Yearly Archives

2022

ବିଶ୍ୱକପ ହକି ନିମନ୍ତେ ସମ୍ବଲପୁର ଜିଲ୍ଲାରେ ବିଭିନ୍ନ କ୍ରୀଡା ପ୍ରତିଯୋଗିତା ପାଇଁ ପ୍ରସ୍ତୁତି ବୈଠକ

ସମ୍ବଲପୁର: ଆଗାମୀ ବର୍ଷ ଜାନୁଆରୀ ୧୩ରୁ ୨୯ ପର୍ଯ୍ୟନ୍ତ ଆମ ରାଜ୍ୟର ଭୁବନେଶ୍ୱର ଓ ରାଉରକେଲା ଠାରେ ହକି ବିଶ୍ୱକପ ଅନୁଷ୍ଠିତ ହେବ । ସେଥିପାଇଁ କ୍ରୀଡା ପ୍ରେମୀଙ୍କ ମଧ୍ୟରେ ଉତ୍ସାହ ଦେଖିବାକୁ ମିଳିଲାଣି । ହକି ବିଶ୍ୱକପ ପାଇଁ ରାଜ୍ୟରେ ହକି ଖେଳର ପ୍ରଚାର ପ୍ରସାର ସହ ଖେଳର ବାତାବରଣ
Read More...

ପୌର ପରିଷଦରେ ଡ୍ରେନ ନିର୍ମାଣ ନେଇ ସ୍ଥାୟୀ ଓ ନିରନ୍ତର ଲୋକ ଅଦାଲତର ପରାମର୍ଶ

ଫୁଲବାଣୀ:-କନ୍ଧମାଳ ଜିଲ୍ଲା ଫୁଲବାଣୀ ପୌରପରିଷଦର ସର୍କୁଲାର ରୋଡରେ ବହୁ ଅବ୍ୟବସ୍ଥାରେ ଡ୍ରେନ ନିର୍ମାଣ ହେଉଛି । କନ୍ଧମାଳ ଜିଲ୍ଲା ଓ ଫୁଲବାଣୀ ସହରର ବର୍ଦ୍ଧିତ ଜନସଂଖ୍ୟାକୁ ଦୃଷ୍ଟିରେ ରଖି ରାସ୍ତା ଚଉଡା ହେବା ଆବଶ୍ୟକ । ଟାଉନ ପ୍ଲାନିଂ ତଥ୍ୟ ଅନୁସାରେ ୬୬ଫୁଟ ରାସ୍ତା ରହିଛି ଏବଂ ଭିଜନ
Read More...

ଇ- ଶ୍ରମିକ ହିତାଧିକାରୀଙ୍କ ନିମନ୍ତେ ପ୍ରଶିକ୍ଷଣ ଶିବିର

ପାରଳାଖେମୁଣ୍ଡି : କାଶୀନଗର ବ୍ଳକ ସିଧାମଡଙ୍ଗ ପଞ୍ଚାୟତ ସମ୍ମିଳନୀ କକ୍ଷ ଠାରେ ଏକ ଇ-ଶ୍ରମିକ ହିତାଧିକାରୀଙ୍କ ପାଇଁ ପ୍ରଶିକ୍ଷଣ ଶିବିର ଦୁଇ ଦିନ ଧରି ଗଡସ ସ୍ୱେଚ୍ଛାସେବୀ ଅନୁଷ୍ଠାନ ଏବଂ କେନ୍ଦ୍ରୀୟ ଶ୍ରମିକ ଶିକ୍ଷା ବୋର୍ଡ ବ୍ରହ୍ମପୁରର ମିଳିତ ଆନୁକୂଲ୍ୟରେ ଆୟୋଜିତ ହୋଇଛି । ଏହି ଶିବିରରେ
Read More...

ପଦ୍ମଶ୍ରୀ ବାବା ବଳିଆଙ୍କ କର କମଳରେ ଉନ୍ମୋଚନ ହେଲା ସଙ୍ଗୀତ “ମୋ ଗଣିଆ’

ଦଶପଲ୍ଲା : - ଗଣିଆର ଐତିହ୍ୟ, ପରମ୍ପରା ଏବଂ ସଂସ୍କୃତିକୁ ନେଇ ବିକାଶ କୁମାରଙ୍କ ଦ୍ୱାରା ରଚିତ ତଥା ମଣିଭଦ୍ରା ଖବରର ପ୍ରଥମ ଅବଦାନ "ମୋ ଗଣିଆ' ସଙ୍ଗୀତ ଉନ୍ମୋଚିତ ହୋଇଯାଇଛି । ରଘୁନାଥ ଜୀଉ ମନ୍ଦିରରେ ଉନ୍ମୋଚନ ଉତ୍ସବରେ ପଦ୍ମଶ୍ରୀ ବାବା ବଳିଆ ଯୋଗଦେଇ ଆନୁଷ୍ଠାନିକ ଭାବେ ମୋ ଗଣିଆ
Read More...

ପୋଲିସ ଇନଫର୍ମର ସନ୍ଦେହରେ ହତ୍ୟା

ଧର୍ମଗଡ: ପୋଲିସ ଇନଫର୍ମର ସନ୍ଦେହରେ ଜଣକୁ ହତ୍ୟା କଲେ ଲାଲବାହିନୀ l କଳାହାଣ୍ଡି ଜିଲ୍ଲା ସଦରଥାନା ଯୁଗଶାଇପାଟଣା ଅଞ୍ଚଳ ତଳପଞ୍ଚକୁଲ ଗାଁ ର ଜଣେ ବ୍ୟକ୍ତିକୁ ରାତି ଅଧରେ ଘରୁ ଡାକି ନେଇ ହତ୍ୟା କଲେ ଲାଲବାହିନୀ l ଘଟଣା ସ୍ଥଳରେ ପୋଲିସ ପହଞ୍ଚି କମ୍ବିଂ ଜୋରଦାର କରିଥିବା ବେଳେ ପୋଲିସ
Read More...

ଓଡିଶାର ଦୀର୍ଘସ୍ଥାୟୀ ବିକାଶ ପାଇଁ ଜିଲ୍ଲାସ୍ତରୀୟ କର୍ମଶାଳା ଉଦଘାଟିତ

ସମ୍ବଲପୁର : ଓଡିଶାର ଦୀର୍ଘସ୍ଥାୟୀ ବିକାଶ ପାଇଁ ୨୦୩୦ ସୁଦ୍ଧା ଜାତିସଂଘ ଦ୍ୱାରା ନିର୍ଦ୍ଧାରିତ ୧୭ ଟି ଲକ୍ଷ୍ୟକୁ "ଦୀର୍ଘସ୍ଥାୟୀ ବିକାଶ ଲକ୍ଷ୍ୟ (ଏସଡିଜି ) କିପରି ହାସଲ କରିହେବ ସେ ନିମନ୍ତେ ରାଜ୍ୟ ସରକାର ଯୋଜନା ରଖିଛନ୍ତି । ଏହି ଲକ୍ଷ୍ୟ କିପରି ଜିଲ୍ଳା ସ୍ତରରୁ ହାସଲ କରାଯାଇ ପାରିବ
Read More...

ବିଧାନସଭା ଶୀତ ଅଧିବେଶନର ପ୍ରଥମ ଦିନରେ ଉଠିଲା ବୃତ୍ତଙ୍ଗ ଦାବି

ଦଶପଲ୍ଲା : ଗତକାଲି ଆରମ୍ଭ ହୋଇଛି ବିଧାନସଭାର ଶୀତ ଅଧିବେଶନ । ବିଧାନସଭା ଶୀତ ଅଧିବେଶନର ପ୍ରଥମ ଦିନରେ ଉଠିଛି ବୃତ୍ତଙ୍ଗ ଜଳସେଚନ ପ୍ରକଳ୍ପ ଦାବି । ନୟାଗଡ ଓ ଖୋର୍ଦ୍ଧା ଜିଲ୍ଲାର ଜୀବନରେଖା ତଥା ବହୁ ପ୍ରତିକ୍ଷୀତ ବୃତ୍ତଙ୍ଗ ଜଳସେଚନ ପ୍ରକଳ୍ପର ବର୍ତ୍ତମାନର ସ୍ଥିତି ସମ୍ପର୍କରେ ପ୍ରଶ୍ନ
Read More...

ଗନ୍ଧମାର୍ଦ୍ଦନ ପାହାଡ଼ରେ ପୋଲିସ ମାଓବାଦୀ ଗୁଳି ବିନିମୟ : ଦୁଇ କ୍ୟାଡର ମାଓବାଦୀ ମୃତ

ପାଟଣାଗଡ/ଖପ୍ରାଖୋଲ : ବଲାଙ୍ଗିର ଜିଲ୍ଲା ଖପ୍ରାଖୋଲ ବ୍ଲକ ଗନ୍ଧମାର୍ଦ୍ଦନ ପାହାଡ଼ ଉପରେ ଗୁରୁବାର ଭୋର ସକାଳେ ପୋଲିସ ଓ ମାଓବାଦୀ ମଧ୍ୟରେ ଗୁଳି ବିନିମୟ ହୋଇଥିବା ବେଳେ ଦୁଇ କ୍ୟାଡ଼ର ମାଓବାଦୀ ନିହତ ହୋଇଥିବା ଜଣାଯାଇଛି । ସୂଚନା ଅନୁସାରେ ଡିଭିଏଫ ଓ ଏସଓଜି ମିଳିତ ଭବେ ବୁଧବାର ରାତିରୁ
Read More...

ଦୁଇଟି ବାଇକ୍‌ ଓ ସାଇକେଲକୁ ଜାଲି ଦେଲେ ଦୁର୍ବୃତ୍ତ

ପୁରୀ : ପୁରୀରେ ବିଳମ୍ୱିତ ରାତିରେ ଦୂର୍ବୃତ୍ତଙ୍କ ଆତଙ୍କରାଜ । ପୁରୀ ସଦର ଥାନା ଅନ୍ତର୍ଗତ ନୀଳଚକ୍ର ନଗରରେ ଦୁଇଟି ବାଇକ ଓ ସାଇକେଲରେ ପେଟ୍ରୋଲ ଢ଼ାଳି ଲଗାଇଦେଲେ ନିଆଁ ।ବୁଧବାର ବିଳମ୍ବିତ ରାତିରେ ଘଟିଛି ଏହି ଘଟଣା । ନୀଳଚକ୍ର ନଗରର ସଞ୍ଜୟ କୁମାର ଦାସଙ୍କ ବାଇକ ଓ ସାଇକେଲରେ ଦୁର୍ବୃତ୍ତ
Read More...

ହୋଟେଲରୁ ପର୍ଯ୍ୟଟକ ନିଖୋଜ

ପୁରୀ : ହୋଟେଲରୁ ପର୍ଯ୍ୟଟକ ନିଖୋଜ । ପୁରୀ ସମୁଦ୍ର କୂଳ ଥାନା ଚକ୍ରତୀର୍ଥ ରୋଡରେ ଥିବା ହୋଟେଲ ଶାନ୍ତି ପ୍ୟାଲେସରୁ ଜଣେ ୧୮ ବର୍ଷୀୟା ଯୁବତୀ ନିଖୋଜ ହୋଇଥିବା ନେଇ ଥାନାରେ ଅଭିଯୋଗ ହୋଇଛି । ବୁଧବାର ସକାଳେ ଯୁବତୀ ଜଣକ ହୋଟେଲ ବାହାରକୁ ଆସିଥିବା ବେଳେ ଆଉ ରୁମକୁ ଫେରିନଥିବା ଅଭିଯୋଗ ହୋଇଛି
Read More...