Monthly Archives

October 2022

୬୩ ତମ ସହିଦ ସ୍ମୃତି ଦିବସ ପାଳିତ

ଫୁଲବାଣୀ,୨୨/୧୦ :- କନ୍ଧମାଳ ଜିଲ୍ଲା ଫୁଲବାଣୀ ସ୍ଥିତ ରିଜର୍ଭ ପୋଲିସ ପଡିଆଠାରେ ସହିଦ ଯବାନଙ୍କର ସ୍ମୃତି ଉଦ୍ଦେଶ୍ୟରେ କନ୍ଧମାଳ ଜିଲ୍ଲା ଆରକ୍ଷୀ ଅଧିକ୍ଷକ ଭିନୀତ ଅଗ୍ରୱାଲଙ୍କର ଅଧ୍ୟକ୍ଷତାରେ ୬୩ ତମ ସହିଦ ସ୍ମୃତି ଦିବସ ପାଳିତ ହୋଇଯାଇଛି । ଏଥିରେ ଅତିଥି ଭାବେ କନ୍ଧମାଳ ଜିଲ୍ଲାପାଳ ଆଶିଷ…
Read More...

ଛୁରୀ ଦେଖାଇ ମହିଳାଙ୍କୁ ଦୁଷ୍କର୍ମ ଅଭିଯୋଗ, ଜଣେ ଗିରଫ

ବାଲିଗୁଡ଼ା: ରାତିରେ ବାହାରକୁ ଶୌଚ କରିବାକୁ ଯାଇଥିବା ବେଳେ ଛୁରୀ ଦେଖେଇ ମହିଳାଙ୍କୁ ଦୁଷ୍କର୍ମ କରିଥିବା ଅଭିଯୋଗ । ଅଭିଯୋଗ ପ୍ରକାରେ ସମ୍ପୃକ୍ତ ବ୍ୟକ୍ତିକୁ ଗିରଫ କରି ତଦନ୍ତ ଆରମ୍ଭ କରିଛି ପୋଲିସ୍‌ । ଏଭଳି ଏକ ଘଟଣା ସାମ୍ନାକୁ ଆସିଛି କନ୍ଧମାଳ ଜିଲ୍ଲାର ଦୁର୍ଗମ ଅଞ୍ଚଳ କୋଟଗଡ଼ ଥାନା…
Read More...

ଜନ ସମ୍ପର୍କ ପଦଯାତ୍ରା ନିମନ୍ତେ ବିଜେଡିର ପ୍ରସ୍ତୁତି ବୈଠକ

ଘୁ.ଉଦୟଗିରି:- ଆଜି ସ୍ଥାନୀୟ ପୂର୍ତ୍ତ ବିଭାଗ ବଙ୍ଗଳାଠାରେ ବିଧାୟକ ସାଲୁଗା ପ୍ରଧାନଙ୍କ ନେତୃତ୍ୱରେ ଜନ ସମ୍ପର୍କ ପଦଯାତ୍ରା ନିମନ୍ତେ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ କନ୍ଧମାଳ ଜିଲ୍ଲା ପର୍ଯ୍ୟବେକ୍ଷକ ବିଜୟ ନାୟକ ଉପସ୍ଥିତ ରହି ସମସ୍ତ କର୍ମୀମାନଙ୍କୁ ମାର୍ଗ ଦର୍ଶନ…
Read More...

ଗଜପତିରେ ୬୩ ତମ ଶହିଦ ଦିବସ ପାଳିତ

ପାରଳାଖେମୁଣ୍ଡି : ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ସହର ଉପକଣ୍ଠସ୍ଥ ବେତାଗୁଡା ଠାରେ ଥିବା ସଂରକ୍ଷିତ ସଶସ୍ତ୍ର ଆରକ୍ଷୀ କାର୍ଯ୍ୟାଳୟ ପରିସରରେ ୬୩ ତମ ପୋଲିସ ଶହୀଦ ଦିବସ ପାଳିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଜିଲ୍ଲା ଆରକ୍ଷୀ ଅଧିକ୍ଷକ ଜୟରାମ ଶତପଥୀ…
Read More...

ଯୁବ ବ୍ୟବସାୟୀଙ୍କ ବିୟୋଗରେ ଦୋକାନ ବଜାର ବନ୍ଦ

ଜହ୍ନ ।ପଙ୍କ,୨୨/୧୦: ବୌଦ୍ଧ ବ୍ଳକ ଖୁଣ୍ଟବନ୍ଧ ପଂଚାୟତ ଅନ୍ତର୍ଗତ ଜହ୍ନ ।ପଙ୍କ ଗ୍ରାମର ଯୁବ ବ୍ୟବସାୟୀ ଚନ୍ଦ୍ର ଶେଖର ପ୍ରଧାନ(୪୨) ଗୁରୁବାର ପରଲୋକ ଘଟିଛି । ସେ ଦୀର୍ଘ ଦିନ ହେଲା ବୋନ ଟିବିରେ ପୀଡ଼ିତ ଥିଲେ । ତାଙ୍କ ବିୟୋଗରେ ଗାଁରେ ଶୋକର ଛାୟା ଖେଳିଯାଇଛି । ସେ ବଣିକ ସଂଘର ସକ୍ରିୟ…
Read More...

କତଲ କଇଠା କ୍ଲଷ୍ଟର ସ୍ତରୀୟ ଶିଶୁ ମହୋତ୍ସବ ସୁରଭି କାର୍ଯ୍ୟକ୍ରମ

ପାରଳାଖେମୁଣ୍ଡି,୨୨/୧୦- ଗଜପତି ଜିଲ୍ଲା ଗୋଶାଣୀ ବ୍ଳକ ଅନ୍ତର୍ଗତ କେରାଣ୍ଡୀ ପଞ୍ଚାୟତର ନୂଆକେରାଣ୍ଡୀ ଗ୍ରାମ ସ୍ଥିତ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ପରିସରରେ କତଲ କଇଠା କ୍ଲଷ୍ଟରସ୍ତରୀୟ ଶିଶୁ ପ୍ରତିଭା ମହୋତ୍ସବ ସୁରଭି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମକୁ କେରାଣ୍ଡୀ…
Read More...

ବିଦ୍ୟାଳୟ ସ୍ତରୀୟ ଔଷଧିୟ ବୃକ୍ଷ ପ୍ରଦର୍ଶନୀ -୨୦୨୨ ଉଦଯାପିତ

ଜହ୍ନ ।ପଙ୍କ,୨୨/୧୦: ବୌଦ୍ଧ ବ୍ଳକ ତାଳସରଡ଼ । ପଂଚାୟତ ଅନ୍ତର୍ଗତ ସଂଗ୍ରାମପୁର ପଂଚାୟତ ଉଚ୍ଚ଼ବିଦ୍ୟାଳୟ ପରିସରରେ ଚାଲିଥିବା ୨ ଦିନିଆ ବିଦ୍ୟାଳୟ ସ୍ଥରୀୟ ଔଷଧିୟ ବୃକ୍ଷ ପ୍ରଦର୍ଶନୀ-୨୦୨୨ ଶନିବାର ଉଦଯାପିତ ହୋଇଯାଇଛି । ପ୍ରଥମେ ମୁଖ୍ୟଅତିଥିଙ୍କ ଦ୍ୱାରା ଅଗ୍ରପୂଜ୍ୟ ଶ୍ରୀ ଗଣେଶଙ୍କ ନିକଟରେ…
Read More...

ପୁରୀରେ ପୁଣି ବ୍ରାଉନସୁଗର ଜବତ

ପୁରୀ,୨୨/୧୦- ପୁରୀ ଜିଲ୍ଲା ଅବକାରୀ ଅଧିକ୍ଷକ ଜଗଦୀଶ ଚନ୍ଦ୍ର ସାମଲଙ୍କ ନିର୍ଦ୍ଦେଶକ୍ରମେ ଜିଲ୍ଲା ମୋବାଇଲ ସ୍କ୍ୱାଡର ନିରୀକ୍ଷକ ସଞ୍ଜୟ କୁମାର ପଣ୍ଡାଙ୍କ ନେତୃତ୍ୱରେ ଏକ ଟିମ ସତ୍ୟବାଦୀ ଥାନା ଅଧୀନ ଡୁଙ୍ଗରା ଛକ ଠାରେ ଚଢ଼ାଉକରି ମନରଞ୍ଜନ ସ୍ୱାଇଁ (୩୧ବର୍ଷ)ଙ୍କୁ ଗିରଫ କରିଛନ୍ତି । ତାଙ୍କ…
Read More...

ସରପଞ୍ଚଙ୍କ ନକଲି ଦସ୍ତଖତ କରି ଋଣ ନେବାକୁ ଉଦ୍ୟମ, ଧରା ପଡିଲା ଜାଲିଆତି

ଦଶପଲ୍ଲା,୨୨/୧୦: - ଦଶପଲ୍ଲା ବ୍ଳକ ଅନ୍ତର୍ଗତ ବାଣିଗୋଛା ପଞ୍ଚାୟତର ସରପଞ୍ଚ ସସ୍ମିତା ମହାଖୁଡ଼ଙ୍କ ଜାଲ ଦସ୍ତଖତ ଓ ସିଲ୍‌ ବ୍ୟବହାର କରି ପୂର୍ବତନ ନାଏବ ସରପଞ୍ଚ ଏକ ଘରୋଇ ଫାଇନାନ୍ସ ସଂସ୍ଥାରୁ ଋଣ ନେବାକୁ ଉଦ୍ୟମ କରୁଥିବା ବାଣିଗୋଛା ଥାନାରେ ଲିଖିତ ଅଭିଯୋଗ କରିଛନ୍ତି ବାଣୀଗୋଛା ସରପଞ୍ଚ ।…
Read More...

ବ୍ରାହ୍ମଣୀଗାଁ ରେ କ୍ଲଷ୍ଟର ସ୍ତରୀୟ ସୁରଭି କାର୍ଯ୍ୟକ୍ରମ

ବାଲିଗୁଡ଼ା,୨୧/୧୦: କନ୍ଧମାଳ ଜିଲ୍ଲା ଦାରିଙ୍ଗବାଡ଼ି ବ୍ଲକ୍‌ ଅନ୍ତର୍ଗତ ବ୍ରାହ୍ମଣୀ ଗାଁ ଅଞ୍ଚଳର ବିଭିନ୍ନ କ୍ଲଷ୍ଟରସ୍ତରୀୟ ସୁରଭି କାର୍ଯ୍ୟକ୍ରମ ବ୍ରାହ୍ମଣୀଗାଁ ଠାରେ ଅନୁଷ୍ଠିତ ହୋଇଯାଇଛି । ଏହି ପରିପ୍ରେକ୍ଷୀରେ ବ୍ରାହ୍ମଣୀଗାଁ କ୍ଲଷ୍ଟର ପକ୍ଷରୁ ସିଆରସିସି ସନ୍ତୋଷ କୁମାର ମଲ୍ଲିକଙ୍କ…
Read More...