Monthly Archives

September 2022

ଜିଲ୍ଲା ସ୍ୱାସ୍ଥ୍ୟ ସମିତି ତରଫରୁ ନୀଳ ଆକାଶ ନିମନ୍ତେ ସ୍ୱଚ୍ଛ ବାୟୁ ଦିବସ ପାଳିତ

ସୁବର୍ଣ୍ଣପୁର,୮/୯- ଜିଲ୍ଲା ସ୍ୱାସ୍ଥ୍ୟ ସମିତି ତରଫରୁ ଜିଲ୍ଲା ମୁଖ୍ୟ ଚିକିତ୍ସା ଓ ଜନସ୍ୱାସ୍ଥ୍ୟ ଅଧିକାରୀ ଡାକ୍ତର ବିଶ୍ୱରଂଜନ ପତିଙ୍କ ଅଧ୍ୟକ୍ଷତାରେ ତାଙ୍କ କାର୍ଯ୍ୟାଳୟସ୍ଥିତ ସଭାଗୃହରେ ଜିଲ୍ଲାସ୍ତରୀୟ ଆନ୍ତର୍ଜାତୀୟ ‘ନୀଳ ଆକାଶ ନିମନ୍ତେ ସ୍ୱଚ୍ଛ ବାୟୁ ଦିବସ' ପାଳିତ ହୋଇଯାଇଛି ।…
Read More...

ଗୁରୁଶ୍ରୀ ସତ୍ୟନାରାୟଣ ବହିଦାରଙ୍କ ପ୍ରତିମୂର୍ତ୍ତି ସ୍ଥାପନ ପାଇଁ ଭୂମିପୂଜନ ସମ୍ପନ୍ନ

ସମ୍ବଲପୁର:ଅବିଭକ୍ତ ବଲାଙ୍ଗୀର ଜିଲ୍ଲା ଯାହାଙ୍କର ଜନ୍ମଭୂମି ଓ ଅବିଭକ୍ତ ସମ୍ବଲପୁର ଜିଲ୍ଲା ଯାହାଙ୍କର କର୍ମଭୂମି ସେ ହେଉଛନ୍ତି ଦୁଇ କୋଟିରୁ ଉର୍ଦ୍ଧ୍ୱ ଲୋକ ବ୍ୟବହାର କରୁଥିବା ସମ୍ବଲପୁରୀ ଭାଷା, ସାହିତ୍ୟ, ସଂସ୍କୃତି ଓ ପରମ୍ପରାର ବାର୍ତ୍ତାବାହକ । ସେହି ମହାନ ବରପୁତ୍ରଙ୍କୁ ଯଥୋଚିତ…
Read More...

ସର୍ବଭାରତୀୟ ନିଟ୍‌ ପରୀକ୍ଷାରେ କୃତକାର୍ଯ୍ୟ

ସୁବର୍ଣ୍ଣପୁର,୮/୯- ସର୍ବଭାରତୀୟ ମେଡିକାଲ ପ୍ରବେଶିକା ପରୀକ୍ଷା (ନିଟ୍‌)ରେ ସୋନପୁର ପଟାଭାଡିର ଗୋପାଳ ମେହେର ଉଲ୍ଲେଖନୀୟ ସଫଳତା ହାସଲ କରିଛନ୍ତି । ୭୨୦ ମାର୍କରୁ ୬୨୭ ମାର୍କ ରଖି ସେ ଜିଲ୍ଲା ତଥା ଓଡିଶା ପାଇଁ ଗୌରବ ଆଣିଛନ୍ତି । ଏହି ଖବର ପ୍ରଚାରିତ ହେବାପରେ ଗୋପାଳଙ୍କୁ ବିଭିନ୍ନ ମହଲରୁ…
Read More...

ସୁନା ଇଟା ଦେଖାଇ ଲୁଟ ଘଟଣାରେ ଚାରି ଗିରଫ

ନବରଙ୍ଗପୁର: ସୁନା ଇଟା କାରବାର ନେଇ ନବରଙ୍ଗପୁର ପୋଲିସ ଚାରିଜଣଙ୍କୁ ଗିରଫ କରି କୋର୍ଟଚାଲାଣ କରିଛି । ନକଲି ଇଟା ଦେଖେଇ ଲୁଟି ନେଇଥିଲେ ୧୦ ଲକ୍ଷ ଟଙ୍କା । ଏହି ଘଟଣାରେ ପୋଲିସ ୪ ଜଣଙ୍କୁ ଗିରଫ କରିଛି । ସେମାନଙ୍କଠାରୁ ୪ ଲକ୍ଷ ୬୦ ହଜାର ଟଙ୍କା ଜବତ କରାଯାଇଛି । ଏହାସହ ଗୋଟିଏ ଖଣ୍ଡା,…
Read More...

ଗଙ୍ଗାଧର ମେହେର ସ୍ୱେଚ୍ଛାସେବି ସମିତି ତରଫରୁ ଅସହାୟ ମହିଳାଙ୍କ ଶବ ସତ୍କାର

ବୌଦ୍ଧ : ବୌଦ୍ଧ ଏନଏସିର ୯ ନମ୍ୱର ୱାର୍ଡରେ ରହୁଥିବା ସୁରୁବୁଢି ବେହେରା(୫୦ ବର୍ଷ) ନାମକ ଜଣେ ମହିଳା ଆଜି କୌଣସି କାରଣରୁ ବେକରେ ରଶି ଲଗାଇ ଆତ୍ମହତ୍ୟା କରିଥିଲେ । ତାଙ୍କର ବନ୍ଧୁବାନ୍ଧବ କେହି ନ ଆସିବାରୁ ବୌଦ୍ଧ ଥାନା ତରଫରୁ ବୁଟୁପାଲିର ଗଙ୍ଗାଧର ମେହେର ସ୍ୱେଚ୍ଛାସେବି ସମିତିକୁ ଜଣାଇବା…
Read More...

ଚଙ୍ଗରିଆରେ ସୁନ୍ଦରାକାଣ୍ଡ ପାରାୟଣ

ଖପ୍ରାଖୋଲ : ଖପ୍ରାଖୋଲ ବ୍ଲକ ଚଙ୍ଗରିଆ ପଞ୍ଚାୟତ ଚଙ୍ଗରିଆ ଗ୍ରାମରେ ଗଣେଶ ପୂଜା କମିଟି ଆନ୍ୟୁକଲ୍ୟରେ ଏକଦିବସିୟ ସୁନ୍ଦରାକାଣ୍ଡ ପାରାୟଣ ଜଗନ୍ନାଥ ମନ୍ଦିର ପ୍ରାଙ୍ଗଣଠାରେ ଅନୁଷ୍ଠିତ ହୋଇଯାଇଛି । ପ୍ରଥମେ କଳସ ପାରାୟଣ ମଣ୍ଡପ ସ୍ଥାପନ ସ଼ହ ପୂଜାର୍ଚ୍ଚନା ପରେ ପୁରାଣ ପଠନ ହୋଇଥିଲା । ଏଥିରେ…
Read More...

ମାତା ପାର୍ବତୀଙ୍କ ଭୂମିକାରେ ଅଭିନୟ କରୁଥିଲେ, ହୃଦଘାତରେ ମଞ୍ଚରେ ଚାଲିଗଲା ଜୀବନ ; ଆସିଲା ଦୁଃଖଦ ଭିଡିଓ

ଜମ୍ମୁ : ଦେଶ ତଥା ବିଶ୍ୱରେ ଲଗାତାର ଭାବେ ହଠାତ୍‌ ହୃଦଘାତଜନିତ ମୃତ୍ୟୁ ଘଟଣା ସାମ୍ନାକୁ ଆସୁଛି । କେତେବେଳେ ମଞ୍ଚରେ ନୃତ୍ୟ କରୁଥିବା ବେଳେ ମଧ୍ୟ କେତେକ ସ୍ଥଳରେ ବ୍ୟକ୍ତିଙ୍କ ମୃତ୍ୟୁ ହୋଇଥିବା ମଧ୍ୟ ନଜିର ରହିଛି । ଜାମ୍ମୁରୁ ଏପରି ଏକ ମାମଲା ସାମ୍ନାକୁ ଆସିଛି ଯେଉଁଠାରେ ଜଣେ କଳାକାର…
Read More...

ଟି-୨୦ ବିଶ୍ୱକପ: ଜାରି ହେଲା ୱାର୍ମ ଅପ୍‌ ମ୍ୟାଚ୍‌ ଗୁଡିକର କାର୍ଯ୍ୟସୂଚୀ, ଏହି ଦୁଇ ଦେଶ ବିପକ୍ଷରେ ଖେଳିବ ଭାରତ

ନୂଆଦିଲ୍ଲୀ : ଆଇସିସି ଟି -୨୦ ବିଶ୍ୱକପ୍‌ର ୱାର୍ମ ଅପ୍‌ ମ୍ୟାଚ୍‌ ପାଇଁ କାର୍ଯ୍ୟସୂଚୀ ପ୍ରକାଶ ପାଇଛି । ଅକ୍ଟୋବର ୧୦ ରୁ ୧୯ ପର୍ଯ୍ୟନ୍ତ ମୋଟ ୧୫ ଟି ୱାର୍ମ ଅପ୍‌ ମ୍ୟାଚ୍‌ ଖେଳାଯିବ । ଏହି ସମୟ ମଧ୍ୟରେ ଭାରତକୁ ଅଷ୍ଟ୍ରେଲିଆ ଏବଂ ନ୍ୟୁଜିଲ୍ୟାଣ୍ଡକୁ ସାମ୍ନା କରିବାକୁ ପଡିବ । ଭାରତର…
Read More...

ସୃଷ୍ଟି ହେଲା ଲଘୁଚାପ କ୍ଷେତ୍ର

ଭୁବନେଶ୍ୱର: ସକ୍ରିୟ ଘୂର୍ଣ୍ଣିବଳୟ ପ୍ରଭାବରେ ପଶ୍ଚିମ-କେନ୍ଦ୍ରୀୟ ତତସଂଲଗ୍ନ ପୂର୍ବ-କେନ୍ଦ୍ରୀୟ ବଙ୍ଗୋପସାଗର ଅଞ୍ଚଳରେ ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇଛି । ପ୍ରଭାବରେ ଆଗାମୀ ୪୮ଘଣ୍ଟା ମଧ୍ୟରେ ଆହୁରି ଘନୀଭୂତ ହୋଇ ପଶ୍ଚିମ-କେନ୍ଦ୍ରୀୟ ତତସଂଲଗ୍ନ ଉତ୍ତର-ପଶ୍ଚିମ ବଙ୍ଗୋପସାଗର ଏବଂ…
Read More...

ସିଆରପିଏଫ୍‌ଙ୍କ ଦ୍ୱାରା ୧୬୪ କେଜି ଗଞ୍ଜେଇ ସହ ଟ୍ରାକ୍ଟର ଜବତ

ଫୁଲବାଣୀ: କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ଥାନା ଅନ୍ତର୍ଗତ ସାଡିଙ୍ଗିଆ ପଞ୍ଚାୟତର କଟାପଙ୍ଗା ଗାଁ ନିକଟରେ ସିଆରପିଏଫ୍‌ ବାହିନୀ ଦ୍ୱାରା ୧୬୪ କିଲୋଗ୍ରାମ ଗଞ୍ଜେଇ ଜବତ ହୋଇଛି । ସୂଚନା ଅନୁଯାୟୀ, ଏକ ଟ୍ରାକ୍ଟରରେ ଗଞ୍ଜେଇ ବୋଝେଇ ହୋଇ ଯାଉଥିବା ସମୟରେ କଟାପଙ୍ଗା ଗାଁ ନିକଟରେ ସିଆରପିଏଫ୍‌…
Read More...