Yearly Archives

2022

ଦୁଷ୍କର୍ମ ଅଭିଯୋଗରେ ଜେଲଗଲେ ପୋଲିସ ଡ୍ରାଇଭର

ସୁବର୍ଣ୍ଣପୁର - ପୁଣି ଖାକି ବର୍ଦ୍ଦିରେ ଲାଗିଲା ଦାଗ । ଦୁଷ୍କର୍ମ ଭଳି ଏକ ସଂଗିନ ଅଭିଯୋଗରେ ଜେଲ ଗଲେ ପୋଲିସ ଡ୍ରାଇଭର । ଏଭଳି ଅଭିଯୋଗରେ ଜେଲ ଯାଇଛନ୍ତି ସୁବର୍ଣ୍ଣପୁର ଜିଲ୍ଲା ପୋଲିସରେ କାର୍ଯ୍ୟରତ ପିଏମଟି ଡ୍ରାଇଭର ରଂଜିତ ପଧାନ । ଗତକାଲି ଜିଲ୍ଲାର ସୁବଳୟା ଥାନାରେ ଜନୈକ ଯୁବତୀ
Read More...

ଜିଲ୍ଲା ପ୍ରେସ କ୍ଳବର ସାଧାରଣ ବୈଠକ

ବୌଦ୍ଧ,୧୪/୭:- ଜିଲ୍ଲା ପ୍ରେସ କ୍ଳବର ସାଧାରଣ ବୈଠକ ଆଜି ସାମ୍ବାଦିକ ଫୋରମ କାର୍ଯ୍ୟାଳୟ ଠାରେ ସଭାପତି ବରଜ କୁମାର ବେହେରାଙ୍କ ଅଧକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । ବୈଠକ ପ୍ରାରମ୍ଭରେ ସମ୍ପାଦକ ରଘୁନାଥ ଷଡ଼ଙ୍ଗୀ ଉଦ୍ଦେଶ୍ୟ ଜ୍ଞାପନ କରିଥିଲେ । କ୍ଳବର ସଦସ୍ୟ ତଥା କଣ୍ଟାମାଳ ବ୍ଲକର ବରିଷ୍ଠ
Read More...

ଶ୍ରମିକଙ୍କୁ ମାଡ ମାରି ଜେଲ୍‌ ଗଲେ ଅଭିଯୁକ୍ତ

ଘୁ. ଉଦୟଗିରି : ସ୍ଥାନୀୟ ଥାନା ଅଧୀନସ୍ଥ ବେଟିକଲା ଗ୍ରାମରେ ଏକ ଅପ୍ରିତିକର ପରିସ୍ଥିତି ଦେଖିବାକୁ ମିଳିଛି । ଲିଙ୍ଗାଗଡ ଗ୍ରାମ ନିକଟସ୍ଥ କୁତୁଲୁମ୍ବା ଗ୍ରାମର ବିଷ୍ଣୁ ଦେବ ମଲିକ(୪୮) ଜଣେ ଦିନ ମଜୁରୀଆ । ମଜୁରୀ କାମ କରି ଘର ଚଳାଏ । ଗତକାଲି ମଜୁରୀ କାମ କରିବା ପାଇଁ ନିକଟସ୍ଥ ବେଟିକଲା
Read More...

ବିଷାକ୍ତ ସାପ କାମୁଡାରେ ଯୁବକ ମୃତ

ଦଶପଲ୍ଲା : ନୟାଗଡ଼ ଜିଲ୍ଲା ଦଶପଲ୍ଲା ବ୍ଲକ୍‌ ବାଣୀଗୋଛା ଥାନା ଅନ୍ତର୍ଗତ ସୁନାରି ପଦର ଗ୍ରାମର ଅନାଦି ମଲ୍ଲିକ ଆଜି ସକାଳୁ କାମକୁ ଯିବା ସମୟରେ ତାଙ୍କୁ ଏକ ସାପ କାମୁଡି ଦେଇଥିଲା । କିଛି ସମୟ ପରେ ମୁଣ୍ଡ ବୁଲେଇବାରୁ ସେ ପରିବାର ଲୋକଙ୍କୁ ଜଣାଇ ଥିଲେ । ସଙ୍ଗେ ସଙ୍ଗେ ପରିବାର ଲୋକେ
Read More...

ଚିକିତ୍ସାଧିନ ଅବସ୍ଥାରେ ବୃଦ୍ଧାଙ୍କ ମୃତ୍ୟୁ

ଦଶପଲ୍ଲା : ଚିକିତ୍ସାଧୀନ ଅବସ୍ଥାରେ ଦଶପଲ୍ଲା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଆଜି ଜଣେ ବୃଦ୍ଧା ମୃତ୍ୟୁବରଣ କରିଛନ୍ତି । ଦଶପଲ୍ଲା ପୋଲିସ୍‌ ୧୦/୨୨ରେ ଅପମୃତ୍ୟୁ ମାମଲା ରୁଜୁକରି ଶବ ସୁରକ୍ଷିତ ଭାବେ ସାଇତି ରଖିବା ସହିତ ପରିଚୟ ପାଇବା ପାଇଁ ଜନସାଧାରଣଙ୍କ ସହଯୋଗ ଲୋଡିଛି । ସୂଚନାଯୋଗ୍ୟ
Read More...

ଇଣ୍ଡିଜ ବିପକ୍ଷ ଟି-୨୦ ସିରିଜ ପାଇଁ ଭାରତୀୟ ଦଳ ଘୋଷଣା, ପୁଣି ବିରାଟଙ୍କୁ ବିଶ୍ରାମ

ନୂଆଦିଲ୍ଲୀ : ଚଳିତ ମାସ ଶେଷରେ ୱେଷ୍ଟଇଣ୍ଡିଜ୍‌ ବିପକ୍ଷ ପାଞ୍ଚ ମ୍ୟାଚ୍‌ ବିଶିଷ୍ଟ ଟି -୨୦ ସିରିଜ୍‌ ପାଇଁ ଟିମ୍‌ ଇଣ୍ଡିଆର ଦଳ ଘୋଷଣା ହୋଇଛି । ବୋର୍ଡ ଅଫ୍‌ କଣ୍ଟ୍ରୋଲ୍‌ ଫର୍‌ କ୍ରିକେଟ୍‌ ଇନ୍‌ ଇଣ୍ଡିଆ (ବିସିସିଆଇ) କାରିବିଆନ୍‌ ଗସ୍ତରେ ଅନୁଷ୍ଠିତ ହେବାକୁ ଥିବା ପାଞ୍ଚ ମ୍ୟାଚ୍‌
Read More...

ବାଣୀଗୋଛା ନିକଟରେ ମର୍ମନ୍ତୁଦ ସଡକ ଦୁର୍ଘଟଣା, ଜଣେ ଗୁରୁତର

ଶପଲ୍ଲା : ଆଜି ପ୍ରାୟ ୧୧ ଟା ସମୟରେ ବୌଦ୍ଧ ଜିଲ୍ଲାରୁ ଭୁବନେଶ୍ୱର ଅଭିମୁଖେ ଏକ କାର ଯାଉଥିବା ବେଳେ ବାଣୀଗୋଛା ନିକଟସ୍ଥ ଏକ ବାଂକ ରାସ୍ତାରେ ମାଲ୍‌ ବୋଝେଇ ଟ୍ରକ ସହ କାର୍‌ଟି ଧକ୍କା ହୋଇଥିଲା, ଫଳରେ କାର ଆରୋହୀ ଗୁରୁତର ଆହତ ହୋଇଥିବାର ଜଣାପଡ଼ିଛି । ସୂଚନା ପାଇ ବାଣୀଗୋଛା ପୋଲିସ
Read More...

ସମବାୟ ନିର୍ବାଚନରେ ନୂଆଗାଁ ପଞ୍ଚାୟତ ବିଜେଡି ହେବିୱେଟ୍‌ ଧରାଶାୟୀ

ଦଶପଲ୍ଲା : ଦାଣ୍ଡରେ ପଡି ହାଟରେ ଗଡୁଛି ନୂଆଗାଁ ବିଜେଡିର ଗୋଷ୍ଠୀ କନ୍ଦଳ । ନୟାଗଡ ଜିଲ୍ଲା ନୂଆଗାଁ ବ୍ଲକ ସଦର ମହକୁମା ସମବାୟ ସମିତି ସଭାପତି ନିର୍ବାଚନରେ ବିଜେଡିର ଗୋଷ୍ଠୀ କନ୍ଦଳ ପଦାରେ ପଡିଥିବା ଦେଖିବାକୁ ମିଳିଛି । ସଭାପତି ଆସନ ନିମନ୍ତେ ଦୁଇ ଜଣ ପ୍ରତିଦ୍ୱନ୍ଦୀ ନାମାଙ୍କନ ଦାଖଲ
Read More...

ଶିଶୁକୁ ହତ୍ୟା କରି ପୋତିଦେଲେ

ମାଲକାନଗିରି: ମାଲକାନଗିରି ଜିଲ୍ଲାର ଏମ ପି ଭି ୮୩ ଗ୍ରାମରେ ଏକ ନବଜାତ ଶିଶୁର ହତ୍ୟା ହୋଇଥିବା ସନ୍ଦେହ କରାଯାଉଛି। ମାଲକାନଗିରି ଜିଲ୍ଲା ମୋଟୁ ଥାନା ଅନ୍ତର୍ଗତ ଏମ୍ ପି ଭି ୮୩ ଗ୍ରାମର ଶ୍ୟାମଳା ପାଇକର ଜୁଲାଇ ୨ ତାରିଖରେ ଏକ ଶିଶୁ ପୁତ୍ରଜନ୍ମ ହୋଇଥିଲା । ତେବେ ସକାଳ ସମୟରେ ଶିଶୁ
Read More...

ରାଜ୍ୟରେ ବଢୁଛି କରୋନା ସଂକ୍ରମଣ, ଆଜି ସଂଧ୍ୟାରେ ନବୀନ ନେଇପାରନ୍ତି ବଡ ନିଷ୍ପତ୍ତି

ଭୁବନେଶ୍ୱର : ରାଜ୍ୟରେ ବଢିବାରେ ଲାଗିଛି କରୋନା ସଂକ୍ରମଣ । ଏହାସହ ବିଭିନ୍ନ ସ୍ଥାନରେ ସଂକ୍ରମିତଙ୍କ ସଂଖ୍ୟା ବଢିବାରେ ଲାଗିଛି । ମୋଟାମୋଟି ଭାବେ କହିବାକୁ ଗଲେ ସାରା ରାଜ୍ୟରେ ଏବେ ସଂକ୍ରମଣ ଉପମୁହାଁ । ବିଶେଷ କରି କଟକ ଭୁବନେଶ୍ୱରରେ ସଂକ୍ରମଣ ବଢିଛି । ଫଳରେ ରେଡ ଜୋନରେ ରହିଛି
Read More...