Monthly Archives

September 2022

ଭାରତୀୟ ଦଳରେ ଏହି ତିନି ଖେଳାଳି ହେଲେ ସାମିଲ

ନୂଆଦିଲ୍ଲୀ: ଦକ୍ଷିଣ ଆଫ୍ରିକା ବିପକ୍ଷ ୩ ମ୍ୟାଚ୍‌ ବିଶିଷ୍ଟ ଟି -୨୦ ସିରିଜ୍‌ ପାଇଁ ତିନିଜଣ ଖେଳାଳି ଭାରତୀୟ ଦଳରେ ସାମିଲ ହୋଇଛନ୍ତି ି । ବୋର୍ଡ ଅଫ୍‌ କଣ୍ଟ୍ରୋଲ୍‌ ଫର କ୍ରିକେଟ୍‌ ଇନ୍‌ ଇଣ୍ଡିଆ (ବିସିସିଆଇ) ଦ୍ୱାରା ଏହା ଘୋଷଣା କରାଯାଇଛି । ଆଜି ଆରମ୍ଭ ହେବାକୁ ଥିବା ଏହି ଟି -୨୦
Read More...

ବାଲି ନିଲାମକୁ ବିରୋଧ କରି ତହସିଲଦାରଙ୍କୁ ଦାବିପତ୍ର ପ୍ରଦାନ

ଗଞ୍ଜାମ:ଭିମପୂର ଗ୍ରାମରେ ସରକାରୀ ବାଲି ନିଲାମକୁ ବିରୋଧ କରି ୪ଗୋଟି ଗ୍ରାମ ଯଥା ହୁଣ୍ଡତ, ହତା ପୁର, ଭୀମପୁର, ପାଣ୍ଡର ଖୋଲି ଗ୍ରାମର ଶତାଧିକ ବ୍ୟକ୍ତିଙ୍କ ତହସିଲଦାରଙ୍କ ଅଫିସ ଆଗରେ ଏକାଠି ହୋଇ ଦାବିପତ୍ର ପ୍ରଦାନ କରିଥିଲେ । ସେମାନଙ୍କ କହିବା କଥା ଭୀମପୁର ବାଲିଘାଟ ନିଲାମ ଯୋଗୁଁ
Read More...

ନେହେରୁ ଯୁବ କେନ୍ଦ୍ର ପକ୍ଷରୁ ଜିଲ୍ଲାସ୍ତରୀୟ ଯୁବ ଉତ୍ସବ

ପାରଳାଖେମୁଣ୍ଡି: ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ଠାରେ ଥିବା ଭାରତ ସରକାରଙ୍କ ଯୁବ ବ୍ୟାପାର ଓ କ୍ରୀଡା ମନ୍ତ୍ରଣାଳୟ ଅଧିନସ୍ଥ ନେହେରୁ ଯୁବ କେନ୍ଦ୍ର ଗଜପତି ପକ୍ଷରୁ ଆଜାଦିକା ଅମୃତ ମହୋତ୍ସବ ପାଳନ ଅବସରରେ ଜିଲ୍ଲାସ୍ତରୀୟ ଯୁବ ଉତ୍ସବ ଏବଂ ଯୁବସମ୍ବାଦ କାର୍ଯ୍ୟକ୍ରମ ଅନୁଷ୍ଠିତ
Read More...

ଓଡ଼ିଆ ବାପଟିଷ୍ଟ ଚର୍ଚ୍ଚର ନୂତନ କର୍ମକର୍ତ୍ତା ଚୟନ

ଫୁଲବାଣୀ : ଓଡ଼ିଆ ବାପ୍‌ଟିଷ୍ଟ ମଣ୍ଡଳୀର ଉପାସନା ଗୃହ ମଧ୍ୟରେ ଓଡ଼ିଆ ବାପ୍‌ଟିଷ୍ଟ ମଣ୍ଡଳୀର ଆଗାମୀ ଦୁଇ ବର୍ଷ ପାଇଁ ନୂତନ କର୍ମକର୍ତ୍ତା ଚୟନ ନିମନ୍ତେ ନିର୍ବାଚନ କରାଯାଇଥିଲା । ଏହି ନିର୍ବାଚନ କାର୍ଯ୍ୟକୁ ଆ. ବିଜୟ କୁମାର କରାଡ଼, ନିର୍ବାଚନ ଅଧିକାରୀ ଓ ଆ. ଜିତେନ୍ଦ୍ରିୟ ସୁନା, ସହ
Read More...

ଜହ୍ନାପଙ୍କ ହାଇସ୍କୁଲ ୨୦୦୬ ମ୍ୟାଟ୍ରିକ ବ୍ୟାଚର ବନ୍ଧୁମିଳନ

ଜହ୍ନାପଙ୍କ:ବୌଦ୍ଧ ବ୍ଳକ ବଢିଗାଁ ପଂଚାୟତ ଅନ୍ତର୍ଗତ ଗିରାଶିଙ୍ଗା ଜଗନ୍ନାଥ ବନପ୍ରକଳ୍ପରେ ଜହ୍ନାପଙ୍କ ଉଚ୍ଚ ବିଦ୍ୟାଳୟର ୨୦୦୬ ମ୍ୟାଟ୍ରିକ ବ୍ୟାଚର ବନ୍ଧୁମିଳନ ରବିବାର ଅନୁଷ୍ଠିତ ହୋଇଯାଇଛି । ଗିରିଧାରୀ କର୍ଣ୍ଣଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଆଲୋଚନା ସଭାରେ ପ୍ରଶାନ୍ତ ପ୍ରଧାନ ସ୍ୱାଗତ ଭାଷଣ
Read More...

୪ଲକ୍ଷ ଟଙ୍କା ଚୋରି : ୩ ଗିରଫ

ଦଶପଲ୍ଲା : ନୂଆଗାଁ ଥାନା ଅଞ୍ଚଳ ମହିତମା ଗ୍ରାମ ଠାରୁ କିଛିଦୂରରେ ଥିବା କୁକୁଡ଼ା ଫାର୍ମର ଦୁଇ କର୍ମଚାରୀ ବାଇକ୍‌ରେ ୪ଲକ୍ଷ ଟଙ୍କା ନେଇ ବ୍ୟାଙ୍କରେ ଡିପୋଜିଟ୍‌ କରିବା ପାଇଁ ଯାଉଥିବା ସମୟରେ ମହିତମା ଜଙ୍ଗଲରେ କିଛି ଦୁର୍ବୃତ୍ତ ମରଣାନ୍ତକ ଆକ୍ରମଣ କରି ଟଙ୍କା ଲୁଟି ନେଇଥିବା ନୂଆଗାଁ
Read More...

ଚିରନିଦ୍ରାରେ ହିଲ୍‌ ମ୍ୟାନ୍‌ ହରି ବେହେରା,୨୫ବର୍ଷ ଲଢେଇ କରି ଗାଁକୁ ଫିଟାଇଥିଲେ ବାଟ

ଦଶପଲ୍ଲା : ଆଉ ନାହାଁନ୍ତି ନୟାଗଡ଼ ଜିଲ୍ଲାରେ ହିଲ୍‌ ମ୍ୟାନ୍‌ ଭାବରେ ପରିଚିତ ହରି ବେହେରା । ଦିନଥିଲା ଅସମ୍ଭବକୁ ସମ୍ଭବରେ ପରିଣତ କରିଥିଲେ । ପ୍ରଶାସନ ଯାହା କରିପାରିନଥିଲା ତାହାକରି ସାରା ଓଡ଼ିଶାରେ ଚର୍ଚ୍ଚିତ ହୋଇଥିଲେ । ଦିନରାତି ଏକ କରି ଗାଁକୁ ନିତିଦିନିଆ ବାଟ ଫିଟାଇଥିଲେ ହରି ।
Read More...

ପଞ୍ଚାୟତରେ ତାଲା ପକାଇ ଧାରଣାରେ ବସିଲେ ଶ୍ରମିକ : ଏମଜିଏନଆରଇଜିଏସ ଅର୍ଥ ଅନିୟମିତତା ଅଭିଯୋଗ

ଖପ୍ରାଖୋଲ : ବଲାଙ୍ଗୀର ଜିଲ୍ଲା ଖପ୍ରାଖୋଲ ଏକ ଦାଦନ ପ୍ରବଣ ଅଞ୍ଚଳ । ଏଇଠି ପ୍ରତ୍ୟେକ ବର୍ଷ ହଜାର ହଜାର ଲୋକ କାମଧନ୍ଦା ପାଇଁ ଅନ୍ୟ ରାଜ୍ୟକୁ ଦାଦନ ଖଟି ଯାଉଛନ୍ତି । ଲୋକମାନେ ଅଭିଯୋଗ କରୁଛନ୍ତି ଯେ, ଏଇଠି କାମଧନ୍ଦା ମିଳୁନି କିନ୍ତୁ ସରକାର ପ୍ରୟାପ୍ତ ପରିମାଣରେ କର୍ମ ଦିବସ ସୃଷ୍ଟି
Read More...

ଆଜି ଭାରତ-ଦ.ଆଫ୍ରିକା ପ୍ରଥମ ଟି-୨୦, ଏମିତି ହୋଇପାରେ ଦୁଇଦଳର ପ୍ଲେଇଙ୍ଗ ଏକାଦଶ

ଥିରୁବନନ୍ତପୁରମ : ଭାରତ ଏବଂ ଦକ୍ଷିଣ ଆଫ୍ରିକା ମଧ୍ୟରେ ତିନି ମ୍ୟାଚ୍‌ ବିଶିଷ୍ଟ ଟି -୨୦ ସିରିଜର ପ୍ରଥମ ମ୍ୟାଚ୍‌ ଆଜି ଥିରୁବନନ୍ତପୁରମରେ ଖେଳାଯିବ । ଏହି ମ୍ୟାଚରେ ଭାରତୀୟ ଦଳ ଅନେକ ପରିବର୍ତ୍ତନ ସହିତ ପଡିଆକୁ ଓହ୍ଲାଇବ, କାରଣ ଦୁଇ ଖେଳାଳି ଖେଳୁଥିବା ଏକାଦଶରୁ ବାହାରେ ଅଛନ୍ତି ।
Read More...

ଶ୍ରୀମନ୍ଦିର ପରିଚାଳନା କମିଟି ବୈଠକ ; ରତ୍ନଭଣ୍ଡାର ଖୋଲାଯିବା ନେଇ ଆଲୋଚନା ହେଲାନି

ପୁରୀ : ଶ୍ରୀମନ୍ଦିର ପରିଚାଳନା କମିଟି ବୈଠକ ଶେଷ ହୋଇଛି । ତେବେ ବୈଠକରେ ଶ୍ରୀମନ୍ଦିର ଭିତର ରତ୍ନଭଣ୍ଡାର ଖୋଲାଯିବା କିମ୍ବା ମରାମତି ପାଇଁ କୈାଣସି ଆଲୋଚନା କରାଯାଇନାହିଁ । ଶ୍ରୀମନ୍ଦିର ପରିଚାଳନା କମିଟି ସଦସ୍ୟ ପଦ୍ମଶ୍ରୀ ସୁଦର୍ଶନ ପଟ୍ଟନାୟକ ରତ୍ନଭଣ୍ଡାର ପ୍ରସଙ୍ଗ ଉଠାଇଥିଲେ ମଧ୍ୟ ଏହା
Read More...