Yearly Archives

2022

ତୁରେକେଲା ବ୍ଳକ ସ୍ତରରେ ବିଶ୍ୱ ରେଡ଼କ୍ରସ ଦିବସ ପାଳିତ

କଣ୍ଟାବାଞ୍ଜି: ତୁରେକେଲା ବ୍ଳକ ଅନ୍ତର୍ଗତ ଉନ୍ନୀତ ଉଚ୍ଚ ବିଦ୍ୟାଳୟ ଭାଲୁକୁନାଠାରେ ବିଶ୍ୱ ରେଡ଼କ୍ରସ ଦିବସ ପାଳିତ ହୋଇଯାଇଛି । ସର୍ବପ୍ରଥମେ ବିଦ୍ୟାଳୟର ଛାତ୍ରଛାତ୍ରୀ, ଶିକ୍ଷକ ଶିକ୍ଷୟିତ୍ରୀ ତଥା ଜୁନିୟର ରେଡ଼କ୍ରସ ପରାମର୍ଶ ଦାତା ମାନଙ୍କ ଉପସ୍ଥିତିରେ ରେଡ଼କ୍ରସ ପତାକା ଉତ୍ତୋଳନ…
Read More...

ପ୍ରତିଶ୍ରୁତି ରଖିଲେ ସରପଞ୍ଚ, ୫ବର୍ଷ ପରେ ନିଜ ପଞ୍ଚାୟତ କାର୍ଯ୍ୟାଳୟରେ ଚାଉଳ ପାଇଲେ ହିତାଧିକାରୀ

ପାଟଣାଗଡ଼ : ପାଟଣାଗଡ଼ ଉପଖଣ୍ଡ ଖପ୍ରାଖୋଲ ବ୍ଳକର ବାଘ ମୁଣ୍ଡ ପଞ୍ଚାୟତଠାରୁ ଚଙ୍ଗରିଆ ନୂତନ ପଞ୍ଚାୟତ ଗଠନ ହେବାର ୫ ବର୍ଷ ବିତିଯାଇଥିଲେ ମଧ୍ୟ ଚଙ୍ଗରିଆ ପଞ୍ଚାୟତରେ ହିତାଧିକାରୀ ରାସନ୍‌ ସାମଗ୍ରୀ ବଣ୍ଟନ କରିବା ବ୍ୟବସ୍ଥା ନଥିବା ଯୋଗୁଁ ଚାଉଳ,ଗହମ ଆଦି ରାସନ୍‌ ସାମଗ୍ରୀ ପାଇଁ ବାଘୁମୁଣ୍ଡା…
Read More...

ବିଶ୍ୱ ରେଡ଼କ୍ରସ ଦିବସ ପାଳନ ଅବସରରେ ରକ୍ତଦାନ ଶିବିର

ନବରଙ୍ଗପୁର : ଜିଲ୍ଲାସ୍ତରୀୟ ବିଶ୍ୱ ରେଡ଼କ୍ରସ ଦିବସ ଆଜି ନବରଙ୍ଗପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ପାଳନ କରାଯାଇଛି । ଏହି ଅବସରରେ ନବରଙ୍ଗପୁର ଜିଲ୍ଲାପାଳ ଡ଼ଃ କମଳ ଲୋଚନ ମିଶ୍ରଙ୍କ ଦ୍ୱାରା ବିଶ୍ୱ ରେଡ଼କ୍ରସର ପତିଷ୍ଠାତା ହେନେରୀ ଡୁନାଣ୍ଟଙ୍କ ଫଟୋ ଚିତ୍ରରେ ପୂଜ୍ୟ ପୂଜା ପୂର୍ବକ…
Read More...

ପୁଣି ଜୋରଦାର ହେବ ହେଲମେଟ ଚେକିଂ

ଭୁବନେଶ୍ୱର : ବିନା ହେଲମେଟରେ ଗାଡି ଚଳାଉଥିଲେ ସାବଧାନ । ଏଥର ଆଉ ମାଫ୍‌ ନାହିଁ । ରାଜ୍ୟ ସରକାରଙ୍କ ସଡକ ପରିବହନ ଆୟୁକ୍ତଙ୍କ ପକ୍ଷରୁ ଏନେଇ ଜାରି ହୋଇଛି ନିର୍ଦ୍ଦେଶନାମା । ପରିବହନ ବିଭାଗ ପକ୍ଷରୁ ଏନେଇ ସମସ୍ତ ଆରଟିଓଙ୍କୁ ଚିଠି କରାଯାଇଛି । ଆସନ୍ତା ୧୫ ତାରିଖରୁ ରାଜ୍ୟର ସମସ୍ତ ଜାତୀୟ…
Read More...

ବିଶ୍ୱ ରେଡକ୍ରସ ଦିବସ ପାଳିତ

ପୁରୀ-ବିଶ୍ୱ ରେଡକ୍ରସ ଦିବସ ପାଳିତ ହୋଇଛି । ଜିଲ୍ଲା ରେଡକ୍ରସ ସମିତି ଆନୁକୂଲ୍ୟରେ ଏହି ଦିବସ ପାଳନ କରାଯାଇଛି । ଅତିରିକ୍ତ ଜିଲ୍ଲାପାଳ ପ୍ରଦୀପ କୁମାର ସାହୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ପରିସରରେ ରେଡକ୍ରସ ପତାକା ଉତ୍ତୋଳନ କରିଥିଲେ । ଏହାପରେ ଜିଲ୍ଲା ଶିକ୍ଷା ଓ ପ୍ରଶିକ୍ଷଣ ପ୍ରତିଷ୍ଠାନ…
Read More...

ଦିଲ୍ଲୀ ଗସ୍ତରେ ରାଜ୍ୟ କଂଗ୍ରେସ ନେତା

ଭୁବନେଶ୍ୱର: ଦଳୀୟ ହାଇକମାଣ୍ଡଙ୍କ ଡାକରାରେ ଦିଲ୍ଲୀ ଗସ୍ତରେ ଯାଇଛନ୍ତି କଂଗ୍ରେସର ଏକାଧିକ ନେତା । ଏହି ତାଲିକାରେ ଅଛନ୍ତି ଶରତ ପଟ୍ଟନାୟକ, ବିଧାୟକ ମହମ୍ମଦ ମୋକିମ, ସୁରେଶ ରାଉତରାୟ, ସନ୍ତୋଷ ସିଂହ ସାଲୁଜା, ରାଜନ ଏକ୍କା, ରମେଶ ଜେନା, ପୂର୍ବତନ ପିସିସି ସଭାପତି ଜୟଦେବ ଜେନା ଓ…
Read More...

ଲଣ୍ଡା ହେଲେ ଅଭିନେତା ଚନ୍ଦନ କର

ବର୍ତ୍ତମାନ ସମୟରେ ଓଡ଼ିଆ ଚଳଚ୍ଚିତ୍ର ନିଜର ଅସ୍ତିତ୍ୱ ହରାଇବାକୁ ବସିଲାଣି ଓ ଅନେକ ସିନେମା ହଲ୍‌ଗୁଡ଼ିକ ବନ୍ଦ ହେବାକୁ ବସିଲାଣି । ଚଳଚ୍ଚିତ୍ର ଜଗତକୁ ପୂର୍ବଭଳି ଉଜ୍ଜୀବିତ କରିବାକୁ ଅଣ୍ଟା ଭିଡ଼ିଛନ୍ତି ଚନ୍ଦନ କର । ଚିରାଚରିତ ଲଭ୍, ରୋମାନ୍ସ୍ ଭଳି ସିନେମାଠାରୁ ଦୂରେଇ ଓଡ଼ିଶାର…
Read More...

ଆଇପିଏଲ ଛାଡି ଘରକୁ ଫେରିଲେ ହେଟମେୟର, ଜାଣନ୍ତୁ କାହିଁକି

ମୁମ୍ବାଇ : ଆଇପିଏଲ ୨୦୨୨ରେ ଭଲ ପ୍ରଦର୍ଶନ ଜାରି ରଖିଥିବା ରାଜସ୍ଥାନ ରୟାଲ୍ସ ପାଇଁ ଏକ ଖରାପ ଖବର ସାମ୍ନାକୁ ଆସିଛି । ଦଳର ଷ୍ଟାର ବ୍ୟାଟ୍ସମ୍ୟାନ ଶିମ୍ରନ୍‌ ହେଟମିୟର ଆଗାମୀ କିଛି ମ୍ୟାଚ ଖେଳିପାରିବେ ନାହିଁ । କାରଣରୁ ତାଙ୍କ ପତ୍ନୀ ପ୍ରଥମ ସନ୍ତାନ ଜନ୍ମ ଦେବାକୁ ଯାଉଛନ୍ତି । ଏହି ଶୁଭ…
Read More...

ମାତୃ ଦିବସ ଅବସରରେ ବାଲୁକା କଳା

ପୁରୀ:ଆନ୍ତର୍ଜାତିକ ବାଲୁକା ଶିଳ୍ପୀ ମାନସ କୁମାର ସାହୁ ପୁରୀର ଲାଇଟ ହାଉସ ବେଳାଭୂମିରେ ମାତୃ ଦିବସ ଉପଲକ୍ଷେ ବାଲୁକା କଳା ନିର୍ମାଣ କରିଛନ୍ତି । ଏଥିରେ ସେ ମା ଏବଂ ତାର ସନ୍ତାନର ଚିତ୍ରଣ କରିବା ସହିତ ସେ ସମସ୍ତ ଜନସମାଜକୁ ମା'ର ସର୍ତ୍ତଶୂନ୍ୟ ଭଲପାଇବାକୁ କେହି ନ ଭୁଲିବା ପାଇଁ ଅନୁରୋଧ…
Read More...

ନୃସିଂହନାଥ ମଠରେ ଭାଗବତ ପାରାୟଣ

ଗଜପତି,୮/୫- ପାରଳାଖେମୁଣ୍ଡିସ୍ଥିତ ନୃସିଂହନାଥ ମଠ ମଇ ମାସ ୧ ତାରିଖ ଠାରୁ ୮ ତାରିଖ ପର୍ଯ୍ୟନ୍ତ ମହନ୍ତ ଶ୍ରୀନରୋତ୍ତମ ଦାସଜୀ ମହାରାଜଙ୍କ ୫ମ ବାର୍ଷିକ ସ୍ମରଣ ବ୍ରଜ ପାପ୍ତି ମହୋତ୍ସବ ଅବସରରେ ଭାଗବତ ପାରାୟଣ କାର୍ଯ୍ୟକ୍ରମ ଚାଲୁଅଛି । ଗତ ଅପ୍ରେଲ ୩୦ ତାରିଖ ସନ୍ଧ୍ୟାରେ କଳସ ଯାତ୍ରା…
Read More...