ବ୍ୟାଙ୍କରୁ ତାଲା ଭାଙ୍ଗି ଚୋରି ଉଦ୍ୟମ, ନେଇଗଲେ ବାଇକ୍
ନନ୍ଦାହାଣ୍ଡି : ତାଲା ଭାଙ୍ଗି ବ୍ୟାଙ୍କରୁ ଚୋରି ଅଭିଯୋଗ । ନବରଙ୍ଗପୁର ଜିଲ୍ଲା ସଦର ଥାନା ଅନ୍ତର୍ଗତ ଡଙ୍ଗରଭେଜା ସ୍ଥିତ ଉତ୍କଳ ଗ୍ରାମୀଣ ବ୍ୟାଙ୍କ ନନ୍ଦାହାଣ୍ଡି ଶାଖା ମୁଖ୍ୟ ଫାଟକ ତାଲା ଭାଙ୍ଗି ଚୋରି ଉଦ୍ୟମ । ବ୍ୟାଙ୍କର ଫାଟକ ତାଲା ଭାଙ୍ଗିଛନ୍ତି ଦୁର୍ବୃତ୍ତ ଏବଂ ବାଇକ ଚୋରି ହୋଇଛି ।!-->…
Read More...
Read More...