Yearly Archives

2022

କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ଭେଟିଲେ ଆନ୍ଧ୍ର ପ୍ରଦେଶ ମୁଖ୍ୟମନ୍ତ୍ରୀ

ନୂଆଦିଲ୍ଲୀ/ଭୁବନେଶ୍ୱର : କେନ୍ଦ୍ର ଶିକ୍ଷା, ଦକ୍ଷତା ବିକାଶ ଏବଂ ଉଦ୍ୟମିତା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ମଙ୍ଗଳବାର ନିଜର ନୂଆଦିଲ୍ଲୀ ସ୍ଥିତ ସରକାରୀ ବାସଭବନରେ ଆନ୍ଧ୍ରପ୍ରଦେଶ ମୁଖ୍ୟମନ୍ତ୍ରୀ ୱାଇ.ଏସ. ଜଗନମୋହନ ରେଡ୍ଡୀଙ୍କୁ ସାକ୍ଷାତ୍‌ କରିବା ସହ ଶିକ୍ଷା କ୍ଷେତ୍ର ସହ ଜଡିତ ବିଭିନ୍ନ
Read More...

କୋଭିଡ ସମୀକ୍ଷା : ୧୦ ଦିନ ମଧ୍ୟରେ ସମସ୍ତ ସରକାରୀ, ବେସରକାରୀ ସମସ୍ତ କୋଭିଡ ହସ୍‌ପିଟାଲ ପ୍ରସ୍ତୁତ ରଖିବାକୁ…

ଭୁବନେଶ୍ବର:ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଆଜି ଭିଡିଓ କନ୍‌ଫରେନ୍‌ସିଂ ମାଧ୍ୟମରେ ରାଜ୍ୟର ବିଭିନ୍ନ ବିଭାଗର ମୁଖ୍ୟ ପଦାଧିକାରୀ ଓ ଜିଲ୍ଲାପାଳ ମାନଙ୍କ ସହିତ କୋଭିଡ ମୁକାବିଲା ସଂପର୍କରେ ସମୀକ୍ଷା କରି କୋଭିଡ ପ୍ରସ୍ତୁତିକୁ ତ୍ବରାନ୍ବିତ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ।ଆସନ୍ତା ୧୦
Read More...

ଘାଟି ତଳକୁ ଖସିଲା କାର; ୨ ମୃତ, ୭ ଆହତ

ଫୁଲବାଣୀ:କନ୍ଧମାଳ ଜ଼ିଲ୍ଲା ରାଇକିଆ ଥାନା ଅନ୍ତର୍ଗତ କରଡା ଘାଟିରେ ମଙ୍ଗଳବାର ଏକ ଜାଇଲୋ କାର ଭାରସାମ୍ୟ ହରାଇ ଘାଟି ତଳକୁ ଖସି ପଡିବା ଫଳରେ ୨ ଜଣଙ୍କ ମୃତ୍ୟୁ ଘଟିଥିବାବେଳେ ଅନ୍ୟ ୭ ଜଣ ଗୁରୁତର ଆହାତ ହୋଇଛନ୍ତି । ଦୁର୍ଘଟଣାଗ୍ରସ୍ତ କାର ନମ୍ବର ଓ ଆର୧୯କେ୫୬୫୧ରାଇକିଆ ଅଂଚଳର ୯ ଜଣ ଯୁବକ
Read More...

ରେକର୍ଡ! ଦିନକରେ ୧୦ ଲକ୍ଷ ଆକ୍ରାନ୍ତ

ୱାଶିଂଟନ: କରୋନା ଓ ଓମିକ୍ରନ ବିଭିନ୍ନ ଦେଶରେ ଭୟଙ୍କରଭାବେ ଲୋକଙ୍କୁ ସଂକ୍ରମିତ କରିଚାଲିଛି । ଆମେରକାରେ ପରିସ୍ଥିତି ଏବେ ଅତି ସାଂଘାତିକ । ଦୈନିକ ସଂକ୍ରମଣରେ ସାରା ବିଶ୍ୱରେ ଏହା ସମସ୍ତଙ୍କୁ ଟପି ଶୀର୍ଷରେ ପହ ିଛି । ଆଜି ସ୍ଥିତି ଆହୁରି ସାଂଘାତିକ । ଗତ ୨୪ ଘଣ୍ଟାରେ ଅର୍ଥାତ ଦିନକରେ ୧୦
Read More...

ଚିହ୍ନଟ ହେଲା ଆଉ ଏକ ନୂଆ ଭାରିଆଣ୍ଟ

ନୂଆଦିଲ୍ଲୀ: ଓମିକ୍ରମ ସଂକ୍ରମମଣକୁ ନେଇ ସାରା ବିଶ୍ୱରେ ଆତଙ୍କ ଲାଗି ରହିଛି । ଏହାର ଦୈନିକ ସଂକ୍ରମଣ ଉଦବେଗଜନକ ଭାବେ ବଢିଚାଲିଛି । ପ୍ରତିଦିନ ଚିନ୍ତା ବଢାଇଲା ଭଳି ପଜିଟିଭ ଚିହ୍ନଟ ହେଉଛନ୍ତି । ଦେଶରେ ଓମିକ୍ରନ ଆକ୍ରାନ୍ତଙ୍କ ସଂଖ୍ୟା ବ ର୍ମାନ ୧୯୦୦ ମୁହାଁ । ତାସହିତ ଦେଶରେ କରୋନାର
Read More...

ଆସିଲା କୋର୍ଟ ରାୟ, ସୁମିତଙ୍କ ଘରେ ରହିବେ ତପସ୍ୱିନୀ

ବ୍ରହ୍ମପୁର: ବହୁ ଚର୍ଚ୍ଚିତ ଡାକ୍ତର ସୁମିତ-ତପସ୍ୱିନୀ ବୈବାହିକ ବିବାଦ ମାମଲା ଆଜି ନିର୍ଣ୍ଣାୟକ ମୋଡରେ ପହଞ୍ଚିଛି । ଉଭୟ ସୁମିତ ଓ ତପସ୍ୱିନୀ ଏଣିକି ଏକାଠି ରହିବେ । ସୁମିତଙ୍କ ଘରେ ତପସ୍ୱିନୀ ଏକାଠି ରହିବା ନେଇ ଜିଲ୍ଲା କୋର୍ଟ ଆଜି ରାୟ ଦେଇଛନ୍ତି । ରାୟ ଅନୁଯାୟୀ ସୁମିତ ତପସ୍ୱନୀଙ୍କୁ
Read More...

୨୦ରୁ ଲିଜେଣ୍ଡ୍‌ସ ଲିଗ୍‌ କ୍ରିକେଟ, ଖେଳିବେ ସେହ୍ୱାଗ, ଯୁବରାଜଙ୍କ ସମେତ ଏହି ପୂର୍ବତନ ଖେଳାଳି

ନୂଆଦିଲ୍ଲୀ : ଆସନ୍ତା ୨୦ ତାରିଖଠାରୁ ଓମାନରେ ଆରମ୍ଭ ହେବାକୁ ଥିବା ଲିଜେଣ୍ଡ୍‌ସ ଲିଗ୍‌ କ୍ରିକେଟ(ଏଲ୍‌ଏଲ୍‌ସି)ରେ ଭାରତର ପୂର୍ବତନ ବିରେନ୍ଦ୍ର ସେହ୍ୱାଗ, ଯୁବରାଜ ସିଂ ଦେଖିବାକୁ ମିଳିବ । ଏହି ଖେଳାଳିମାନେ ଭାରତ ମହାରାଜା ଦଳ ପକ୍ଷରୁ ଖେଳିବେ । ଏହି ଲିଗରେ ତିନୋଟି ଦଳ ଭାଗ ନେବେ । ଭାରତ
Read More...

ସମେଟିଭ୍ ପରୀକ୍ଷାକୁ ନେଇ ଏମିତି କହିଲେ ଗଣଶିକ୍ଷା ମନ୍ତ୍ରୀ

ଭୁବନେଶ୍ୱର: ପ୍ରଥମ ଥର ପାଇଁ ଦଶମ ଶ୍ରେଣୀ ପିଲାଙ୍କ ପାଇଁ ସମେଟିଭ ପରୀକ୍ଷା-୧ କରାଯାଇଉଛି । ଏହି ପରୀକ୍ଷାକୁ ନେଇ ଜିଲ୍ଲା ପ୍ରଶାସନ ସମ୍ପୂର୍ଣ୍ଣ ପ୍ରସ୍ତୁତ ରହିଛି ଓ ଶୃଙ୍ଖଳାର ସହ ପରୀକ୍ଷା ଆରମ୍ଭ ହେବ ଓ ଠକ୍ ସମୟରେ ସରିବ ବୋଲି ସ୍କୁଲ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ସୂଚନା ସୂଚନା
Read More...

ନବରଙ୍ଗପୁର ମହାବିଦ୍ୟାଳୟ ରେ “ଯୁବ ସଂସ୍କାର’ କାର୍ଯ୍ୟକ୍ରମ ଶୁଭାରମ୍ଭ

ନବରଙ୍ଗପୁର: ନବରଙ୍ଗପୁର ମହାବିଦ୍ୟାଳୟରେ ଜାତୀୟ ସେବା ସଂସ୍ଥା, ଯୁବ ରେଡ଼କ୍ରସ ଓ ଏନସିସିର ଅଧିକାରୀମାନଙ୍କୁ ନେଇ ଗଠିତ କମିଟି ତରଫରୁ ମହାବିଦ୍ୟାଳୟ ସ୍ତରୀୟ ଯୁବ ସଂସ୍କାର କାର୍ଯ୍ୟକ୍ରମର ଶୁଭାରମ୍ଭ କରାଯାଇଛି । ଓଡିଶା ସରକାରଙ୍କର ଉଚ୍ଚଶିକ୍ଷା ବିଭାଗ ତରଫରୁ ସମସ୍ତ କଲେଜରେ
Read More...

ବ୍ୟବସାୟୀଙ୍କ ପରଲୋକରେ ସମଗ୍ର ଅଞ୍ଚଳରେ ଶୋକ

ସୁବର୍ଣ୍ଣପୁର : ଗତ ରାତିରେ ମୟୂରଉଡାନ ପଂଚାୟତ ସାର୍ଗୁଣାମୁଣ୍ଡା ଗାଁର ଜଣେ ମେଳାପୀ ବ୍ୟକ୍ତି ତଥା ପରିଚିତ ବ୍ୟବସାୟୀ ବୁଡୁ ସାହୁ( ୮୦)ଙ୍କ ହୃଦଘାତରେ ପରଲୋକ ଘଟି ଥିବାରୁ ତାଙ୍କର ଗାଁ ସମେତ ସାରା ମୟୂର ଉଡାନ ପଞ୍ଚାୟତରେ ଶୋକର ଛାୟା ଖେଳି ଯାଇଛି । ଗାଁ ଶ୍ମଶାନ ଘାଟରେ ଶ୍ରୀ ସାହୁଙ୍କ
Read More...