଣାପଡିଛି । ସୂଚନାନୁସାରେ, ୟୁପି ଶାହାଜାହାନପୁରର ବିକ୍ରମପୁର ଗାଁରେ ଏକ ବିବାହ ଭୋଜି ଚାଲିଥିବା ବେଳେ ଗ୍ୟାସ୍ ସିଲିଣ୍ଡର ଫାଟି ଯାଇଥିଲା ।
Read More...

ଉଚ୍ଚଶିକ୍ଷା ମନ୍ତ୍ରୀଙ୍କୁ କରୋନା

ଭୁବନେଶ୍ୱର: କୋଭିଡ୍ ଗାଇଡଲାଇନ୍ ମଧ୍ୟରେ ବିଧାନସଭାର ମୌସୁମୀ ଅଧିବେଶନ ଆଜିଠୁ ଆରମ୍ଭ ହୋଇଥିବାବେଳେ ଉଚ୍ଚଶିକ୍ଷା ମନ୍ତ୍ରୀ ରୋହିତ ପୂଜାରୀଙ୍କ ସମେତ ମୋଟ ୧୨ଜଣ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ବିଧାନସଭା ଅଧିବେଶନରେ ସାମିଲ ହେଉଥିବା ସମସ୍ତ ବିଧାୟକ, ବିଧାନସଭା କର୍ମଚାରୀ ଓ
Read More...

ଜନ୍ମବେଦୀ ଆଡ଼ପ ମଣ୍ଡପରେ ଚତୁର୍ଦ୍ଧା ବିଗ୍ରହ, ଆଜିଠୁ ବାହାରିବ ପ୍ରଥମ ଆଡପ ଅବଢା

ପୁରୀ : ଜନ୍ମବେଦୀ ଆଡ଼ପମଣ୍ଡପରେ ଚତୁର୍ଦ୍ଧା ବିଗ୍ରହ । ଆଜି ଠାରୁ ଭକ୍ତ ଶ୍ରଦ୍ଧାଳୁ ଗୁଣ୍ଡିଚା ମନ୍ଦିର ଆଡ଼ପ ମଣ୍ଡପରେ ମହାପ୍ରଭୁଙ୍କ ଦର୍ଶନ କରିବେ, ଏଥିସହ ବାହାରିବ ପ୍ରଥମ ଆଡ଼ପ ଅବଢ଼ା । ଶନିବାର ବିଶ୍ୱପ୍ରସିଦ୍ଧ ରଥଯାତ୍ରାର ଦ୍ୱିତୀୟ ଦିନରେ ରଥାରୂଢ଼ ଶ୍ରୀବିଗ୍ରହଙ୍କ ସମସ୍ତ
Read More...

ଅସରାଏ ବର୍ଷାରେ ୫-ଟି ସ୍କୁଲ ବେହାଲ

ହରଭଙ୍ଗା: ସରକାରଙ୍କ ୪୦ଲକ୍ଷ ଅଟକଳ ଅନୁଦାନରେ ତିଆରି ହେଉଥିବା ୫-ଟି ସ୍କୁଲର ଅବସ୍ଥା ଅସରାଏ ବର୍ଷାରେ ପାଣି ଜମିବା ଦେଖିବାକୁ ମିଳିଛି । ଘଟଣାଟି ଦେଖିବାକୁ ମିଳିଛି ହରଭଙ୍ଗା ବ୍ଲକ ଅନ୍ତର୍ଗତ ରାମଗଡ ଉଚ୍ଚ ବିଦ୍ୟାଳୟରେ । ସୂଚନା ମତେ ଏହି ସ୍କୁଲଟିକୁ ୫-ଟି ସ୍କୁଲରେ ରୂପାନ୍ତରିତ କରିବା
Read More...

୭୩ତମ ବନ ମହୋତ୍ସବ ପାଳିତ

ହରଭଙ୍ଗା:ବୌଦ୍ଧ ବନଖଣ୍ଡ ଅଧିନସ୍ତ ହରଭଙ୍ଗା ବନ ବିଭାଗର ଡିଆଁଘାଟ ଠାରେ ୭୩ତମ ବନ ମହୋତ୍ସବ ପାଳନ ହୋଇଯାଇଛି । ଏହି ଉତ୍ସବରେ ମୁଖ୍ୟ ଅତିଥି ଭାବେ ହରଭଙ୍ଗା ସରପଞ୍ଚ ଶକୁନ୍ତଳା ବେହେରା, ଅତିଥି ଭାବେ ହରଭଙ୍ଗା ସମିତିସଭ୍ୟ ଚିତ୍ତ ସେଠି, ବରିଷ୍ଠ ସାମ୍ବାଦିକ ଚିତ୍ତ ରଂଜନ ସିଂ ପ୍ରମୁଖ ଯୋଗଦେଇ
Read More...

ନୂତନ ଓଡ଼ିଶା ଗଠନ ପାଇଁ ୭୦ ହଜାରରୁ ଉର୍ଦ୍ଧ୍ୱ ଟ୍ୱିଟ୍‌, ଇମେଲ, ଏବଂ ଚିଠି ଲେଖି ବିରଳ ରେକର୍ଡ ସୃଷ୍ଟି କଲେ ରବିନ୍ଦ୍ର

ଗଞ୍ଜାମ/ବ୍ରହ୍ମପୁର,୨/୭: ପୂର୍ବତନ ବେଦାନ୍ତ ଆଲୁମିନିୟମ ଲିମିଟେଡ଼ରେ ୭ ବର୍ଷ କର୍ମରତଥିବା ସ୍ଥାୟୀ ଅଫିସର, ସମାଜ ସଂସ୍କାରକ, ସାମାଜିକ ଚିନ୍ତକ, ସମାଜବାଦୀ, ୨ ଗୋଟି ପୋଷ୍ଟ ଗ୍ରାଜୁଏଟ ଡିଗ୍ରୀ ହାସିଲ କରି ଶେଷରେ ସ୍ୱେଚ୍ଛାକୃତ ୨୦୧୫ ମସିହାରେ ଇସ୍ତଫା ଦେଲେ ରବିନ୍ଦ୍ର ମିଶ୍ର । ତାପରେ ସେ
Read More...

ନୂତନ ରାଧାକୃଷ୍ଣ ମନ୍ଦିର ନିର୍ମାଣ ପାଇଁ ଭୂମି ପୂଜା ଏବଂ ରଥଯାତ୍ରା ପାଳନ

ଜି.ଉଦୟଗିରି,୨/୭: ପବିତ୍ର ରଥଯାତ୍ରା ଅବସରରେ ନୂତନ ରାଧାକୃଷ୍ଣ ମନ୍ଦିର ନିର୍ମାଣ ପାଇଁ ଭୂମିପୂଜା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ରାଧାକୃଷ୍ଣ ମନ୍ଦିର କମିଟିର ସଭ୍ୟବୃନ୍ଦ, ସାରଙ୍ଗଡ ସରପଞ୍ଚ, ଗ୍ରାମର ସମସ୍ତ ବ୍ୟକ୍ତି ଓ ମହିଳା ଯୋଗ ଦେଇଥିଲେ । ଆଗରୁ
Read More...