Yearly Archives

2022

ବ୍ରଜରାଜନଗରର ବିଜେପି ପ୍ରାର୍ଥୀ ହେଲେ ରାଧାରାଣୀ ପଣ୍ଡା

ଭୁବନେଶ୍ୱର ୦୮।୦୫ : ବିଜେପି ପ୍ରାର୍ଥୀ ରାଧାରାଣୀ ପଣ୍ଡା । ବ୍ରଜରାଜନଗର ଉପନିର୍ବାଚନ ପାଇଁ ବିଜେପି ତରଫରୁ ପ୍ରାର୍ଥୀ ଭାବେ ରାଧାରାଣୀ ପଣ୍ଡାଙ୍କ ନାମ ଘୋଷଣା ହୋଇଛି । ବ୍ରଜରାଜନଗରର ପୂର୍ବତନ ବିଧାୟିକା ଥିଲେ ରାଧାରାଣୀ ପଣ୍ଡା । ଖବର ଅନୁଯାୟୀ, ବିଧାୟକ ତଥା ପୂର୍ବତନ ମନ୍ତ୍ରୀ
Read More...

ଗାଧୋଇବାକୁ ଯାଇ ପୁଅ ନିଖୋଜ ଅଭିଯୋଗ

ଦଶପଲ୍ଲା,୮/୫:- ବାଣୀଗୋଛା ଥାନା ଅନ୍ତର୍ଗତ ଫାଲପାଜୁ ଗ୍ରାମର ବୀରସେନ କହଁରଙ୍କ ପୁଅ ବିକ୍ରମ କହଁର (୨୧) ଘରୁ ଗାଧୋଇବାକୁ ଯାଇ ନିଖୋଜ ଥିବା ବାଣୀଗୋଛା ଥାନାରେ ଅଭିଯୋଗ ହୋଇଛି । ମିଳିଥିବା ଅନୁଯାୟୀ , ସୂଚନା ମୁତାବକ ଗତ ଏପ୍ରିଲ ୨୪ ତାରିଖ ଦିନ ବିକ୍ରମ ଘରେ ମୋବାଇଲ ଦେଖୁଥିଲେ । ଏହି
Read More...

କେବେ ଧରାପଡିବେ ନକଲି ଶିକ୍ଷକ ?

ଦଶପଲ୍ଲା,୮/୫:- ରାଜ୍ୟ ଶିକ୍ଷା ବିଭାଗ ଅଧୀନରେ ବିଭିନ୍ନ କ୍ଷେତ୍ରରେ ଜାଲ୍‌ ପ୍ରମାଣପତ୍ର ଦେଇ ଅନେକ ଶିକ୍ଷକ କାର୍ଯ୍ୟରେ ଯୋଗଦେଇଥିବା ସୂଚନା ମିଳିବାପରେ ୨୦୧୯ରେ ବିଦ୍ୟାଳୟ ଏବଂ ଗଣଶିକ୍ଷା ବିଭାଗ ତରଫରୁ ଶିକ୍ଷକମାନଙ୍କ ଶିକ୍ଷାଗତ ପ୍ରମାଣପତ୍ର ଯାଞ୍ଚ କରି ନକଲି ଶିକ୍ଷକଙ୍କୁ ଠାବ
Read More...

ଓଡ଼ିଶା ହାଇକୋର୍ଟ ଜଜ ଅରିନ୍ଦମ ସିହ୍ନାଙ୍କ ସମ୍ବଲପୁର ଗସ୍ତ

ସମ୍ବଲପୁର : ଓଡ଼ିଶା ହାଇକୋର୍ଟ ଜଜ ଅରିନ୍ଦମ ସିହ୍ନା ସମ୍ବଲପୁର ଗସ୍ତରେ ଆସି ଜିଲ୍ଲା ଓକିଲ ସଂଘର ତଦାରଖ କରିଛନ୍ତି । ହାଇକୋର୍ଟ ପକ୍ଷରୁ ତାଙ୍କୁ ସମ୍ବଲପୁର ଜିଲ୍ଲା ପ୍ରଭାରୀ ଦାୟିତ୍ୱ ଦିଆଯାଇଛି । ଏହି ସଂକ୍ରାନ୍ତରେ ସେ ଏଠାକାର ଓକିଲମାନଙ୍କ ସହିତ ମିଶି ଆଲୋଚନା କରିଥିଲେ । ସମ୍ବଲପୁର
Read More...

ଶନିଦେବଙ୍କ ବର୍ଣ୍ଣାଢ଼୍ୟ ତୋରଣର ଶୁଭ ଉଦଘାଟନ କଲେ ସମାଜସେବୀ ଶ୍ରୀହରି ନାୟକ

ଦଶପଲ୍ଲା : ଦଶପଲ୍ଲାର ଜଣାଶୁଣା ସମାଜସେବୀ ଶ୍ରୀହରି ନାୟକଙ୍କ କରକମଳରେ କନ୍ଧମାଳ ଜିଲ୍ଲା ଚକାପାଦ ବ୍ଲକ ବ୍ରାହ୍ମଣପାଦ ଗ୍ରାମ ପଞ୍ଚାୟତର ବେହେରାଗଡ଼ ଠାରେ ପ୍ରଭୁ ଶ୍ରୀ ଶନିଶ୍ଚର ଦେବଙ୍କ ମନ୍ଦିରରେ ପ୍ରବେଶ ଦ୍ୱାରର ଆଜି ଶୁଭ ଉଦଘାଟନ ହୋଇଯାଇଛି । ଏହି ପ୍ରବେଶ ଦ୍ୱାର ବିଶିଷ୍ଟ ସମାଜସେବୀ
Read More...

ଦଶପଲ୍ଲାରୁ ନାବାଳିକା ଉଦ୍ଧାର

ଦଶପଲ୍ଲା : ନୟାଗଡ଼ ଜିଲ୍ଲା ଦଶପଲ୍ଲା ଅଞ୍ଚଳରୁ ଶନିବାର ଜଣେ ନାବାଳିକାକୁ ଉଦ୍ଧାର କରାଯାଇଛି । ନାବାଳିକା ଘର ଝାରସୁଗୁଡ଼ା ଜିଲ୍ଲା ହୋଇଥିବାବେଳେ ଦଶପଲ୍ଲା ମୋଚିସାହି ବିକ୍ରମ ବେହେରା ତାଙ୍କୁ ନେଇ ଆସି ବିବାହ ଉଦ୍ୟମରେ ଥିଲେ । ବିକ୍ରମ ସୋନପୁରର ଏକ ସୋଫା ଦୋକାନରେ କାମ କରନ୍ତି । ସେ ଜଣେ
Read More...

ସମ୍ବଲପୁରରେ ବିଶ୍ୱ ରେଡକ୍ରସ ଦିବସ ପାଳିତ

ସମ୍ବଲପୁର: ଆଜି ସମଗ୍ର ବିଶ୍ୱରେ ରେଡକ୍ରସ ଦିବସ ଶ୍ରଦ୍ଧା ସହକାରେ ପାଳନ କରାଯାଉଛି । ପ୍ରକୃତରେ ଆଜି ହେଉଛି ମହାନ ମାନବତାବାଦୀ ଜୀନ ହେନରୀ ଦୁନାଣ୍ଟଙ୍କ ଜନ୍ମଦିନ, ଯିଏକି ଏହି ବିଶ୍ୱ ସ୍ତରୀୟ ସ୍ୱେଚ୍ଛାସେବୀ ସଂଗଠନ ରେଡକ୍ରସ ସୋସାଇଟି ସ୍ଥାପନା କରିଥିଲେ । ତାଙ୍କୁ ସ୍ମରଣ କରି ପ୍ରତିବର୍ଷ
Read More...

ବାତ୍ୟାରେ ପରିଣତ ହେଲା ଅବପାତ, ପୁରୀଠାରୁ ୧୦୩୦ କି.ମି ଦୂରରେ ଅଛି ଅସାନି

ଭୁବନେଶ୍ୱର : ବଙ୍ଗୋପସାଗରରେ ସୃଷ୍ଟି ହେଲା ବାତ୍ୟା ଅସାନି। ଗଭୀର ଅବପାତ ଏବେ ବାତ୍ୟାର ରୂପ ନେଇଛି । ଏହା ଏବେ ପୁରୀରୁ ୧୦୩୦ କିମି ଦୂରରେ କେନ୍ଦ୍ରୀଭୂତ ହୋଇଛି । ଏହି ସୂଚନା ଦେଇଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର। ତେବେ ମିଳିଥିବା ତଥ୍ୟ ଅନୁସାରେ, ବାତ୍ୟା ସମୁଦ୍ରରେ ପଳାଇବ।
Read More...

ଜିଲ୍ଲାସ୍ତରୀୟ ବୁଦ୍ଧ ଜୟନ୍ତୀ ପାଇଁ ପ୍ରସ୍ତୁତି ବୈଠକ, ଗାଁ ଠାରୁ ସହର ଯାଏ ଉତ୍ସବ ପାଳନ ପାଇଁ ଜିଲ୍ଲାପାଳଙ୍କ ନିବେଦନ

ବୌଦ୍ଧ : ପରମ କାରୁଣିକ ଭଗବାନ ବୁଦ୍ଧଙ୍କ ନାମରେ ନାମିତ ବୌଦ୍ଧଜିଲାରେ ମହାସମାରୋହରେ ବୁଦ୍ଧ ଜୟନ୍ତୀ ପାଳନ ପାଇଁ ଏକ ପ୍ରସ୍ତୁତି ବୈଠକ ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷଠାରେ ଅନୁଷ୍ଠିତ ହୋଇଯାଇଛି । ଜିଲ୍ଲାପାଳ ଲଲାଟେନ୍ଦୁ ମିଶ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ବୈଠକରେ ଆଗାମୀ ବୁଦ୍ଧ
Read More...

ସମ୍ଭାବ୍ୟ ବାତ୍ୟାକୁ ନେଇ ଜିଲ୍ଲା ପ୍ରଶାସନ ପ୍ରସ୍ତୁତ

ପୁରୀ:ବଙ୍ଗୋପ ସାଗର ଅଞ୍ଚଳରେ ସୃଷ୍ଟ ବାତ୍ୟାକୁ ନେଇ ଜିଲ୍ଲା ପ୍ରଶାସନ ପ୍ରସ୍ତୁତ ରହିଛି । ଜିଲ୍ଲାପାଳ ଶ୍ରୀ ସମର୍ଥ ବର୍ମାଙ୍କ ଅଧ୍ୟକ୍ଷତାରେ ଭର୍ଚ୍ୟୁଆଲ ମାଧ୍ୟମରେ ସମସ୍ତ ବିଭାଗୀୟ ଅଧିକାରୀ ମାନଙ୍କୁ ନେଇ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଛି । ବିଭିନ୍ନ ବ୍ଲକରେ ସଂପୃକ୍ତ ବିଡିଓ,
Read More...