Monthly Archives

November 2022

ନାବାଳକ ପୁତ୍ର ଉପରେ ପରିବାର ବୋଝ

ଖପ୍ରାଖୋଲ : ସରକାର ଗରିବ ଅସହାୟ ତଥା ଆର୍ଥିକ ଅନଗ୍ରସରମାନଙ୍କ ପାଇଁ ଯେଉଁ ସବୁ ଯୋଜନା କାର୍ଯକାରୀ କରିଛନ୍ତି ସେଥିରୁ ଯୋଗ୍ୟ ହିତାଧିକାରୀମାନେ ବଞ୍ଚିତ ରହି ଦୟନିୟ ଅବସ୍ଥାରେ ଦିନ କାଟୁଛନ୍ତି । ଏପରି ଏକ ପରିବାର ରହୁଛନ୍ତି ବଲାଙ୍ଗୀର ଜିଲ୍ଲା ଖପ୍ରାଖୋଲ ବ୍ଲକ ଅନ୍ତର୍ଗତ ଟଙ୍କପାଣି
Read More...

କୁମାର୍‌ ରଥ ଦଶପଲ୍ଲାର ନୂତନ ତହସିଲଦାର

ଦଶପଲ୍ଲା : ନୟାଗଡ଼ ଜିଲ୍ଲାର ଦଶପଲ୍ଲା ତହସିଲ କାର୍ଯ୍ୟାଳୟରେ ନୂତନ ତହସିଲଦାର ରୁପେ କୁମାର ରଥ ବୁଧବାର ଯୋଗଦାନ କରିଛନ୍ତି । ସେ ପୂର୍ବରୁ ବିନିକା ବିଜ୍ଞାପିତ ଅଞ୍ଚଳ ପରିଷଦର କାର୍ଯ୍ୟନିର୍ବାହୀ ଅଧିକାରୀ ରୂପେ କାର୍ଯ୍ୟ କରୁଥିଲେ । ପ୍ରକାଶ ଥାଉକି ଦୀର୍ଘ ଦିନ ହେଲା ଦଶପଲ୍ଲା ତହସିଲଦାର
Read More...

ସୁବର୍ଣ୍ଣପୁର ଜ଼ିଲ୍ଲାରେ କାଳିଆ ତୁଳସୀ ରଥକୁ ଭବ୍ୟ ସ୍ୱାଗତ

ସୁବର୍ଣ୍ଣପୁର: ଜିଲ୍ଲାର ପାତାଳୀ ଶ୍ରୀକ୍ଷେତ୍ର କୋଟସମଲେଇଠାରୁ ପୁରୀ ଶ୍ରୀକ୍ଷେତ୍ରକୁ ବାହାରିଥିବା ତୁଳସୀ ରଥକୁ ଜିଲ୍ଲାର ପ୍ରତିଛକରେ ଭବ୍ୟ ସ୍ୱାଗତ କରାଯାଇଛି । ପ୍ରଥମେ ଉଲୁଣ୍ଡା, ପରେ ବିନିକା, ନାରାୟଣପୁର,ଖାରୀ, ବିଶିମୁଣ୍ଡା, ସୋନପୁର ସହର ଦେଇ ଏକ ସୁସଜ୍ଜିତ ରଥରେ କାଳିଆ
Read More...

ଶ୍ରୀ ଜୈନ ମନ୍ଦିର ପ୍ରତିଷ୍ଠା,ଜୈନ ଗୁରୁଙ୍କ ନବରଙ୍ଗପୁର ଗସ୍ତ

ନବରଙ୍ଗପୁର: ନବରଙ୍ଗପୁର ଜୈନ ଧର୍ମ ଅବଲମ୍ବୀମାନଙ୍କ ଜୈନ ମନ୍ଦିର ସଦର ମହକୁମାଠାରେ ଲୋକାର୍ପଣ ହେବ । ଏହି ମନ୍ଦିର ପ୍ରତିଷ୍ଠା ପାଇଁ ୩ ଜଣ ଦିଗାମ୍ବର ଜୈନ ଧର୍ମ ଗୁରୁ ମୁନି ସୁବ୍ରତ ସାଗର ଜୀ , ମୁନି ପ୍ରଣୟ ସାଗର ଜୀ ଏବଂ ମୁନି ପ୍ରଣିତ ସାଗର ଜୀ ରାଇପୁରଠାରୁ ଚାଲି ଚାଲି ନବରଙ୍ଗପୁର
Read More...

ସମିତି ବୈଠକ ନିମନ୍ତେ କୁକୁଡ଼ାଖଣ୍ଡି ବିଡ଼ିଓଙ୍କ ନିକଟରେ ଦାବି

ଗଞ୍ଜାମ:କୁକୁଡ଼ାଖଣ୍ଡି ବ୍ଲକ ସମିତି ବୈଠକ ଦୀର୍ଘ ଛଅମାସ ହେଲା ଅନୁଷ୍ଠିତ ହୋଇନଥିବାରୁ ନିର୍ବାଚିତ ସରପଞ୍ଚ ଓ ସମିତି ସଭ୍ୟ ପକ୍ଷରୁ ଅସନ୍ତୋଷ ପ୍ରକାଶ ପାଇଛି । ପୂର୍ବରୁ ଅକ୍ଟୋବର ୨୩ ତାରିଖରେ କିଛି ସରପଞ୍ଚ,ସମିତିସଭ୍ୟ ମାନେ ବିଡ଼ିଓଙ୍କୁ ଅଭିଯୋଗ କରିବା ପରେ ମଧ୍ୟ ବିଡ଼ିଓ ସମିତି ବୈଠକ
Read More...

କନ୍ଧମାଳରେ ସ୍ୱତନ୍ତ୍ର ଉନ୍ନୟନ ପରିଷଦ କାର୍ଯ୍ୟାଳୟ ଉଦଘାଟିତ

ଫୁଲବାଣୀ :-କନ୍ଧମାଳରେ ସ୍ୱତନ୍ତ୍ର ଉନ୍ନୟନ ପରିଷଦର ଅଧ୍ୟକ୍ଷରୋଦନ ମଲିକ ଓ ଉପାଧ୍ୟକ୍ଷ ଶ୍ରୀମତୀ ନଳିନୀ କହଁରଙ୍କ କାର୍ଯ୍ୟାଳୟଠାରେ ମହାସମାରୋହରେ ଉଦାଟିତ ହୋଇଛି । ଉକ୍ତ କାର୍ଯ୍ୟକ୍ରମରେ ନୂତନ ଭାବେ କନ୍ଧମାଳ ଜିଲ୍ଲାର ଦାୟିତ୍ୱ ନେଇଥିବା ପର୍ଯ୍ୟବେକ୍ଷକ ବିଜୟ ନାୟକ,ଫୁଲବାଣୀ ବିଧାୟକ
Read More...

ସଜେଇ ହେଉଛି ସାତକୋଶିଆ

ଦଶପଲ୍ଲା : ଶୀତଋତୁ ଆସିଲେ ପର୍ଯ୍ୟଟନସ୍ଥଳୀ ଚଳଚଞ୍ଚଳ ହୋଇ ଉଠେ । ପର୍ଯ୍ୟଟକଙ୍କ ଗହଳୀ ଭୋଜିଭାତ ସାଙ୍ଗକୁ ପ୍ରକୃତିର ଶୋଭାରାଜିରେ ଅବସର ବିନୋଦନର ଭରପୁର ମଜ୍ଜା ଆସିଥାଏ । ରାଜ୍ୟର ପ୍ରମୁଖ ପର୍ଯ୍ୟଟନସ୍ଥଳୀ ମଧ୍ୟରେ ନୟାଗଡ ଜିଲ୍ଲା ଗଣିଆ ବ୍ଲକ ସାଉଥ୍‌ ବଡମୂଳ ମଙ୍ଗାନାସୀଠାରେ ଥିବା
Read More...

୨୪ରୁ ଓଡ଼ିଶା ବିଧାନସଭାର ଶୀତ ଅଧିବେଶନ

ଭୁବନେଶ୍ବର: ଆସନ୍ତା ୨୪ ତାରିଖଠାରୁ ଓଡ଼ିଶା ବିଧାନସଭାର ଶୀତ ଅଧିବେଶନ ଆରମ୍ଭ ହେବ। ଏହା ଡିସେମ୍ବର ୩୧ ପର୍ଯ୍ୟନ୍ତ ଚାଲିବ। ଅଧିବେଶନରେ ୨୫ ତାରିଖ ଆର୍ଥିକ ବର୍ଷ ୨୦୨୨-୨୩ ପାଇଁ ସପ୍ଲିମେଣ୍ଟାରି ବଜେଟ ଉପସ୍ଥାପନ ହେବ। ଏନେଇ ସଂସଦୀୟ ବ୍ୟାପାର ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ଏହି
Read More...

ଅମିତାଭ କହିଲେ, ମୁଁ ମାଛ ଖାଇବା ଛାଡି ଦେଇଛି, ଜୟାଙ୍କ ବହୁତ ପସନ୍ଦ…

ବିଗ୍‌ ବି ଅମିତାଭ ବଚ୍ଚନ କନ୍‌ ବନେଗା କୋରଡପତି ସୋରେ ଉପସ୍ଥାପନ ଜାରି ରଖିଛନ୍ତି । ନିକଟରେ ଏକ ଏପିସୋଡରେ ବିଗ୍‌ ବି ନିଜେ ଛାଡିଥିବା ଖାଦ୍ୟ ସାମଗ୍ରୀ ଉପରେ କହିଛନ୍ତି । ପ୍ରତିଯୋଗୀ ବିଦ୍ୟା ଉଦୟ ରେଡକରଙ୍କ ସହ ବାର୍ତ୍ତାଳାପ ସମୟରେ ଅମିତାଭ ବଚ୍ଚନ କହିଛନ୍ତି ଯେ ତାଙ୍କ ପତ୍ନୀ ଜୟା
Read More...

ବାଜିଲା ଗୁଜରାଟ ନିର୍ବାଚନ ବିଗୁଲ,ଡିସେମ୍ବର ୧ ଓ ୫ରେ ଭୋଟ ଗ୍ରହଣ

ନୂଆଦିଲ୍ଳୀ: ବାଜିଲା ଗୁଜରାଟ ବିଗୁଲ । ବହୁ ପ୍ରତୀକ୍ଷିତ ଗୁଜରାଟ ବିଧାନସଭା ନିର୍ବାଚନ ପାଇଁ ତାରିଖ ଘୋଷଣା କରାଯାଇଛି । ଡିସେମ୍ବର ୧ ଓ ୫ ତାରିଖରେ ଗୁଜରାଟ ଭୋଟ ଗ୍ରହଣ କରାଯିବ । ଡିସେମ୍ବର ୮ରେ ଗୁଜରାଟ ବିଧାନସଭା ଭୋଟ ଗଣତି କରାଯିବ । ୨ଟି ପର୍ଯ୍ୟାୟରେ ଗୁଜରାଟ
Read More...