Yearly Archives

2022

ବିଚାରପତିଭାବେ ୨୧ ନ୍ୟାୟିକ ଅଧିକାରୀଙ୍କୁ ମିଳିବ ପଦୋନ୍ନତି

ନୂଆଦିଲ୍ଲୀ: ପ୍ରଧାନ ବିଚାରପତି ଜଷ୍ଟିସ୍‌ ଏନଭି ରମନ୍ନାଙ୍କ ଅଧ୍ୟକ୍ଷତାରେ ବୁଧବାର ବସିଥିବା ସୁପ୍ରିମକୋର୍ଟ କଲେଜିୟମର ଏକ ବୈଠକରେ ଦେଶର ବିଭିନ୍ନ ହାଇକୋର୍ଟରେ ବିଚାରପତି ଭାବରେ ୨୧ ଜଣ ନ୍ୟାୟିକ ଅଧିକାରୀଙ୍କୁ ପଦୋନ୍ନତି ଦେବା ସଂକ୍ରାନ୍ତ ପ୍ରସ୍ତାବକୁ ଅନୁମୋଦନ ମିଳିଛି । ଏହି କଲେଜିୟମ
Read More...

ଭାରତୀୟ ସିଡବ୍ଲ୍ୟୁଜି ଟିମକୁ ମୋଦୀଙ୍କ ପରାମର୍ଶ :
ଚିନ୍ତାମୁକ୍ତ ହୋଇ ସାମର୍ଥ୍ୟ ଜୁଟାଇ ଖେଳ

ନୂଆଦିଲ୍ଲୀ: ଭାରତର ‘ସିଡବ୍ଲୁଜି ୨୦୨୨ ସ୍କ୍ୱାଡ୍‌’ଙ୍କୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି କେତେକ ମୂଲ୍ୟବାନ ପରାମର୍ଶ ଦେଇଛନ୍ତି । ସେ କହିଛନ୍ତି, ଚିନ୍ତାମୁକ୍ତ ହୋଇ ନିଜ ନିଜର ସମସ୍ତ ସାମର୍ଥ୍ୟ ଜୁଟାଇ ଭଲ ଭାବେ ଖେଳ । ଆପଣମାନଙ୍କ ମୁକାବିଲା କରିବାକୁ କେହି ନାହାନ୍ତି, ଅଯଥା
Read More...

ଦେଶରେ ପୁଣି ୨୦ ହଜାର ଟପିଲା କୋଭିଡ୍‌ ସଂକ୍ରମଣ

ନୂଆଦିଲ୍ଲୀ: ଆଜି ଦେଶରେ ଦୈନିକ କରୋନା ସଂକ୍ରମଣ ପୁଣି ୨୦ ହଜାର ଟପିଛି । ଆଜି ପଜିଟିଭିଟି ହାର ୪.୧% ଥିବା ବେଳେ ସାପ୍ତାହିକ ପଜିଟିଭିଟି ହାର ୪.୬୪% ଅଛି । କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟ ତଥ୍ୟ ଅନୁସାରେ, ବୁଧବାର ସକାଳ ୮ଟା ସୁଦ୍ଧା ସମଗ୍ର ଦେଶରେ ୨୪ ଘଣ୍ଟା ମଧ୍ୟରେ ୨୦,୫୫୭
Read More...

ଟିକାକରଣ ନେଇ ମୋଦିଙ୍କୁ ଶୁଭେଚ୍ଛା ଜଣାଇଲେ ବିଲ୍‌ ଗେଟ୍ସ

ନୂଆଦିଲ୍ଲୀ: ଟିକାକରଣରେ ଭାରତର ବିରଳ ରେକଡର଼୍ ଏବେ ସାରା ବିଶ୍ୱରେ ଚର୍ଚ୍ଚାର ବିଷୟ ହୋଇଛି । ଏହି ସଫଳତା ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ମାଇକ୍ରୋସଫ୍ଟ କୋ-ଫାଉଣ୍ଡର ବିଲ ଗେଟ୍ସ । ଭାରତରେ ୨୦୦ କୋଟି ଡୋଜ୍‌ ଟିକାକରଣ ହୋଇସାରିଛି । କରୋନା ଟିକାକରଣରେ
Read More...

ରାନିଲ ବିକ୍ରମସିଙ୍ଘେ ହେଲେ ଶ୍ରୀଲଙ୍କା ରାଷ୍ଟ୍ରପତି

କଲମ୍ବୋ: ଶ୍ରୀଲଙ୍କାରେ ପ୍ରତୀକ୍ଷାର ଅନ୍ତ ଘଟିଛି । ଶେଷରେ ଦେଶ ପାଇଛି ନୂଆ ରାଷ୍ଟ୍ରପତି । ଆଜି ଶ୍ରୀଲଙ୍କାର ନୂଆ ରାଷ୍ଟ୍ରପତି ଭାବେ ରାନିଲ ବିକ୍ରମସିଙ୍ଘେ ନିର୍ବାଚିତ ହୋଇଛନ୍ତି । ୧୩୪ଟି ଭୋଟ ପାଇ ପ୍ରତିପକ୍ଷକୁ ପରାସ୍ତ କରି ରାନିଲ ଦେଶର ସର୍ବୋଚ୍ଚ ସାମ୍ବିଧାନିକ ପଦ ପାଇଛନ୍ତି ।
Read More...

ଆଇସିସି ଦିନିକିଆ ମାନ୍ୟତା : ଶୀର୍ଷସ୍ଥାନ ହରାଇଲେ ବୁମ୍ରା, ଖସିଲେ ରୋହିତ ଓ ବିରାଟ

ଦୁବାଇ : ଗୋଟିଏ ସପ୍ତାହ ମଧ୍ୟରେ ଆଇସିସି ଦିନିକିଆ ମାନ୍ୟତାରେ ଅନେକ ପରିବର୍ତ୍ତନ ଆସିଛି । ଜସପ୍ରୀତ ବୁମ୍ରା କିଛି ଘଣ୍ଟା ପୂର୍ବରୁ ବିଶ୍ୱର ଏକ ନମ୍ବର ଦିନିକିଆ ବୋଲର ଥିଲେ, କିନ୍ତୁ ବର୍ତ୍ତମାନ ଟ୍ରେଣ୍ଟ ବୋଲ୍ଟ ପୁଣି ଏକ ନମ୍ବରରେ ପହଞ୍ଚିଛନ୍ତି । ଏହା ବ୍ୟତୀତ ବିରାଟ କୋହଲି ଏବଂ ରୋହିତ
Read More...

ରାସ୍ତାକଡ଼ କାନ୍ଥରେ ପୋଷ୍ଟର ଲଗାଇଲେ ହେବ କାର୍ଯ୍ୟାନୁଷ୍ଠାନ

ଭୁବନେଶ୍ୱର: ପୋଷ୍ଟର ମୁକ୍ତ ହେବ ସ୍ମାର୍ଟସିଟି । ଏଣିକି ଭୁବନେଶ୍ୱରରେ ରାସ୍ତାକଡ଼ କାନ୍ଥରେ ପୋଷ୍ଟର ଲଗାଇବା ମନା । ରାଜଧାନୀରେ ରାସ୍ତାକଡ଼ କାନ୍ଥରେ ପୋଷ୍ଟର ଲଗାଇଲେ ହେବ କାର୍ଯ୍ୟାନୁଷ୍ଠାନ । ବିଏମସିର ଲକ୍ଷ୍ୟ ପୋଷ୍ଟର ମୁକ୍ତ ହେବ ସ୍ମାର୍ଟସିଟି । ଏନେଇ ଟ୍ୱିଟ ଯୋଗେ ସାଧାରଣ ଲୋକଙ୍କୁ
Read More...

ଡବ୍ଲ୍ୟୁଟିସି ପଏଣ୍ଟ ଟେବୁଲ : ପାକିସ୍ତାନର ବିଜୟରେ ଭାରତକୁ ମିଳିଲା ଫାଇଦା

ନୂଆଦିଲ୍ଲୀ : ଦୁଇ ମ୍ୟାଚ୍‌ ବିଶିଷ୍ଟ ଟେଷ୍ଟ ସିରିଜର ପ୍ରଥମ ମ୍ୟାଚରେ ପାକିସ୍ତାନ ଶ୍ରୀଲଙ୍କାକୁ ୪ ୱିକେଟରେ ପରାସ୍ତ କରିଛି । ଏହି ବିଜୟ ସହିତ ପାକିସ୍ତାନ ଆଇସିସି ବିଶ୍ୱ ଟେଷ୍ଟ ଚାମ୍ପିୟନଶିପ ପଏଣ୍ଟ ଟେବୁଲରେ ଜବରଦସ୍ତ ଫାଇଦା ହାସଲ କରିଛି । ପ୍ରଥମ ମ୍ୟାଚ୍‌ ଆରମ୍ଭ ପୂର୍ବରୁ ଚତୁର୍ଥ
Read More...

ଦଶପଲ୍ଲାକୁ ଆସିବେ ନୂଆ ବିଡିଓ

ଦଶପଲ୍ଲା : ରାଜ୍ୟରେ ଆଜି ବିଭିନ୍ନ ବ୍ଲକ୍‌ ଓ ତହସିଲରେ କାର୍ଯ୍ୟ କରୁଥିବା ନିର୍ଦ୍ଦେଶନାମା ଓଏଏସ୍‌ ଅଧିକାରୀମାନଙ୍କର ବଦଳି ପ୍ରକାଶ ପାଇଥିବା ବେଳେ ଏଥିରେ ଦଶପଲ୍ଲା ବ୍ଲକ୍‌ରେ ବିଡିଓ ବିଶ୍ୱରଂଜନ ବିଶ୍ୱାସଙ୍କ ବଦଳି ନିର୍ଦ୍ଦେଶନାମା ପ୍ରକାଶ ପାଇଛି । ତାଙ୍କର କଟକ ଜିଲ୍ଲା ବାରଙ୍ଗକୁ ବଦଳି
Read More...

ବନ୍ଧୁକ ଦେଖାଇ ଲୁଟ, ଭୀମା ପାହାଡରେ ଅସୁରକ୍ଷିତ ପର୍ଯ୍ୟଟକ

ବଲାଙ୍ଗୀର: ଐତିହାସିକ ପର୍ଯ୍ୟଟନ ସ୍ଥଳି ଭୀମ ପାହାଡରେ ବନ୍ଧୁକ ମୁନରେ ଦାମୀ କ୍ୟାମେରା ଲୁଟି ନେଲେ ଦୁର୍ବୃତ୍ତ । କିଛି ଦିନ ପୂର୍ବରୁ ହରିଶଙ୍କର ଠାରେ ମଦୁଆଙ୍କ ଉପଦ୍ରବ ହେତୁ ସ୍ଥାନୀୟ ଲୋକଙ୍କ ମାଡପିଟ ଭିଡିଓ ଚିତ୍ର ସମସ୍ତଙ୍କୁ ବ୍ୟଥିତ କରିଥିଲା । ଭୀମ ପାହାଡ ପର୍ଯ୍ୟଟନ କ୍ଷେତ୍ରର
Read More...