Monthly Archives

September 2022

୧୨୦ ବର୍ଷ ପରେ କୋଣାର୍କ ସୂର୍ଯ୍ୟମନ୍ଦିରରୁ କଢାଯିବ ବାଲି

ପୁରୀ : ବିଶ୍ୱ ପ୍ରସିଦ୍ଧ କୋଣାର୍କ ସୂର୍ଯ୍ୟ ମନ୍ଦିରର ସୁରକ୍ଷା ପାଇଁ ପଦକ୍ଷେପ ନେବା ଆରମ୍ଭ କରିଛି ଏଏସଆଇ । ଦୀର୍ଘ ୧୨୦ବର୍ଷ ପରେ କୋଣାର୍କ ସୂର୍ଯ୍ୟମନ୍ଦିରରୁ କଢାଯିବ ବାଲି । ମନ୍ଦିର ସୁରକ୍ଷା ପାଇଁ ଏହା ଅତ୍ୟନ୍ତ ଜରୁରୀ । କେନ୍ଦ୍ର ସଂସ୍କୃତି ମନ୍ତ୍ରାଳୟ ଏଥିପାଇଁ ଅନୁମତି ଦେବା ପରେ
Read More...

ପ୍ରେମିକକୁ ହତ୍ୟା ଘଟଣାରେ ଆଉ ୭ ଗିରଫ, ଅଭିଯୁକ୍ତଙ୍କ ସଂଖ୍ୟା ୧୪କୁ ବୃଦ୍ଧି

ବାଲିଗୁଡ଼ା: କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ଥାନା ଅନ୍ତର୍ଗତ ଲଣ୍ଡାଗାଁ ଗ୍ରାମ ପଞ୍ଚାୟତର ପୁଟୁକିପାଲି ଜଙ୍ଗଲରୁ ଅଖାରେ ବନ୍ଧା ହୋଇଥିବା ଅବସ୍ଥାରେ ଜଣେ ଯୁବକଙ୍କ ଗଳିତ ଶବ ଉଦ୍ଧାର କରିଥିଲା ପୋଲିସ୍‌ । ଶବ ଉଦ୍ଧାରର ଦୁଇଦିନ ମଧ୍ୟରେ ହତ୍ୟାକାଣ୍ଡର ଗୁମର ଖୋଲିଛି ବାଲିଗୁଡ଼ା ପୋଲିସ୍‌ । ଏହା
Read More...

ହାଇଟେକ ଗ୍ରୁପ ପକ୍ଷରୁ ଜୋତା ଓ ଟି-ସାର୍ଟ ବଣ୍ଟନ

ପାରଳାଖେମୁଣ୍ଡି : ପାରଳାଖେମୁଣ୍ଡି ସ୍ଥିତ ବେତାଗୁଡା ପୋଲିସ ପଡିଆଠାରେ ଅଗ୍ନିପଥ ସୈନ୍ୟବାହିନୀ ନିଯୁକ୍ତି ପାଇଁ ଟ୍ରେନିଂ ପାଉଥିବା ଯୁବକ ମାନଙ୍କୁ ଆଜି ସନ୍ଧ୍ୟାରେ ହାଇଟେକ ଗ୍ରୁପ ତରଫରୁ ଟି-ସାର୍ଟ ଓ ଜୋତ ବଣ୍ଟନ କରଯାଇଥିଲା । ଏହି କାର୍ଯ୍ୟକ୍ରମର ମୁଖ୍ୟ ଅଥିତି ଭାବେ ବିଜେଡି ଯୁବନେତା
Read More...

ଜିଲ୍ଲାସ୍ତରୀୟ ପେନସନ ଅଦାଲତ ଅନୁଷ୍ଠିତ

ବୌଦ୍ଧ,୮/୯- ଆଜି ଜିଲ୍ଲା ପ୍ରଶାସନ ବୌଦ୍ଧ ତରଫରୁ ଆୟୋଜିତ ଜିଲ୍ଲାସ୍ତରୀୟ ପେନସନ ଅଦାଲତ ଅନୁଷ୍ଠିତ ହୋଇଯାଇଛି । ଏଥିରେ ଅବସରକାଳୀନ ପ୍ରାପ୍ୟ ସମ୍ବନ୍ଧୀୟ ଆସିଥିବା ୩୭ଟି ଅଭିଯୋଗରୁ ଜିଲ୍ଲାପାଳ ବୌଦ୍ଧ ୧୫ଟି ତୁରନ୍ତ ସମାଧାନ କରିବା ସହିତ ୭ଦିନ ଭିତରେ ୧୦ଟି, ୧୫ଦିନ ଭିତରେ ୫ଟି ଓ ଅବଶିଷ୍ଟ
Read More...

ଜିଲ୍ଲା ଟ୍ରାକ୍ଟର ସଂଘ ପକ୍ଷରୁ ବିକ୍ଷୋଭ ପ୍ରଦର୍ଶନ

ସୁବର୍ଣ୍ଣପୁର: ଜିଲ୍ଲା ଟ୍ରାକ୍ଟର ସଂଘ ପକ୍ଷରୁ ଗାଡି ମାଲିକମାନେ ଆଜି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଆଗରେ ନୀରବ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି । ସହରରେ ଚାଲୁଥିବା ଟ୍ରାକ୍ଟର ଗୁଡିକ ବାଲି, ମେଟାଲ, ମୋରମ ଆଦି ଘର ତିଆରି ସାମଗ୍ରୀ ନେବା ଆଣିବା କରୁଥିବା ବେଳେ ରାଜସ୍ୱ ଅଧିକାରୀମାନେ
Read More...

ଲୋକଙ୍କ ସେବାରେ ଲାଗୁନି ଲିଙ୍ଗାଗଡ ସରକାରୀ ହୋମିଓପ୍ୟାଥି ଚିକିତ୍ସାଳୟ

ଘୁ ଉଦୟଗିରି: ସ୍ଥାନୀୟ ବ୍ଲକ ଅନ୍ତର୍ଗତ ଲିଙ୍ଗାଗଡଠାରେ ରହିଛି ସରକାରୀ ହୋମିଓପ୍ୟାଥି ଚିକିତ୍ସାଳୟ । ଦୀର୍ଘ ୧୦ ରୁ ୧୨ ବର୍ଷ ହେବ ଏହି ଚିକିତ୍ସାଳୟ ଭୂତ କୋଠରି ସଦୃଶ ପଡ଼ିରହିଛି । ଏହି ଚିକିତ୍ସାଳୟଟି ୧/୦୨/୧୯୭୨ ମସିହାରେ ନିର୍ମାଣ ହୋଇଛି କିନ୍ତୁ ବର୍ଷ ବର୍ଷ ଧରି ଏହି ଚିକିତ୍ସାଳୟରେ
Read More...

ବୌଦ୍ଧରେ ଫିଜିଓଥେରାପି ଦିବସ ପାଳିତ

ବୌଦ୍ଧ,୮/୯- ପ୍ରତିବର୍ଷ ସେପ୍ଟେମ୍ବର ୮ ତାରିଖକୁ ବିଶ୍ୱ ଫିଜିଓଥେରାପି ଦିବସ ଭାବେ ପାଳନ କରାଯାଇଥାଏ । ଏହି ପରିପ୍ରେକ୍ଷୀରେ ଆଜି ବୌଦ୍ଧ ମୁଖ୍ୟ ଚିକିତ୍ସାଳୟର ଫିଜିଓଥେରାପି ୟୁନିଟରେ ଏହି ଦିବସ ପାଳିତ ହୋଇଯାଇଛି । ଫିଜିଓଥେରାପି ବିଭାଗ ମୁଖ୍ୟ ଡ. ଶିଲା ମହାରଣା, ତାଙ୍କ ସହଯୋଗୀ ଡ.
Read More...

ଜିଲ୍ଲାରୁ ୪୯ କରୋନା ଆକ୍ରାନ୍ତ, ଦଶପଲ୍ଲା ମାଳ ଅଂଚଳରେ ସ୍ଥିତି ଜାହିର୍‌ କଲା କରୋନା

ଦଶପଲ୍ଲା : କିଛି ମାସର ବ୍ୟବଧାନ ପରେ ନୟାଗଡ଼ ଜିଲ୍ଲାରୁ ପୁଣି କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ଦେଖାଯାଇଛି । ଗୋଟିଏ ଦିନରେ ୪୯ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଥିବା ଆଜି ସୂଚନା ଦିଆଯାଇଛି । ସେମାନଙ୍କ ମଧ୍ୟରେ ଦଶପଲ୍ଲାରୁ ସର୍ବାଧିକ ୩୧ ଆକ୍ରାନ୍ତ ରହିଥିବା ବେଳେ ନୂଆଗାଁ ୧୦, ରଣପୁର ୩,
Read More...

ମଦ ଦୋକାନ ଖୋଲିବା ସପକ୍ଷରେ ଗ୍ରାମବାସୀ ଓ ସ୍ୱୟଂ ସହାୟକ ଗୋଷ୍ଠୀ

ନବରଙ୍ଗପୁର: ଗୁରୁବାର ରାଇଘର ବ୍ଲକ ଗାଞ୍ଜପାରା ଅଞ୍ଚଳର ଶତାଧିକ ଗ୍ରାମବାସୀ ଓ ମହିଳା ସ୍ୱଂୟ ସହାୟକ ଗୋଷ୍ଠୀ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟକୁ ପହଞ୍ଚି ଜିଲ୍ଲାପାଳଙ୍କ ଉଦ୍ଦେଶ୍ୟରେ ଏକ ସ୍ମାରକ ପତ୍ର ପ୍ରଦାନ କରିଛନ୍ତି । ସ୍ମାରକ ପତ୍ରରେ ଗ୍ରାମବାସୀମାନେ ସେମାନଙ୍କ ଅଞ୍ଚଳରେ ପ୍ରସ୍ତାବିତ
Read More...

ଟ୍ରାନ୍ସଫର୍ମର ପୋଡ଼ି, ମାସେ ହେଲା ଅନ୍ଧାରରେ ଗ୍ରାମବାସୀ

ଫିରିଙ୍ଗିଆ : କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ବ୍ଲକ କେଳାପଡା ପଞ୍ଚାୟତ ବିଶିଶାଇ ଠାରେ ବିଦ୍ୟୁତ ଟ୍ରାନ୍ସଫର୍ମର ପୋଡି ଯାଇ ଗୋଟିଏ ମାସ ବିତିଯାଇଥିଲେ ମଧ୍ୟ ବିଦ୍ୟୁତ ଟ୍ରାନ୍ସଫର୍ମର ମରାମତି କିମ୍ବା ନୂତନ ବିଦ୍ୟୁତ ଟ୍ରାନ୍ସଫର୍ମର ବସା ଯାଇନଥିବା ଅଭିଯୋଗ କରିଛନ୍ତି ଗ୍ରାମବାସୀ ।ଫଳରେ
Read More...