Monthly Archives

October 2022

ଲିଙ୍ଗାଗଡ ପଞ୍ଚାୟତରେ ଗାନ୍ଧୀ ଜୟନ୍ତୀରେ ଗ୍ରାମସଭା

ଘୁ ଉଦୟଗିରି: ସ୍ଥାନୀୟ ପଞ୍ଚାୟତ ପରିସରରେ ସରପଞ୍ଚ ଅବଲାକର ପ୍ରଧାନଙ୍କ ନେତୃତ୍ୱରେ ଗାନ୍ଧୀ ଜୟନ୍ତୀ ପାଳିତ ହେବା ସହ ଗ୍ରାମସଭା ଅନୁଷ୍ଠିତ ହୋଇଯାଇଛି । କାର୍ଯ୍ୟକ୍ରମକୁ ଜିଆରଏସ ପ୍ରଭାତ ଚନ୍ଦ୍ର ପ୍ରଧାନ ପରିଚାଳନା କରିଥିଲେ । କାର୍ଯ୍ୟକ୍ରମରେ ସ୍ଥାନୀୟ ସରପଞ୍ଚ ଅବଲାକର ପ୍ରଧାନ ମୁଖ୍ୟ
Read More...

ଜିଲ୍ଲା ସ୍ତରୀୟ ୧୫୩ତମ ଗାନ୍ଧୀ ଜୟନ୍ତି ପାଳିତ

ପାରଳାଖେମୁଣ୍ଡି : ଜାତିର ଜନକ ମହାତ୍ମା ଗାନ୍ଧିଜୀଙ୍କ ୧୫୩ତମ ଜିଲ୍ଲା ସ୍ତରୀୟ ଜୟନ୍ତୀ ଉତ୍ସବ ଗଜପତି ଜିଲ୍ଲା ସଦର ମହକୁମା ପାରଳାଖମୁଣ୍ଡିର ସ୍ଥାନୀୟ ଗ୍ରାମୀଣ ଆତ୍ମ ନିଯୁକ୍ତି ପ୍ରଶିକ୍ଷଣ ଅନୁଷ୍ଠାନଠାରେ ପାଳିତ ହୋଇଯାଇଛି । ଏହି ଉତ୍ସବରେ ମୁଖ୍ୟ ଅତିଥି ଭାବେ ଗାବରା ତିରୁପତି ରାଓ,
Read More...

ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିର ଫୁଲବାଣୀଠାରେ ପାଳିତ ହେଲା ଗାନ୍ଧୀ ଓ ଶାସ୍ତ୍ରୀ ଜୟନ୍ତୀ

ଫୁଲବାଣୀ : ଆଜି ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିର, ଫୁଲବାଣୀଠାରେ ପବିତ୍ର ପୁଣ୍ୟଭୂମି ଭାରତମାତାର ସୁଯୋଗ୍ୟ ସନ୍ତାନ ଜାତିର ପିତା ମହାତ୍ମା ଗାନ୍ଧୀ ଓ ପୁଣ୍ୟାତ୍ମା ଲାଲ ବାହାଦୂର ଶାସ୍ତ୍ରୀଙ୍କର ଜୟନ୍ତୀ ଉତ୍ସବ ବିଦ୍ୟାଳୟର ପ୍ରଧାନ ଆଚାର୍ଯ୍ୟ ରାଜେନ୍ଦ୍ର କୁମାର ପାଢ଼ୀଙ୍କ ସଭାପତିତ୍ୱରେ
Read More...

କନ୍ଧମାଳ ଜିଲ୍ଲା ମିଡ଼ିଆ ଫୋରମ ପକ୍ଷରୁ ଦୁଇଦିନିଆ କର୍ମଶାଳା ଉଦଯାପିତ

ଫୁଲବାଣୀ:- ଶୁକ୍ରବାର କନ୍ଧମାଳ ଜିଲ୍ଲା ମିଡ଼ିଆ ଫୋରମ ପକ୍ଷରୁ ଆରମ୍ଭ ହୋଇଥିବା ଦୁଇ ଦିନିଆ କର୍ମଶାଳା ଶନିବାର ଦିନ ଉଦଯାପିତ ହୋଇଛି । ଦ୍ୱିତୀୟ ଦିନରେ ଅତିରିକ୍ତ ଜିଲ୍ଲାପାଳ ବସନ୍ତ କୁମାର ସାହୁ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଶୁଭ ଉଦଘାଟନ କରିଥିଲେ । ଏହି ଅବସରରେ ମୁଖ୍ୟ ଅତୀଥି ଶ୍ରୀ
Read More...

ଗଜପତି ଜିଲ୍ଲାରେ “ସ୍ୱଚ୍ଛତା ହିଁ ସେବା ଅଭିଯାନ’ ରଥ ଶୁଭାରମ୍ଭ

ପାରଳାଖେମୁଣ୍ଡି : ଗଜପତି ଜିଲ୍ଲା ପାରଳାଖେମୁଣ୍ଡି ସଦର ମହକୁମାର ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥା କାର୍ଯ୍ୟାଳୟ ଠାରେ ଅତିରିକ୍ତ ଜିଲ୍ଲାପାଳ ସଂଗ୍ରାମ ଶେଖର ପଣ୍ଡା ଓ ମୁଖ୍ୟ ଉନ୍ନୟନ ଅଧିକାରୀ ତଥା କାର୍ଯ୍ୟନିର୍ବାହୀ ଅଧିକାରୀ ଜିଲ୍ଲାପରିଷଦ ରୋମାଞ୍ଚଳ ଖମାରୀଙ୍କ ଅଧ୍ୟକ୍ଷତାରେ
Read More...

ବାଲିଗୁଡ଼ା ଏନ୍‌ଏସିରେ ଆଜାଦୀ କି ଅମୃତ ମହୋତ୍ସବ ଏବଂ ଇଣ୍ଡିଆନ୍‌ ସ୍ୱଚ୍ଛତା ଲିଗ୍‌ ପାଳନ

ବାଲିଗୁଡ଼ା: କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ଏନ୍‌ଏସିରେ ଆଜାଦୀ କି ଅମୃତ ମହୋତ୍ସବ ଏବଂ ଇଣ୍ଡିଆନ୍‌ ସ୍ୱଚ୍ଛତା ଲିଗ୍‌ ପାଳନ ହୋଇଯାଇଛି । ଏହି ଅବସରରେ ବାଲିଗୁଡ଼ା ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ ଏବଂ ଓଡ଼ିଶା ଆଦର୍ଶ ବିଦ୍ୟାଳୟର ପ୍ରାୟ ୧୦୦ ଛାତ୍ରଛାତ୍ରୀ ସାମିଲ୍‌ ହୋଇ ମାଇକ୍ରୋ
Read More...

ପାରଳା ପୌର ପରିଷଦରେ ବୁଲା କୁକୁରଙ୍କ ପ୍ରାଦୁର୍ଭାବ

ପାରଳାଖେମୁଣ୍ଡି,୨/୧୦- ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ପୌର ପରିଷଦ ଏକ ସର୍ବପୁରାତନ ପୌର ପରିଷଦ ଅଟେ । ଏହି ପୌର ପରିଷଦରେ ଦୀର୍ଘଦିନ ହେଲା କୁକୁର ସଂଖ୍ୟା ବୃଦ୍ଧି ପାଇବା ସାଙ୍ଗକୁ ଉପଦ୍ରବ ବଢ଼ିବାରେ ଲାଗିଛି । ସକାଳ ଓ ସନ୍ଧ୍ୟା ସମୟରେ ଭ୍ରମଣ ବା ମନ୍ଦିର ଯିବାବେଳେ ବରିଷ୍ଠ
Read More...

ଘୁ.ଉଦୟଗିରି ବନ ବିଭାଗର ଅତର୍କିତ ଚଢ଼ଉ; କାଠପଟା ଜବତ, ଜଣେ ଗିରଫ

ଘୁ.ଉଦୟଗିରି : ସ୍ଥାନୀୟ ବ୍ଲକ ଅନ୍ତର୍ଗତ କଳିଙ୍ଗା ପଞ୍ଚାୟତର ନନ୍ଦଗିରି ଗ୍ରାମଠାରେ ଚାଲିଥିବା ଏକ ବେଆଇନ କାଠ କରତ କଳ ଉପରେ ଘୁ.ଉଦୟଗିରି ବନ ବିଭାଗ ପକ୍ଷରୁ ଅତର୍କିତ ଭାବେ ଚଢାଉ ହୋଇଥିଲା । ଏହି ଚଢାଉରେ ଫୁଲବାଣୀ ଡିଏଫଓ ,ଏସିଏଫଓ ମନରଞ୍ଜନ କାଲ ଏବଂ ଫୁଲବାଣୀ ବନବିଭାଗ ମୋବାଇଲ ଟିମ ଏବଂ
Read More...

ହାଇଟେକ ଗ୍ରୁପ ତରଫରୁ ଟି-ସାର୍ଟ ଓ ଜୋତା ପ୍ରଦାନ

ପାରଳାଖେମୁଣ୍ଡି,୨/୧୦- ପାରଳାଖେମୁଣ୍ଡିସ୍ଥିତ ବେତାଗୁଡା ପୋଲିସ ପଡିଆଠାରେ ଅଗ୍ନିପଥ ସୈନ୍ୟବାହିନୀ ନିଯୁକ୍ତି ପାଇଁ ଟ୍ରେନିଂ ପାଉଥିବା ଯୁବକମାନଙ୍କୁ ହାଇଟେକ ଗ୍ରୁପ ତରଫରୁ ଟି-ସାର୍ଟ ଓ ଜୋତା ଗଜପତି ଜିଲ୍ଲା ଡିଇଓ ସୌଭାଗ୍ୟ ସ୍ମୃତିରଞ୍ଜନ ତ୍ରିପାଠୀଙ୍କ ଉପସ୍ଥିତିରେ ବଣ୍ଟନ କରଯାଇଥିଲା ।
Read More...

ଉଦଘାଟିତ ହେଲା ତୀରନ୍ଦାଜୀ ପ୍ରତିଯୋଗିତା: ଅଂଶଗ୍ରହଣ କରିଛନ୍ତି ୧୬ ଦଳ , ୨୧୪ ମହିଳା ପୁରୁଷ ଖେଳାଳୀ

ଖପ୍ରାଖୋଲ,୨/୧୦ (ହୀ.ପ୍ର): ବଲାଙ୍ଗିର ଜିଲ୍ଲା ଖପ୍ରାଖୋଲ ଠାରେ ୨୩ ତମ ରାଜ୍ୟସ୍ତରୀୟ ତୀରନ୍ଦାଜୀ ପ୍ରତିଯୋଗିତା ଏକ ବର୍ଣ୍ଣାଢ୍ୟ ପରିବେଶ ମଧ୍ୟରେ ଶନିବାର ଅପରାହ୍ନରେ ଉଦଘାଟିତ ହୋଇଯାଇଛି । ରାଜ୍ୟ ଆର୍ଚେରୀ ସଂଘ ଏବଂ ବଲାଙ୍ଗୀର ଜିଲ୍ଲା ଆର୍ଚେରୀ ସଂଘର ମିଳିତ ଆନୁକୂଲ୍ୟରେ ଖପ୍ରାଖୋଲ
Read More...