Yearly Archives

2022

ବର୍ଷା-ଅନୁଭବଙ୍କୁ ହାଇକର୍ଟଙ୍କ ତାଗିଦ

କଟକ: ହାଇକୋର୍ଟରେ ବର୍ଷା-ଅନୁଭବ ପାରିବାରିକ ବିବାଦ ମାମଲାରେ ଏକ ବଡ଼ ଖବର ସାମନାକୁ ଆସିଛି । ସୋସିଆଲ ମିଡିଆରେ ମନ୍ତବ୍ୟ ନରଖିବାକୁୁ ଉଭୟଙ୍କୁ ହାଇକୋର୍ଟ ତାଗିଦ କରିଛନ୍ତି । କେହି କାହା ବିରୋଧରେ ମନ୍ତବ୍ୟ ନଦେବାକୁ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି । ଆଉ କୌଣସି ଭିଡିଓ ପୋଷ୍ଟ ନକରିବାକୁ
Read More...

ସ୍ୱୟଂ ସହାୟକ ଗୋଷ୍ଠୀଙ୍କୁ ବ୍ୟାଙ୍କ ସହ ସଂଯୋଗୀକରଣ ନିମନ୍ତେ କର୍ମଶାଳା

ପାରଳାଖେମୁଣ୍ଡି : ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡିର ଜିଲ୍ଲା ପରିଷଦ ସମ୍ମିଳନୀ କକ୍ଷ ଠାରେ ଆଜି ସ୍ୱୟଂ ସହାୟକ ଗୋଷ୍ଠୀ ମାନଙ୍କୁ ବ୍ୟାଙ୍କ ସହିତ ସଂଯୋଗୀକରଣ ୨୦୨୨- ୨୩ ଆର୍ଥିକ ବର୍ଷ ଏକ କର୍ମଶାଳା ମିଶନ ଶକ୍ତି ଜରିଆରେ ଅନୁଷ୍ଠିତ ହୋଇ ଯାଇଛି ।ଗତ ବର୍ଷ ଭଲ କାମ କରି ଥିବା
Read More...

ଗଜପତି ଜିଲ୍ଲାପାଳଙ୍କ ଆର ଉଦୟଗିରି ବ୍ଳକ ଗସ୍ତ, ବିଭିନ୍ନ ପ୍ରକଳ୍ପ ଉଦଘାଟନ କଲେ

ପାରଳାଖେମୁଣ୍ଡି : ଗଜପତି ଜିଲ୍ଲାପାଳ ଲିଙ୍ଗରାଜ ପଣ୍ଡା ଆର ଉଦୟଗିରି ଗ୍ରାମର ଜନସ୍ୱାସ୍ଥ୍ୟ ବିଭାଗ ନିକଟରେ ନିର୍ମାଣ ହୋଇ ଥିବା ସିମେଣ୍ଟ ଇଟା ଫେକ୍ଟ୍ରିକୁ ଉଦଘାଟନ କରି ଏହାପରେ ରଣ୍ଡିବା କେ. ଏମ୍‌ ଭାଲିଆ ସାହି ଓ ମହେନ୍ଦ୍ରଗଡ଼ ୫-ଟି ରୂପନ୍ତିକରଣ ବିଦ୍ୟାଳୟ ରଣ୍ଡିବା ଗ୍ରାମରେ ବ୍ଳକ
Read More...

ଭୂ-ମାଫିଆଙ୍କ ଉପଦ୍ରବ ବିରୁଦ୍ଧରେ ମହିଳାଙ୍କ ପୁଲିସ ପାଖରେ ଗୁହାରି

ସମ୍ବଲପୁର: ସ୍ଥାନୀୟ ସିଟି ରେଲୱେ ଷ୍ଟେସନ ନିକଟସ୍ଥ ଅଞ୍ଚଳରେ ଭୂ-ମାଫିଆଙ୍କ ଉପଦ୍ରବ ବଢ଼ିବାକୁ ଲାଗିଛି ଓ ସେମାନଙ୍କ ଉପଦ୍ରବର ଶିକାର ହୋଇଥିବା ପରିବାରଙ୍କ ପକ୍ଷରୁ ବହୁସଂଖ୍ୟକ ମହିଳାମାନେ ଗୁହାରି କରିବା ପାଇଁ ଆଜି ଜିଲ୍ଲା ପୁଲିସ ଅଧିକ୍ଷକଙ୍କ କାର୍ଯ୍ୟାଳୟ ପହଞ୍ଚିଥିଲେ । କିନ୍ତୁ
Read More...

ପୁଅର କାଠ ଫାଳିଆ ମାଡ଼ରେ ମା’ର ଜୀବନ ଗଲା

ଫୁଲବାଣୀ:-ପୁଅର କାଠ ଫାଳିଆ ମାଡ଼ରେ ମା'ର ମୃତ । ଏମିତି ଏକ ଅଭାବନୀୟ ଘଟଣା ଘଟିଛି ଫୁଲବାଣୀ ସଦର ମହକୁମାର ବିଡ଼ାଙ୍ଗୀ ସାହିରେ । ଯାହା ସୂଚନା ରହିଛି କନ୍ଧମାଳ ଜିଲ୍ଲା ଫୁଲବାଣୀ ସଦର ମହକୁମା ବିଡ଼ାଙ୍ଗୀ ସାହିରେ ମା' କସ୍ତୁରୀ କହଁର ଓ ପୁଅ ଜୀତେନ୍ଦ୍ର କହଁର, ଝିଅ କଳ୍ପନା କହଁର ରହି
Read More...

ଝାଟିପାବଲିର ଅବହେଳିତ ଶୈବପୀଠ କପିଳେଶ୍ୱର ମନ୍ଦିର

ବାଉଁଶୁଣି,୨୭/୫- ବୌଦ୍ଧବ୍ଲକ ମନୁପାଲି ପଞ୍ଚାୟତର ମହୁଲିଗ୍ରାମ ବାଘନଦୀ କୂଳ ନିକଟ ଝାଟିପାବଲି ପାହାଡ଼ ଉପରେ ଅବସ୍ଥିତ କପିଳେଶ୍ୱର ଶିବ ମନ୍ଦିର । ମନ୍ଦିର ନିର୍ମାଣର ସଠିକ ସମୟ ବିଷୟରେ କିଛି ଜଣାପଡିନଥିଲେହେଁ ପ୍ରାକୃତିକ ସୌନ୍ଦର୍ଯ୍ୟ ଓ ଘନ ବନାନୀ ମଧ୍ୟରେ ଅବସ୍ଥିତ ଏହି ମନ୍ଦିରକୁ ଦର୍ଶନ
Read More...

ଆତ୍ମହତ୍ୟା କଲେ ଆଉ ଜଣେ ବଙ୍ଗୀୟ ଅଭିନେତ୍ରୀ, ୧୫ ଦିନରେ ତୃତୀୟ ଘଟଣା

କୋଲକତା : ବଙ୍ଗାଳୀ ସିନେମା ପ୍ରେମୀଙ୍କ ପାଇଁ ଆଉ ଏକ ଦୁଃଖଦ ଖବର ସାମ୍ନାକୁ ଆସିଛି । କୋଲକତାରେ ଆଜି ଜଣେ ମଡେଲ ତଥା ଅଭିନେତ୍ରୀ ଆତ୍ମହତ୍ୟା କରିଛନ୍ତି । ମଞ୍ଜୁସା ନିଯୋଗୀଙ୍କ ଶବ ଆଜି ତାଙ୍କ ବାଟୁଳୀ ଘରୁ ଫାଶୀରେ ଝୁଲୁଥିବା ଅବସ୍ଥାରେ ଉଦ୍ଧାର କରାଯାଇଛି । ମୃତ୍ୟୁର କାରଣ ଏ ପର୍ଯ୍ୟନ୍ତ
Read More...

ଆଗାମୀ ସିଜିନରେ ଏହି ଖେଳାଳିଙ୍କୁ ରିଲିଜ କରିପାରେ ମୁମ୍ବାଇ ଇଣ୍ଡିଆନ୍ସ

ମୁମ୍ବାଇ : ଆଇପିଏଲ-୨୦୨୨ରେ ଖରାପ ପ୍ରଦର୍ଶନ କରି ପଏଣ୍ଟ ଟେବୁଲ ଶେଷରେ ରହିଥିବା ମୁମ୍ବାଇ ଇଣ୍ଡିଆନ୍ସ ଆଗାମୀ ସିଜିନ ପାଇଁ ଖେଳାଳିଙ୍କ ମଧ୍ୟରେ ଅଦଳବଦଳ କରିପାରେ । ଏହା କହିଛନ୍ତି ଟିମ ଇଣ୍ଡିଆର ପୂର୍ବତନ ଓପନର ଆକାଶ ଚୋପ୍ରା । ସେ କହିଛନ୍ତି ଆଇପିଏଲର ସଫଳ ଟିମ୍‌ ଭାବେ ପରିଚିତ ମୁମ୍ବାଇ
Read More...

ଆଜି ଓ ଆସନ୍ତାକାଲି ଏହି ସମୟରେ ବନ୍ଦ ରହିବ ପେଟ୍ରୋଲ ପମ୍ପ

ଭୁବନେଶ୍ୱର: ଆଜିଠୁ ଦୁଇ ଦିନ ପାଇଁ ଧର୍ମଘଟକୁ ଓହ୍ଲାଇବ ପେଟ୍ରୋଲିୟମ୍ ଡିଲର୍ସ ଆସୋସିଏସନ୍। ଆଜି ସନ୍ଧ୍ୟା ୬ଟାରୁ ସକାଳ ୬ଟା ପର୍ଯ୍ୟନ୍ତ ବନ୍ଦ ରହିବ ସମସ୍ତ ପେଟ୍ରୋଲ ପମ୍ପ। ଆସନ୍ତାକାଲି ମଧ୍ୟ ସନ୍ଧ୍ୟା ୬ଟାରୁ ସକାଳ ୬ଟା ପର୍ଯ୍ୟନ୍ତ ବନ୍ଦ ରହିବ। ସରକାର ଟାକ୍ସ କମାଇବା ଦ୍ୱାରା ପେଟ୍ରୋଲ
Read More...

ନାବାଳିକା ଦୁଷ୍କର୍ମ ଅଭିଯୁକ୍ତକୁ ୧୦ ବର୍ଷ ଜେଲ୍‌

ଫୁଲବାଣୀ: ଫୁଲବାଣୀ ସ୍ୱତନ୍ତ୍ର ପୋକ୍‌ସୋ କୋର୍ଟ ବିଚାରପତି ତଥା ଅତିରିକ୍ତ ଜିଲ୍ଲା ଦୌରା ଜଜ୍‌ ଭାସ୍କରଚନ୍ଦ୍ର ସାହୁ ଏକ ୧୩ ବର୍ଷର ନାବାଳିକାକୁ ଦୁଷ୍କର୍ମ ଘଟଣାର ବିଚାରଣା କରି ମାମଲାର ୧୩ ଜଣ ସାଖିଙ୍କ ବୟାନ, ଡାକ୍ତରୀ ରିପୋର୍ଟ ଓ ପୀଡ଼ିତାର ବୟାନକୁ ଆଧାର କରି ଘଟଣାର ଅଭିଯୁକ୍ତ
Read More...