Yearly Archives

2022

ମା ଭୈରବୀ ଫୁଟବଲ ପ୍ରତିଯୋଗିତା : ଗିରାସିଙ୍ଗା ଓ ଜଡାପାଲ ବିଜୟୀ

ବୌଦ୍ଧ/ଜହ୍ନ ।ପଙ୍କ ,୪/୧: ବୌଦ୍ଧବ୍ଳକ ବଢିଗାଁ ଖେଳପଡ଼ିଆରେ ମା ଦୁର୍ଗା କ୍ଳବ ଆନୁକୂଲ୍ୟରେ ୫ ମ ମା ଭୈରବୀ ଫୁଟବଲ ପ୍ରତିଯୋଗିତା ଆଜି ତୃତୀୟ ଦିନର ପ୍ରଥମ ମ୍ୟାଚ ତାଳସରଡା ଓ ଗିରାସିଙ୍ଗା ମଧ୍ୟରେ ହୋଇଥିଲା । ଏଥିରେ ଗିରାସିଙ୍ଗା ୨-୦ ଗୋଲରେ ବିଜୟୀ ହୋଇଥିଲା । ଦ୍ୱିତୀୟ ମ୍ୟାଚ ବିରିଗଡ ଓ
Read More...

ପାରିବାରିକ ଝଗଡ଼ାର ବିଷମ ପରିଣାମ,ଆଠ ମହଲା କୋଠାରୁ ପତ୍ନୀକୁ ଫିଙ୍ଗିଦେଲା ସ୍ୱାମୀ

ଲକ୍ଷ୍ନୌ : ବେଳେ ବେଳେ ପାରିବାରିକ ବିବାଦର ପରିଣାମ ଏଭଳି ଭୟଙ୍କର ହୋଇଥାଏ,ଯାହା ସହଜରେ ବିଶ୍ୱାସ କରିହୋଇନଥାଏ । ଏହା କେତେ ଲୋମଟାଙ୍କୁରା ଓ ଦୁଃଖଦ ହୋଇପାରେ,ତାହାର ଏକ ଦୃଷ୍ଟାନ୍ତ ଦେଖିବାକୁ ମିଳିଛି । ଗୋସାଇଗଞ୍ଜର ସଂଜୀବ କୁମାର ନାମକ ଜଣେ ବ୍ୟକ୍ତି ସ୍ତ୍ରୀଙ୍କ ସହିତ ଝଗଡ଼ାରେ ଏତେ
Read More...

ଓମିକ୍ରନ ଭାଇରସକୁ ନେଇ ଶ୍ରୀକ୍ଷେତ୍ରରେ ଆତଙ୍କ

ପୁରୀ : ପର୍ଯ୍ୟଟନ ତଥା ଧାର୍ମିକ କ୍ଷେତ୍ର ପୁରୀରେ ଓମିକ୍ରନ୍‌ ସଂକ୍ରମିତ ଚିହ୍ନଟ ହେବା ପରେ ସଜାଗ ହୋଇଛି ଜିଲ୍ଲା ପ୍ରଶାସନ । ଗତ ରବିବାର ଜିଲ୍ଲାରୁ ୧୪ ଜଣ କୋଭିଡ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ସେଥିମଧ୍ୟରୁ ୧୨ ଜଣ ଥିଲେ ପୁରୀ ସହରର । ଆଉ ଏହି ୧୨ ଜଣଙ୍କ ମଧ୍ୟରୁ ତିନିଜଣ ଓମିକ୍ରନରେ
Read More...

ହାଇକୋର୍ଟଙ୍କ ନିର୍ଦ୍ଦେଶ: ସପ୍ତାହରେ ଆଇନଜୀବୀ ପରିଷଦ ନିର୍ବାଚନ କାମ ସାର

କଟକ : ରାଜ୍ୟ ଆଇନଜୀବୀ ପରିଷଦ ନିର୍ବାଚନ ନେଇ ରାଜ୍ୟ ହାଇକୋର୍ଟ ଆଜି ଏକ ଗୁରୁତ୍ୱପୂର୍ଣ୍ଣ ନିର୍ଦ୍ଦେଶ ଦେଇଛନ୍ତି । ଆସନ୍ତା ୬ ସପ୍ତାହ ମଧ୍ୟରେ ନିର୍ବାଚନ ସାରିବାକୁ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି । ପରିଷଦର ପୂର୍ବତନ ଅଧ୍ୟକ୍ଷ ଚିନ୍ମୟ ମହାନ୍ତିଙ୍କ ଆବେଦନର ରାୟ ପ୍ରକାଶ ସହ ହାଇକୋର୍ଟ ଏହା
Read More...

ଜାଗ୍ରତ କନ୍ଧମାଳ ଓଡ଼ିଶାର ସଚେତନତା ଶିବିର

ଫୁଲବାଣୀ: କନ୍ଧମାଳ ଜିଲ୍ଲାର ଫିରିଙ୍ଗିଆ ବ୍ଲକ ଅନ୍ତର୍ଗତ ବନ୍ଧଗଡ଼ ବରାଳଦେବୀ ଖେଳ ପଡିଆଠାରେ ଜାଗ୍ରତ କନ୍ଧମାଳ ସାମାଜିକ ସଂଗଠନ ଫିରିଙ୍ଗିଆ ଶାଖା ପକ୍ଷରୁ ଅନୁସୂଚିତ ଜନଜାତି, ଅନୁସୂଚିତ ଜାତି, ସଂଖ୍ୟା ଲଘୁ ପଛୁଆବର୍ଗ ଓବିସିଙ୍କ ସାମ୍ବିଧାନିକ ଅଧିକାର ଆଲୋଚନା ଚକ୍ର କନ୍ଧ ଗୌଡ଼ ସମାଜର
Read More...

ଭାଇସ ଆଡମିରାଲ ଶ୍ରୀହରିଲାଲ ଶର୍ମାଙ୍କ ସ୍ୱର୍ଗଦ୍ୱାରରେ ଶେଷକୃତ୍ୟ ସଂପନ୍ନ

ପୁରୀ : ଭାଇସ ଆଡମିରାଲ ଶ୍ରୀହରିଲାଲ ଶର୍ମାଙ୍କ ସ୍ୱର୍ଗଦ୍ୱାରରେ ଶେଷକୃତ୍ୟ ସଂପନ୍ନ ହୋଇଛି । ସ୍ୱର୍ଗଦ୍ୱାରରେ ତାଙ୍କୁ ନୌସେନା ପକ୍ଷରୁ ପୂର୍ଣ୍ଣ ରାଷ୍ଟ୍ରିୟ ମର୍ଯ୍ୟାଦା ପ୍ରଦାନ କରାଯାଇଛି । ଏଥିସହ ସ୍ୱର୍ଗତ ଭାଇସ ଆଡମିରାଲଙ୍କୁ ଜିଲ୍ଲା ଓ ପୁଲିସ ପ୍ରଶାସନ ପକ୍ଷରୁ ଗାର୍ଡ ଅଫ ଅନର ପ୍ରଦାନ
Read More...

ହାଇକୋର୍ଟ ଯିବେ ସୁମିତ

ବ୍ରହ୍ମପୁର : ଡାକ୍ତର ସୁମିତ-ତପସ୍ୱିନୀ ଦାମ୍ପତ୍ୟ ବିବାଦ ମାମଲା ତୁଟିବା ପରିବର୍ତ୍ତେ ଅଧିକ ଜଟିଳ ହେଉଛି । ଆଜି ଜିଲ୍ଲା ଜଜ୍‌ କୋର୍ଟଙ୍କ ରାୟକୁ ନେଇ ତପସ୍ୱିନୀ ବେଶ୍‌ ଖୁସି ଥିଲେ । କିନ୍ତୁ ତାଙ୍କ ପାଇଁ ପୁଣି ଚିନ୍ତା ବଢିଛି । କାରଣ ସ୍ୱାମୀ ସୁମିତ ସହଜରେ ହାର ମାନିଲା ଭଳି ସ୍ଥିତିରେ
Read More...

୮୩ ପୁଲିସ କର୍ମଚାରୀଙ୍କୁ କରୋନା

କୋଲକାତା: ଦେଶରେ କରୋନା ସଂକ୍ରମଣ ହୁ ହୁ ହୋଇ ବଢିଚାଲିଛି । ଉଦବେଗର ବିଷୟ ହେଉଛି ଯେ ଡାକ୍ତର ଓ ପୁଲିସ ଭଳି ସମ୍ମୁଖ ଯୋଦ୍ଧାମାନେ ଅଧିକରୁ ଅଧିକ ସଂଖ୍ୟାରେ ଆକ୍ରାନ୍ତ ହେଉଛନ୍ତି । ଦେଶରେ ସଂକ୍ରମିତ ଡାକ୍ତରଙ୍କ ସଂଖ୍ୟା ୧୦୦ ଟପିଥିବା ବେଳେ ପୁଳିସ କର୍ମଚାରୀଙ୍କ ଶହେ ନିକଟବର୍ତ୍ତୀ ହୋଇଛି
Read More...

ବନାଇମୁଣ୍ଡା ପଞ୍ଚାୟତସ୍ତରୀୟ ବିଜେପି କର୍ମୀ ସମ୍ମିଳନୀ

ପାଟଣାଗଡ଼ : ପାଟଣାଗଡ଼ ନିର୍ବାଚନ ମଣ୍ଡଳୀର ବନାଇମୁଣ୍ଡା ପଞ୍ଚାୟତର ବନାଇମୁଣ୍ଡା ଗ୍ରାମରେ ବିଜେପି ପକ୍ଷରୁ ପଞ୍ଚାୟତସ୍ତରୀୟ କର୍ମୀ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି । ଏଥିରେ ଯୋଗିମୁଣ୍ଡା ମଣ୍ଡଳ ସଭାପତି ଚତୁର୍ଭୁଜ ମେହେରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କର୍ମୀ ସମ୍ମିଳନୀରେ ପୂର୍ବତନ
Read More...

୧୨ ହଜାର କିଲୋର ବସ୍‌ ଟାଣି ଗିନିଜ୍‌ ୱାର୍ଲଡ ରେକର୍ଡରେ ଭାରତୀୟ ମହିଳା

ନୂଆଦିଲ୍ଲୀ ,୪/୧ : ଜଣେ ଭାରତୀୟ ମହିଳା ମହିଳା ନିଜ କେଶରେ ୧୨ ହଜାର କିଲୋ ଓଜନର ଡବଲ ଡେକର ବସ ଟାଣି ଗିନିଜ୍‌ ୱାର୍ଲଡ ରେକର୍ଡରେ ସ୍ଥାନ ପାଇଛନ୍ତି । ଏହି ମହିଳାଙ୍କ ନାମ ଆଶା ରାଣୀ । ସେ ନିଜ କେଶରେ ଏମିତି କାରନାମା କରି ଦେଖାଇଛନ୍ତି ଯାହାକୁ ଦେଖି ଲୋକେ ତାଙ୍କୁ ପ୍ରଶଂସା କରୁଛନ୍ତି ।
Read More...