Yearly Archives

2022

କେନ୍ଦୁପତ୍ର କର୍ମଚାରୀଙ୍କୁ ମିଳିଲା ସହାୟତା

ଭୁବନେଶ୍ୱର: କେନ୍ଦୁପତ୍ର କର୍ମଚାରୀଙ୍କୁ ମିଳିଲା ସହାୟତା । କେନ୍ଦୁପତ୍ର ତୋଳାଳି, ବନ୍ଧାଳୀ ଓ ସିଜନାଲ କର୍ମଚାରୀଙ୍କୁ ସହାୟତା ରାଶି ପ୍ରଦାନ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ତୋଳାଳିଙ୍କୁ ୧ ହଜାର ଟଙ୍କା ଓ ବନ୍ଧାଳି ଓ ସିଜନାଲ କର୍ମଚାରୀଙ୍କୁ ୧୫ ଶହ ଟଙ୍କା ଲେଖାଏଁ ସହାୟତା
Read More...

ଗଣମାଧ୍ୟମର ସୁରକ୍ଷା ପାଇଁ ଆଗାମୀ ଦିନରେ ରାଜରାସ୍ତାକୁ ଓଲ୍ଲାଇବ ରାଜ୍ୟ ସାମ୍ବାଦିକ ୟୁନିଅନ – ରାଜ୍ୟ ସଭାପତି

ବୌଦ୍ଧ,୨୭/୧୧ -ଗଣମାଧ୍ୟମ ଗଣତନ୍ତ୍ରର ଚତୁର୍ଥ ସ୍ତମ୍ଭ । ଏଥିରେ କର୍ମରତ ସାମ୍ବାଦିକମାନେ ସମାଜକୁ ଶୃଙ୍ଖଳିତ ଓ ସୁରକ୍ଷିତ ରଖିବା ପାଇଁ ଅନବରତ ପ୍ରୟାସ ଜାରି ରଖିଛନ୍ତି । ଅନ୍ୟପକ୍ଷରେ ରାଜ୍ୟ ସରକାର ସାମ୍ବାଦିକଙ୍କୁ ସୁରକ୍ଷା ଏବଂ ସହଯୋଗ ଯୋଗାଇଦେବାରେ ଅବହେଳା କରିବା ଗଣତନ୍ତ୍ର ପ୍ରତି
Read More...

ଏବିଭିପିର ବିଚାର ହେଉଛି କାର୍ଯ୍ୟକ୍ରମ ମାଧ୍ୟମରେ କାର୍ଯ୍ୟକର୍ତ୍ତାଙ୍କ ମଧ୍ୟରେ ସୃଜନଶୀଳତା ପରିପ୍ରକାଶ କରିବା –…

ଜୟପୁର, ଭୁବନେଶ୍ୱର: କାର୍ଯ୍ୟକ୍ରମ ମାଧ୍ୟମରେ କାର୍ଯ୍ୟକର୍ତ୍ତାଙ୍କ ମଧ୍ୟରେ ସୃଜନଶୀଳତା ପରିପ୍ରକାଶ କରିବା ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦ(ଏବିଭିପି)ର ମହାନ ବିଚାର ବୋଲି ରବିବାର ରାଜସ୍ଥାନର ଗୋଲାପୀ ସହର ଜୟପୁର ଠାରେ ୬୮ତମ ଏବିଭିପି ସମ୍ମିଳନୀରେ ଯୋଗଦେଇ କହିଛନ୍ତି କେନ୍ଦ୍ର ଶିକ୍ଷା,
Read More...

ଅଖିଳ ଭାରତୀୟ ସାହିତ୍ୟ ପରିଷଦର ଜିଲ୍ଲା ସମ୍ମିଳନୀ

ଫୁଲବାଣୀ :- ସ୍ଥାନୀୟ ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିର,ଫୁଲବାଣୀ ପରିସରରେ ଅଖିଳ ଭାରତୀୟ ସାହିତ୍ୟ ପରିଷଦର ଜିଲ୍ଲା ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି । ସଭାପତି ଡ଼ଃ ଚିତ୍ତରଞ୍ଜନ ମିଶ୍ରଙ୍କ ଅଧ୍ୟକ୍ଷତାରେ ଜିଲ୍ଲାର ସାହିତ୍ୟିକମାନେ ଯୋଗଦେଇ ସାହିତ୍ୟ ପରିଷଦର ମୁକ୍ତ ଆଲୋଚନାରେ ଭାଗ ନେଇଥିଲେ
Read More...

ମାଗଣା ସ୍ୱାସ୍ଥ୍ୟ ସେବା ଶିବିର ଓ ଔଷଧ ବଣ୍ଟନ

ଦଶପଲ୍ଲା,୨୭/୧୧ : - କନ୍ଧମାଳ ସାଂସଦ ଅଚ୍ୟୁତ ସାମନ୍ତଙ୍କ ନିର୍ଦ୍ଦେଶକ୍ରମେ ଦଶପଲ୍ଲା ବ୍ଳକ ଅନ୍ତର୍ଗତ ତୁମାଣ୍ଡି ହାଇସ୍କୁଲ ଠାରେ ଆଜି ମାଗଣା ସ୍ୱାସ୍ଥ୍ୟ ସେବା ଶିବିର ଓ ଔଷଧ ବଣ୍ଟନ କରାଯାଇଛି । କିମସ୍‌ ହସ୍ପିଟାଲ ବରିଷ୍ଠ ଓ ଅଭିଜ୍ଞ ଡାକ୍ତରଙ୍କ ଦ୍ୱାରା ଏହିସ୍ୱାସ୍ଥ୍ୟ ଶିବିର ପରିଚାଳିତ
Read More...

ବିଦ୍ୟାଳୟ ଚତୁଃପାର୍ଶ୍ୱ ସଫାକଲେ ସ୍କାଉଟ ଓ ସବୁଜ ବାହିନୀ ଛାତ୍ର ଛାତ୍ରୀ

ଦଶପଲ୍ଲା,୨୭/୧୧ : - ସ୍ୱଚ୍ଛତା ହିଁ ସେବା ଏଥିରେ ଅନୁପ୍ରାଣିତ ହୋଇ ଦଶପଲ୍ଲା ବ୍ଲକ ଦେଢ଼ସର୍‌ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ସ୍କାଉଟ ଓ ସବୁଜ ବାହିନୀ ଛାତ୍ରଛାତ୍ରୀ ମାନଙ୍କ ପକ୍ଷରୁ ଆରମ୍ଭ ହୋଇଛି ସଫେଇ କାର୍ଯ୍ୟକ୍ରମ । ଆଜି ବିଦ୍ୟାଳୟର ସ୍କାଉଟ୍‌ ଓ ସବୁଜ ବାହିନୀ ଛାତ୍ରଛାତ୍ରୀ
Read More...

ବେଳାଭୂମିରୁ ଯୁବତୀଙ୍କ ମୃତଦେହ ଉଦ୍ଧାର

ପୁରୀ : ପୁରୀ-କୋଣାର୍କ ମେରାଇନ୍‌ ଡ୍ରାଇଭ ରୋଡ ସ୍ଥିତ ବାଲିଗୁଆଳି ବେଳାଭୂମିରୁ ଜଣେ ଯୁବତୀଙ୍କ ମୃତଦେହକୁ ଉଦ୍ଧାର କରାଯାଇଛି । ମୃତ ଯୁବତୀଙ୍କ ପରିଚୟ ମିଳି ନଥିବା ବେଳେ ଖବର ପାଇ ଘଟଣାସ୍ଥଳରେ ମେରାଇନ୍‌ ଥାନା ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ମୃତ ଯୁବତୀ ଜଣକ ମୁହଁ ମାଡି
Read More...

କନ୍ଧମାଳ ସାଂସଦ ସାମନ୍ତଙ୍କ ମାଗଣା ସ୍ୱାସ୍ଥ୍ୟ ଶିବିର

ଫୁଲବାଣୀ,୨୭/୧୧ :- କରୋନା ମହାମାରୀର ଦୀର୍ଘ ଦୁଇ ବର୍ଷ ବ୍ୟବଧାନ ପରେ କନ୍ଧମାଳ ସାସଂଦ ଡଃ ଅଚ୍ୟୁତ ସାମନ୍ତଙ୍କ ନିର୍ଦ୍ଦେଶକ୍ରମେ କନ୍ଧମାଳ ସଂସଦୀୟ କ୍ଷେତ୍ରରେ ରହିଥିବା ୨୦ ଗୋଟି ବ୍ଲକ୍‌ର ପଞ୍ଚାୟତ ଗୃହ ଠାରେ ସାଂସଦ ସାମନ୍ତଙ୍କ ମାଗଣା ସ୍ୱାସ୍ଥ୍ୟ ଶିବିର କରାଯାଇଥିଲା । ଏହି
Read More...

ଶ୍ରୀମନ୍ଦିର ନାଟମଣ୍ଡପ ବିମରେ ଥିବା ଫାଟକୁ ଅନୁଧ୍ୟାନ କଲା ଏଏସ୍‌ଆଇ ଟିମ୍‌

ପୁରୀ : ଶ୍ରୀମନ୍ଦିର ନାଟମଣ୍ଡପ ବିମରେ ଥିବା ଫାଟ ଓ ଜଗମୋହନର ମରାମତି କାର୍ଯ୍ୟ ନେଇ ଆଜି ସ୍ଥିତି ଅନୁଧ୍ୟାନ କରିଛନ୍ତି ଏଏସଆଇର ବିଶେଷଜ୍ଞ ଟିମ୍‌ । ଆମିକସକ୍ୟୁରୀ ଏନ୍‌ କେ ମହାନ୍ତିଙ୍କ ସହ ଆଇଆଇଟି ଚେନ୍ନାଇର ପ୍ରଫେସର ଅରୁଣ ମେନନ୍‌, ଏଏସଆଇର ଅତିରିକ୍ତ ଡିଜି ଜାନଭି ଶର୍ମା, ଏଏସଆଇ
Read More...

ଶିଳ୍ପୋଦ୍ୟୋଗୀ ବିକାଶ ତାଲିମ କାର୍ଯ୍ୟକ୍ରମ ଉଦଘାଟିତ

ନବରଙ୍ଗପୁର,୨୭/୧୧- ନବରଙ୍ଗପୁର ସ୍ଥାନୀୟ ସାଇନ ଅନୁଷ୍ଠାନ ପକ୍ଷରୁ କୋଣାର୍କ ଆଈ.ଟି.ଆଈ. ପରିସରରେ ଭାରତ ସରକାରଙ୍କ 'ସଙ୍କଳ୍ପ' କାର୍ଯ୍ୟକ୍ରମ ଅନ୍ତର୍ଗତ ଶିଳ୍ପୋଦ୍ୟୋଗୀ ବିକାଶ ତାଲିମ କାର୍ଯ୍ୟକ୍ରମ ଉଦଘାଟିତ ହୋଇଯାଇଛି । ନିସବୋର୍ଡର ମିଳିତ ସହଯୋଗରେ ଆୟୋଜିତ ଏହି ସିଲେଇ ତାଲିମ
Read More...