Yearly Archives

2022

ବ୍ରଜରାଜନଗର ଉପନିର୍ବାଚନ: ୪୦ ଜଣିଆ ଷ୍ଟାର ପ୍ରଚାରକ ତାଲିକା ଘୋଷଣା କଲା ବିଜେପି

ଭୁବନେଶ୍ୱର: ମୋଦି ସରକାର ଶାସନ କ୍ଷମତାକୁ ଆସିବା ପରେ ଓଡିଶାକୁ ପୂର୍ବପେକ୍ଷା ବହୁ ମାତ୍ରାରେ କେନ୍ଦ୍ରୀୟ ଅନୁଦାନର ସହାୟତା ମିଳୁଛି । ମୋଦି ସରକାରଙ୍କ ଅନେକ ଜନକଲ୍ୟାଣ ଯୋଜନାର ସୁଫଳ ପାଇବାକୁ ବଂଚିତ ହେଉଛନ୍ତି ଓଡିଶାବାସୀ । ବର୍ତମାନ ଦୁର୍ନୀତି ଓ ଭ୍ରଷ୍ଟାଚାର ରାଜ୍ୟରେ ମୁଖ୍ୟ ପ୍ରସଙ୍ଗ
Read More...

ଶିଶୁ ସାହିତ୍ୟିକ କୈଳାଶ ଚନ୍ଦ୍ର ଧଳ ପାଇଲେ ସାହିତ୍ୟ ଜ୍ୟୋତି ସମ୍ମାନ

ଫୁଲବାଣୀ: କନ୍ଧମାଳର ବିଶିଷ୍ଟ ଶିଶୁ ସାହିତ୍ୟିକ କୈଳାଶ ଚନ୍ଦ୍ର ଧଳଙ୍କୁ ସନ୍ଥ କବି ଭୀମ ଭୋଇ ସାହିତ୍ୟ ପରିଷଦ, ଅନୁଗୋଳ ତରଫରୁ ରାଜ୍ୟ ସ୍ତରୀୟ ସାହିତ୍ୟ ଜ୍ୟୋତି ସମ୍ମାନ ପ୍ରଦାନ କରଯାଇଛି । କଟକ ସାରଳା ଭବନ ଠାରେ ଆୟୋଜିତ ରାଜ୍ୟସ୍ତରୀୟ ସାହିତ୍ୟ ଏବଂ ଆଧ୍ୟାତ୍ମିକ ସମ୍ମିଳନୀର ଏକ
Read More...

ଉପଜିଲ୍ଲାପାଳଙ୍କ ପାତରଅନ୍ତର ଏବଂ ବିଭିନ୍ନ ଅବ୍ୟବସ୍ଥାକୁ ନେଇ ସମଲେଇ ସେନାର ଧାରଣା

ପାଟଣାଗଡ଼ : ହରିଶଙ୍କର ମହୋତ୍ସବରେ ଚାଲିଛି ପାଟଣାଗଡ ଉପଜିଲ୍ଲାପାଳ ବିଜୟାନନ୍ଦ ସେଠୀଙ୍କ ମନମାନୀ । ଏ ଅଞ୍ଚଳର କଳା ସଂସ୍କୃତି ପରମ୍ପରା ଉପରେ ଅବଗତ ନଥିବା ଉପଜିଲ୍ଲାପାଳ ହରିଶଙ୍କର ମହୋତ୍ସବ ଆରମ୍ଭରୁ ବିବାଦକୁ ଆସିଥିଲେ । ହରିଶଙ୍କର ମହୋତ୍ସବ ସମୟରେ ମେଳା ପାଇଁ ଲକ୍ଷାଧିକ ଭକ୍ତଙ୍କ
Read More...

କୂଅ ଭିତରୁ ବଳଦ ଉଦ୍ଧାର କଲେ ଅଗ୍ନିଶମ ବାହିନୀ

ପାଟଣାଗଡ: ବଲାଙ୍ଗୀର ଜିଲ୍ଲା ପାଟଣାଗଡ଼ ଉପଖଣ୍ଡ ଖପ୍ରାଖୋଲ ବ୍ଲକ ଚଙ୍ଗରିଆ ପଞ୍ଚାୟତ ଅନ୍ତର୍ଗତ ରେଙ୍ଗାଲଜୁରୀ ଠାରେ ଏକ ବଳଦ ଅଳ୍ପକେ ମୃତ୍ୟୁ ମୁଖରୁ ବଞ୍ଚିପାରିଛି । ରଖେ ହରି ତ ମାରେ କିଏ ? । ରେଙ୍ଗାଲଜୁରୀ ଗାଁର ଧୂବଲ ବରିହା ନିଜ ବିଲରେ ଏକ ପକ୍କା କୁଅ ଖୋଲିଛନ୍ତି । ତେବେ କୂଅ ପାଖରେ
Read More...

ଇତିହାସ ରଚିଲା ଭାରତ, ପ୍ରଥମ ଥର ପାଇଁ ଥୋମାସ କପ ଚମ୍ପିଆନ ହେଲା

ନୂଆଦିଲ୍ଲୀ: ରବିବାର ଭାରତୀୟ ବ୍ୟାଡମିଣ୍ଟନ ପାଇଁ ଐତିହାସକ ଦିନ। ପ୍ରଥମ ଥର ଫାଇନାଲରେ ପ୍ରବେଶ କରିଥିବା ଭାରତୀୟ ଟିମ ଥୋମାସ କପ ଚାମ୍ପିୟନ ହୋଇଛି । ୧୪ ଥରର ଚାମ୍ପିୟନ ଇଣ୍ଡୋନେସିଆକୁ ହରାଇ ଟାଇଟଲ ଜିତିବା ସହ ଇତିହାସ ରଚିଛି ଭାରତୀୟ ବ୍ୟାଡମିଣ୍ଟନ ଟିମ। ଟାଇଟଲ ମୁକାବିଲାରେ ଭାରତ
Read More...

୩୨ ପ୍ରହର ବିଶାଳ ପଞ୍ଚ ମହାଯଜ୍ଞ ଉଦଯାପିତ

ଘୁ ଉଦୟଗିରି: କନ୍ଧମାଳ ଜିଲ୍ଲା ଘୁ.ଉଦୟଗିରି ବ୍ଲକ ମାଲିକା ପଡ଼ି ପଞ୍ଚାୟତ ପାଙ୍ଗାନାଜୁ ଗ୍ରାମ ଶ୍ରୀ ଶ୍ରୀ ଶ୍ରୀ ସେଶିବାଲି ମଠ ପ୍ରାଙ୍ଗଣରେ ଗତ ୯ ତାରିଖଠାରୁ ଆରମ୍ଭ ହୋଇଥିବା ପଞ୍ଚାୟତସ୍ତରୀୟ ବିଶାଳ ୩୨ ପ୍ରହର ପଞ୍ଚ ମହାଯଜ୍ଞ ଆଜି ଉଦଯାପିତ ହୋଇଯାଇଛି । ସୂଚନା ଅନୁଯାୟୀ ଗତ ୯ ତାରିଖରେ
Read More...

ସମୂହ ଶିଳା ସ୍ଥାପନ ଉତ୍ସବରେ ଯୋଗଦେଲେ ବ୍ରହ୍ମପୁର ସାଂସଦ

ଗଜପତି,୧୫/୫- ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ଠାରେ ନୂତନ ଭାବେ ନିର୍ମାଣ କାର୍ଯ୍ୟ ଚାଲିଥିବା ଶ୍ରୀଜଗନ୍ନାଥ ମନ୍ଦିରର ପୁନାଦିରେ ସମୂହ ଶିଳାସ୍ଥାପନ ଉତ୍ସବର ଦ୍ୱିତୀୟ ଦିନରେ ଯୋଗ ଦେଲେ ବ୍ରହ୍ମପୁର ସାଂସଦ ଚନ୍ଦ୍ର ଶେଖର ସାହୁ । ପ୍ରଥମେ ଠାକୁରଙ୍କ ଦର୍ଶନ କରିବା ପରେ
Read More...

ଦୀର୍ଘଦିନର ନିରବତା ପରେ ପୁଣି ଲାଗିଲା ମାଓ ବ୍ୟାନର, ଜବତକଲା ଲାଠୋର ପୁଲିସ

ପାଟଣାଗଡ,୧୫/୫- ପାଟଣାଗଡ ଉପଖଣ୍ଡ ଖପ୍ରାଖୋଲ ବ୍ଲକ୍‌ ଲାଠୋର ଥାନା ଅନ୍ତର୍ଗତ ପୁଟୁକେଲଚୁଆ ଓ ଘୁନୁସର ମଝିରେ ଥିବା ବଜାର ପେଣ୍ଡାଲ ଠାରେ ପୃଥକ ପୃଥକ ସ୍ଥାନରେ ଦୁଇଟି ମାଓବାଦୀ ବ୍ୟାନର ହିନ୍ଦୀ ଓ ଓଡିଆ ଭାଷାରେ ଲେଖା ହୋଇଥିବ ଦେଖିବାକୁ ମିଳିଛି । ଆଜି ଘୁନୁସର ବଜାର ହୋଇଥିବା ବେଳେ ବଜାରକୁ
Read More...

ଦ.ଆଫ୍ରିକା ବିପକ୍ଷ ସିରିଜରେ ସବୁ ସିନିୟର ଖେଳାଳିଙ୍କୁ ମିଳିବ ବିଶ୍ରାମ, ଅଧିନାୟକ ରେସ୍‌ରେ ଏହି ଦୁଇ ଖେଳାଳି

ନୂଆଦିଲ୍ଲୀ : ଜୁଲାଇରେ ଭାରତୀୟ କ୍ରିକେଟ୍‌ ଦଳର ଇଂଲଣ୍ଡ ଗସ୍ତକୁ ଦୃଷ୍ଟିରେ ରଖି ଅଧିନାୟକ ରୋହିତ ଶର୍ମା ଏବଂ କେ.ଏଲ୍‌ ରାହୁଲଙ୍କ ସମେତ ଅନେକ ବରିଷ୍ଠ ଖେଳାଳି ଦକ୍ଷିଣ ଆଫ୍ରିକା ବିପକ୍ଷ ଆଗାମୀ ପାଞ୍ଚ ମ୍ୟାଚ୍‌ ବିଶିଷ୍ଟ ଟି -୨୦ ଅନ୍ତର୍ଜାତୀୟ ସିରିଜରୁ ବିଶ୍ରାମ ପାଇବେ । ଏହି ଦୁଇ
Read More...

ବଡଭାଇକୁ ହତ୍ୟା କଲା ସାଇଭାଇ

ଭବାନୀପାଟଣା: ସଂପର୍କୀୟ ବଡଭାଇକୁ ଟାଙ୍ଗିଆରେ ହାଣି ହତ୍ୟା କରିଛି ସାନଭାଇ । ପତ୍ନୀକୁ ଅସଦାଚରଣ କରିବାରୁ ସାନଭାଇ ବଡଭାଇକୁ ହତ୍ୟା କରିଥିବା ସୂଚନା ମିଳିଛି । ଏଭଳି ନୃଶଂସ ହତ୍ୟାକାଣ୍ଡ ଦେଖିବାକୁ ମିଳିଛି ସଦରଥାନା କର୍ଲାପଡା ଫାଣ୍ଡି ପଣ୍ଡିଗାଁରେ । ଘଟଣାସ୍ଥଳରେ ପୋଲିସ୍‌ ପହଞ୍ଚି ଘଟଣାର
Read More...