Yearly Archives

2022

ମିଳିତ ନାଗରିକ କମିଟି ପକ୍ଷରୁ ସ୍ୱର୍ଗତ ବ୍ରହ୍ମା ବେହେରାଙ୍କୁ ଶ୍ରଦ୍ଧାଞ୍ଜଳି

ଫୁଲବାଣୀ: ମିଳିତ ନାଗରିକ କମିଟିର ସକ୍ରିୟ ସଦସ୍ୟ ସ୍ୱର୍ଗତ ବ୍ରହ୍ମା ବେହେରା ଗତ ୨୭ ତାରିଖରେ ପରଲୋକ ହୋଇଯାଇଛି । ସାମ୍ବାଦିକ ଭବନ ଫୁଲବାଣୀ ଠାରେ ମିଳିତ ନାଗରିକ କମିଟି ପକ୍ଷରୁ ଡ ଅନନ୍ତ ଚରଣ ମିଶ୍ରଙ୍କ ପୌରୋହିତ୍ୟରେ ଏକ ଶ୍ରଦ୍ଧାଞ୍ଜଳି ସଭା ଅନୁଷ୍ଠିତ ହୋଇଯାଇଛି । ସ୍ୱର୍ଗତ ବେହେରାଙ୍କ
Read More...

ଅଧ୍ୟକ୍ଷଙ୍କୁ ଅବସରକାଳୀନ ବିଦାୟ ସମ୍ବର୍ଦ୍ଧନା

ଜହ୍ନାପଙ୍କ:ବୌଦ୍ଧ ବ୍ଳକ ଅନ୍ତର୍ଗତ ଜହ୍ନାପଙ୍କ ଗନ୍ଧରାଢୀ ମହାବିଦ୍ୟାଳୟର ଅଧ୍ୟକ୍ଷ ରମାକାନ୍ତ ପଣ୍ଡା ଜୁନ ୩୦ ତାରିଖରେ ତାଙ୍କ ଚାକିରୀ ରୁ ଅବସର ଗ୍ରହଣ କରିଥିଲେ । ଆଜି ମହାବିଦ୍ୟାଳୟରେ ତାଙ୍କୁ ଅବସର କାଳୀନ ବିଦାୟ ସମ୍ବର୍ଦ୍ଧନା ଦିଆଯାଇଛି ।ଏହି ଉପଲକ୍ଷେ ଆୟୋଜିତ ସଭାରେ ଅଧ୍ୟାପକ ଧ୍ରୁବ
Read More...

୧୩୦ ଗ୍ରାମ ବ୍ରାଉନସୁଗାର ଜବତ, ଅଭିଯୁକ୍ତ ଗିରଫ

ପୁରୀ:ପୁରୀ ଅବକାରୀ ଅଧିକ୍ଷକ ଜଗଦୀଶ ଚନ୍ଦ୍ର ସାମଲଙ୍କ ନିର୍ଦ୍ଦେଶ କ୍ରମେ ଜିଲ୍ଲା ମୋବାଇଲ ସ୍କ୍ୱାଡର ନିରୀକ୍ଷକ ସଞ୍ଜୟ କୁମାର ପଣ୍ଡାଙ୍କ ନେତୃତ୍ୱରେ ଏକ ଟିମ ସତ୍ୟବାଦୀ ଥାନା ଅଧୀନ କାଦୁଆ ଛକଠାରେ ଚଢ଼ାଉକରି ଗୋବିନ୍ଦ ମୁଦୁଲି(୩୪)ଙ୍କୁ ଗିରଫ କରିଛନ୍ତି । ଅଭିଯୁକ୍ତଠାରୁ ୧୩୦ ଗ୍ରାମ
Read More...

ସ୍ୱତନ୍ତ୍ର କୋଶଲ ପ୍ରଦେଶ ଗଠନ ପାଇଁ ଶୋଭାଯାତ୍ରା ଓ ବିକ୍ଷୋଭ ପ୍ରଦର୍ଶନ

ସମ୍ବଲପୁର: କୋଶଲ ରାଜ୍ୟ ଗଠନ ଦାବିରେ ଆଜି ଏକ ଶୋଭାଯାତ୍ରା ଓ ପରିଶେଷରେ ଏଠାକାର ରାଜସ୍ୱ ଆୟୁକ୍ତ କାର୍ଯ୍ୟାଳୟ ସମ୍ମୁଖରେ ଏକ ବିକ୍ଷୋଭ ପ୍ରଦର୍ଶନ କରାଯାଇଥିଲା । ପଶ୍ଚିମ ଓଡିଶାର ଚାରୋଟି ସ୍ଥାନରେ ପୂର୍ବ ଓଡିଶାକୁ ସଂଯୋଗ କରୁଥିବା ରାଜରାସ୍ତାକୁ କୋଶଲ ସଂଗଠନ ଗୁଡ଼ିକ ପକ୍ଷରୁ ଅର୍ଥନୈତିକ
Read More...

ମଶାରି ଭିତରେ ଅନଶନ

ନୂଆଦିଲ୍ଲୀ: ଅନଶନ ତ ଅନଶନ,ତାହା ପୁଣି ମଶାରୀ ଭିତରେ! କଥାଟା ଅସ୍ୱାଭାବିକ ଲାଗିଲେ ବି ପୂରା ସତ୍ୟ । ଏଭଳି ଅଭିନବ ଅନଶନ ବା ଧାରଣା ଦେଖିବାକୁ ମିଳିଛି ସଂସଦ ବାହାରେ । ବିରୋଧୀ ସାଂସଦମାନେ ସଂସଦ ବାହାରେ ମୁକ୍ତାକାଶ ତଳେ ଚଳାଇଥିବା ୫୦ଘଣ୍ଟିଆ ପ୍ରତିବାଦ ଧାରଣାର ଦ୍ୱିତୀୟ ଦିବସରେ ମଶା
Read More...

ସମ୍ବଲପୁରୀ ଏକତା ମଞ୍ଚ ପକ୍ଷରୁ ସମାନ୍ତରାଳ ସମ୍ବଲପୁରୀ ଦିନ ପାଳନ ଘୋଷଣା

ସମ୍ବଲପୁର:ଏକଦା ଘୋର ଉପେକ୍ଷାର ଶିକାର ହେଉଥିବା ସମ୍ବଲପୁରୀ ଭାଷା ଓ ସଂସ୍କୃତିକୁ ସଂଗଠିତ କରିବା ପାଇଁ ଆଜୀବନ କାର୍ଯ୍ୟରତ ଗୁରୁ ସତ୍ୟନାରାୟଣ ବହିଦାରଙ୍କ ଜନ୍ମଦିନ ଅଗଷ୍ଟ ଏକ ତାରିଖକୁ ସମ୍ବଲପୁରୀ ଦିନ ଭାବରେ ପାଳନ କରିବା ପାଇଁ ସମ୍ବଲପୁରୀ ଏକତା ମଞ୍ଚ ମଧ୍ୟ ପ୍ରସ୍ତୁତ ରହିଛି । ଉକ୍ତ
Read More...

ବର୍ଷା ପାଣିରେ ଖପ୍ରାଖୋଲ ଚାରିଛକରେ ଆଣ୍ଠୁଏ ପାଣି

ଖପ୍ରାଖୋଲ : ବଲାଙ୍ଗୀର ଜିଲ୍ଲା ପାଟଣାଗଡ଼ ଉପଖଣ୍ଡ ଖପ୍ରାଖୋଲ ବ୍ଲକ ଖପ୍ରାଖୋଲ ଚାରି ଛକରେ ବର୍ଷା ହେଲେ ରାସ୍ତା ପରିସରରେ ଆଣ୍ଠୁଏ ପାଣି ହେଉଥିବା ଦେଖାଯାଉଛି । କିନ୍ତୁ ପ୍ରଶାସନର ଅବହେଳା ହେତୁ ବର୍ଷା ପାଣିରେ ରାସ୍ତା କାଦୁଅ ଜମି ରହୁଛି । ତେଣୁ ଯାତାୟତ କରୁଥିବା ଲୋକେ ବହୁତ ଅସୁବିଧାର
Read More...

ମୋଦୀଙ୍କୁ ଭେଟିବେ ମମତା ବାନାର୍ଜୀ!

ନୂଆଦିଲ୍ଲୀ: ଆସନ୍ତା ଅଗଷ୍ଟ ମାସରେ ପଶ୍ଚିମ ବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଦିଲ୍ଲୀରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଭେଟିବାର ସମ୍ଭାବନା ରହିଛି । ଆସନ୍ତା ୭ରେ ନୂଆଦିଲ୍ଲୀରେ ନୀତି ଆୟୋଗ ପରିଚାଳନା ପରିଷଦର ବୈଠକ ହେବ । ପ୍ରଧାନମନ୍ତ୍ରୀ ବିଭିନ୍ନ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କ
Read More...

ବାଲିଗୁଡ଼ାରେ ସିଆରପିଏଫ୍‌ ୧୨୭ ବାଟାଲିୟନର ୮୩ ତମ ଜନ୍ମ ଦିବସ ପାଳିତ

ବାଲିଗୁଡ଼ା: କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ଥାନା ପରିସରରେ ଥିବା ସିଆରପିଏଫ୍‌ କ୍ୟାମ୍ପରେ ୧୨୭ ବାଟାଲିୟନ ସିଆରପିଏଫ୍‌ ପକ୍ଷରୁ ୮୩ ତମ ଜନ୍ମ ଦିବସ ପାଳିତ ହୋଇଯାଇଛି । ୟୁନିଟ୍‌ ଅଧିକାରୀ କମାଣ୍ଡାଣ୍ଟ ଆନନ୍ଦ ଝାଙ୍କ ସମେତ ଅନ୍ୟ ଅଧିକାରୀ ଯବାନଙ୍କ ସହ ଏହି ଉତ୍ସବକୁ ପାଳନ କରିଛନ୍ତି । ଏହି
Read More...

ହ୍ରାସ ପାଉଛି ସକ୍ରିୟ ଆକ୍ରାନ୍ତଙ୍କ ସଂଖ୍ୟା

ନୂଆଦିଲ୍ଲୀ: ଆଜି ମଧ୍ୟ ଦେଶରେ କରୋନା ସଂକ୍ରମଣ ସଂଖ୍ୟାରେ ୨୦ ହଜାର ଉପରେ ରହିଛି । ଦୈନିକ ପଜିଟିଭିଟି ହାର ୫.୧୨% ରେକର୍ଡ କରାଯାଇଥିବା ବେଳେ ସାପ୍ତାହିକ ପଜିଟିଭିଟି ହାର ୪.୮୨% ଥିବା କଥା ସ୍ୱାସ୍ଥ୍ୟ ମନ୍ତ୍ରାଳୟ କହିଛି । କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳାୟ ତଥ୍ୟ ଅନୁସାରେ, ଶୁକ୍ରବାର
Read More...