Monthly Archives

October 2022

ଏହି ଚାରି ଦଳ ସେମିଫାଇନାଲ ଖେଳିବେ : ଗାଙ୍ଗୁଲି

ନୂଆଦିଲ୍ଲୀ : ଆଇସିସି ଟି -୨୦ ବିଶ୍ୱକପ ୨୦୨୨ ରେ ସୁପର -୧୨ ର ମୁକାବିଲା ଆରମ୍ଭ ହୋଇଛି । ସୁପର -୧୨ ର ପ୍ରଥମ ମ୍ୟାଚରେ ନ୍ୟୁଜିଲ୍ୟାଣ୍ଡ ଅଷ୍ଟ୍ରେଲିଆକୁ ୮୯ ରନରେ ପରାସ୍ତ କରିଛି । ଅଷ୍ର୍ଟ୍ରେଲିଆରେ ଟି -୨୦ ବିଶ୍ୱକପ ୨୦୨୨ ଖେଳାଯାଉଛି ଏବଂ ଆୟୋଜକ ଦଳ ମଧ୍ୟ ଡିଫେଣ୍ଡିଂ ଚାମ୍ପିଅନ୍‌ ।
Read More...

ଚାଷୀଙ୍କ ଧାନ ଟଙ୍କା ହଡ଼ପ ଘଟଣା,କଳସାଖମଣ ସମବାୟ ସମିତି ସମ୍ପାଦକ ରଘୁ ମହାକୁଡ଼ ଗିରଫ

ନୟାଗଡ଼ : ନୟାଗଡ଼ ଜିଲ୍ଲା ଦଶପଲ୍ଲା ବ୍ଲକ ପଶ୍ଚିମାଞ୍ଚଳ କଳସାଖମଣ ସମବାୟ ସମିତି ସମ୍ପାଦକ ରଘୁନାଥ ମହାକୁଡଙ୍କୁ ଗିରଫ କରିଛି ବାଣିଗୋଚ୍ଛା ଥାନା ପୁଲିସ । ଚାଷୀଙ୍କ ଧାନ ଟଙ୍କା ହଡପ ନେଇ ଜୁଲାଇ ୨୮ ତାରିଖରେ ସହକାରୀ ସମବାୟ ନିବନ୍ଧକ (ଏଆରସିଏସ) ବାଣିଗୋଚ୍ଛା ଥାନାରେ ଏତଲା ଦେଇଥିଲେ ।
Read More...

କୁମ୍ଭାରୀପଦର ଭୂସ୍ଖଳନ ଘଟଣା: ଭୁତତ୍ତ୍ୱବିତଙ୍କ ନମୁନା ସଂଗ୍ରହ, ପରୀକ୍ଷା ପାଇଁ ଗଲା ମାଟି

ବାଲିଗୁଡ଼ା: କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ବ୍ଲକ ହାତୀମୁଣ୍ଡା ପଞ୍ଚାୟତ କୁମ୍ଭାରୀପଦର ନିକଟରେ ଥିବା ଉପକଣ୍ଠ ପାହାଡ଼ରେ ଅଧ କି.ମି. ଦୀର୍ଘର ଏକ ଫାଟ ଦେଖାଯାଇ ଧିରେ ଧିରେ ତାହାର ଦୀର୍ଘତା ବଢ଼ିବାରେ ଲାଗିଛି । ଏହାର ବିପଦ ସଙ୍କୁଳତାକୁ ଲକ୍ଷ୍ୟ କରି କନ୍ଧମାଳ ଜିଲ୍ଲାପାଳ ଆଶିଷ ଈଶ୍ୱର
Read More...

ବୃଦ୍ଧାଙ୍କ ଜୀବନ ନେଲା ଦନ୍ତାହାତୀ

ଖପ୍ରାଖୋଲ: ବଲାଙ୍ଗିର ଜିଲ୍ଲା ଖପ୍ରାଖୋଲ ଅଞ୍ଚଳ ଏକ ଜଙ୍ଗଲ ଘେରା ଦୁର୍ଗମ ପାହାଡିଆ ଅଞ୍ଚଳ ହୋଇଥିବା ବେଳେ ଏଠାରେ ଅନେକ ଜୀବଜନ୍ତୁ ଆସିଥାନ୍ତି । ବିଶେଷ କରି ଏହି ଅଞ୍ଚଳରେ ହାତୀମାନଙ୍କର ପ୍ରଭାବ ପଡିଥାଏ । ଚାଷ ସମୟରେ ବେଶୀ ପରିମାଣରେ ହାତୀଙ୍କ ଆତଙ୍କ ଦେଖିବାକୁ ମିଳେ ଓ ସେମାନେ ବହୁତ
Read More...

ବୌଦ୍ଧ: ଆତ୍ମନିର୍ଭର କୃଷକ ଅଭିଯାନ ଉଦଯାପିତ

ବୌଦ୍ଧ,୨୨/୧୦ :ପ୍ରଜାପିତା ବ୍ରହ୍ମାକୁମାରୀ ବିଶ୍ୱବିଦ୍ୟାଳୟ ଦ୍ୱାରା ଶୁଭାରମ୍ଭ ହୋଇଥିବା ଆତ୍ମନିର୍ଭର କୃଷକ ଅଭିଯାନ ଗତ ୨୧ତାରିଖରେ ଜଗତି ଗ୍ରାମରେ ଉଦଯାପିତ ହୋଇଯାଇଛି । କେନ୍ଦ୍ର ସଂଚଳିକା ବି.କେ ମାମିନା ଭଉଣୀ ଅଭିଯାନର ସଫଳତା ପାଇଁ କୃଷକ ଭାଇ ଓ ଭଉଣୀ ମାନଙ୍କୁ ଧନ୍ୟବାଦ ଦେବା ସହିତ
Read More...

କ୍ଲଷ୍ଟର ସ୍ତରୀୟ ଶିଶୁ ମହୋତ୍ସବ ସୁରଭି ଅନୁଷ୍ଠିତ

ତେନ୍ତୁଳିଖୁଣ୍ଟି,୨୨/୧୦- ଆଜି ତେନ୍ତୁଳିଖୁଣ୍ଟି ବ୍ଲକ ଅନ୍ତର୍ଗତ କଣ୍ଟାଗାଁ ବିଦ୍ୟାଳୟ ଠାରେ ଶିଶୁ ମହୋତ୍ସବ ସୁରଭି କାର୍ଯ୍ୟକ୍ରମ ଅନୁଷ୍ଠିତ ହେଇଯାଇଛି । ଏଥିରେ ମୁଖ୍ୟଅତିଥି ଭାବେ କଣ୍ଟାଗାଁ ସରପଞ୍ଚ ଯୋଗଦେଇଥିବାବେଳେ ସମ୍ମାନୀତ ଅତିଥି ଭାବେ କଣ୍ଟାଗାଁ ସମିତି ସଭ୍ୟ ଡମ୍ବରୁ ଭତ୍ରା ଓ
Read More...

କ୍ଲଷ୍ଟର ସ୍ତରୀୟ ଶିଶୁ ମହୋତ୍ସବ ସୁରଭି ଅନୁଷ୍ଠିତ

ସୁବର୍ଣ୍ଣପୁର,୨୨/୧୦ - ସ୍ଥାନୀୟ ମଝିପଡା ଉଚ୍ଚପ୍ରାଥମିକ ବିଦ୍ୟାଳୟ ଠାରେ କ୍ଲଷ୍ଟର ସ୍ତରୀୟ ଶିଶୁ ମହୋତ୍ସବ ସୁରଭି ଆୟୋଜିତ ହୋଇଯାଇଛି । ପୂର୍ବାହ୍ନରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମକୁ ସୋନପୁର ଗୋଷ୍ଠୀ ଶିକ୍ଷା ଅଧିକାରୀ ରାଜେନ୍ଦ୍ର କୁମାର ମିଶ୍ର ଉଦଘାଟନ କରିଥିଲେ । ଛାତ୍ରଛାତ୍ରୀ ମାନେ
Read More...

ଜିଲ୍ଲା ପ୍ରଶାସନ ତରଫରୁ ଉପ କାରାଗାରରେ ପୁସ୍ତକ ଓ ଖେଳ ସାମଗ୍ରୀ ବଣ୍ଟନ

ପାରଳାଖେମୁଣ୍ଡି,୨୨/୧୦ - ଗଜପତି ଜିଲ୍ଲାପାଳ ଶ୍ରୀଯୁକ୍ତ ଲିଙ୍ଗରାଜ ପଣ୍ଡାଙ୍କ ନିର୍ଦ୍ଦେଶକ୍ରମେ ପାରଳଖେମୁଣ୍ଡି ଉପ କାରାଗାରରେ କଏଦୀ ମାନଙ୍କ ନିମନ୍ତେ ଜିଲ୍ଲା ପ୍ରଶାସନ ତରଫରୁ ବିଭିନ୍ନ ପ୍ରକାର ପାଠ୍ୟ ପୁସ୍ତକ, କେରମ୍‌ ବୋର୍ଡ ଓ ଚେସ ପ୍ରଦାନ କରାଯାଇଛି । ଏହି ଅବସରରେ ମାନ୍ୟବର ଗଜପତି
Read More...

ଗାନ୍ଧିକଥା ଶୀର୍ଷକ : ରାଜ୍ୟ ସ୍ତରୀୟ ଗ୍ରାମୀଣ ମେଧା ଓ ପ୍ରତିଭା ଅନ୍ୱେଷଣ

ଦଶପଲ୍ଲା : ସମର୍ପିତ ସମାଜ କୈନ୍ଦ୍ରିକ ସାହିତ୍ୟ ସଂଗଠନ "ମାଟିର ସ୍ୱର’ ଦଶପଲ୍ଲା ତରଫରୁ ଆଜି ଦଶପଲ୍ଲା ବ୍ଳକ ଅନ୍ତର୍ଗତ ସରିଗଣ୍ଡା ଗ୍ରାମ ପଞ୍ଚାୟତର ନେଲିଗୁଡା ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଗାନ୍ଧିଜୀଙ୍କ ଜୀବନ ଆଦର୍ଶ ଉପରେ ଆଧାରିତ ରାଜ୍ୟ ସ୍ତରୀୟ ଗ୍ରାମୀଣ ମେଧା ଓ ପ୍ରତିଭା
Read More...

ପାଟଣାଗଡ଼ରେ ପ୍ରଧାନମନ୍ତ୍ରୀ କୃଷି ସିଞ୍ଚନ ଯୋଜନା ଉପରେ ତାଲିମ ଶିବିର

ପାଟଣାଗଡ,୨୨/୧୦- ପାଟଣାଗଡ଼ ବ୍ଳକ ଅଧିନସ୍ଥ ଥିବା ୯ ଗୋଟି ଜଳବିଭାଜିକାର ସଭାପତି ଓ ସଂପାଦକ ମାନଙ୍କୁ ନେଇ ପାଟଣାଗଡ଼ସ୍ଥିତ ମୃତ୍ତିକା ସଂରକ୍ଷଣ କାର୍ଯ୍ୟାଳୟରେ ପ୍ରଧାନମନ୍ତ୍ରୀ କୃଷି ସିଞ୍ଚନ ଯୋଜନା ଉପରେ ଏକ ଦିନିକିଆ ତାଲିମ ଶିବିର ଅନୁଷ୍ଠିତ ହୋଇଯାଇଛି । ଏହି ତାଲିମ କାର୍ଯ୍ୟକ୍ରମରେ
Read More...