Monthly Archives

July 2022

ଜିଲ୍ଲା ସ୍ତରୀୟ ଶିକ୍ଷା ସମୀକ୍ଷା ବୈଠକ

ବୌଦ୍ଧ : ବୌଦ୍ଧ ଜିଲ୍ଲା ସ୍ତରୀୟ ଜୁଲାଇ ମାସର ଶିକ୍ଷା ସମୀକ୍ଷା ବୈଠକ ସ୍ଥାନୀୟ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ ସଭାଗୃହରେ ଜିଲ୍ଲା ଶିକ୍ଷା ଅଧିକାରୀ ଡ. ଉଦୟନାଥ ମାଝୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । ସପ୍ତାହେ ଭିତରେ ବିଦ୍ୟାଳୟର ନୂତନ ଖୋଲା ହୋଇଥିବା ଜମା ଖାତାରୁ ସମସ୍ତ
Read More...

ରକ୍ତ ଦାନ ଶିବିର,୩୪ ୟୁନିଟ ରକ୍ତ ସଂଗ୍ରହ

ବୌଦ୍ଧ : ବୌଦ୍ଧ ଜ଼ିଲ୍ଲା ବୌଦ୍ଧ ବ୍ଲକର ଅନ୍ତର୍ଗତ ଶାଗଡା ଗ୍ରାମ ପଂଚାୟତ ପରିସରରେ ଚନ୍ଦ୍ରମା ଅନୁଷ୍ଠାନ ଏବଂ ଶଗଡା ଗ୍ରାମପଂଚାୟତ ଅଧିନସ୍ଥ ବଣିକ ସଂଘର ମିଳିତ ଆନୁକୂଲ୍ୟରେ ଏକ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି । ଏହି ଶିବିରରେ ମୁଖ୍ୟ ଅତିଥି ଭାବରେ ଅତିରିକ୍ତ ଜ଼ିଲ୍ଲାପାଳ ଶ୍ରୀମତୀ
Read More...

ବ୍ରାଉନସୁଗାର ବେପାରୀ ଗିରଫ

ପୁରୀ : ପୁରୀ ଅବକାରୀ ଅଧିକ୍ଷକ ଜଗଦୀଶ ଚନ୍ଦ୍ର ସାମଲଙ୍କ ନିର୍ଦ୍ଦେଶକ୍ରମେ ସାତପଡ଼ା ଅବକାରୀ ଥାନା ଅଧିକାରୀ ବିନୋଦ ବାସ୍କେଙ୍କ ନେତୃତ୍ୱରେ ଏକ ଟିମ ଗଡିଶାଗଦା ଥାନା ଅଧୀନ ସହାସପୁର ଗ୍ରାମରେ ଚଢ଼ାଉକରୀ ଜଣେ ଅସମୀଙ୍କୁ ବେଆଇନ ଚୋରା ବ୍ରାଉନ ସୁଗାର ବିକ୍ରି କରିବା ଅଭିଯୋଗରେ ଗିରଫ
Read More...

ନୀତି ଆୟୋଗ ଉପାଧ୍ୟକ୍ଷ ଓ ସଦସ୍ୟଙ୍କ ପିପିଲି ବ୍ଲକର ବିଭିନ୍ନ କାର୍ଯ୍ୟ ପରିଦର୍ଶନ

ପୁରୀ : ନୀତି ଆୟୋଗର ଉପାଧ୍ୟକ୍ଷ ସୁମନ କୁମାର ବେରୀ ଓ ଅନ୍ୟାନ୍ୟ ସଦସ୍ୟମାନେ ପିପିଲି ବ୍ଲକର ବିଭିନ୍ନ ଜନକଲ୍ୟାଣକାରୀ ଯୋଜନାର ଅନୁଧ୍ୟାନ କରିଛନ୍ତି । ଗୁରୁବାର ପୂର୍ବାହ୍ନରେ ଉପାଧ୍ୟକ୍ଷ ଓ ସଦସ୍ୟ ମାନେ ପିପିଲି ବ୍ଲକରେ ପହଞ୍ଚିବା ପରେ ସେମାନଙ୍କୁ ଜିଲ୍ଲା ପ୍ରଶାସନ ପକ୍ଷରୁ ସ୍ୱାଗତ
Read More...

ବ୍ରହ୍ମପୁରସ୍ଥ ଲାଞ୍ଜିପଲ୍ଲୀ ସ୍ଥିତ ଦାତବ୍ୟ ହୋମିଓ ଚିକିତ୍ସା କେନ୍ଦ୍ରର ପ୍ରଥମ ବାର୍ଷିକ ଉତ୍ସବ

ଗଞ୍ଜାମ/ ବ୍ରହ୍ମପୁର:ସ୍ଥାନୀୟ ଦିବ୍ୟ ଜୀବନ ସଂଘ ପରିସରରେ ଦାତବ୍ୟ ହୋମିଓ ଚିକିତ୍ସା କେନ୍ଦ୍ରର ବାର୍ଷିକତ୍ସୋବ ଅନୁଷ୍ଠିତ ହୋଇଯାଇଛି । କେନ୍ଦ୍ର ସଭାପତି ପ୍ରଫେସର ଡଃ ଭାସ୍କର ପାଢୀଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଥିଲା । ଏହି ଉତ୍ସବରେ ଦାତବ୍ୟ ଚିକିତ୍ସାଳୟରେ ବିନା ପାରିଶ୍ରମିକରେ
Read More...

ପଞ୍ଚାୟତ ଉଚ୍ଚ ବିଦ୍ୟାଳୟରେ ବୃକ୍ଷ ରୋପଣ କାର୍ଯ୍ୟକ୍ରମ

ଘୁ. ଉଦୟଗିରି: କନ୍ଧମାଳ ଜିଲ୍ଲା ଘୁ. ଉଦୟଗିରି ବ୍ଲକ ଅନ୍ତର୍ଗତ ରଟିଙ୍ଗିଆ ପଞ୍ଚାୟତରେ ୨୭.୦୭.୧୯୯୫ ମସିହାରେ ପ୍ରତିଷ୍ଠା ହୋଇଥିବା ପଞ୍ଚାୟତ ଉଚ୍ଚ ବିଦ୍ୟାଳୟର ୨୮ ତମ ପ୍ରତିଷ୍ଠା ଦିବସ ପାଳିତ ହୋଇଛି । ଏହି ସ୍କୁଲରୁ ପାଠ ପଢ଼ି ବହୁ ଛାତ୍ର ଛାତ୍ରୀ ଆଜି ବିଭିନ୍ନ ସରକାରୀ ତଥା ବେସରକାରୀ
Read More...

ବିକାଶ ଛାତ୍ରୀ ଇଶିକା ଲାଠ +୨ ବାଣିଜ୍ୟରେ ଜିଲ୍ଲା ଟପ୍ପର

ଭବାନୀପାଟଣା:ଯୁକ୍ତ ଦୁଇ ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ବାଣିଜ୍ୟ ପରୀକ୍ଷାରେ ଭବାନୀପାଟଣା ବିକାଶ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ଛାତ୍ରୀ ଇଶିକା ଲାଠ ୫୫୨ ଅଙ୍କ ରଖି କଳାହାଣ୍ଡି ଜିଲ୍ଲା ଟପର ହୋଇଛନ୍ତି । ବାଣିଜ୍ୟରେ ମୋଟ ୪୭ଜଣ ପରୀକ୍ଷା ଦେଇଥିଲେ ସେଥି ମଧ୍ୟରୁ ୩ ଜଣ ୯୦ରୁ ଅଧିକ ରଖିଥିବା
Read More...

କନ୍ଧମାଳ ଜ଼ିଲ୍ଲା କଳାକାର ସଙ୍ଘର ରାଲି ଓ ବିକ୍ଷୋଭ

ଫୁଲବାଣୀ:-କନ୍ଧମାଳ ଜ଼ିଲ୍ଲା ପାରମ୍ପରିକ ଲୋକକଳା ସଂଘର ସଭାପତି ଅକ୍ଷୟ କର୍ଣ୍ଣଙ୍କ ନେତୃତ୍ୱରେ ୬ ଦଫା ଦାବୀପୂରଣ ନେଇ କନ୍ଧମାଳ ଜ଼ିଲ୍ଲା କଳାକାର ସଙ୍ଘର ରାଲି ଓ ବିକ୍ଷୋଭ ହୋଇଥିଲା । ସୂଚନା ଅନୁସାରେ ଜ଼ିଲ୍ଲା ସଂସ୍କୃତି ଅଧିକାରୀଙ୍କ ମନମୁଖୀ କାର୍ଯ୍ୟକଳାପର ଘୋର ପ୍ରତିବାଦ କରି ହଜାର
Read More...

ବ୍ରହ୍ମା କୁମାରୀ ଈଶ୍ୱରୀୟ ବିଶ୍ୱବିଦ୍ୟାଳୟ ଆନୁକୂଲ୍ୟରେ ଚାରାରୋପଣ କାର୍ଯ୍ୟକ୍ରମ

ଜହ୍ନାପଙ୍କ:ବୌଦ୍ଧ ବ୍ଳକ ବଢିଗା ପଂଚାୟତ ଅନ୍ତର୍ଗତ ବଲାସିଙ୍ଗା କସ୍ତୁରବା ଗାନ୍ଧୀ ବାଳିକା ବିଦ୍ୟାଳୟ ଠାରେ ପରିବେଶ ସୁରକ୍ଷା ଓ ଆମର ଦାଇତ୍ୱ ନେଇ ଏକ କାର୍ଯ୍ୟକ୍ରମ ବ୍ରହ୍ମା କୁମାରୀ ଈଶ୍ୱରୀୟ ବିଶ୍ୱବିଦ୍ୟାଳୟ ଆନୁକୂଲ୍ୟରେ ଅନୁଷ୍ଠିତ ହୋଇଯାଇଛି । କେନ୍ଦ୍ର ସଞ୍ଚଳିକା ବି କେ ମାମିନା ଭଉଣୀ
Read More...

ଆରମ୍ଭ ହେଲା ଅନ୍ତର୍ଜାତୀୟ ଚେସ୍‌ ଅଲିମ୍ପିଆଡ୍‌

ଚେନ୍ନାଇ: ଆଜିଠୁ ଏଠାରେ ଆରମ୍ଭ ହୋଇଛି ୪୪ତମ ଅନ୍ତର୍ଜାତୀୟ ଚେସ୍‌ ଅଲିମ୍ପିଆଡ୍‌ । ଚେନ୍ନାଇର ଜବାହରଲାଲ ନେହେରୁ ଷ୍ଟାଡିୟମରେ ଆୟୋଜିତ ଏହି ଇଭେଣ୍ଟକୁ ଉଦ୍‌ଘାଟନ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଉଦଘାଟନୀ ସମାରୋହରେ ତାମିଲନାଡୁ ମୁଖ୍ୟମନ୍ତ୍ରୀ ଏମ କେ ଷ୍ଟାଲିନ ଉପସ୍ଥିତ
Read More...