ସୋନିଆ ଗାନ୍ଧିଙ୍କୁ ଇଡିର ଜେରା :
ପ୍ରତିବାଦରେ କଂଗ୍ରେସର ବିକ୍ଷୋଭ ଓ ପୋଡାଜଳା
ନୂଆଦିଲ୍ଲୀ: ନାସନାଲ ହେରାଲଡ ମାମଲାରେ ଆଜି କଂଗ୍ରେସ ଅଧ୍ୟକ୍ଷା ସୋନିଆ ଗାନ୍ଧିଙ୍କୁ ଜୋରଦାର ଜେରା କରିଛି । ଇଡି ସୋମବାର ପୁନର୍ବାର ସୋନିଆଙ୍କୁ ପଚରାଉଚରା ପାଇଁ ଡାକିପାରେ । ଆଜି ପ୍ରାୟ ତିନି ଘଣ୍ଟା ଧରି ଏନଫୋର୍ସମେଣ୍ଟ ନିର୍ଦ୍ଦେଶାଳୟର ଅଧିକାରୀମାନେ ତାଙ୍କୁ ପଚରାଉଚରା କରିଥିଲେ ।!-->…
Read More...
Read More...