Monthly Archives

December 2022

ସରୁଗୁଡାରେ ଖୋଲିଲା ଧାନମଣ୍ଡି

ନନ୍ଦହାଣ୍ଡି : ନନ୍ଦାହାଣ୍ଡି ଲାମ୍ପସ ତରଫରୁ ଆଜି ସରୁଗୁଡା ନିୟନ୍ତ୍ରୀତ ବଜାର କମିଟି ଗୋଦାମ ଗୃହ ଠାରେ ଧାନ ମଣ୍ଡିର ଶୁଭ ଉଦଘାଟନ ହୋଇଯାଇଛି । ଏହି ଅବସରରେ ଲାମ୍ପସ ସଭାପତି ଲକ୍ଷ୍ମୀ ନାରାୟଣ ମାଝୀ ଏବଂ ନନ୍ଦାହାଣ୍ଡି ସରପଞ୍ଚ ଅମ୍ବି ଦିଶାରୀ ଉପସ୍ଥିତ ରହିଥିବା ବେଳେ ଲାମ୍ପସ ନିର୍ଦ୍ଦେଶକ
Read More...

ଆନ୍ଦୋଳନ ଯୋଗୁଁ ସମଗ୍ର ଜିଲ୍ଲା ଅଦାଲତ ଅଚଳ, କଚେରୀ ଛକରେ ୧୪୪ ଧାରା ଜାରି

ସମ୍ବଲପୁର: ସମ୍ବଲପୁରରେ ଓଡ଼ିଶା ହାଇକୋର୍ଟର ସ୍ଥାୟୀ ବେଞ୍ଚ ସ୍ଥାପନ ଦାବିରେ ଓକିଲ ସଂଘ ପକ୍ଷରୁ ସଞ୍ଚାଳିତ ଆନ୍ଦୋଳନକୁ ଦୃଷ୍ଟିରୁ ରଖି ଆଜି ସମଗ୍ର ଜିଲ୍ଲା ଅଦାଲତ ଅଞ୍ଚଳ ପୁଲିସ ଛାଉଣୀରେ ପରିଣତ ହୋଇଯାଇଛି । ଗତ ରାତିରୁ ସୁପ୍ରିମ କୋର୍ଟର ନିର୍ଦ୍ଦେଶ କ୍ରମେ ରାଜା ଅଧିବକ୍ତା ପରିଷଦର
Read More...

ଡ୍ରାଇଭର ରଂଜିତଙ୍କ ମହାନତା:ନିଜ ଟଙ୍କାରେ ତିଆରି କଲେ ୩ଟି ଅସ୍ଥାୟୀ ପୋଲ ଓ ରାସ୍ତା

ରାୟଗଡା: ବୃତ୍ତିରେ ଡ୍ରାଇଭର । ଦିନଟିଏ କାମକୁ ନ ଗଲେ ଘରେ ଚୁଲି ଜଳେନି । ମୁଣ୍ଡ ଉପରେ ବୃଦ୍ଧ ବାପା, ମାଆଙ୍କ ସହ ପତ୍ନୀ ଓ ପିଲାଛୁଆଙ୍କ ବୋଝ । ଗରିବୀର କଷାଘାତ ସତ୍ତେ୍ୱ ନିଜ ଗାଁର ଦୁଃଖ ଦୂର ପାଇଁ ବୃତ୍ତି ଛାଡି ସ୍ତ୍ରୀର ସୁନା ବନ୍ଧକ ରଖି ନଦୀ ଉପରେ ୩ଟି ଅସ୍ଥାୟୀ ପୋଲ ଓ ୪ କିମି
Read More...

ଆସନ୍ତାକାଲି ୮ଟା ରୁ ୫ଟା ଯାଏଁ ସମ୍ବଲପୁରରେ ପାୱାର କଟ ଘୋଷଣା

ସମ୍ବଲପୁର : ବିଦ୍ୟୁତ ବିତରଣକାରୀ ସଂସ୍ଥା ଓପିଟିସିଏଲ ପକ୍ଷରୁ ଜାରି ଏକ ପ୍ରେସ ବିଜ୍ଞପ୍ତି ଅନୁସାରେ ଆସନ୍ତା କାଲି ବୁଧବାର ଦିନ ପୂର୍ବାହ୍ନ ୮ଟା ରୁ ସନ୍ଧ୍ୟା ୫ଟା ପର୍ଯ୍ୟନ୍ତ ସମ୍ବଲପୁର ନଗର ଓ ଏହାର ଆଖପାଖ ଅଞ୍ଚଳରେ ପାୱାର କଟ ରହିବ । କମ୍ପାନୀ ଦ୍ୱାରା ଜାରି ଏହି ବିଜ୍ଞପ୍ତି ଅନୁସାରେ
Read More...

ବିଜେପି ବିଧାୟକଙ୍କୁ କଳାପତାକା ଦେଖାଇଲେ ବିଜେଡି କର୍ମୀ

ବଲାଙ୍ଗୀର : ଲୋଇସିଂହା ବିଧାୟକ ମୁକେଶ ମହାଲିଙ୍ଗଙ୍କୁ ବିଜେଡି କର୍ମୀଙ୍କ କଳା ପତାକା ପ୍ରଦର୍ଶନ କରିଛନ୍ତି । ଏହି ଅବସରରେ ବିଜେଡି ଓ ବିଜେପି କର୍ମୀଙ୍କ ମଧ୍ୟରେ ଠେଲାପେଲା ହୋଇଥିଲା । ଭାଲେର ଠାରେ ଶ୍ରେୟ ଲଢେଇ ପାଇଁ ମୁହାଁମୁହିଁ ହୋଇଛନ୍ତି । ସୂଚାଇ ଦିଆଯାଏ ଯେ, ପୁଇଁତଲା ବ୍ଳକ୍‌
Read More...

ମାର୍ସାଲ ଆର୍ଟସ୍‌ ଗଟ୍‌ ଟେଲେଣ୍ଟ ୱାର୍ଲ୍ଡ ଚାମ୍ପିୟନ ହେଲେ କଳାହାଣ୍ଡିର ତପନ ଗଉଡ

ଭବାନୀପାଟଣା: ଅହମଦାବାଦର ଗ୍ଲୋବାଲ ଇଣ୍ଡିଆନ ଇଣ୍ଟରନେସନାଲ ସ୍କୁଲ ଠାରେ 'ଇଣ୍ଟରନେସନାଲ ମାର୍ସାଲ ଆର୍ଟସ୍‌ ହଲ୍‌ ଅଫ୍‌ ଫେମ୍‌' ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି । ଏଥିରେ କଳାହାଣ୍ଡିର ତପନ ଗଉଡ 'ମାର୍ସାଲ ଆର୍ଟସ୍‌ ଗଟ୍‌ ଟେଲେଣ୍ଟ ୱାର୍ଲ୍ଡ ଚାମ୍ପିୟନ' ହୋଇଛନ୍ତି । ଭାରତୀୟ ଯୁଦ୍ଧ କଳା
Read More...

ସଂଯୁକ୍ତ ଜନ ଅଭିଯୋଗ ଶୁଣାଣୀ ସହ ଗ୍ରାମ୍ୟ ମୁଖୀ ପ୍ରଶାସନ

ପାରଳାଖେମୁଣ୍ଡି : ଗଜପତି ଜିଲ୍ଲା ନୂଆଗଡ଼ ବ୍ଳକ ଅନ୍ତର୍ଗତ ବେତାରସିଂଙ୍ଗ ଗ୍ରାମ ପଞ୍ଚାୟତ ଠାରେ ସଂଯୁକ୍ତ ଜନ ଅଭିଯୋଗ ଶୁଣାଣୀ ସହ ଗ୍ରାମ୍ୟ ମୁଖୀ ପ୍ରଶାସନ ଅନୁଷ୍ଠିତ ହୋଇ ଯାଇଛି । ଏହି ଅଭିଯୋଗ ଶୁଣାଣୀରେ ମୋଟ ୭୬ ଗୋଟି ଅଭିଯୋଗ ଆସିଥିବା ବେଳେ ଗୋଟିଏ ଅଭିଯୋଗ ଜିଲ୍ଲା ପ୍ରଶାସନ ପକ୍ଷରୁ
Read More...

ପିଚୁ ରାସ୍ତା କରିବାପାଇଁ ଦାବି

ଖପ୍ରାଖୋଲ,୧୩/୧୨- ବଲାଙ୍ଗୀର ଜିଲ୍ଲା ପାଟଣାଗଡ ଉପଖଣ୍ଡ ଖପ୍ରାଖୋଲ ବ୍ଲକର ଭାଲୁଡୁଙ୍ଗୁରି ଠାରୁ କପସିପାଲି ପର୍ଯ୍ୟନ୍ତ ରାସ୍ତା ଅବସ୍ଥା ଶୋଚନୀୟ ହୋଇପଡିଛି । ଏହି କଚ୍ଚା ରାସ୍ତା ଦେଇ ପ୍ରତିଦିନ ଭାଲୁଡୁଙ୍ଗୁରି ଓ କପସିପାଲି ଗ୍ରାମର ଲୋକମାନେ ଦୈନନ୍ଦିନ କାର୍ଯ୍ୟରେ ଯାଉଥିବାବେଳେ
Read More...

ବିବାହର ୧୦ବର୍ଷ ପରେ ପିତା ହେବାକୁ ଯାଉଛନ୍ତି ରାମଚରଣ, ଏହି ଅଭିନେତାମାନଙ୍କ ଘରକୁ ବିଳମ୍ବରେ ଆସିଛି ଖୁସି ଖବର

ନୂଆଦିଲ୍ଲୀ : ଦକ୍ଷିଣର ସୁପରଷ୍ଟାର ଅଭିନେତା ରାମ ଚରଣ ପିତା ହେବାକୁ ଯାଉଛନ୍ତି । ରାମ ଚରଣ ସୋସିଆଲ ମିଡିଆ ମାଧ୍ୟମରେ ପ୍ରଶଂସକଙ୍କ ସହ ନିଜର ଖୁସି ବାଣ୍ଟିଛନ୍ତି । ୨୦୧୨ ମସିହାରେ ରାମ ଚରଣ ଉପସାନାଙ୍କୁ ବିବାହ କରିଥିଲେ । ବିବାହର ୧୦ ବର୍ଷ ପରେ, ଏହି ଲୋକପ୍ରିୟ ଦମ୍ପତି ପିତାମାତା
Read More...

ସାମ୍ନାକୁ ଆସିଲା ରାହୁଲ-ଆଥିଆଙ୍କ ବିବାହ ତାରିଖ !

ନୂଆଦିଲ୍ଲୀ : ବଲିଉଡର ଭେଟେରାନ ଅଭିନେତା ସୁନୀଲ ଶେଟ୍ଟୀଙ୍କ ଝିଅ ଅଭିନେତ୍ରୀ ଆଥିଆ ଶେଟ୍ଟୀ ଏବଂ ଭାରତୀୟ ଦଳର ଓପନର୍‌ ବ୍ୟାଟ୍ସମ୍ୟାନ୍‌ କେ.ଏଲ୍‌ ରାହୁଲଙ୍କ ସମ୍ପର୍କକୁ ନେଇ ଚର୍ଚ୍ଚା ଥମିବାର ନା ଧରୁନାହିଁ । ଯଦିଓ ଏହି ଯୋଡି ସେମାନଙ୍କ ସମ୍ପର୍କ ବିଷୟରେ କୌଣସି ଅଫିସିଆଲ୍‌ ବିବୃତ୍ତି
Read More...