Yearly Archives

2022

ନ୍ୟାୟିକ ଭିତ୍ତିଭୂମିକୁ ସୁଦୃଢ କରାଯାଉଛି : ମୋଦୀ

ନୂଆଦିଲ୍ଲୀ: ଆଇନଗତ ସହାୟତା ପାଇଁ ବିଭିନ୍ନ ଜେଲ୍‌ରେ ହଜାର ହଜାର ବିଚାରାଧୀନ କଏଦୀ ଅପେକ୍ଷା କରି ରହିଛନ୍ତି । ସେମାନଙ୍କ ମୁକ୍ତି ଦିଗରେ ନ୍ୟାୟପାଳିକା ତତ୍ପର ହେଉ ବୋଲି ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କହିଛନ୍ତି । ନୂଆଦିଲ୍ଲୀ ବିଜ୍ଞାନ ଭବନରେ ଆଜି ଆୟୋଜିତ ପ୍ରଥମ ‘ଅଲ୍‌ ଇଣ୍ଡିଆ
Read More...

ବିଶ୍ୱରେ ୨୦ ହଜାରମୁହାଁ ମଙ୍କିପକ୍ସ ମାମଲା

ନୂଆଦିଲ୍ଲୀ : ଦେଶରେ କରୋନା ସଂକ୍ରମଣ ଜାରି ରହିଥିବା ବେଳେ ଏବେ ଡରାଇଲାଣି ମଙ୍କିପକ୍ସ । ବିଭିନ୍ନ ଦେଶରେ ପ୍ରାୟ ୧୬ ହଜାରରୁ ଅଧିକ ଏହି ମାମଲା ସାମନାକୁ ଆସିଥିବା ବେଳେ ଭାରତରେ ଏବେ ସୁଦ୍ଧା ୫ ଆକ୍ରାନ୍ତ ଚିହ୍ନଟ ହୋଇସାରିଲେଣି । ଏବେ ଦେଶରେ ବାହାରିଛି ପଞ୍ଚମ ମଙ୍କିପକ୍ସ ଆକ୍ରାନ୍ତ
Read More...

ରାଜ୍ୟଗୋଷ୍ଠୀ କ୍ରୀଡାରେ ଭାରତକୁ ଦ୍ୱିତୀୟ ପଦକ ଦେଲେ ଗୁରୁରାଜା ପୂଜାରୀ

ବର୍ମିଂହାମ: ରାଜ୍ୟଗୋଷ୍ଠୀ କ୍ରୀଡାରେ ଭାରତକୁ ମିଳିଛି ଦ୍ୱିତୀୟ ପଦକ । ଭାରୋତ୍ତୋଳନରେ ଗୁରୁରାଜା ପୂଜାରୀ ଭାରତ ପାଇଁ ଜିତିଛନ୍ତି ବ୍ରୋଞ୍ଜ ପଦକ । ଏହାପୂର୍ବରୁ ୫୫ କେଜି ଭାରୋତ୍ତୋଳନ ବର୍ଗରେ ସଙ୍କେତ ମହାଦେବ ସାଗର ଭାରତ ପାଇଁ ରୌପ୍ୟ ପଦକ ଜିତିଥିଲେ । ଏବେ ଗୁରୁରାଜ ୬୧ କେଜି ବର୍ଗରେ
Read More...

ଅସରାଏ ବର୍ଷାରେ ବିଦ୍ୟାଳୟ ପରିସରରେ ଆଣ୍ଠୁଏ ପାଣି

ଫୁଲବାଣୀ:- କନ୍ଧମାଳ ଜିଲ୍ଲାର ଚକାପାଦ ବ୍ଲକ ଅନ୍ତର୍ଗତ ସଙ୍କରାଖୋଲ ଗ୍ରାମ ପଞ୍ଚାୟତର ସରକାରୀ ପ୍ରାଥମିକ ବିଦ୍ୟାଳୟ ଦୁର୍ଦ୍ଦଶା କହିଲେ ନ ସରେ । ବିଦ୍ୟାଳୟ ପରିସରରେ ଆଣ୍ଠୁଏ ପାଣି, ସେହି ଆଣ୍ଠୁଏ ପାଣି ଭିତରେ ଛାତ୍ରଛାତ୍ରୀମାନେ ପାଠ ପଢ଼ିବାକୁ ଯାଉଛନ୍ତି । ମୁଖ୍ୟ ରାଜରାସ୍ତାଠୁ ମାତ୍ର
Read More...

ପ୍ରି-କ୍ୱାର୍ଟରରେ ଭାରତୀୟ ବକ୍ସର ହସମୁଦ୍ଦିନ

ବର୍ମିଂହାମ: ରାଜ୍ୟଗୋଷ୍ଠୀ କ୍ରୀଡାର ପ୍ରଥମ ମୁକାବିଲାରେ ନିଜର ଦମ ଦେଖାଇଛନ୍ତି ଭାରତୀୟ ବକ୍ସର ମହମ୍ମଦ ହସମୁଦ୍ଦିନ । ସେ ୫୭ କେଜି ବର୍ଗର ପ୍ରି କ୍ୱାର୍ଟର ଫାଇନାଲରେ ପ୍ରବେଶ କରିଛନ୍ତି । ଆଜିର ରାଉଣ୍ଡ ୩୨ ମୁକାବିଲାରେ ମହମ୍ମଦ ହସମୁଦ୍ଦିନ ଦକ୍ଷିଣ ଆଫ୍ରିକାର ଆମଜୋଲେଲେ ଡିଙ୍କୁ ୫-୦ରେ
Read More...

ରାଜ୍ୟଗୋଷ୍ଠୀ କ୍ରୀଡାରେ ଭାରତକୁ ପ୍ରଥମ ପଦକ ଦେଲେ ସଙ୍କେତ

ବର୍ମିଂହାମ: ରାଜ୍ୟଗୋଷ୍ଠୀ କ୍ରୀଡାରେ ଭାରତକୁ ମିଳିଛି ପ୍ରଥମ ପଦକ । ଦେଶ ପାଇଁ ୫୫ କେଜି ଭାରୋତ୍ତୋଳନ ବର୍ଗରେ ରୌପ୍ୟ ଜିତିଛନ୍ତି ସଙ୍କେତ ମହାଦେବ ସାଗର । ସେ ମୋଟ ୨୪୮ କେଜି ଓଜନ ଉଠାଇ ବର୍ମିଂହାମରେ ଭାରତର ଟେକ ରଖିଛନ୍ତି । ସେ ସ୍ନାଚରେ ୧୧୩ କେଜି ଓଜନ ଉଠାଇଥିବା ବେଳେ କ୍ଲିନ ଆଣ୍ଡ
Read More...

ରାଜ୍ୟଗୋଷ୍ଠୀ କ୍ରୀଡ଼ା ଟିଟି :
ଗୁଏନାକୁ ହରାଇଲା ଭାରତୀୟ ମହିଳା ଟିମ୍‌

ବର୍ମିଂହାମ: ରାଜ୍ୟଗୋଷ୍ଠୀ କ୍ରୀଡାରେ ଭାରତୀୟ ମହିଳା ଟେବୁଲ ଟେନିସ ଟିମ୍‌ର ବିଜୟ ଧାରା ଜାରି ରହିଛି । ଅଭିଜ୍ଞ ମନିକା ବାତ୍ରାଙ୍କ ଟିଟି ଟିମ୍‌ ଗ୍ରୁପ୍‌ ପର୍ଯ୍ୟାୟର ତୃତୀୟ ମ୍ୟାଚ୍‌କୁ ମଧ୍ୟ ଏକତରଫା ଭାବେ ଜିତି ନେଇଛି । ତୃତୀୟ ମୁକାବିଲାରେ ଭାରତ ପ୍ରତିପକ୍ଷ ଗୁଏନାକୁ ୩-୦ରେ ପରାସ୍ତ
Read More...

ତୁମାଣ୍ଡି ହାଇସ୍କୁଲଠାରେ ବୃକ୍ଷରୋପଣ କାର୍ଯ୍ୟକ୍ରମର ଶୁଭାରମ୍ଭ କଲେ ଦଶପଲ୍ଲା ବ୍ଲକ ଅଧ୍ୟକ୍ଷା

ଦଶପଲ୍ଲା: ଦଶପଲ୍ଲା ବ୍ଲକ ଅନ୍ତର୍ଗତ ତୁମାଣ୍ଡି ପଞ୍ଚାୟତର ପଞ୍ଚାୟତ ହାଇସ୍କୁଲ, ତୁମାଣ୍ଡିର ହାଇସ୍କୁଲ ଓ ପଡିଆ ଚତୁପାର୍ଶ୍ୱରେ ବ୍ୟାପକ ବୃକ୍ଷରୋପଣ କାର୍ଯ୍ୟକ୍ରମର ଆଜି ଶୁଭାରମ୍ଭ ହୋଇଛି । ଦଶପଲ୍ଲା ବ୍ଲକ ଅଧ୍ୟକ୍ଷା ସୁନନ୍ଦା ସାହୁ ମୁଖ୍ୟ ଅତିଥି ଭାବେ ଯୋଗଦେଇ କାର୍ଯ୍ୟକ୍ରମର ଶୁଭାରମ୍ଭ
Read More...

ଶିଶୁ ହୃଦ୍‌ ରୋଗୀଙ୍କ ମାଗଣା ଚିକିତ୍ସା ଶିବିର

ନବରଙ୍ଗପୁର: ରାଷ୍ଟ୍ରୀୟ ବାଲ୍‌ ସ୍ୱାସ୍ଥ୍ୟ କାର୍ଯ୍ୟକ୍ରମ ଜାତୀୟ ସ୍ୱାସ୍ଥ୍ୟ ମିଶନ ଓ ରାୟପୁର ଏନଏଚଏମଏଏମଆଇ ନାରାୟଣ ସୁପରସ୍ପେସିଆଲିଷ୍ଟ ହସ୍ପିଟାଲର ମିଳିତ ଆନୁକୁଲ୍ୟରେ ହୃଦ୍‌ ରୋଗୀଙ୍କ ମାଗଣା ଚିକିତ୍ସା ଶିବିର ନବରଙ୍ଗପୁର ଜିଲ୍ଲା ସଦର ମହକୁମା ହସ୍ପିଟାଲ ଠାରେ ଅନୁଷ୍ଠିତ ହୋଇଯାଇଅଛି ।
Read More...

ଦୁଇଦିନିଆ ସୌନ୍ଦର୍ଯ୍ୟ କର୍ମଶାଳା ଆୟୋଜିତ

ସମ୍ବଲପୁର: ଏଠାରେ ପ୍ରଥମ ଥର ପାଇଁ ସୌନ୍ଦର୍ଯ୍ୟ ଅର୍ଥାତ୍‌ ମେକ ଅପ ଆର୍ଟିଷ୍ଟ କର୍ମଶାଳା ଆୟୋଜିତ ହୋଇଯାଇଛି । ମହିଳାମାନେ ନିଜେ କିପରି ନିଜ ଗୋଡ଼ରେ ଠିଆହୋଇ ଆତ୍ମନିର୍ଭରଶୀଳ ହୋଇ ପାରିବେ, ଏହାକୁ ଦୃଷ୍ଟିରେ ରଖି ଏହି ଦୁଇଦିନିଆ କର୍ମଶାଳା ଅନୁଷ୍ଠିତ ହୋଇଥିଲା । ଏଥିପାଇଁ ସ୍ଥାନୀୟ ଏକ
Read More...