Yearly Archives

2022

ଗୁରୁକୃପା ଶିକ୍ଷାନୁଷ୍ଠାନର ଯୁକ୍ତ ଦୁଇ ପରୀକ୍ଷାରେ ଶତ ପ୍ରତିଶତ ଫଳ

ନବରଙ୍ଗପୁର/ଉମରକୋଟ: ଓଡ଼ିଶା ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ଦ୍ୱାରା ପରିଚାଳିତ ଚଳିତ ବର୍ଷର ଯୁକ୍ତ ଦୁଇ ବିଜ୍ଞାନ ପରୀକ୍ଷା ଫଳ ଆଜି ପ୍ରକାଶ ପାଇଛି । ଉକ୍ତ ଫଳାଫଳ ଅନୁଯାୟୀ ନବରଙ୍ଗପୁର ଜିଲ୍ଲା ଉମରକୋଟ ସ୍ଥିତ ଏକ ଅଗ୍ରଣୀ ଶିକ୍ଷାନୁଷ୍ଠାନ ଭାବେ ପରିଚିତ ଗୁରୁକୃପା ଉଚ୍ଚ ମାଧ୍ୟମିକ
Read More...

ଫୁଡକୁପଡା ଗାଁରେ ଜମି ବିବାଦ, ସଂପର୍କୀୟ ଭାଇର ଟାଙ୍ଗିଆରେ ଚୋଟରେ ଜଣେ ମୃତ

ପାଟଣାଗଡ଼ : ଆଜି ପାଟଣାଗଡ଼ ବ୍ଳକ କେନ୍ଦୁମୁଣ୍ଡି ପଞ୍ଚାୟତ ଫୁଡକୁପଡା ଗାଁରେ ଜମି ବିବାଦକୁ ନେଇ ଦୁଇ ଭାଇଙ୍କ ମଧ୍ୟରେ ଗଣ୍ଡଗୋଳରେ ଜଣେ ଭାଇଙ୍କ ହାତ କଟିଥିବା ଜଣାପଡିଛି । ପରେ ଡାକ୍ତରଖାନାରେ ତାଙ୍କର ମୃତ୍ୟୁ ହୋଇଥିବା ଜଣାପଡିଛି । ସୂଚନା ଅନୁସାରେ, ଆଜି ଜମି ବିବାଦକୁ ଦୁଇ ପରିବାର
Read More...

ଦାଦନ ଶ୍ରମିକଙ୍କ ଅସ୍ୱାଭାବିକ ମୃତ୍ୟୁ, ସହାୟତା ଦାବିରେ ରାସ୍ତାରୋକ

ପାଟଣାଗଡ : ପାଟଣାଗଡ଼ ଥାନା ବରପଦର ଗାଁର ମୁରଲି କୁମ୍ଭାର( ୫୫) ତାଙ୍କ ସ୍ତ୍ରୀ ମେନକା କୁମ୍ଭାରଙ୍କ ସହ ଗତ ଦୁଇ ମାସ ତଳେ ପେଟ ପାଟଣା ପାଇଁ ବାହାର ରାଜ୍ୟ ଆନ୍ଦ୍ରପ୍ରଦେଶର ପ୍ରକାଶମ ଜିଲ୍ଲା କୁନୁକୁପାଡୁ ଅଞ୍ଚଳରେ ଥିବା କାଳାମ ଟେକ୍ସଟାଇଲ( ସୂତା) ନାମକ ଏକ ଘରୋଇ କମ୍ପାନୀରେ ଶ୍ରମିକ ଭାବେ
Read More...

ତିନି ପର୍ଯ୍ୟାୟରେ ସୋନିଆଙ୍କୁ ୧୨ ଘଣ୍ଟା ଜେରା

ନୂଆଦିଲ୍ଲୀ: ନ୍ୟାସନାଲ ହେରାଲ୍ଡ ଦୁର୍ନୀତି ମାମଲାରେ ଆଜି ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ(ଇଡି)ତୃତୀୟ ପର୍ଯ୍ୟାୟରେ କଂଗ୍ରେସ ଅଧ୍ୟକ୍ଷା ସୋନିଆ ଗାନ୍ଧିଙ୍କୁ ୩ ଘଣ୍ଟା ଜେରା କରିଛି । ଏହି ପର୍ଯ୍ୟାୟରେ ସୋନିଆ ସବୁ ପ୍ରଶ୍ନର ଜବାବ ଚଟାପଟ ଦେଇଥିଲେ । ପରବର୍ତ୍ତୀ ସମନ ଜାରି ପର୍ଯ୍ୟନ୍ତ
Read More...

ପିଟିସନ ଖାରଜ :
ଇଡିର ସମସ୍ତ କ୍ଷମତାକୁ କାଏମ ରଖିଲେ ସୁପ୍ରିମକୋର୍ଟ

ନୂଆଦିଲ୍ଲୀ: ଦୁର୍ନୀତି ମାମଲାରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ(ଇଡି)ର ଗିରଫ କ୍ଷମତାକୁ ଚ୍ୟାଲେଞ୍ଜ କରି ଆଗତ ହୋଇଥିବା ଆବେଦନ ବା ପିଟିସନକୁ ଆଜି ସୁପ୍ରିମକୋର୍ଟ ଖାରଜ କରିଦେଇଛନ୍ତି । ଫଳରେ ଇଡିକୁ ଏହି ମାମଲାରେ ବଡ଼ ଆଶ୍ୱସ୍ତି ମିଳିଛି । ଇଡି ବିରୋଧରେ ତଦନ୍ତ,ସର୍ଚ୍ଚ,ସିଜ୍‌ ଓ ଗିରଫଦାରୀ
Read More...

ରାଜ୍ୟସଭାରୁ ନିଲମ୍ବିତ ହେଲେ ଆଉ ଜଣେ ସାଂସଦ

ନୂଆଦିଲ୍ଲୀ,୨୭/୦୭: ଗତ କିଛି ଦିନ ଧରି ଏକ ବିଚିତ୍ର ଘଟଣା ଦେଖିବାକୁ ମିଳୁଛି । ପ୍ରତିଦିନ ଏକାଧିକ ସାଂସଦ ସଂସଦରୁ ନିଲମ୍ବିତ ହେଉଛନ୍ତି । ସମସ୍ତେ କେବଳ ଗୋଟିଏ କାରଣ ଆଧାରରେ ହିଁ ନିଲମ୍ବିତ ହେଉଛନ୍ତି । ତାହା ହେଉଛି ଗୃହରେ ହଙ୍ଗାମା ଓ ଅଶୋଭନୀୟ ଆଚରଣ । ଗତକାଲି ରାଜ୍ୟସଭାରୁ ୧୯ ଜଣ
Read More...

ପୁରୀରେ ଖୁବଶୀଘ୍ର ନିର୍ମାଣ ହେବ ଗ୍ରୀନଫିଲଡ଼ ଏୟାରପୋର୍ଟ

ପୁରୀ: ପୁରୀରେ ଖୁବଶୀଘ୍ର ନିର୍ମାଣ ହେବାକୁ ଯାଉଛି ଗ୍ରୀନଫିଲଡ଼ ଏୟାରପୋର୍ଟ । ପୁରୀ-ବ୍ରହ୍ମଗିରି ରାସ୍ତାର ସିପସରୁବାଲି ଅଞ୍ଚଳ ନିକଟ ଜିରାଲା ଠାରେ ହେବ ଏୟାରପୋର୍ଟ । ଆଜି ଇଡକୋର ଏକ ୩ ଜଣିଆ ଟିମ୍‌ ପୁରୀ ଆସି ଜମି ଅଧିଗ୍ରହଣ ସଂପର୍କରେ ଜିଲ୍ଲାପାଳଙ୍କ ସହ ଆଲୋଚନା କରିଛନ୍ତି । ଜଙ୍ଗଲ ଓ
Read More...

ବାହାରିଲା ଯୁକ୍ତଦୁଇ ବାଣିଜ୍ୟ ଓ ବିଜ୍ଞାନ ଫଳ

ଭୁବନେଶ୍ୱର : ରାଜ୍ୟ ଗଣଶିକ୍ଷା ମନ୍ତ୍ରୀ ସମୀର ରଂଜନ ଦାସ ଆନୁଷ୍ଠାନିକ ଭାବେ ଯୁକ୍ତଦୁଇ ବାଣିଜ୍ୟ ଓ ବିଜ୍ଞାନ ଫଳ ପ୍ରକାଶ କରିଛନ୍ତି । ସେହିପରି ଆସନ୍ତା ଅଗଷ୍ଟ ୮ ତାରିଖରେ ଯୁକ୍ତ ଦୁଇ କଳା ପରୀକ୍ଷା ଫଳ ପ୍ରକାଶ ପାଇବ ବୋଲି ସୂଚନା ଦେଇଛନ୍ତି । ଆଜି ପ୍ରକାଶ ପାଇଥିବା ରେଜଲ୍ଟ ଅନୁଯାୟୀ
Read More...

ପ୍ରେସକ୍ଳବ ସଦସ୍ୟମାନଙ୍କ ପାଇଁ ଘରବାରି ଜମି ସହ କମ୍ୟୁନିଟି ହଲ ଯୋଗେଇ ଦେବାକୁ ସ୍ମାରକ ପତ୍ର ପ୍ରଦାନ

ଫୁଲବାଣୀ:-କନ୍ଧମାଳ ଜିଲ୍ଲାର ଫୁଲବାଣୀ ସହରରେ ଦୀର୍ଘ ବର୍ଷ ଧରି ନିଷ୍ଠା ଓ ଆନ୍ତରିକତାର ସହ କାର୍ଯ୍ୟରତ ସାମ୍ବାଦିକ ମାନଙ୍କ ସହରରେ ନିଜସ୍ୱ ଜାଗା ନଥିବା ଫଳରେ ସେମାନେ ଅସୁବିଧାରେ ରହିଛନ୍ତି । ଫଳରେ ସେମାନଙ୍କ ପାଇଁ ଜମି ଯୋଗାଇ ଦେବାଲାଗି ପ୍ରେସକ୍ଳବ ପକ୍ଷରୁ ଗତ ଦୁଇବର୍ଷ ଧରି ଉଦ୍ୟମ
Read More...

ପୁରୀରେ ବିଦ୍ୟୁତ ମହୋତ୍ସବ ପାଳିତ

ପୁରୀ : ବିଦ୍ୟୁତର ସଦ ବ୍ୟବହାର ଓ ବିଦ୍ୟୁତ ସଂଚୟ ନେଇ ପ୍ରତ୍ୟେକ ସଚେତନ ହେଲେ ଭବିଷ୍ୟତ ପାଇଁ ଶକ୍ତି ସଂଚୟ କରାଯାଇପାରିବ ବୋଲି ପୁରୀ ବିଧାୟକ ଜୟନ୍ତ କୁମାର ଷଡ଼ଙ୍ଗୀ କହିଛନ୍ତି । ଆଜି ପୂର୍ବାହ୍ନରେ ପୁରୀ ଟାଉନ ହଲଠାରେ ଜିଲ୍ଲା ପ୍ରଶାସନ ଏବଂ ପିଜିସିଆଇଏଲ, ଓପିଟିସିଏଲ , ଟିପିସିଓଡିଏଲର
Read More...