ନକଲି ଚେକ୍ରେ ସୋନପୁର କଲେଜ ଆକାଉଣ୍ଟରୁ ୭୦ ଲକ୍ଷ ଠକେଇ
ସୁବର୍ଣ୍ଣପୁର,୧୧/୬- ନକଲି ଚେକ୍ ଜରିଆରେ ସୋନପୁର କଲେଜର ଏକ ଆକାଉଣ୍ଟରୁ ୭୦ ଲକ୍ଷ ୪୨ ହଜାର ୯୦୦ ଟଙ୍କା ହଡପ ହୋଇଛି । ଏହି ଘଟଣା ନେଇ ସଂପୂର୍ଣ୍ଣ ଜିଲ୍ଲାରେ ଚାଞ୍ଚଲ୍ୟ ଖେଳିଯାଇଛି । କଲେଜର ଅଧ୍ୟକ୍ଷ ରାଜୀବ ଲୋଚନ ଆଚାର୍ଯ୍ୟ ଶୁକ୍ରବାର ସୋନପୁର ଥାନାରେ ଏ ସମ୍ପର୍କରେ ଲିଖିତ ଅଭିଯୋଗ!-->…
Read More...
Read More...