Yearly Archives

2022

ଜୁଲାଇ ୧୮ରେ ରାଷ୍ଟ୍ରପତି ନିର୍ବାଚନ

ନୂଆଦିଲ୍ଲୀ : ଜୁଲାଇ ୨୪ ତାରିଖରେ ଭାରତର ବର୍ତ୍ତମାନ ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କ କାର୍ଯ୍ୟକାଳ ଶେଷ ହେବ । ଏହା ପୂର୍ବରୁ ସମ୍ବିଧାନର ଧାରା ୬୨ ଅନୁସାରେ ନୂଆ ରାଷ୍ଟ୍ରପତି ଚୟନ ପାଇଁ ନିର୍ବାଚନ ପ୍ରକ୍ରିୟା ଶେଷ ହେବ । ଜୁଲାଇ ୧୮ରେ ରାଷ୍ଟ୍ରପତି ନିର୍ବାଚନ ପାଇଁ ଭୋଟ ଗ୍ରହଣ ହେବ ଓ
Read More...

ରଜରେ ଓଡିଶା ଛୁଇଁନପାରେ ମୌସୁମୀ

ଭୁବନେଶ୍ୱର: ତାତି ଭିତରେ ଆହୁରି ଦରଦୀ ତଥା ଯନ୍ତ୍ରଣାଯୁକ୍ତ ଖବର ସାମନାକୁ ଆସିଛି । ତାହା ହେଲା ରଜ ସୁଦ୍ଧା ଓଡ଼ିଶାକୁ ମୌସୁମୀ ଛୁଇଁବା ସମ୍ଭାବନା କ୍ଷୀଣ । ଏନେଇ ଆଇଏମଡିର ବରିଷ୍ଠ ବୈଜ୍ଞାନିକ ରାଜେନ୍ଦ୍ର ଜେନାମଣି ସୂଚନା ଦେଇଛନ୍ତି । ସେ କହିଛନ୍ତି ଯେ
Read More...

ନୃଶଂସ ସ୍ୱାମୀ, ସ୍ତ୍ରୀକୁ ମାରି ଛଅବର୍ଷର ଝିଅର ତଣ୍ଟି କାଟିଲା

ଭୁବନେଶ୍ୱର: ମଦ ଉଜାଡି ଦେଲା ସଂସାର । ମଦ ପାଇଁ ଅନେକ ଅଭାବନୀୟ କାଣ୍ଡ ଘଟିଯାଉଛି । ମଦ ନିଶାରେ ଲୋକେ ନିଜର ହିତାହତ ଜ୍ଞାନ ହରାଇ ବସୁଛନ୍ତି । ଆଜି ପୁଣି ମଦ ପାଇଁ ଏକ ନାରକୀୟ କାଣ୍ଡ ଘଟିଯାଇଛି । ନିଶା ପାଇଁ ଜଣେ ବ୍ୟକ୍ତି ନିଜ ସ୍ତ୍ରୀ’କୁ ମାରିଦେବା ସହ ୬ବର୍ଷର ଝିଅର ତଣ୍ଟିକୁ କାଟି
Read More...

ଲିଡ଼ବ୍ୟାଙ୍କ ପକ୍ଷରୁ ଋଣ ବଣ୍ଟନ ମେଳା

ଗଜପତି,୯/୬- ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡିର ୟୁନିଅନ ବ୍ୟାଙ୍କର ଆତ୍ମନିଯୁକ୍ତି ପ୍ରଶିକ୍ଷଣ କେନ୍ଦ୍ରଠାରେ ଲିଡ଼ବ୍ୟାଙ୍କ ପକ୍ଷରୁ ଋଣ ବଣ୍ଟନ ମେଳା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ମୁଖ୍ୟଅତିଥି ଭାବେ ଗଜପତି ଜିଲ୍ଲାପାଳ ଲିଙ୍ଗରାଜ ପଣ୍ଡା ଯୋଗ ଦେଇ
Read More...

ଆଜି ରାଷ୍ଟ୍ରପତି ନିର୍ବାଚନ ପାଇଁ ହେବ ତାରିଖ ଘୋଷଣା

ନୂଆଦିଲ୍ଲୀ :ରାଷ୍ଟ୍ରପତି ନିର୍ବାଚନ ପାଇଁ ଭାରତ ନିର୍ବାଚନ ଆୟୋଗ (ଇସିଆଇ) ଗୁରୁବାର ଦିନ ଅପରାହ୍ନ ୩ ଟାରେ ନିର୍ବାଚନ ତାରିଖ ଘୋଷଣା କରିବେ । ବର୍ତ୍ତମାନର ରାଷ୍ଟ୍ରପତି ରାମ ନାଥ କୋବିନ୍ଦଙ୍କ କାର୍ଯ୍ୟକାଳ ଜୁଲାଇ ୨୫ ରେ ଶେଷ ହେବ ।ରାଷ୍ଟ୍ରପତି ନିର୍ବାଚନ ସମ୍ପର୍କରେ ଏକ ବଡ଼ ଘୋଷଣା
Read More...

ମୁଖ୍ୟମନ୍ତ୍ରୀଙ୍କ ଦ୍ୱାରା ଉଦଘାଟିତ ହେଲା ୬୦ଟି ବିଦ୍ୟାଳୟ

ଦଶପଲ୍ଲା : ଓଡ଼ିଶାର ଲୋକପ୍ରୀୟ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଦ୍ୱାରା ଭର୍ଚୁୁଆଲ୍‌ ମାଧ୍ୟମରେ ଉଦଘାଟିତ ହେଲା ନୟାଗଡ଼ ଜିଲ୍ଲାରେ ୬୦ ଟି ରୂପାନ୍ତରିତ ବିଦ୍ୟାଳୟ । ଯାହା ମଧ୍ୟରେ ନୟାଗଡ଼ ସଦର ବ୍ଲକର ୧୦ଟି ବିଦ୍ୟାଳୟ, ଓଡ଼ଗାଁର ୧୩ ଟି, ଦଶପଲ୍ଲା ବ୍ଲକର ୫ଟି, ନୂଆଗାଁ ବ୍ଲକର ୯ଟି,
Read More...

ଧାରଣାକୁ ସମର୍ଥନ ଦେଲେ ସିପିଆଇଏମ୍‌ ନେତା ବିଶ୍ୱନାଥ ଓ ଶରତ

ଦଶପଲ୍ଲା : ଖୋର୍ଦ୍ଧା-ବଲାଙ୍ଗିର ରେଳପଥ ନିର୍ମାଣ ପାଇଁ ଦୀର୍ଘବର୍ଷ ଧରି ଚାଲିଥିବା ଅଧଗ୍ରହଣ ପ୍ରକ୍ରିୟା ଶେଷ ହେବାର ନାଁ ଧରୁନାହିଁ । ଆଦିବାସୀଙ୍କ ଚାଷଜମି ରେଳପଥ ନିର୍ମାଣ ପାଇଁ ବ୍ୟବହାର ହେଉଥିବାବେଳେ ସେମାନଙ୍କୁ ଅନ୍ଧାରରେ ରଖାଯାଇଛି । ଜମି ବାବଦ ସହାୟତା ରାଶି ସେମାନଙ୍କୁ ମିଳିବ ନା
Read More...

ସ୍ୱାଭିମାନର ସହିତ ବଞ୍ଚିବେ ବସ୍ତି ବାସିନ୍ଦା

ଦଶପଲ୍ଲା :ନୟାଗଡ଼ ପୌର ପରିଷଦ ପକ୍ଷରୁ ବୁଧବାର ଜାଗା ସମ୍ପର୍କ ଉତ୍ସବ ଓ ସଶକ୍ତି କରଣ ସଚେତନତା ଶିବିର ପଠାଣି ସାମନ୍ତ ପ୍ରେକ୍ଷାଳୟଠାରେ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ନୟାଗଡ଼ ବିଧାୟକ ଡ. ଅରୁଣ କୁମାର ସାହୁ ମୁଖ୍ୟ ଅତିଥି ଭାବେ ଯୋଗଦେଇ ବସ୍ତିବାସିନ୍ଦାଙ୍କୁ ଜାଗା ମିଶନ
Read More...

ରଥଯାତ୍ରାକୁ ଶୃଙ୍ଖଳିତ କରିବା ପାଇଁ ପୁଲିସ ପକ୍ଷରୁ ମକଡ୍ରିଲ

ପୁରୀ: ଭକ୍ତମୟ ପରିବେଶରେ ହେବ ସ୍ନାନପୂର୍ଣ୍ଣିମା ଓ ରଥଯାତ୍ରା । ଆଉ ଶ୍ରୀକ୍ଷେତ୍ରରେ ଲକ୍ଷଲକ୍ଷ ଭକ୍ତଙ୍କ ସମାଗମ ହେବ । ତେଣୁ ଭିଡନିୟନ୍ତ୍ରଣ ଓ ଭକ୍ତଙ୍କ ଶୃଙ୍ଖଳିତ ଦର୍ଶନ ପାଇଁ ପୁରୀ ପୁଲିସ ଓ ରାପିଡ ଆକ୍ସନ ଫୋର୍ସଙ୍କର ହୋଇଛି ମକଡ୍ରିଲ । ଆରଏଏଫର ଗୋଟିଏ କମ୍ପାନୀ ଅର୍ଥାତ ୨୨୨ଜଣ ଓ
Read More...

ଟି-୨୦ ସିରିଜରୁ ବାଦ ପଡିଲେ କେଏଲ ରାହୁଲ, ପାଣ୍ଡ୍ୟାଙ୍କୁ ମିଳିଲା ଗୁରୁ ଦାୟିତ୍ୱ

ନୂଆଦିଲ୍ଲୀ: ଦକ୍ଷିଣ ଆଫ୍ରିକା ବିପକ୍ଷ ଟି-୨୦ ସିରିଜରେ ଖେଳିବେନି କେ.ଏଲ୍. ରାହୁଲ। ଆହତ କାରଣରୁ ସେ ପୂରା ସିରିଜ୍‌ରୁ ବାଦ ପଡ଼ିଛନ୍ତି। ତେଣୁ ତାଙ୍କସ୍ଥାନରେ ୱିକେଟ୍‌ କିପର ରିଷବ ପନ୍ଥଙ୍କୁ ଭାରତୀୟ ଟିମ୍‌ର ଅଧିନାୟକ ଭାବେ ଚୟନ କରାଯାଇଛି। ହାର୍ଦ୍ଦିକ ପାଣ୍ଡିଆଙ୍କୁ ଉପ-ଅଧିନାୟକ ଭାବେ
Read More...