Monthly Archives

October 2022

ବାଣୀଗୋଛା ନିକଟରେ ବସ୍‌ ଦୁର୍ଘଟଣା, ଅନେକ ଆହତ

ଦଶପଲ୍ଲା : ଖୋର୍ଦ୍ଧା-ବଲାଙ୍ଗୀର୍‌ ୫୭ନଂ ଜାତୀୟ ରାଜପଥର ବାଣୀଗୋଛା ନିକଟସ୍ଥ ହନୁମାନ ମନ୍ଦିର ନିକଟରେ ଆଜି ଭୋର୍‌ ସମୟରେ ଡଲଫିନ୍‌ ନାମକ ଏକ ଯାତ୍ରୀବାହୀ ବସ୍‌ ଦୁର୍ଘଟଣାଗ୍ରସ୍ତ ହୋଇଛି । ଯାତ୍ରୀବାହୀ ବସ୍‌ଟି ଭାରସାମ୍ୟ ହରାଇ ରାସ୍ତା କଡକୁ ଓଲଟି ପଡିବା ଫଳରେ ଅନେକ ଯାତ୍ରୀ ଆହତ
Read More...

ଆଗୁଆ ଜାମିନ ଆବେଦନ କଲେ ଅକ୍ଷୟ ପରିଜା

ଭୁବନେଶ୍ୱର: କାଷ୍ଟିଂ କାଉଚ ମାମଲାରେ ଛନ୍ଦି ହୋଇପଡ଼ିଥିବା ଚଳଚ୍ଚିତ୍ର ପ୍ରଯୋଜକ ଅକ୍ଷୟ ପରିଜା ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଛନ୍ତି। ଆଗୁଆ ଜାମିନ ପାଇଁ ସେ ହାଇକୋର୍ଟରେ ଆବେଦନ କରିଛନ୍ତି। ଅକ୍ଷୟ ପରିଜାଙ୍କ ନାଁରେ ସାଂଘାତିକ ଅଭିଯୋଗ ଆଣିଛନ୍ତି ଜଣେ ଯୁବତୀ। ଅଭିନେତ୍ରୀ କରାଇବା ଆଳରେ
Read More...

ଧାନରେ ଗାନ୍ଧୀଙ୍କ ଫଟୋଚିତ୍ର କଲେ ଜାବିର୍‌

ପୁରୀ : ଅକ୍ଟୋବର ୨କୁ ଗାନ୍ଧୀ ଜୟନ୍ତୀ ଭାବେ ପାଳନ କରାଯାଏ । ଏହି ଅବସରରେ ପୁରୀ କୁମ୍ଭାରପଡାର ଯୁବକ ଜାବିର୍‌ ଖାଁ ପ୍ରସ୍ତୁତ କରିଛନ୍ତି ଗାନ୍ଧୀଙ୍କ ଚିତ୍ର ତାହା ପୁଣି ଧାନରେ । ଏଥିରେ ସମୁଦାୟ ୩୯୧ ଟି ଧାନ ବ୍ୟବହାର ହୋଇଥିବା ବେଳେ ଜାବିର୍‌ଙ୍କୁ ୪ଘଣ୍ଟା ସମୟ ଲାଗିଛି ନିର୍ମାଣ କରିବା
Read More...

ପିଇଓ ଓ ଜିଆରଏସଙ୍କ କାର୍ଯ୍ୟାରେ ଅବହେଳା, ସରକାରୀ ସୁବିଧା ପାଇବାରୁ ବଞ୍ଚିତ ଓଡିଆପାଳି ଓ ଦମାଇପାଲି ପଞ୍ଚାୟତବାସୀ

ଖପ୍ରାଖୋଲ : ସରକାର ଲୋକଙ୍କୁ ସଠିକ୍‌ ଭାବରେ ସରକାରୀ ସେବା ଯୋଗାଇ ଦେବା ପାଇଁ ପଞ୍ଚାୟତ ସ୍ତରରେ ସେବା ଶିବିର କାର୍ଯ୍ୟକ୍ରମ ଅନୁଷ୍ଠିତ କରି ଲୋକଙ୍କ ଅଭିଯୋଗକୁ ତତ୍କାଳୀନ ସମାଧାନ କରିବାର ବ୍ୟବସ୍ଥା କରିଛନ୍ତି । ଏହା ସହ ପ୍ରଶାସନିକ ଅଧିକାରୀମାନେ ଲୋକଙ୍କ ପାଖକୁ ଯାଇ ସରକାରୀ ସେବା ଯୋଗାଇ
Read More...

ଜିଲ୍ଲା ସ୍ତରୀୟ ଆନ୍ତର୍ଜାତୀୟ ବରିଷ୍ଠ ନାଗରିକ ଦିବସ ପାଳିତ

ପାରଳାଖମୁଣ୍ଡି : ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ବିଭାଗ ଓଡିଶା ତରଫରୁ ଆନ୍ତର୍ଜାତୀୟ ବରିଷ୍ଠ ନାଗରିକ ଦିବସ-୨୦୨୨ ବିଜୁ କଲ୍ୟାଣ ମଣ୍ଡପ ପାରଳାଖେମୁଣ୍ଡି ସଦର ମହକୁମା ଠାରେ ଆନ୍ତର୍ଜାତୀୟ ବରିଷ୍ଠ ନାଗରିକ ଦିବସ ପାଳିତ ହୋଇଯାଇଛି ।ଉକ୍ତ କାର୍ଯ୍ୟକ୍ରମରେ ଜିଲ୍ଲା ପରିଷଦ
Read More...

ମର୍ମନ୍ତୁଦ ସଡକ ଦୁର୍ଘଟଣାରେ ୨ ମୃତ

ପାଟଣାଗଡ଼ : ପାଟଣାଗଡ଼ ଥାନା ଅନ୍ତର୍ଗତ ମରୁଆଁ ଛକ ଠାରେ ଏକ ମର୍ମନ୍ତୁଦ ଦୁର୍ଘଟଣା ଘଟି ୨ଜଣଙ୍କ ମୃତ୍ୟୁ ହୋଇଥିବା ଜଣାପଡିଛି । ସୂଚନା ଅନୁଯାୟୀ ପାଟଣାଗଡ଼ ପଟରୁ ପଦ୍ମପୁରକୁ ଯାଉଥିବା ସମୟରେ ଦୁଇ ବାଇକ ଆରୋହୀ ଗାଡ଼ି ନଂ ଓଡି ୦୩ଭି ୦୨୬୧ ନୀଳ ରଙ୍ଗର ଏଚଏଫ ଡିଲକ୍ସ ବାଇକ ପାଟଣାଗଡ଼ ପଟରୁ
Read More...