Yearly Archives

2022

ଖପ୍ରାଖୋଲରେ ଜିଲ୍ଲାପାଳ ଓ ଆରକ୍ଷୀ ଅଧିକ୍ଷକଙ୍କ ମିଳିତ ଜନ ଶୁଣାଣି

ଖପ୍ରାଖୋଲ : ସ୍ଥାନୀୟ ବ୍ଲକ୍‌ ସଭା ଗୃହଠାରେ ଜିଲ୍ଲାପାଳ ଏବଂ ଆରକ୍ଷୀ ଅଧିକ୍ଷକଙ୍କ ବ୍ଲକସ୍ତରୀୟ ମିଳିତ ଜନ ଶୁଣାଣି ସୋମବାର ଅନୁଷ୍ଠିତ ହୋଇଯାଇଛି । ଶିବିରରେ ଜିଲ୍ଲାପାଳ ଚଞ୍ଚଲ ରାଣା ଓ ଆରକ୍ଷୀ ଅଧିକ୍ଷକ ନିତିନ କୁସଲକର ଯୋଗଦେଇ ଲୋକଙ୍କ ଆପତ୍ତି ଅଭିଯୋଗର ଶୁଣାଣି କରିଥିଲେ । ଏହି ଅବସରରେ
Read More...

ଖଣ୍ଡା ଧୂଆ ବେଳେ ନିଶାନ ବାଦକଙ୍କ ମୃତ୍ୟୁ

ପାଟଣାଗଡ : ଖଣ୍ଡାଧୂଆ ବେଳେ ନିଶାନବାଦକଙ୍କ ମୃତ୍ୟୁ ହୋଇଥିବା ଜଣାପଡିଛି । ସୂଚନା ଅନୁସାରେ, ପାଟଣାଗଡ଼ ପ୍ରସିଦ୍ଧ ଇଷ୍ଟ ଦେବୀ ମା’ ପାଟଣେଶ୍ୱରୀଙ୍କ ପାଟଖଣ୍ଡାକୁ ଗତକାଲି ରାତିରେ ପଞ୍ଚବାଦ୍ୟ ସହ ଶୋଭାଯାତ୍ରାରେ ସ୍ଥାନୀୟ ପୋଖରୀକୁ ନିଆଯାଉଥିବା ବେଳେ ନିଶାନବାଦକ କୁଶ କାଲସାଏଙ୍କ ମୃତ୍ୟୁ
Read More...

ବିଶିଷ୍ଟ କଂଗ୍ରେସ ନେତା ବରୁଣ ଭୋଇଙ୍କ ଦେହାନ୍ତ

ଟିକାବାଲି: କନ୍ଧମାଳ ଜିଲ୍ଲା ଟିକାବାଲି ଅଞ୍ଚଳର ଜଣେ ଜଣାଶୁଣା କଂଗ୍ରେସ ଦଳର ଆଗଧାଡିର ନେତା ବରୁଣ ଭୋଇଙ୍କର ଆଜି ଦିନ ୧୨ ଘଣ୍ଟିକା ସମୟରେ ପରଲୋକ ହୋଇଯାଇଛି । ପରିବାର ଲୋକଙ୍କ ସୂଚନା ଅନୁସାରେ ମୃତ୍ୟୁ ବେଳକୁ ତାଙ୍କୁ ୬୭ ହେବ ସେ ଦୀର୍ଘ ୨ ବର୍ଷ ହେଲା ପକ୍ଷାଘାତ ରୋଗରେ ପୀଡିତ ଥିଲେ ।
Read More...

ବୃତ୍ତଙ୍ଗ ନଦୀରେ ବୁଡି ଜଣେ ମୃତ

ଟିକାବାଲି: ଚକାପାଦ ଥାନା ଅନ୍ତର୍ଗତ ଚକାପାଦ ଷ୍ଟେଟ ବ୍ୟାଙ୍କ ପିଅନ ପୃଥ୍ୱୀରାଜ ବେହେରା (୫୫)ଙ୍କ ସ୍ଥାନୀୟ ବୃତ୍ତଙ୍ଗ ନଦୀରେ ବୁଡି ମୃତ୍ୟୁ ହୋଇଥିବା ଜଣାପଡିଛି । ସୂଚନା ଅନୁଯାୟୀ କାଲି ସନ୍ଧ୍ୟାରେ ସ୍ୱର୍ଗତ ବେହେରା ନଦୀ ଆଡେ ଯାଇଥିଲେ କିନ୍ତୁ ସେ ବିଳମ୍ବିତ ରାତ୍ର ପର୍ଯ୍ୟନ୍ତ ଆଉ ଫେରିନ
Read More...

ବିରୋଧୀ ଦଳ ଉପନେତାଙ୍କ ବିୟୋଗରେ ବାଚସ୍ପତିଙ୍କ ଶୋକ, ବିଧାନସଭାରେ ଗାର୍ଡ ଅଫ୍ ଅନର୍

ଭୁବନେଶ୍ୱର:ବିରୋଧୀ ଦଳ ଉପନେତା ତଥା ଧାମନଗର ନିର୍ବାଚନ ମଣ୍ଡଳୀର ବିଧାୟକ ବିଷ୍ଣୁ ଚରଣ ସେଠୀଙ୍କବିୟୋଗରେ ଓଡ଼ିଶା ବିଧାନସଭାର ବାଚସ୍ପତି ଶ୍ରୀ ବିକ୍ରମ କେଶରୀ ଆରୁଖ ଗଭୀର ଶୋକପ୍ରକାଶ କରିଛନ୍ତି ।ଆଜି ପୂର୍ବାହ୍ନରେ ସ୍ଵର୍ଗତ ସେଠୀଙ୍କ ମରଶରୀର ବିଧାନସଭା ପରିସରରେ ପହଞ୍ଚିବା ପରେ ତାଙ୍କୁ
Read More...

ଇଟା ବୋଝେଇ ଟ୍ରକ ଓଲଟିଲା,୭ ଶ୍ରମିକ ଆହତ

ହରଭଙ୍ଗା: ଆଜି ସକାଳ ୧୧ଟା ସମୟରେ ବୌଦ୍ଧଠାରେ ଥିବା ବି.ଡି.ପି.ଏଲ ଇଟା ଫ୍ୟାକ୍ଟେରୀରୁ ଏକ ଟ୍ରକ ନମ୍ବର ଓଡି ୧୫ ଜି ୫୬୫ରେ ସିମେଣ୍ଟ ଇଟା ନେଇ ହରଭଙ୍ଗାଠାରେ ଏଲ.ଏଣ୍ଡ.ଟି ମେଗା ପାନୀୟ ପ୍ରକଳ୍ପକୁ ଇଟା ଦେଇ ଆସୁଥିଲା । ଏହି ଟ୍ରକଟି ହରଭଙ୍ଗା ପୋଷ୍ଟ ଅଫିସ ନିକଟରେ ଥିବା ଏକ ମାଟି ରାସ୍ତା
Read More...

ସରକାରୀ କର୍ମଚାରୀଙ୍କ ବଢ଼ିଲା ମହଙ୍ଗା ଭତ୍ତା

ଭୁବନେଶ୍ୱର: ପୂଜା ପୂର୍ବରୁ ରାଜ୍ୟ ସରକାରଙ୍କ ଭେଟି। ସରକାରୀ କର୍ମଚାରୀଙ୍କ ବଢ଼ିଲା ମହଙ୍ଗା ଭତ୍ତା। ୩ ପ୍ରତିଶତ ଡିଏ ବୃଦ୍ଧି କରିଛନ୍ତି ରାଜ୍ୟ ସରକାର। ଏହି ଘୋଷଣା ପରେ ବର୍ଦ୍ଧିତ ମହଙ୍ଗା ଭତ୍ତା ୩୧%ରୁ ୩୪%କୁ ବୃଦ୍ଧି ପାଇଛି। ରାଜ୍ୟ ସରକାରୀ କର୍ମଚାରୀଙ୍କ ଏହି ବର୍ଦ୍ଧିତ ମହଙ୍ଗା ଭତ୍ତା
Read More...

ନିରନ୍ତର ଟ୍ରାଫିକ ଜାମରୁ ଲୋକେ ନୟାନ୍ତ

ସମ୍ବଲପୁର: ସମ୍ବଲପୁର ନଗରରେ ଯେଉଁ ପରିମାଣରେ ବାହନ ସଂଖ୍ୟା ବଢ଼ିବାରେ ଲାଗିଛି, ସେହି ଅନୁସାରେ ଯିବାଆସିବା ପାଇଁ ସଡ଼କ ମିଳୁନାହିଁ । ଏହାର ପରିଣାମ ସ୍ୱରୂପ ପ୍ରତିଦିନ ବ୍ୟସ୍ତ ସମୟ ଅର୍ଥାତ୍‌ ସ୍କୁଲ କଲେଜ ଓ ଅଫିସ ଯିବା ଓ ସେହିପରି ଫେରିବା ସମୟରେ କିଛି ନିର୍ଦ୍ଦିଷ୍ଟ ସ୍ଥାନରେ ଟ୍ରାଫିକ
Read More...

ଭୂକମ୍ପରେ ଦୋହଲିଲା ଲଦାଖ

ଲଦାଖ : ସୋମବାର ସକାଳୁ ସକାଳୁ ଥରିଥିଲା ଲଦାଖ ମାଟି । ସକାଳ ୯.୩୦ ଏହି କମ୍ପନ ଅନୁଭୂତ ହୋଇଥିଲା । ଲଦାଖର କାର୍ଗିଲରେ ଏହି କମ୍ପନ ଅନୁଭୂତ ହୋଇଥିଲା । ରିକ୍ଟର ସ୍କେଲରେ ଏହାର ତୀବ୍ରତା ୪.୩ । ନ୍ୟାସନାଲ ସେଣ୍ଟର ଫର ସେସମୋଲୋଜି ଅନୁଯାୟୀ ଏହି ଭୂକମ୍ପର କେନ୍ଦ୍ରସ୍ଥଳ ଭୂମିଠାରୁ ୧୦
Read More...

ଟିଏନଟି ସ୍କିଲ ସେଣ୍ଟରରେ ୱେବସାଇଟ୍‌ ବିକାଶ କର୍ମଶାଳା

ଗଞ୍ଜାମ: ବ୍ରହ୍ମପୁର ସ୍ଥିତ ଟି.ଏନ.ଟି ସ୍କିଲ ସେଣ୍ଟରରେ ୱେବସାଇଟ୍‌ ବିକାଶ କର୍ମଶାଳା ସହ ସାର୍ଟିଫିକେଟ ପ୍ରଦାନ କରାଯାଇଛି ପୂର୍ବରୁ ଟି.ଏନ.ଟି ସ୍କିଲ ସେଣ୍ଟରରେ ତିନି ସପ୍ତାହର ଏକ ୱେବସାଇଟ୍‌ ବିକାଶ କର୍ମଶାଳା ଆୟୋଜିତ ହେଇଥିଲା । ୨୦ ଅଗଷ୍ଟରୁ ୧୦ ସେପ୍ଟେମ୍ବର ପର୍ଯ୍ୟନ୍ତ ଏଥିପାଇଁ
Read More...