‘ହୀରାଞ୍ଚଳ’ର ପ୍ରଭାବ
ଅନାଥ ବାସୁକିକୁ ମିଳିଲା ରାସନକାର୍ଡ
ଖପ୍ରାଖୋଲ,୧/୧୧: ବଲାଙ୍ଗୀର ଜିଲ୍ଲା ଖପ୍ରାଖୋଲ ବ୍ଲକ ସଦର ପଞ୍ଚାୟତ ଅନ୍ତର୍ଗତ ମହୁରୁଣ୍ଡି ଗାଁର ଝିଅ ବାସୁକି ସାହାଣୀ ଜଣେ ଅନାଥ । ଦୀର୍ଘ ବର୍ଷ ହେବ ତାର ବାପା ମାଆଙ୍କ ଦେହାନ୍ତ ହେଲାପରେ ବାସୁକି ଅନ୍ୟ ଘରେ ଆଶ୍ରୟ ନେଇ ରହୁଥିଲା । ତେଣୁ ସେ ଏକାକୀ ଅନେକ ଅସୁବିଧାର ସମ୍ମୁଖିନ ହେଉଥିଲା ।!-->…
Read More...
Read More...