ପୋଖରୀରେ ବୁଡି ୨ବର୍ଷର ଶିଶୁର ମୃତ୍ୟୁ
ପୁରୀ : ପୋଖରୀରେ ବୁଡି ୨ବର୍ଷର ଶିଶୁର ମୃତ୍ୟୁ । ମୃତ ଶିଶୁ ହେଲେ ପୋପରଙ୍ଗା ପଞ୍ଚାୟତ ଗଣେଶ କାଣ୍ଡିଙ୍କ ପୁତ୍ର କ୍ରିଷ୍ଣା କାଣ୍ଡି ବୟସ ୨ବର୍ଷ ୩ମାସ । ସକାଳ ୯ଟାରେ ଘରୁ ନିଖୋଜ ଥିବା ବେଳେ ଦିନ ୧୧ଟା ସମୟରେ ଘର ପାଖ ପୋଖରୀରେ ଭାସୁଥିବା ପରିବାର ଲୋକେ ଦେଖିଥିଲେ । ପିପିଲି ମେଡ଼ିକାଲରେ!-->…
Read More...
Read More...