Yearly Archives

2022

ସରିଲା ଚତୁର୍ଥ ଦିନର ଜିଲ୍ଲା ପରିଷଦ ପ୍ରାର୍ଥୀଙ୍କ ନାମାଙ୍କନ ପତ୍ର ଦାଖଲ

ବାଲିଗୁଡ଼ା: ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ପାଇଁ ରାଜ୍ୟ ରାଜନୀତି ସରଗରମ । କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ଉପଜିଲ୍ଲାପାଳ କାର୍ଯ୍ୟାଳୟରେ ଆଜି ଚତୁର୍ଥ ଦିନରେ ମୋଟ ୧୫ ଜଣ ଜିଲ୍ଲା ପରିଷଦ ପ୍ରାର୍ଥୀ ନାମାଙ୍କନ ପତ୍ର ଦାଖଲ କରିଛନ୍ତି । ବିଜେପି ପକ୍ଷରୁ ମୋଟ ୧୨ ଜଣ ଜିଲ୍ଲା ପରିଷଦ
Read More...

ଜାତୀୟ ମତଦାତା ଦିବସ ପାଳନ ପ୍ରସ୍ତୁତି ବୈଠକ

ପୁରୀ: ଜିଲ୍ଲା ସ୍ତରୀୟ ଜାତୀୟ ମତଦାତା ଦିବସ ପାଳନ ନିମନ୍ତେ ପ୍ରସ୍ତୁତି ବୈଠକ ଉପ ଜିଲ୍ଲାପାଳ ଭବତାରଣ ସାହୁଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଛି । ଆସନ୍ତା ୨୫ ତାରିଖ ଦିନ ୧୨ତମ ଜାତୀୟ ମତଦାତା ଦିବସ କୋଭିଡ କଟକଣା ମଧ୍ୟରେ ଉପ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟସ୍ଥିତ ସମ୍ମିଳନୀ କକ୍ଷରେ ପାଳିତ
Read More...

ଆଇସିସି ଦିନିକିଆ ଦଳରେ ଭାରତୀୟ ଖେଳାଳିଙ୍କୁ ମିଳିଲାନି ସ୍ଥାନ

ନୂଆଦିଲ୍ଲୀ : ବର୍ଷ ୨୦୨୧ ପାଇଁ ଦିନିକିଆ ଦଳ ଘୋଷଣା କରିଛି ଇଣ୍ଟରନେସନାଲ କ୍ରିକେଟ କାଉନସିଲ୍‌ (ଆଇସିସି) । ତେବେ ଆଶ୍ଚର୍ଯ୍ୟର ବିଷୟ ହେଉଛି ଯେ ଘୋଷିତ ଦଳରେ ଜଣେ ବି ଭାରତୀୟ ଖେଳାଳି ନାହାନ୍ତି । ଦଳରେ ପାକିସ୍ତାନର ବାବର ଆଜମ୍‌ ଅଧିନାୟକ ହୋଇଛନ୍ତି । ବାବରଙ୍କ ସହିତ ଆଉ ଜଣେ
Read More...

ସୁବର୍ଣ୍ଣପୁର ଜିଲ୍ଲାରେ ଆଜି ବିଭିନ୍ନ ପଦବୀପାଇଁ ବହୁ ସଂଖ୍ୟାରେ ନାମାଙ୍କନ ପତ୍ର ଦାଖଲ

ସୁବର୍ଣ୍ଣପୁର,୨୦/୧- ତ୍ରିସ୍ତରୀୟ ପଞ୍ଚାୟତିରାଜ ନିର୍ବାଚନ ପାଇଁ ସୁବର୍ଣ୍ଣପୁର ଜିଲ୍ଲାରେ ଆଜି ଚତୁର୍ଥ ଦିନରେ ନାମାଙ୍କନପତ୍ର ଦାଖଲ ପ୍ରକ୍ରିୟା ଚାଲୁରହିଛି ଓ ୧୭ ତାରିଖରୁ ୨୧ ତାରିଖ ଯାଏଁ ୱାର୍ଡମେମ୍ବର, ସରପଞ୍ଚ, ସମିତିସଭ୍‌ଯ, ଜିଲ୍ଲାପରିଷଦ ପ୍ରାର୍ଥୀମାନେ ତ୍ରିସ୍ତରୀୟ ପଞ୍ଚାୟତ
Read More...

୨୫ରୁ କଟକରେ ଅନ୍ତର୍ଜାତୀୟ ବ୍ୟାଡମିଣ୍ଟନ ଟୁର୍ଣ୍ଣାମେଣ୍ଟ

ଭୁବନେଶ୍ୱର : ଓଡ଼ିଶାର କ୍ରୀଡ଼ାପ୍ରେମୀଙ୍କ ପାଇଁ ଖୁସି ଖବର । ଆସନ୍ତା ୨୫ ତାରିଖରୁ ଓଡ଼ିଶାରେ ଆରମ୍ଭ ହେବ ଅନ୍ତର୍ଜାତୀୟ ବ୍ୟାଡମିଣ୍ଟନ ଟୁର୍ଣ୍ଣାମେଣ୍ଟ । ପ୍ରଥମ ଥର ପାଇଁ ଓଡିଶାରେ ଏଭଳି ଏକ ମେଗା ବ୍ୟାଡମିଣ୍ଟନ ଇଭେଣ୍ଟ ଅନୁଷ୍ଠିତ ହେଉଛି । ୨୫ରୁ କଟକର ଜବାହରଲାଲ ନେହରୁ ଇନଡୋର
Read More...

ଭାରସାମ୍ୟ ହରାଇ ଓଲଟିଲା କାର୍‌, ଅଳ୍ପକେ ବର୍ତ୍ତିଲେ ଗୋଟିଏ ପରିବାରର ୪ଜଣ ଯାତ୍ରୀ

ବାଲିଗୁଡ଼ା,୨୦/୧: କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ଥାନା ଜକିକିଆ ୫୯ନଂ ଜାତୀୟ ରାଜପଥରେ ଏକ କାର୍‌ ଦୁର୍ଘଟଣା ଗ୍ରସ୍ତ ହୋଇଛି । ଭାରସାମ୍ୟ ହରାଇ କାର୍‌ଟି ଓଲଟିପଡିଥିବାବେଳେ ଅଳ୍ପକେ ବର୍ତ୍ତିଯାଇଛନ୍ତି ଗୋଟିଏ ପରିବାରର ୪ ଜଣ ସଦସ୍ୟ । ଘଟଣାସ୍ଥଳରେ ବାଲିଗୁଡ଼ା ପୋଲିସ୍‌ ପହଞ୍ଚି ସମସ୍ତଙ୍କୁ
Read More...

ବୌଦ୍ଧ ଜିଲ୍ଲାରୁ ୭୬ ଆକ୍ରାନ୍ତ ଚିହ୍ନଟ, ଗ୍ରାମାଞ୍ଚଳରେ ଆକ୍ରାନ୍ତଙ୍କ ସଂଖ୍ୟା ଅଧିକ

ବୌଦ୍ଧ,୨୦/୧ - ଆଜି ଜିଲ୍ଲାରୁ ୭୬ ଜଣ ପଜିଟିଭ ଚିହ୍ନଟ ହୋଇଥିବା ରାଜ୍ୟ ସୂଚନା ଓ ଲୋକସଂପର୍କ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି । ଜିଲ୍ଲା ସୂଚନା ଓ ଲୋକସଂପର୍କ ଅଧିକାରୀ ରୀତାକାନ୍ତି ବଳିଆର ସିଂଙ୍କ ସୂଚନା ଅନୁଯାୟୀ ଆଜି ହରଭଙ୍ଗା ବ୍ଲକରୁ ୩୦ ବୌଦ୍ଧ ବ୍ଲକରୁ ୧୩ ଓ କଣ୍ଟାମାଳ ବ୍ଲକରୁ ୧୩
Read More...

ଋଷ୍‌କୁ ଆମେରିକାର ଚେତାବନୀ : ୟୁକ୍ରେନ ଦେହରେ ହାତ ମାରିଲେ ଛାରଖାର କରିଦେବୁ

ୱାଶିଂଟନ : ଅତୀତରେ ବହୁବାର ମୁହାଁମୁହିଁ ହୋଇଛନ୍ତି ବିଶ୍ୱର ଦୁଇ ମହାଶକ୍ତି ଆମେରିକା ଓ ଋଷ୍‌ । କିଏ କାହାକୁ ଛାଡ଼ିବାକୁ ପ୍ରସ୍ତୁତ ନୁହନ୍ତି । ଏବେ ଏହି ଦୁଇ ଦେଶ ପୁଣି ମୁହାଁମୁହିଁ ହୋଇଛନ୍ତି । ଏଥର ୟୁକ୍ରେନକୁ ନେଇ । ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ୍‌ ଧମକ ଦେଇ କହିଛନ୍ତି ଯେ
Read More...

ଓବିସି ମାମଲାରେ ସୁପ୍ରିମକୋର୍ଟ କହିଲେ- ସାମାଜିକ ନ୍ୟାୟ ପାଇଁ ସଂରକ୍ଷଣ ଆବଶ୍ୟକ

ନୂଆଦିଲ୍ଲୀ: ଅନ୍ୟ ପଛୁଆ ବର୍ଗ(ଓବିସି) ପାଇଁ ସଂରକ୍ଷଣ ମାମଲାରେ ସୁପ୍ରିମକୋର୍ଟ ଆଜି ଏକ ମହତ୍ତ୍ୱପୂର୍ଣ୍ଣ ରାୟ ଶୁଣାଇଛନ୍ତି । କୋର୍ଟ କହିଛନ୍ତି ଯେ ପାଠପଢା ତଥା ନାମ ନାମଲେଖା କ୍ଷେତ୍ରରେ ଯୋଗ୍ୟତା ସଂରକ୍ଷଣ ପରସ୍ପରର ବିପରୀତ ନୁହନ୍ତି । ସାମାଜିକ ନ୍ୟାୟ ପାଇଁ ସଂରକ୍ଷଣ ଆବଶ୍ୟକ ।
Read More...

ବ୍ରହ୍ମୋସ୍ତ୍ରର ସଫଳ ପରୀକ୍ଷଣ

ବାଲେଶ୍ୱର: ବ୍ରହ୍ମୋସ କ୍ଷେପଣାସ୍ତର ଆଜି ସଫଳ ପରୀକ୍ଷଣ ହୋଇଛି । ଏହା ବ୍ରହ୍ମୋସର ଅପଡେଟେଡ୍‌ ଭର୍ସନ । ଏହି କ୍ଷେପଣାସ୍ତ୍ରରେ ଲାଇଫ ଏକ୍ସଟେନସନ ଟେକନୋଲୋଜିର ବ୍ୟବହାର କରାଯାଇଛି । ଚାନ୍ଦିପୁର ପରୀକ୍ଷଣ କେନ୍ଦ୍ରର ୩ ନମ୍ବର ଲଞ୍ଚ ପ୍ୟାଡରୁ ଆଜି ଦିନ ୧୦ଟା ୪୦ ମିନିଟରେ ଏହି ପରୀକ୍ଷା
Read More...