Monthly Archives

December 2022

ବାଂଲାଦେଶ ଗସ୍ତରେ ଭାରତୀୟ ଦଳକୁ ବଡ଼ ଝଟ୍‌କା,ଟେଷ୍ଟ ସିରିଜରୁ ବାଦ ପଡିପାରନ୍ତି ରୋହିତ

ଢାକା: ବାଂଲାଦେଶ ଗସ୍ତରେ ଭାରତୀୟ ଦଳକୁ ବଡ଼ ଝଟ୍‌କା ଲାଗିଛି। ଭାରତୀୟ ଅଧିନାୟକ ରୋହିତ ଶର୍ମା ବାଂଲାଦେଶ ବିପକ୍ଷ ଟେଷ୍ଟ ସିରିଜ ଖେଳିବାରେ ସନ୍ଦେହ ରହିଛି। ଦ୍ୱିତୀୟ ଦିନିକିଆରେ ତାଙ୍କ ବାମ ଆଙ୍ଗୁଠିରେ ଆଘାତ ଲାଗିଥିଲା। ସେ ଫିଲ୍ଡିଂ କରି ନ ଥିଲେ। ତେବେ ରୋହିତ ଶେଷରେ ବ୍ୟାଟିଂ ସମୟରେ
Read More...

ନାଟକ “ରିହରସେଲ’ ଲୋକଙ୍କ ମନ ମୋହିଲା

ନବରଙ୍ଗପୁର:- ମଣ୍ଡେଇ-୨୨ ଅବସରରେ ଅନୁଷ୍ଠିତ ମଣ୍ଡେଇ ନାଟକ ଉତ୍ସବର ଦ୍ୱିତୀୟ ସନ୍ଧ୍ୟାରେ ତ୍ରିଶକ୍ତି ସାଂସ୍କୃତିକ ସଙ୍ଘ ଦ୍ୱାରା ପ୍ରସ୍ତୁତ ନାଟକ ରିହାରସେଲ ଦର୍ଶକଙ୍କ ମନ ମୋହିବାରେ ସଫଳ ହୋଇଥିଲା । ସ୍ୱାଧୀନତା ସଂଗ୍ରାମୀ ଅରବୀନ୍ଦ ଘୋଷଙ୍କ ଇଂରେଜ ସରକାରଙ୍କ ବିରୁଦ୍ଧରେ ଲଢେଇର ଏକ
Read More...

ଜାନୁଆରୀ ୨୫ ରୁ ୨୯ କନ୍ଧମାଳ ମହୋତ୍ସବ ଓ ପଲ୍ଲୀଶ୍ରୀ ମେଳା

ଫୁଲବାଣୀ : ଜାନୁଆରୀ ମାସ ୨୫ ତାରିଖରୁ ୨୯ ତାରିଖ ପର୍ଯ୍ୟନ୍ତ ଜିଲ୍ଲା ସଦର ମହକୁମା ଫୁଲବାଣୀଠାରେ ଅନୁଷ୍ଠିତ ହେବାକୁ ଯାଉଛି କନ୍ଧମାଳ ମହୋତ୍ସବ ଓ ପଲ୍ଲିଶ୍ରୀ ମେଳା –୨୦୨୩ । ଏହାର ସୁପରିଚାଳନା ପାଇଁ ସମୁଦାୟ ୧୫ ଗୋଟି କମିଟି ମଧ୍ୟ ଗଠନ କରାଯାଇଛି । ପ୍ରସ୍ତୁତି ବୈଠକରେ ସ୍ଥିର କରାଗଲାଯେ,
Read More...

ପଦ୍ମପୁର ଉପନିର୍ବାଚନରେ ବିଜେଡି ଆଗୁଆ

ବରଗଡ: ପଦ୍ମପୁର ଉପନିର୍ବାଚନରେ ଭୋଟ୍‌ ଗଣତି ଜାରି ରହିଛି । ଚତୁର୍ଥ ରାଉଣ୍ଡ ଶେଷ ସୁଦ୍ଧା ବିଜେଡି ଆଗରେ ରହିଥିବାର ସୂଚନା ମିଳିଛି । ଚତୁର୍ଥ ରାଉଣ୍ଡ ସୁଦ୍ଧା ବିଜେଡି ପ୍ରାର୍ଥୀ ୨୧୮୩୭ ଖଣ୍ଡ ଭୋଟ ପାଇଥିବା ବେଳେ ବିଜେପି ପ୍ରାର୍ଥୀ ୧୩୬୫୯ ଖଣ୍ଡ ଭୋଟ ପାଇଛନ୍ତି । ସେହିପରି କଂଗ୍ରେସ
Read More...

କନ୍ଧମାଳ-ବୌଦ୍ଧ ସୀମାନ୍ତରେ ଗୁଳିବିନିମୟ ଘଟଣା,
ମାଓ ଏନକାଉଣ୍ଟର ନେଇ କନ୍ଧମାଳ ପୋଲିସ୍‌ ପକ୍ଷରୁ ସାମ୍ବାଦିକ ସମ୍ମିଳନୀ

ଫୁଲବାଣୀ : କନ୍ଧମାଳ ପୋଲିସକୁ ମିଳିଛି ବଡ଼ ସଫଳତା । କନ୍ଧମାଳ-ବୌଦ୍ଧ ଜିଲ୍ଲା ଗୋଛାପଡ଼ା ଓ କଣ୍ଟାମାଳ ଥାନା ସୀମାନ୍ତ ଅଞ୍ଚଳର ମାଟାକୂପକ୍ଷ ଜଙ୍ଗଲରେ ସୁରକ୍ଷାକର୍ମୀ ଓ ମାଓବାଦୀଙ୍କ ମଧ୍ୟରେ ଗୁଳିବିନିମୟ ଘଟିଥିଲା । ଏନକାଉଣ୍ଟରରେ ଦୁଇ ଜଣ ମହିଳା ମାଓବାଦୀ ନିହତ ହୋଇଥିବା ସହ ବହୁ ମାଓ
Read More...

୯ରୁ ସୁବର୍ଣ୍ଣା ନାରୀ ଜାଗରଣ କେନ୍ଦ୍ରର ରଜତ ଜୟନ୍ତୀ ଉତ୍ସବ

ସୁବର୍ଣ୍ଣପୁର : ଆସନ୍ତା ୯ ଏବଂ ୧୦ ଦୁଇ ଦିନ ଧରି ଧୁମ୍‌ଧାମ୍‌ରେ ପାଳିତ ହେବ ସୁବର୍ଣ୍ଣା ନାରୀ ଜାଗରଣ କେନ୍ଦ୍ରର ରଜତ ଜୟନ୍ତୀ ଉତ୍ସବ । ଆସନ୍ତା ଶୁକ୍ରବାର ଏବଂ ଶନିବାର ପାଳିତ ହେବାକୁ ଥିବା ଏହି ରଜତ ଜୟନ୍ତୀ ସମାରୋହ ପାଇଁ ବିଭିନ୍ନ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବା ନେଇ ସମସ୍ତ ପ୍ରସ୍ତୁତି
Read More...

ଦ୍ୱିତୀୟ ଦିନିକିଆରେ ହାରିଲା ଭାରତ, ଆଗୁଆ ସିରିଜ କବଜା କଲା ବାଂଲାଦେଶ

ଢାକା : ଢାକାଠାରେ ଖେଳାଯାଇଥିବା ୨ୟ ଦିନିକିଆରେ ରୋହିତ ଶର୍ମାଙ୍କ ଲଢୁଆ ପ୍ରଦର୍ଶନ ସତ୍ତ୍ବେ ଭାରତ ବାଂଲାଦେଶଠାରୁ ୫ ରନରେ ହାରିଯାଇଛି । ୨୭୨ରନର ପିଛା କରୁଥିବା ଟିମ ଇଣ୍ଡିଆ ଆରମ୍ଭରୁ ବିରାଟ କୋହଲି ଓ ଶିଖର ଧଓ୍ବନଙ୍କ ଓ୍ବିକେଟ ହରାଇ ସଂକଟରେ ପଡ଼ିଥିଲା । ଏହା ପରେ କେଏଲ ରାହୁଲ ଓ
Read More...

ପ୍ରଧାନ ଶିକ୍ଷୟତ୍ରୀଙ୍କ ପରଲୋକ,ମନେ ପକାଇ କାନ୍ଦିଲେ ଛାତ୍ରୀ

ଦଶପଲ୍ଲା : ଦଶପଲ୍ଲା ବ୍ଲକ ଦେଢ଼ଶର ସରକାରୀ ୟୁଜିଏମଇ ବିଦ୍ୟାଳୟର ପ୍ରଧାନ ଶିକ୍ଷୟତ୍ରୀ ଶାନ୍ତିଲତା ପ୍ରଧାନଙ୍କ ପରଲୋକ ହୋଇଯାଇଛି । ସେ ଗତ କିଛି ଦିନ ଧରି କ୍ୟାନ୍ସର ରୋଗରେ ପୀଡ଼ିତ ହୋଇ ବାଙ୍ଗାଲୋରରେ ଚିକିତ୍ସିତ ହେଉଥିଲେ ।ବାଙ୍ଗାଲୋରରେ ଚାକିରି କରିଥିବା ତାଙ୍କ ପୁଅଙ୍କ ନିକଟରେ ରହି ସେ
Read More...

ରାଜ୍ୟ ସ୍ତରୀୟ ଚଟ୍‌ ରଗବି ପ୍ରତିଯୋଗୀତାରେ କନ୍ଧମାଳ ସ୍ଥାନିତ

ଘୁ ଉଦୟଗିରି : ଓଡିଶା ରାଜ୍ୟ ରଗବି ଫୁଟବଲ ଏସୋସିଏସନ, ଭୁବନେଶ୍ୱର ପକ୍ଷରୁ ଆଜିଠାରୁ କଳିଙ୍ଗ ଷ୍ଟାଡିୟମରେ ସେଭେନ ସାଇଡ ଟଚ୍‌ ରଗବି ପ୍ରତିଯୋଗୀତା ଅନୁଷ୍ଠିତ ହୋଇଛି । ସେଥିରେ ରାଜ୍ୟର ୧୪ ବର୍ଷରୁ କମ୍‌ ବୟସର ବାଳକ ବାଳିକା ମାନଙ୍କର ପ୍ରତିଷ୍ଠିତ ଜିଲ୍ଲା ଦଳ ଗୁଡିକ ଅଂଶଗ୍ରହଣ କରିବାର
Read More...

ଶ୍ରୀମନ୍ଦିରରେ ସ୍ମାର୍ଟଫୋନ୍‌ ମନା, ୧ରୁ ଲାଗୁ ହେବ କଟକଣା

ପୁରୀ : ଏଣିକି ଶ୍ରୀମନ୍ଦିର ଭିତରେ ସ୍ମାର୍ଟ ଫୋନ୍‌ ବ୍ୟବହାର ନିଷିଦ୍ଧ ହେବ । ଆସନ୍ତା ଜାନୁଆରୀ ୧ରୁ ଏହି କଟକଣା ଲାଗୁ କରାଯିବା ନେଇ ଛତିଶା ନିଯୋଗ ବୈଠକରେ ନିଷ୍ପତ୍ତି ହୋଇଛି । ଶ୍ରୀମନ୍ଦିର ଭିତର ଓ ପରିସର ଫଟୋ ବାରମ୍ବାର ସୋସିଆଲ ମିଡ଼ିଆରେ ଭାଇରାଲ ହେବା ପରେ ଆଜି ଛତିଶା ନିଯୋଗ
Read More...