ଅଭୟଙ୍କୁ ମିଳିଲା ଏହି ନୂଆ ଦାୟିତ୍ୱ
ଭୁବନେଶ୍ୱର,୧୩/୪: ଓଡ଼ିଶାର ପୂର୍ବତନ ଡିଜିପି ଅଭୟଙ୍କୁ ମିଳିଛି ନୂଆ ନିଯୁକ୍ତି । ତାଙ୍କୁ ଓଡ଼ିଶା ଷ୍ଟାଫ୍ ସିଲେକ୍ସନ କମିଶନ ଅଧ୍ୟକ୍ଷ ଭାବେ ନିଯୁକ୍ତ କରାଯାଇଛି । ୫ ବର୍ଷ କିମ୍ବା ୬୨ ବର୍ଷ ବୟସ ହେଲା ପର୍ଯ୍ୟନ୍ତ ସେ ଏହି ଦାୟିତ୍ୱରେ ରହିବେ । ୨୦୨୧ ଡିସେମ୍ୱର ୩୧ ତାରିଖରେ ଡିଜିପି ଅଭୟ!-->…
Read More...
Read More...