Sign in
Sign in
Recover your password.
A password will be e-mailed to you.
Yearly Archives
2022
କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଶକ୍ତି ପୀଠ ମା’ ତାରାତାରିଣୀଙ୍କ ମନ୍ଦିର ଦର୍ଶନ
ଗଞ୍ଜାମ: ଗଞ୍ଜାମ ଜିଲ୍ଲାର ପୁରୁଷୋତ୍ତମପୁର ବ୍ଲକ ଅନ୍ତର୍ଗତ ଓଡ଼ିଶା ପ୍ରସିଦ୍ଧ ମା’ ତାରାତାରିଣୀଙ୍କ ପୀଠର ଦର୍ଶନ କରିବା ପାଇଁ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓ ତାଙ୍କ ପତ୍ନୀ ମୃଦୁଳା ପ୍ରଧାନ ଆସିଥିଲେ । ମା’ଙ୍କ ଦର୍ଶନ ପରେ ପୂଜାରୀମାନଙ୍କ ସହ ଆଲୋଚନା କରିଥିଲେ । ଖଲ୍ଲିକୋଟ!-->…
Read More...
Read More...
ଖ୍ରୀଷ୍ଟିଆନ ଜନ କଲ୍ୟାଣ ସମାଜ ଓ ସଂଖ୍ୟାଲଘୁ ମନ୍ତ୍ରୀଙ୍କ ସ୍ୱତନ୍ତ୍ର ସାକ୍ଷାତ
ଘୁ.ଉଦୟଗିରି: ମାନ୍ୟବର କେନ୍ଦ୍ର ସଂଖ୍ୟାଲଘୁ ମନ୍ତ୍ରୀ ଜନ ବାର୍ଲ୍ଲାଙ୍କ କନ୍ଧମାଳ ଗସ୍ତ କାର୍ଯ୍ୟକ୍ରମ ଚାଲିଥିବା ବେଳେ ୯ ତାରିଖ ଦିନ ଘୁ.ଉଦୟଗିରି ଗସ୍ତ କାର୍ଯ୍ୟକ୍ରମ ରହିଥିଲା । ଏହି ଅବସରରେ ମାନ୍ୟବର ମନ୍ତ୍ରୀ ଓ ପୂର୍ବତନ କନ୍ଧମାଳ ସାଂସଦ ରାଜେଶ୍ୱରୀ ସିଂ ସହ ସ୍ଥାନୀୟ ସଂଖ୍ୟାଲଘୁ!-->…
Read More...
Read More...
ତିନି ଠାକୁରଙ୍କ ସୁନାବେଶ ଦର୍ଶନ ପାଇଁ ଭକ୍ତଙ୍କ ପ୍ରବଳ ଭିଡ
ଘୁ.ଉଦୟଗିରି: ମହାପ୍ରଭୁ ଜଗନ୍ନାଥ, ସୁଭଦ୍ରା ଓ ବଡ଼ଭାଇ ବଳଭଦ୍ର ମାଉସୀମା ଘରୁ ରତ୍ନବେଦୀକୁ ବାହୁଡ଼ା ଯାତ୍ରାରେ ଆସିବା ପରେ ଶ୍ରୀମନ୍ଦିର ଉତ୍ସବ ମୁଖର । ଆଜି ତିନି ଠାକୁରଙ୍କ ସୁନାବେଶ ଦର୍ଶନ ନିମନ୍ତେ ସ୍ଥାନୀୟ ଅଞ୍ଚଳର ଶତାଧିକ ଭକ୍ତଙ୍କ ସମାଗମ ହୋଇଥିଲା । ସେବାୟତମାନେ ସମସ୍ତ ରୀତିନୀତି!-->…
Read More...
Read More...
ସମିତି ପ୍ରେକ୍ଷାଳୟରେ କେନ୍ଦ୍ର ସଂଖ୍ୟାଲଘୁ ମନ୍ତ୍ରୀ ଜନ ବାର୍ଲାଙ୍କ ସମୀକ୍ଷା ବୈଠକ
ଘୁ. ଉଦୟଗିରି:ସଂଖ୍ୟାଲଘୁ କେନ୍ଦ୍ର ମନ୍ତ୍ରୀ ଜନ ବାର୍ଲା କନ୍ଧମାଳ ଗସ୍ତରେ ଥିବା ବେଳେ ଗତକାଲି ଘୁ. ଉଦୟଗିରି ସମିତି ପ୍ରେକ୍ଷାଳୟ ଠାରେ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଥିଲା । କେନ୍ଦ୍ରମନ୍ତ୍ରୀଙ୍କ ସହ ବାଲିଗୁଡ଼ାର ପୂର୍ବତନ ବିଜେପି ବିଧାୟକ କରେନ୍ଦ୍ର ମାଝୀ ଓ ସ୍ଥାନୀୟ ବିଡିଓ ଉପସ୍ଥିତ!-->…
Read More...
Read More...
କେନ୍ଦ୍ରମନ୍ତ୍ରୀଙ୍କ ଦଶପଲ୍ଲା ଗସ୍ତ ଏବଂ କେନ୍ଦ୍ରୀୟ ଯୋଜନାର ସମୀକ୍ଷା
ଦଶପଲ୍ଲା : ଭାରତ ସରକାରଙ୍କ ସଂଖ୍ୟାଲଘୁ ବ୍ୟାପାର ମନ୍ତ୍ରାଳୟର ମାନ୍ୟବର ରାଜ୍ୟମନ୍ତ୍ରୀ ଜନ୍ ବାର୍ଲା ନୟାଗଡ଼ ଜିଲ୍ଲା ଦଶପଲ୍ଲା ଗସ୍ତରେ ଆସି ଦିବା ୧୨ଘଟିକା ସମୟରେ ଆଜାଦିକା ଅମୃତ ମହୋତ୍ସବ ଅବସରରେ ବାଣିଗୋଚ୍ଛା ଜୁନିୟର କଲେଜରେ ବୃକ୍ଷ ରୋପଣ ଏବଂ ଯୁବକମାନଙ୍କ ସହିତ ସଭା କାର୍ଯ୍ୟରେ ଯୋଗ!-->…
Read More...
Read More...
ସ୍ତ୍ରୀକୁ ପଥରରେ ଛେଚି ହତ୍ୟା
ମୋହନା: ଅମାନବୀୟ ସ୍ବାମୀର ବିଭତ୍ସ କାଣ୍ଡ। ଭୁଲିଗଲା ସବୁ ହିତାହିତ ଜ୍ଞାନ।ଶେଷରେ ସ୍ତ୍ରୀକୁ ବି ମାରିବାକୁ ପଛଘୁଞ୍ଚା ଦେଲାନି। ସ୍ତ୍ରୀକୁ ପଥରରେ ଛେଚି ହତ୍ୟା କଲା ସ୍ବାମୀ। ଏଭଳି ଏକ ଅଭାବନୀୟ ଘଟଣା ଘଟିଛି ମୋହନା ଭାଲିଆଗଣି ଗାଁରେ।
ପାରିବାରିକ କଳହରୁ ଏହି ହତ୍ୟା କାଣ୍ଡ!-->!-->!-->…
Read More...
Read More...
ୱିମ୍ବଲଡନ ଗ୍ରାଣ୍ଡସ୍ଲାମ୍ ଜିତିଲେ ରିବକିନା
ଲଣ୍ଡନ: ଚଳିତ ୱିମ୍ବଲଡନ ଗ୍ରାଣ୍ଡସ୍ଲାମ୍ରେ ଇତିହାସ ରଚିଛନ୍ତି ଏଲେନା ରିବକିନା । କାଜାଖସ୍ତାନର ପ୍ରଥମ ଖେଳାଳି ଭାବେ ସେ କୌଣସି ଗ୍ରାଣ୍ଡସ୍ଲାମ ଟାଇଟଲ ହାସଲ କରିବାରେ ସଫଳ ହୋଇଛନ୍ତି । ଶନିବାର ଅନୁଷ୍ଠିତ ମହିଳା ସିଙ୍ଗଲ୍ସ ଫାଇନାଲ୍ରେ ସେ ତୃତୀୟ ସିଡ୍ ଟ୍ୟୁନିସିଆ ଖେଳାଳି ଓନ୍ସ!-->…
Read More...
Read More...
ବିଜେଡିର ୨୫ ତମ ବର୍ଷ ପୂର୍ତ୍ତି ଉପଲକ୍ଷେ ବୃକ୍ଷ ରୋପଣ କାର୍ଯ୍ୟକ୍ରମ
ପାରଳାଖେମୁଣ୍ଡି : ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ଠାରେ ବିଜୁ ଜନତା ଦଳ(ବିଜେଡି)ର ୨୫ ତମ ବର୍ଷ ପୂର୍ତ୍ତି ଉପଲକ୍ଷେ ବିଜୁ ଯୁବ ଛାତ୍ର ଜନତା ଦଳ ତରଫରୁ ସହରର ଉପ କଣ୍ଠରେ ଥିବା ଅନ୍ବେସା ମେଡ଼ିକାଲ ପରିସରରେ ବୃକ୍ଷରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏହି!-->…
Read More...
Read More...
ମର୍ମନ୍ତୁଦ ସଡକ ଦୁର୍ଘଟଣା, ଜଣେ ମୃତ, ୨ ଗୁରୁତର
ଭଦ୍ରକ : ମର୍ମନ୍ତୁଦ ସଡକ ଦୁର୍ଘଟଣା । ବାଇକ୍କୁ ଧକ୍କା ଦେଇ ଦୋକାନରେ ପିଟିହେଲା ମେଡିସିନ ବୋଝେଇ ଟ୍ରକ୍। ଭଦ୍ରକ ଜିଲ୍ଲା ୧୬ ନମ୍ଵର ଜାତୀୟ ରାଜପଥ ବାରିକପୁର ନିକଟ ରାଜେନ୍ଦ୍ରପୁର ଛକ ନିକଟରେ ଏଭଳି ମର୍ମନ୍ତୁଦ ଦୁର୍ଘଟଣା ଘଟିଛି। ଏହି ଦୁର୍ଘଟଣାରେ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ୨ ଜଣ!-->…
Read More...
Read More...