ୟୁନିୟନ ଆରସେଟିରେ ଡ଼୍ରାଇଭର ଟ୍ରେନିଂ ଆରମ୍ଭ
ପାରଳାଖେମୁଣ୍ଡି:ଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ସହରରେ ଅବସ୍ଥିତ ୟୁନିଅନ ବ୍ୟାଙ୍କ୍ ଦ୍ୱାରା ପରିଚାଳିତ ଗ୍ରାମୀଣ ଆତ୍ମନିଯୁକ୍ତି ପ୍ରଶିକ୍ଷଣ ଅନୁଷ୍ଠାନରେ ମଙ୍ଗଳବାର ଠାରୁ ଏଲ୍ଏମଭି ଡ୍ରାଇଭର ଟ୍ରେନିଂ ଆରମ୍ଭ ହେଇଛି । ଏହି ଟ୍ରେନିଂ ଆଗାମୀ ୩୦ ଦିନ ଧରି ଚାଲିବ । ଉଦଘାଟନୀ!-->…
Read More...
Read More...