Yearly Archives

2022

ବିବାହ ବନ୍ଧନରେ ବାନ୍ଧିହେଲେ ନୟନତାରା ଓ ବିଘ୍ନେଶ

ମୁମ୍ବାଇ: ଗୁରୁବାର ବିବାହ ବନ୍ଧନରେ ବାନ୍ଧି ହୋଇଛନ୍ତି ତାମିଲ୍‌ ଅଭିନେତ୍ରୀ ନୟନତାରା ଏବଂ ନିର୍ଦ୍ଦେଶକ ବିଘ୍ନେଶ ଶିବାନ । ନିଜ ପରିବାର ଓ ବନ୍ଧୁପରିଜନଙ୍କ ଉପସ୍ଥିତିରେ ଦୁହେଁ ପରସ୍ପରଙ୍କୁ ଜୀବନସାଥୀ ରୂପେ ବରଣ କରିଛନ୍ତି । ସେମାନେ ସେମାନଙ୍କ ବିବାହର ପ୍ରଥମ ଫଟୋ ସୋସିଆଲ୍‌ ମିଡିଆରେ…
Read More...

ଯାତ୍ରୀବାହୀ ଅଟୋ ଓଲଟି ୬ ଆହତ

ଘୁ.ଉଦୟଗିରି: ମାଲିକାପଡ଼ି ପଞ୍ଚାୟତ ଅନ୍ତର୍ଗତ ସିର୍କି ଗ୍ରାମରୁ ୬ ଜଣ ଯାତ୍ରୀଙ୍କୁ ନେଇ ଘୁ. ଉଦୟଗିରି ଆସୁଥିବା ଏକ ଯାତ୍ରୀ ବାହି ଅଟୋ ନଂ ଓଡି ୧୨ ବି ୦୦୯୬ ସିର୍କି ଘାଇ ଠାରୁ କିଛି ଦୂରରେ ବ୍ରେକ୍‌ ଫେଲ୍‌ ହେବା ଫଳରେ ଭାରସାମ୍ୟ ହରାଇ ଗଛରେ ବାଡେଇ ହୋଇଯାଇଥିଲା । ଫଳରେ ଅଟୋରେ ବସିଥିବା…
Read More...

ଦାରିଙ୍ଗବାଡ଼ିରେ ବିଜେପିର ଓବିସି ଜାତିବର୍ଗ ସମ୍ମିଳନୀ

ବାଲିଗୁଡ଼ା: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସୁଶାସନର ୮ବର୍ଷ ପୂର୍ତ୍ତି ଉପଲକ୍ଷେ ଦାରିଙ୍ଗବାଡ଼ି ଶିବ ମନ୍ଦିର କମିଟି ଗୃହଠାରେ ଜିଲ୍ଲା ଓବିସି ମୋର୍ଚ୍ଚା ତରଫରୁ ଓବିସି ଜାତିବର୍ଗ ସମ୍ମିଳନୀ ଜିଲ୍ଲା ଓବିସି ମୋର୍ଚ୍ଚା ସଭାପତି ହରେନ ସାହୁଙ୍କ ନେତୃତ୍ୱରେ ଅନୁଷ୍ଠିତ ହୋଇଯାଇଛି ।…
Read More...

ବିନା ବରରେ ବିବାହ କଲେ ଗୁଜରାଟର କ୍ଷମା ବିନ୍ଦୁ

ନୂଆଦିଲ୍ଲୀ:ବିନା ବରରେ ଗୁଜରାଟର କ୍ଷମା ବିନ୍ଦୁ ଶେଷରେ ବିବାହ କରିଛନ୍ତି । ବିବାହ ସମୟରେ ହଳଦୀ ଓ ମେହେନ୍ଦୀ ଉତ୍ସବ ପାଳନ ହୋଇଥିଲା । ବରୋଦାରେ ନିଜ ଘରେ ପାରମ୍ପରିକ ରୀତିନୀତି ସହ ବିବାହ କରିଛନ୍ତି । ତେବେ ଏହି ବିବାହରେ ନା ବର ଥିଲେ ନା ପଣ୍ଡିତ । ଏଥିରେ କ୍ଷମାଙ୍କ କିଛି ସାଙ୍ଗ ସାମିଲ…
Read More...

ରେଳ ବିଭାଗ ପକ୍ଷରୁ ତିନି ରଥର ଯାଞ୍ଚ

ପୁରୀ : ଆଜି ରେଳ ବିଭାଗ ପକ୍ଷରୁ ତିନି ରଥର ଯାଞ୍ଚ କରାଯାଉଥିବା ଦେଖିବାକୁ ମିଳିଛି । ରେଳ ବିଭାଗର ସ୍ୱତନ୍ତ୍ର ଇଞ୍ଜିନିୟର ରଥ ଗୁଡିକର ଚକର ଉଚ୍ଚ଼ତା, ଚକରୁ ଚକର ବ୍ୟବଧାନ ଓ ଦଣ୍ଡା ନିର୍ମାଣର ମାପ କରିଥିବା ଦେଖିବାକୁ ମିଳିଛି । ସାଧାରଣତଃ ରଥଯାତ୍ରାରେ ରେଳ ବିଭାଗ ପକ୍ଷରୁ ଜଗ ଯୋଗାଇ…
Read More...

ସୁବର୍ଣ୍ଣପୁର ଦିଶା କମିଟିର ବୈଠକ ଅନୁଷ୍ଠିତ

ସୁବର୍ଣ୍ଣପୁର : ସୁବର୍ଣ୍ଣପୁର ଜିଲ୍ଲା ଉନ୍ନୟନ ଓ ତଦାରଖ କମିଟି (ଦିଶା) ବୈଠକ କମିଟି ଅଧ୍ୟକ୍ଷା ତଥା ଲୋକସଭା ସାଂସଦ ସଙ୍ଗୀତା କୁମାରୀ ସିଂହଦେଓଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ବୈଠକରେ ଜିଲ୍ଳା ପରିଷଦ ଅଧ୍ୟକ୍ଷା ସୁପାର…
Read More...

ଜୋରସୋରରେ ଚାଲିଛି ରଥ ନିର୍ମାଣ କାର୍ଯ୍ୟ

ପୁରୀ : ମହାପ୍ରଭୁଙ୍କ ରଥ ନିର୍ମାଣ କାର୍ଯ୍ୟ ଆଗେଇ ଚାଲିଛି । ଅଖ ଉପରେ ପକା ଯାଇଥିବା ଦଣ୍ଡାରେ କମାର ସେବକ କଣ୍ଟା ବାଡଉଛନ୍ତି । ପରମ୍ପରା ଅନୁଯାୟୀ ତିନିରଥ ମୁଖ୍ୟ କମାର ଦଣ୍ଡାରେ ମାଳ ମହାପ୍ରସାଦ ଲାଗି କରିବା ସହ ନଡିଆ ବାଡେଇ କଣ୍ଟା ବାଡିଆ ଅନୁକୂଳ କରିଛନ୍ତି । ତାଳଧ୍ୱଜ ରଥ ଦଣ୍ଡାରେ…
Read More...

ଡୁମରପଦରରେ କେନ୍ଦୁପତ୍ର ସିଜିନାଲ କର୍ମଚାରୀଙ୍କ ଜରୁରୀକାଳୀନ ବୈଠକ

ପାଟଣାଗଡ: ପାଟଣାଗଡ଼ ଉପଖଣ୍ଡ ଯୋଗିମୁଣ୍ଡା ରେଞ୍ଜର କେନ୍ଦୁପତ୍ର ସିଜିନାଲ କର୍ମଚାରୀଙ୍କ ଏକ ଜରୁରୀକାଳୀନ ବୈଠକ ଡୁମେରପଦର ଗ୍ରାମର ପତ୍ରଫଡିରେ ଅନୁଷ୍ଠିତ ହୋଇଯାଇଛି । ଏଥିରେ ଓଡିଶା କେନ୍ଦୁପତ୍ର କର୍ମଚାରୀ ସଂଘର ପାଟଣାଗଡ଼ ଡିଭିଜନର ସଂପାଦକ ଶିବାନନ୍ଦ ପରିଚ୍ଛାଙ୍କ ଅଧ୍ୟକ୍ଷତାରେ…
Read More...

ଆଫ୍ରିକାର କିଲିମାଞ୍ଜାର ପର୍ବତ ଶୃଙ୍ଗରେ ନାଗାର୍ଜୁନ ବେଶ ପଟ୍ଟଚିତ୍ର ପ୍ରଦର୍ଶନ କଲେ ପୁରୀ ପୁଅ ଚିନ୍ମୟ

ପୁରୀ: ପୁରୀ ରଘୁରାଜପୁରର ଯୁବ ପର୍ବାତାରୋହୀ ଚିନ୍ମୟ ମହାରଣା ସାଉଥ୍‌ଆଫ୍ରିକାର କିଲିମାଞ୍ଜାର ପର୍ବତ ଶୃଙ୍ଗ ଆରୋହଣ କରି ମହାପ୍ରଭୁ ଜଗନ୍ନାଥଙ୍କ ନାଗାର୍ଜୁନ ବେଶର ପଟ୍ଟଚିତ୍ର ପ୍ରଦର୍ଶନ କରିଛନ୍ତି । ଗୁରୁବାର ଦିନ ଚିନ୍ମୟ ଏହି ଶୃଙ୍ଗ ଆରୋହଣ କରି ନାଗାର୍ଜୁନ ବେଶ ସହ ଜାତୀୟ ପତାକା…
Read More...

ବୌଦ୍ଧ ଏନଏସି ପକ୍ଷରୁ ଦୁଇ ଦିନିଆ ଦକ୍ଷତା ବିକାଶ ତାଲିମ ଶିବିର

ବୌଦ୍ଧ: ବୌଦ୍ଧ ବିଜ୍ଞାପିତ ଅଞ୍ଚଳ ପରିଷଦ(ଏନ୍‌ଏସି) ପକ୍ଷରୁ ଏକ ଦୁଇ ଦିନିଆ ଦକ୍ଷତା ବିକାଶ ତାଲିମ ଶିବିର ଭିକାରୀ କଳା ମଣ୍ଡପରେ ଅନୁଷ୍ଠିତ ହୋଇଯାଇଛି । ଏଥିରେ ମୁଖ୍ୟ ଅତିଥି ଭାବେ ପରିଷଦର କାର୍ଯ୍ୟ ନିର୍ବାହୀ ଅଧିକାରୀ ମନୋରଞ୍ଜନ ପଣ୍ଡା, କ୍ଲଷ୍ଟର ସଂଯୋଜକ ନରେନ୍ଦ୍ର ସ୍ୱାଇଁ…
Read More...