Yearly Archives

2022

ମା’ ନାରାୟଣୀ ଯାତ୍ରାର ଦେଶୀ ବେହେରାଙ୍କ ପରଲୋକ

ଫୁଲବାଣୀ : ଫୁଲବାଣୀ ସହରର ପ୍ରସିଦ୍ଧ ନାରାୟଣୀ ଯାତ୍ରା କମିଟୀର ଦେଶୀବେହେରା ଜେ. ଖାଲୀପାତ୍ରଙ୍କ ପରଲୋକ ହୋଇଯାଇଛି । ମୃତ୍ୟୁ ବେଳକୁ ତାଙ୍କୁ ୮୫ ବର୍ଷ ହୋଇଥିଲା ।କିଛି ମାସ ପୂର୍ବରୁ ତାଙ୍କ ପତ୍ନୀଙ୍କ ପରଲୋକ ଗମନ କରିଥିଲେ । ମୃତ୍ୟୁ ଖବର ପାଇ ନାରାୟଣୀ ଯାତ୍ରା କମିଟି ସଭାପତି ପି.
Read More...

ଶଗଡ଼ିଆ ନାଳ ଉପରେ ନିର୍ମାଣ ହେବ ଉଚ୍ଚ-ଲେବୁଲ ସେତୁ

ହରଭଙ୍ଗା: ହରଭଙ୍ଗା -ଛତ୍ରଙ୍ଗ ପୂର୍ତ୍ତ ବିଭାଗ ରାସ୍ତାରେ ୧୯୮୨ ମସିହାରେ ଶଗଡ଼ିଆ ନାଳ ଉପରେ ଏକ ଲୋ-ଲେବୁଲ ସେତୁ ନିର୍ମାଣ ହୋଇଥିଲା । ଏହି ସେତୁ ନିର୍ମାଣ ହେବାର ୪୦ବର୍ଷ ବିତିଗଲାଣି । ଏହି ସେତୁଟି ଲୋ-ଲେବୁଲ ସେତୁ ହୋଇଥିବାରୁ ଲଗାଣ ବର୍ଷା ଓ ବନ୍ୟା ସମୟରେ ଏହି ସେତୁ ଉପରେ ୫ଫୁଟରୁ
Read More...

କେନ୍ଦ୍ରୀୟ ବିଦ୍ୟାଳୟ ସୋନପୁରର ଉଭୟ ଦଶମ ଓ ଦ୍ୱାଦଶ ସିବିଏସ୍‌ଇ ବୋର୍ଡ ପରୀକ୍ଷାରେ ଶତ ପ୍ରତିଶତ ସଫଳତା

ସୁବର୍ଣ୍ଣପୁର: ଆଜି ସର୍ବଭାରତୀୟ ସ୍ତରରେ ସିବିଏସ୍‌ଇ ବୋର୍ଡ ପରୀକ୍ଷାର ଉଭୟ ଦଶମ ଓ ଦ୍ୱାଦଶ ଶ୍ରେଣୀର ଫଳାଫଳ ବାହାରିଛି । ପୂର୍ବ ବର୍ଷ ଭଳି ଏଥର ମଧ୍ୟ କେନ୍ଦ୍ରୀୟ ବିଦ୍ୟାଳୟ ସୋନପୁର ଉଭୟ ପରୀକ୍ଷାରେ ଶତପ୍ରତିଶତ ସଫଳତା ହାସଲ ସହିତ ସୁନାମ ବଜାୟ ରଖିବାରେ ସକ୍ଷମ ହୋଇଛି । ଦ୍ୱାଦଶ ଶ୍ରେଣୀ
Read More...

ଓଡିଶାର ବିଶିଷ୍ଟ ବ୍ୟକ୍ତିମାନେ ନବ ନିର୍ବାଚିତ ରାଷ୍ଟ୍ରପତିଙ୍କୁ ଭେଟି ଜଣାଇଲେ ଶୁଭେଚ୍ଛା, ଟ୍ୱିଟ୍‌ କରି ଜଣାଇଲେ…

ଭୁବନେଶ୍ୱର: ଦେଶର ୧୫ତମ ରାଷ୍ଟ୍ରପତି ଭାବେ ନିର୍ବାଚିତ ହୋଇଥିବା ଓଡ଼ିଶାର ଗୌରବ ତଥା ଜନଜାତି ଜନନେତ୍ରୀ ଶ୍ରୀମତୀ ଦ୍ରୌପଦୀ ମୁର୍ମୁଙ୍କୁ ଆଜି ତାଙ୍କ ନୂଆଦିଲ୍ଲୀ ସ୍ଥିତ ବାସଭବନରେ ଓଡ଼ିଶାର ପଦ୍ମ ପୁରସ୍କାରରେ ସମ୍ମାନିତ ବ୍ୟକ୍ତିବିଶେଷମାନେ ସାକ୍ଷାତ କରି ଅଭିନନ୍ଦନ ଜଣାଇଛନ୍ତି
Read More...

୧୮୯ ବାଟାଲିୟନ ସିଆର୍‌ପିଏଫ୍‌ ପକ୍ଷରୁ ବୃକ୍ଷ ରୋପଣ କାର୍ଯ୍ୟକ୍ରମ

ଖପ୍ରାଖୋଲ : ଆଜି ସ୍ଥାନୀୟ ଆରଚେରି ଖେଳ ପଡିଆର ସ୍ଥାନରେ ୧୮୯ ବାଟାଲିୟନ ସିଆର୍‌ପିଏଫ୍‌ ଦ୍ୱାରା ଆୟୋଜିତ୍‌ ହୋଇଥିବା ସଂଯୁକ୍ତ ବୃକ୍ଷରୋପଣ କାର୍ଯ୍ୟକ୍ରମ କରାଯାଇଛି । ଉକ୍ତ କାର୍ଯ୍ୟକ୍ରମରେ ଖପ୍ରାଖୋଲ ୧୮୯ ବାଟାଲିୟନ ସିଆର୍‌ପିଏଫ୍‌ କମାଣ୍ଡେଣ୍ଟ ପବନ କୁମାର ତିୱାରୀ, ଆସିଷ୍ଟାଣ୍ଟ
Read More...

ପ୍ରଧାନମନ୍ତ୍ରୀ ଫସଲ ବୀମା ସହାୟତା ପାଇଁ କେନ୍ଦ୍ର କୃଷିମନ୍ତ୍ରୀଙ୍କ ନିକଟରେ ପୁଣିଥରେ ଫେରାଦ ହେଲା ବିଜେପି

ବରଗଡ: ପ୍ରଧାନମନ୍ତ୍ରୀ ଫସଲବୀମା ଟଙ୍କା ଯୋଗାଇ ଦେବାରେ ଟାଳଟୁଳ ନୀତି ଗ୍ରହଣ କରୁଥିବା ବେଳେ ଏବଂ ଓଡିଶା ସରକାର ଏ ଦିଗରେ ନିରବତା ଅବଲମ୍ବନ କରୁଥିବା ବେଳେ ଆଜି ପାର୍ଲାମେଣ୍ଟ ଭବନରେ ବିଜେପି କୃଷକ ମୋର୍ଚ୍ଚା ରାଜ୍ୟ ସଭାପତି ତଥା ପଦ୍ମପୁର ପୂର୍ବତନ ବିଧାୟକ ପ୍ରଦୀପ ପୁରୋହିତ,କୁଚିଣ୍ଡା
Read More...

କୁରୁମପଦର ଧାନକ୍ରୟ କେନ୍ଦ୍ର ମଣ୍ଡିର ଉଚ୍ଛେଦ ପ୍ରତ୍ୟାହାର ଦାବିରେ ଜିଲ୍ଲାପାଳଙ୍କୁ ଦାବିପତ୍ର ପ୍ରଦାନ

ବୌଦ୍ଧ : କୁରୁମପଦର ଧାନକ୍ରୟ କେନ୍ଦ୍ର ମଣ୍ଡିର ଉଚ୍ଛେଦ ପ୍ରତ୍ୟାହାର ଦାବିରେ ଜିଲ୍ଲାପାଳଙ୍କୁ ଦାବିପତ୍ର ପ୍ରଦାନ କରାଯାଇଛି । ବୌଦ୍ଧ ବ୍ଲକ କସୁରବନ୍ଧ ଓ ଦହ୍ୟା ପଂଚାୟତର ଶତାଧିକ ଚାଷୀମାନେ ଆଜି ଚାଷୀନେତା ଶିବଶଙ୍କର କର୍ଣ୍ଣଙ୍କ ନେତୃତ୍ୱରେ ବୌଦ୍ଧ କୋର୍ଟ ଛକଠାରୁ ଶତାଧିକ ଚାଷୀମାନେ ଏକ
Read More...

ସିବିଏସଇ ଦଶମ ପରୀକ୍ଷା ଫଳ ପ୍ରକାଶ

ଭୁବନେଶ୍ୱର: ସିବିଏସଇ ଦ୍ୱାଦଶ ପରୀକ୍ଷା ଫଳ ପରେ ସିବିଏସଇ ଦଶମ ପରୀକ୍ଷା ଫଳ ପ୍ରକାଶ ପାଇଛି । ପ୍ରଥମେ ସକାଳ ୧୦ଟା ପୂର୍ବରୁ ଦ୍ୱାଦଶ ପରୀକ୍ଷା ଫଳ ପ୍ରକାଶ ପାଇଥିବାବେଳେ ଅପରାହ୍ନ ୨ଟାରେ ଦଶମ ପରୀକ୍ଷା ଫଳ ପ୍ରକାଶ ପାଇଛି । ପିଲାମାନେ cbse.gov.in. cbseresults.nic.in,
Read More...

କାର୍ଗିଲ ବିଜୟ ଉତ୍ସବ ପାଳନ ନିମନ୍ତେ ପ୍ରସ୍ତୁତି ବୈଠକ

ଗଞ୍ଜାମ:ଆସନ୍ତା ୨୬ ତାରିଖରେ କାର୍ଗିଲ ବିଜୟ ଦିବସ ପାଳନ କରିବା ଅବସରରେ ଏକ ପ୍ରସ୍ତୁତି ବୈଠକ ଜଗଦଳପୁର ପଞ୍ଚାୟତ କାର୍ଯ୍ୟାଳୟ ପରିସରରେ ଅନୁଷ୍ଠିତ ହୋଇଯାଇଛି । କୁକୁଡାଖଣ୍ଡି ବ୍ଲକ ଅନ୍ତର୍ଗତ ଜଗଦଳପୁର ପଞ୍ଚାୟତ ମାଟିର ପୁଅ ସହିଦ୍‌ ଏସ୍‌ ଶ୍ରୀନିବାସ ପାତ୍ରଙ୍କ ପ୍ରତିମୂର୍ତ୍ତି ଠାରେ
Read More...

ନୟାଗଡ ପାଇଁ ଖ୍ୟାତି ଆଣିବ ବଲାଙ୍ଗୀ ପାର୍କ, ୨୦୨୩ରେ ଉଦଘାଟନ ସମ୍ଭାବନା

ଦଶପଲ୍ଲା : ନୟାଗଡରେ ବିଶ୍ୱ ସ୍ତରୀୟ ପାର୍କ ନିର୍ମାଣ ପାଇଁ ନୟାଗଡ ବିଧାୟକ ଡ. ଅରୁଣ କୁମାର ସାହୁ ପରିକଳ୍ପନା କରିଥିଲେ । ଅବ୍ୟବହୃତ ହୋଇ ପଡି ରହିଥିବା ବଲାଙ୍ଗୀ ବନ୍ଧ ଏବଂ ଏହାର ଚତୁପାର୍ଶରେ ପାର୍କ ନିର୍ମାଣ କରିବା ପାଇଁ ପରିକଳ୍ପନା ହୋଇଥିଲା । ଏଥିପାଇଁ ବିଭିନ୍ନ ବିଭାଗ ସହଯୋଗରେ
Read More...