Monthly Archives

December 2022

ବିପୁଳ ପରିମାଣର କଫ୍‌ ସିରପ୍‌ ଜବତ, ଜଣେ ଗିରଫ

ଦଶପଲ୍ଲା : ନୟାଗଡ଼ ଜିଲ୍ଲା ଅବକାରୀ ବିଭାଗ ପକ୍ଷରୁ ଦଶପଲ୍ଲା ଅଞ୍ଚଳର ବିଭିନ୍ନ ସ୍ଥାନରେ ଚଢ଼ାଉ ଜାରି ରହିଥିବା ବେଳେ ଜଣେ ବ୍ୟବସାୟୀଙ୍କ ଠାରୁ ୧୬୦ ବୋତଲ କଫ ସିରପ ଜବତ କରିବା ସହିତ ତାଙ୍କୁ ଗିରଫ କରାଯାଇଛି । ଗିରଫ ହୋଇଥିବା ବ୍ୟବସାୟୀ ଜଣଙ୍କ ହେଲେ ଦଶପଲ୍ଲା ଏସ୍‌ଏସି ଅନ୍ତର୍ଗତ ମହୁଲିଆ
Read More...

ଲାଲୁଙ୍କ ସ୍ୱାସ୍ଥ୍ୟାବସ୍ଥା ଗୁରୁତର

ପାଟନା: ଆର୍‌ଜେଡି ସୁପ୍ରିମୋ ତଥା ବିହାରର ପୂର୍ବତନ ମୁଖ୍ୟମନ୍ତ୍ରୀ ଲାଲୁ ପ୍ରସାଦ ଯାଦବଙ୍କ ସ୍ୱାସ୍ଥ୍ୟାବସ୍ଥା ଗୁରୁତର ରହିଛି। କିଡ୍‌ନୀ ଟ୍ରାନ୍ସପ୍ଲାଣ୍ଟ ପରେ ତାଙ୍କ ସ୍ୱାସ୍ଥ୍ୟାବସ୍ଥା ବିଗିଡିଥିବା ନେଇ ତାଙ୍କ ଝିଅ ରୋହିଣୀ ଆଚାର୍ଯ୍ୟ ଟ୍ୱିଟ୍ କରି ସୂଚନା ଦେଇଛନ୍ତି। ଝିଅ ରୋହିଣୀ
Read More...

ଆସନ୍ତାକାଲିଠାରୁ ବାଂଲାଦେଶ-ଭାରତ ଟେଷ୍ଟ ସିରିଜ, ଏମିତି ହୋଇପାରେ ଦୁଇଦଳର ପ୍ଲେଇଙ୍ଗ ଏକାଦଶ

ନୂଆଦିଲ୍ଲୀ : ଭାରତ ଏବଂ ବାଂଲାଦେଶ ମଧ୍ୟରେ ହେବାକୁ ଥିବା ଦୁଇ ମ୍ୟାଚ ବିଶିଷ୍ଟ ଟେଷ୍ଟ ସିରିଜ ପ୍ରଥମ ମ୍ୟାଚ ଆସନ୍ତାକାଲିଠାରୁ ଆରମ୍ଭ ହେବ । ବିଶ୍ୱ ଟେଷ୍ଟ ଚାମ୍ପିଅନସିପ୍‌ (ଡବ୍ଲୁଟିସି) ଅନୁଯାୟୀ ଭାରତ ପାଇଁ ଉଭୟ ମ୍ୟାଚ୍‌ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ । ଦିନିକିଆ ସିରିଜରେ ୨-୧ ହାରିବା
Read More...

କଳାକାର ଚୟନରେ ଅନିୟମିତତା ଅଭିଯୋଗ ଆଣିଲେ ଆଶାୟୀ କଳାକାର

ଖପ୍ରାଖୋଲ :ଖପ୍ରାଖୋଲ ବ୍ଲକରେ କଳାକାର ଚୟନରେ ଅନିୟମିତ ହୋଇଥିବା ଅଭିଯୋଗ ଆଣିଛନ୍ତି କଳାକାରମାନେ । ସେମାନେ ଅଭିଯୋଗ କରିଛନ୍ତି ଯେଉଁମାନେ ପ୍ରକୃତରେ କଳାକାର ତାଙ୍କୁ ଚୟନ କରାନଯାଇ କଳାକାରର କ…ଅକ୍ଷର ଜଣା ନଥିବା ବ୍ୟକ୍ତିମାନଙ୍କୁ ଚୟନ କରାଯାଇ କଳାକାର ଭତ୍ତା ପ୍ରଦାନ କରାଯାଉଛି । ବ୍ଲକ
Read More...

ନିତ୍ୟାନନ୍ଦ ପାଠାଗାରର ନବମ ବାର୍ଷିକ ମହୋତ୍ସବ

ପାରଳାଖେମୁଣ୍ଡି : ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ସ୍ଥିତ ଶ୍ରୀ କରଣ ସାହିଠାରେ ଥିବା ନିତ୍ୟାନନ୍ଦ ପାଠାଗାରର ନବମ ବାର୍ଷିକ ମହୋତ୍ସବ ଅନୁଷ୍ଠିତ ହୋଇଯାଇଛି । ରାଧା ମୋହନ ମନ୍ଦିର ପ୍ରାଙ୍ଗଣରେ ହାଇଟେକ ଗ୍ରୁପର ଅଧ୍ୟକ୍ଷ ଡକ୍ଟର ତିରୁପତି ପାଣିଗ୍ରାହୀ ମୁଖ୍ୟ ଅତିଥି ଭାବରେ ଯୋଗ
Read More...

କେନ୍ଦ୍ରୀୟ ବିଦ୍ୟାଳୟ ଛାତ୍ରଛାତ୍ରୀଙ୍କ “ମାଙ୍କଡ ଜୀବନ ରକ୍ଷା’ ପାଇଁ ଅଭିନବ ଅନୁରୋଧ

ଭବାନିପାଟଣା: ଆଜି କେନ୍ଦ୍ରୀୟ ବିଦ୍ୟାଳୟ ଭବାନୀପାଟଣାର ଛାତ୍ରଛାତ୍ରୀମାନେ ଜିଲ୍ଲାପାଳ ପି. ଅନ୍ୱେଷା ରେଡ୍ଡୀଙ୍କୁ ସାକ୍ଷାତ କରି ଭବାନୀପାଟଣାରୁ ରାୟଗଡ଼ା ରାସ୍ତାରେ ଲାଞ୍ଜିଗ଼ଡ଼ ଜଙ୍ଗଲ ଅଧିନସ୍ଥ ରାସ୍ତାରେ ମାଙ୍କଡଙ୍କ ଜୀବନ ରକ୍ଷା ପାଇଁ ଅଭିନବ ଅନୁରୋଧ କରିଛନ୍ତି । ତତ୍‌ ସହିତ ଏହି
Read More...

ବ୍ରାଉନସୁଗାର ଜବତ, ଜଣେ ଗିରଫ

ପୁରୀ : ପୁରୀ ଅବକାରୀ ଅଧିକ୍ଷକ ଜଗଦୀଶ ଚନ୍ଦ୍ର ସାମଲଙ୍କ ନିର୍ଦ୍ଦେଶକ୍ରମେ ପିପିଲି ଅବକାରୀ ଥାନା ଉପନିରିକ୍ଷକ ରଙ୍କନିଧି ମଲ୍ଲିକଙ୍କ ନେତୃତ୍ୱରେ ଏକ ଟିମ ପିପିଲି ଥାନା ଅଧୀନ ଜଗନ୍ନାଥପୁର ଛକରେ ଅବସ୍ଥିତ ଜଗନ୍ନାଥ ମନ୍ଦିର ନିକଟରେ ଚଢ଼ାଉକରୀ ପ୍ରଦୀପ୍ତ ସ୍ୱାଇଁ (୩୬)ଙ୍କୁ ଗିରଫ କରିଛନ୍ତି
Read More...

ରଥକାଠ ଅନୁକୂଳ ପାଇଁ ବାହାରିଲା ଟିପଣା

ଦଶପଲ୍ଲା : ଆସନ୍ତା ୨୦୨୩ ମସିହାରେ ହେବାକୁ ଥିବା ବିଶ୍ୱପ୍ରସିଦ୍ଧ ରଥଯାତ୍ରା ନିମନ୍ତେ ରଥକାଠ ଅନୁକୂଳ ପାଇଁ ଗତକାଲି ଶୁଭଦିନ ନିର୍ଘଣ୍ଟ କରାଯାଇଛି । ପରମ୍ପରା ତଥା ରିତିନୀତି ଅନୁଯାୟୀ ନୟାଗଡ଼ ଜିଲ୍ଲା ଗଣିଆ ବଡ଼ମୂଳସ୍ଥିତ ମା ’ ବଡ଼ରାଉଳଙ୍କ ପୀଠରେ ରଥକାଠ ଅନୁକୂଳ ପୂଜା ଅନୁଷ୍ଠିତ
Read More...

କୁଇ ଲିପି ପ୍ରଦର୍ଶନୀ ଓ ଆଲୋଚନା ଚକ୍ର ଉଦଯାପିତ

ଫୁଲବାଣୀ: କନ୍ଧମାଳ ଜିଲ୍ଲା ସ୍ଥାନୀୟ ସେନାପତି ରେସିଡେନିସ ଠାରେ ଫୁଲବାଣୀ କୁଇ ଭାଷା ସାହିତ୍ୟ ସମିତି ପକ୍ଷରୁ ଆୟୋଜିତ ତିନି ଦିନିଆ କୁଇ ଲିପି ପ୍ରଦର୍ଶନୀ ଓ ଆଲୋଚନା ଚକ୍ରର ଆଜି ଉଦଯାପିତ ହୋଇଯାଇଛି । ଏହି କର୍ମଶାଳାରେ ଫିରିଙ୍ଗିଆ ଅଂଚଳର ଦୀନବନ୍ଧୁ କହଁରଙ୍କ ପ୍ରସ୍ତୁତ ଲିପିକୁ ଗୃହୀତ
Read More...

ବୌଦ୍ଧ ଜିଲ୍ଲା ସ୍ୱାସ୍ଥ୍ୟ ସମିତି ତରଫରୁ ଯୋଗାଭ୍ୟାସ କାର୍ଯ୍ୟକ୍ରମ

ବୌଦ୍ଧ: ଯୋଗକୁ ସାର୍ବଜନୀନ କରିବା ଉଦ୍ଦେଶ୍ୟରେ ସ୍ୱାସ୍ଥ୍ୟ ସେବା ଦିବସ ଅବସରରେ ଆଜି ଭିକାରୀ କଳା ମଣ୍ଡପ ପରିସରରେ ଯୋଗ ଓ ପ୍ରାଣାୟାମ ଅଭ୍ୟାସ ଅନୁଷ୍ଠିତ ହୋଇଯାଇଛି । ଏଥିରେ ଜିଲ୍ଲାପାଳ ସତ୍ୟ ରଞ୍ଜନ ସାହୁ, ପ୍ରକଳ୍ପ ନିର୍ଦ୍ଦେଶକ ଅଶ୍ୱିନୀ କୁମାର ମେହେର, ଏ. ଡି. ଏମ. ଓ. ସଂଘମିତ୍ରା
Read More...