Yearly Archives

2022

ମେଘମୟ କବିତା ଆସର “କବିତା ଶ୍ରାବଣୀ’ ଅନୁଷ୍ଠିତ

ସୁବର୍ଣ୍ଣପୁର: ଜିଲ୍ଲାର ଅଗ୍ରଣୀ ସାହିତ୍ୟାନୁଷ୍ଠାନ ମହାନଦୀ ସାହିତ୍ୟ ସଂସଦ ପକ୍ଷରୁ ସମସ୍ତ ସଭ୍ୟ ଓ ସଭ୍ୟାମାନଙ୍କୁୁ ନେଇ ଏକ ମନୋଜ୍ଞ କବିତା ପାଠୋତ୍ସବର ଆୟୋଜନ ହୋଇଥିଲା । ପ୍ରାରମ୍ଭରେ ସଂସଦର ଉପସଭାପତି ଡକ୍ଟର ପୁରୁଷୋତ୍ତମ ମିଶ୍ରଙ୍କ ଅଧ୍ୟକ୍ଷତାରେ କବି ଓ କବିତାକୁ ନେଇ ଏକ ସଭାର ଆୟୋଜନ
Read More...

ଜିଲ୍ଲାସ୍ତରୀୟ ବିଦ୍ୟୁତ ମହୋତ୍ସବ “ଉଜ୍ଜ୍ୱଳ ଭାରତ ଉଜ୍ଜ୍ୱଳ ଭବିଷ୍ୟତ’

ଫୁଲବାଣୀ:- ଦେଶ ସ୍ୱାଧୀନତାର ୭୫ ତମ ବର୍ଷ ପାଳନ ଉପଲକ୍ଷେ ଆୟୋଜିତ କାର୍ଯ୍ୟକ୍ରମ ଆଜାଦିକି ଅମୃତ ମହୋତ୍ସବ ଅବସରରେ ବିଦ୍ୟୁତ ମହୋତ୍ସବ ଆଜି ସ୍ଥାନୀୟ ସଭାଗୃହ ଠାରେ ପାଲିତ ହୋଇଯାଇଛି ।ଏହି ଉତ୍ସବରେ ମୁଖ୍ୟ ଅତିଥି ଭାବେ ଜିଲା ପରିଷଦ ଅଧ୍ୟକ୍ଷା ନନ୍ଦିନୀ ମଲିକ ଯୋଗ ଦେଇ ଥିବାବେଳେ ସମ୍ମାନିତ
Read More...

ନବରଙ୍ଗପୁର ଓ ଉମରକୋଟରେ ଉଜ୍ଜ୍ୱଳ ଭାରତ ଉଜ୍ଜ୍ୱଳ ଭବିଷ୍ୟତ କାର୍ଯ୍ୟକ୍ରମ

ନବରଙ୍ଗପୁର: ଆଜାଦି କା ଅମୃତ ମହୋତ୍ସବ ପାଳନ ଅବସରରେ ନବରଙ୍ଗପୁର ଜିଲ୍ଲା ବିଦ୍ୟୁତ୍‌ ବିଭାଗ ତରଫରୁ ସାଇ କଲ୍ୟାଣ ମଣ୍ଡପ ଠାରେ ଓ ଉମରକୋଟ ମୁନିସିପାଲିଟୀ କଲ୍ୟାଣ ମଣ୍ଡପ ଠାରେ ଉଜ୍ଜ୍ୱଳ ଭାରତ ଉଜ୍ଜ୍ୱଳ ଭବିଷ୍ୟତ କାର୍ଯ୍ୟକ୍ରମ ଅନୁଷ୍ଟିତ ହୋଇଥିଲା । ଏଥିରେ ମୁଖ୍ୟ ଅତିଥି ଭାବେ
Read More...

ମନ୍ତ୍ରୀମଣ୍ଡଳରୁ ପାର୍ଥଙ୍କୁ ବିଦାକଲେ ମମତା

କୋଲକାତା : ଶେଷରେ ବିରୋଧୀଙ୍କ ଆଗରେ ମୁଣ୍ଡ ନୁଆଁଇଲେ ଟିଏମସି ସୁପ୍ରିମୋ ତଥା ପଶ୍ଚିମ ବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ । ଆଜି କ୍ୟାବିନେଟ ବୈଠକ ପରେ ମନ୍ତ୍ରୀ ପାର୍ଥ ଚାଟାର୍ଜୀଙ୍କୁ ସରକାରରୁ ବିଦା କରିଛନ୍ତି ମମତା । ଶିକ୍ଷକ ନିଯୁକ୍ତିରେ ହୋଇଥିବା ବ୍ୟାପକ ଦୁର୍ନୀତି ମାମଲାରେ
Read More...

ମିଡିଆକୁ ସୁପ୍ରିମକୋର୍ଟଙ୍କ ପରାମର୍ଶ :
ନିଜ ସୀମା ଭିତରେ ରହି କାର୍ଯ୍ୟ କର

ନୂଆଦିଲ୍ଲୀ: ଗତ କିଛି ଦିନ ଧରି ଗଣମାଧ୍ୟମ ତଥା ମିଡିଆର କାର୍ଯ୍ୟକଳାପକୁ ନେଇ ସୁପ୍ରିମକୋର୍ଟ ଘୋର ଅସନ୍ତୋଷ ଓ କ୍ଷୋଭ ପ୍ରକାଶ କରି ଆସୁଛନ୍ତି । ମିଡିଆ ଅନେକ ଘଟଣାରେ ଯେଭଳି କାର୍ଯ୍ୟ କରୁଛି,ତାହା ଅତ୍ୟନ୍ତ ଦୁଃଖଦାୟକ ଓ ଦୁର୍ଭାଗ୍ୟଜନକ ବୋଲି କୋର୍ଟ ମନ୍ତବ୍ୟ ଦେଇଥିବା ବେଳେ ଆଜି
Read More...

ପ୍ରଜାପିତା ବ୍ରହ୍ମା କୁମାରୀ ଈଶ୍ୱରୀୟ ବିଶ୍ୱବିଦ୍ୟାଳୟ ବୌଦ୍ଧ ଆନୁକୂଲ୍ୟରେ ଚାରା ରୋପଣ

ଜହ୍ନାପଙ୍କ : ପ୍ରଜାପିତା ବ୍ରହ୍ମା କୁମାରୀ ଈଶ୍ୱରୀୟ ବିଶ୍ୱବିଦ୍ୟାଳୟ ବୌଦ୍ଧ ଆନୁକୂଲ୍ୟରେ ପଦ୍ମନପୁର ପଂଚାୟତ ଅନ୍ତର୍ଗତ ପୂର୍ଣ୍ଣଚନ୍ଦ୍ର ହାଇସ୍କୁଲ ବୁଢୀପଦର ସ୍କୁଲ ପରିସରରେ ଚାରା ରୋପଣ ସହିତ ପରିବେଶ ସୁରକ୍ଷା ଓ ଆମର ଦାୟିତ୍ୱ ନେଇ ଏକ ଆଲୋଚନା ସଭାର ଆୟୋଜନ ହୋଇଥିଲା । ବ୍ରହ୍ମକୁମାରୀ
Read More...

ବଜ୍ରପାତରେ ୧୭ ଗୋରୁଙ୍କ ମୃତ୍ୟୁ

ଦଶପଲ୍ଲା : -ନୟାଗଡ଼ ଜିଲ୍ଲା ଦଶପଲ୍ଲା ବ୍ଲକ୍‌ ଅନ୍ତର୍ଗତ ଆଦିବାସୀ ଅଧ୍ୟୁଷିତ କୁଜାମେଣ୍ଢି ଗ୍ରାମପଞ୍ଚାୟତ ବଣିଗ୍ରାମ ନିକଟବର୍ତ୍ତୀ ତଳ ମୁଣ୍ଡଳା ଗ୍ରାମରେ ବିଜୁଳି ଆଘାତରେ ୧୭ ଗୋଟି ଗାଈ ଓ ବଳଦ ମୃତ୍ୟୁବରଣ କରିଛନ୍ତି । ଆଜି ଅପରାହ୍ନ ୧ ଘଟିକା ସମୟରେ ଅଚାନକ ଘଡଘଡି ସହିତ ପ୍ରବଳ ବର୍ଷା
Read More...

ତୁର୍ଲାରେ ସିଆରପିଏଫ ତରଫରୁ ବୃକ୍ଷରୋପଣ ସହ ପରିବେଶ ସୁରକ୍ଷା ସଚେତନତା କାର୍ଯ୍ୟକ୍ରମ

ଖପ୍ରାଖୋଲ: ବଲାଙ୍ଗିର ଜିଲ୍ଲା ଖପ୍ରାଖୋଲ ବ୍ଲକ ଭାନପୁର ପଞ୍ଚାୟତ ତୁର୍ଲା ଆଶ୍ରମ ସ୍କୁଲ ପରିସରରେ ହରିଶଙ୍କର ସିଆରପିଏଫ୍‌ ୧୮୯/ଏ ବ୍ୟାଟେଲିଏନ ତରଫରୁ ବୃକ୍ଷରୋପଣ ଓ ପରିବେଶ ସୁରକ୍ଷା ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ସିଆରପିଏପ୍‌ର ସ୍ଥାପନ ଦିବସ ଅବସରରେ କମାଣ୍ଡେଣ୍ଟ ପବନ
Read More...

ଭଲ ଖବର:ଅନ୍ୟମାନଙ୍କ ପାଇଁ ପ୍ରେରଣା ସାଜିଛନ୍ତି ସର୍ଗିପାଲି ଗାଁର ଭାନୁମତୀ ଛତ୍ରିଆ, କୁକୁଡା ଚାଷ କରି ପରିବାର…

ଖପ୍ରାଖୋଲ : ସରକାର ଅନେକ ଲୋକାଭିମୁଖୀ ଯୋଜନା କାର୍ଯ୍ୟକାରୀ କରୁଥିବା ବେଳେ ଅନେକ ସମୟରେ ଜନସାଧାରଣଙ୍କ ଯୋଜନା ପ୍ରତି ଅନିଚ୍ଛା ତ ପୁଣି ସରକାରୀ କର୍ମଚାରୀଙ୍କ ଉଦାସୀନତା ଯୋଗୁଁ ଅନେକ ସମୟରେ ଯୋଜନା ବିଫଳ ହେବା ସହ ସରକାରଙ୍କ ଲକ୍ଷ୍ୟ ପୂରଣ ହୋଇପାରିନଥାଏ । ହେଲେ ଯଦି ଜଣେ ସରକାରଙ୍କ
Read More...

ରାଷ୍ଟ୍ରପତିଙ୍କ ନିକଟରେ କ୍ଷମା ମାଗିବି, କିନ୍ତୁ… : କଂଗ୍ରେସ ସାଂସଦ ଅଧୀର ରଂଜନ

ନୂଆଦିଲ୍ଲୀ : "ରାଷ୍ଟ୍ର ପତ୍ନୀ' ଶବ୍ଦ କହିବା ପରେ ବିବାଦରେ ଛନ୍ଦି ହୋଇଥିବା କଂଗ୍ରେସ ସାଂସଦ ଅଧୀର ରଂଜନ ଚୌଧୁରୀ କହିଛନ୍ତି ଯେ, ସେ କେବଳ ରାଷ୍ଟ୍ରପତିଙ୍କ ନିକଟରେ କ୍ଷମା ମାଗିବେ । କିନ୍ତୁ ଏହି କପଟୀମାନଙ୍କୁ ସେ କେବେବି କ୍ଷମା ମାଗିବେ ନାହିଁ । ଅଧୀର ରଂଜନ ତାଙ୍କ ସ୍ପଷ୍ଟୀକରଣରେ
Read More...