Yearly Archives

2022

ଏଟିଏମ୍‌ ଲୁଟ୍‌ ଉଦ୍ୟମ ବିଫଳ, ଧରାପଡିଲେ ଲୁଟେରା

ଦଶପଲ୍ଲା : ନୟାଗଡ଼ ଜିଲ୍ଲା ଦଶପଲ୍ଲା ବ୍ଲକ୍‌ର ବାଣୀଗୋଛା ବଜାରରେ ଥିବା ଏଟିଏମ୍‌ ଲୁଟ୍‌ ହେବାବେଳେ ଧରାପଡିଲେ ଲୁଟେରା । ସୂଚନା ଅନୁଯାୟୀ ଗତକାଲି ବିଳମ୍ବିତ ରାତ୍ର ୧.୪୫ ମିନିଟରେ କେନ୍ଦ୍ରାପଡା ଅଂଚଳର ଦୁଇ ଲୁଟେରା ଗ୍ୟାସ୍‌ କଟର ସହିତ ଏକ କାରରେ ଆସି ଏଟିଏମ୍‌ ଲୁଟ୍‌ କରିବା ପାଇଁ
Read More...

ପ୍ରଧାନ ଶିକ୍ଷକଙ୍କ ବଦଳି ବାତିଲ ପ୍ରତିବାଦରେ କନଗାଁ ସ୍କୁଲ ସମ୍ମୁଖରେ ଅଭିଭାବକଙ୍କ ଧାରଣା

ପାଟଣାଗଡ଼ : ବଲାଙ୍ଗୀର ଜିଲ୍ଲା ଖପ୍ରାଖୋଲ ବ୍ଲକ ପଡିଆବାହାଲ ପଞ୍ଚାୟତ କନଗାଁ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ର ଶିକ୍ଷକ ବଦଳି ପ୍ରତିବାଦରେ ସୋମବାର ଅଭିଭାବକମାନେ ବିଦ୍ୟାଳୟ ସମ୍ମୁଖରେ ଧାରଣା ଦେଇଥିଲେ । ସୂଚନା ଅନୁସାରେ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ମୋତିଲାଲ ତାଣ୍ଡିଙ୍କୁ ଅନ୍ୟତ୍ର ବଦଳି
Read More...

ଦିଲ୍ଲୀରେ ଲାଗୁ ହେଲା ସପ୍ତାହାନ୍ତ କର୍ଫ୍ୟୁ

ନୂଆଦିଲ୍ଲୀ:ଦିନକୁ ଦିନ ବଢୁଥିବା କରୋନା ମାମଲାକୁ ଦୃଷ୍ଟିରେ ରଖି ଦିଲ୍ଲୀରେ ସପ୍ତାହାନ୍ତ କର୍ଫ୍ୟୁ ଲାଗୁ କରାଯାଉଛି । ସୂଚନାନୁସାରେ, ଦିଲ୍ଲୀ ବିପର୍ଯ୍ୟୟ ପରିଚାଳନା ପ୍ରାଧିକରଣର ବୈଠକରେ ଏହି ନିଷ୍ପତ୍ତି ନିଆଯାଇଛି । ଏହାପୂର୍ବରୁ ଦିଲ୍ଲୀରେ ନାଇଟ କର୍ଫ୍ୟୁ ଲାଗୁ ହୋଇସାରିଛି । ସୂଚନା
Read More...

ବିଳମ୍ବ ହେଲେ ବି ରାଜ୍ୟରେ ବଢିବ ସଂକ୍ରମଣ

ଭୁବନେଶ୍ୱର ୦୪।୦୧ : ରାଜ୍ୟରେ ସଂକ୍ରମଣ ବଢିଛି, ଆଗକୁ ବି ସଂକ୍ରମଣ ବଢିବର ସମ୍ଭାବନା ରହିଛି l ଦେଶର ବିଭିନ୍ନ ସହରରେ ସଂକ୍ରମଣ ବଢିଛି । ସେହି ତୁଳନାରେ ଓଡିଶାରେ ସଂକ୍ରମଣ ବଢିବା ଆରମ୍ଭ କରିଛି ବୋଲି କହିଛନ୍ତି ସ୍ୱାସ୍ଥ୍ୟ ନିର୍ଦ୍ଦେଶକ ବିଜୟ ମହାପାତ୍ର । ସେ ଆହୁରୀ ମଧ୍ୟ କହିଛନ୍ତି
Read More...

ବିଶ୍ୱର ଉଚ୍ଚତମ ଶିବମନ୍ଦିର ପ୍ରାଙ୍ଗଣରେ ସୂର୍ଯ୍ୟ ନମସ୍କାର କରି ଚର୍ଚ୍ଚାରେ ନୂର୍ପା ଗ୍ରାମର ଯୁବକ

ବୌଦ୍ଧ : ପୃଥିବୀର ସବୁଠାରୁ ଉଚ୍ଚତମ ଶିବ ମନ୍ଦିର ଉତ୍ତରାଖଣ୍ଡର ତୁଙ୍ଗନାଥ ଠାରେ ସୂର୍ଯ୍ୟ ନମସ୍କାର ଓ ଯୋଗାଭ୍ୟାସ କରି ପୁଣି ଚର୍ଚ୍ଚାରେ ମନମୁଣ୍ଡା ନିକଟସ୍ଥ ନୂର୍ପା ଗ୍ରାମର ଯୁବକ ଦିବାକର । ସମୁଦ୍ର ପତ୍ତନଠାରୁ ୧୧୩୮୫ ଉଚ୍ଚତାରେ ଅବସ୍ଥିତ ଏ ମନ୍ଦିର ଶିଖର ଯାହାକି ବର୍ଷର ଅଧିକାଂଶ ସମୟ
Read More...

ଶକ୍ତିମନ୍ତ୍ରୀଙ୍କ ସିନାପାଲି ଗସ୍ତ, ବିଜୁ ସେତୁର କଲେ ଶିଳାନ୍ୟାସ

ନୂଆପଡା : ନୂଆପଡ଼ା ଜିଲ୍ଲା ସିନାପାଲି ବ୍ଲକ ଅନ୍ତର୍ଗତ ସିଙ୍ଗଝରଠାରେ ମୁଖ୍ୟ ଅତିଥି ଭାବେ ଶକ୍ତି ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ର ଯୋଗଦାନ କରି ବିଭିନ୍ନ ପ୍ରକଳ୍ପର ଶିଳାନ୍ୟାସ କରିଛନ୍ତି । ସିଙ୍ଗଝରଠାରୁ କୋଦୋବେଡା ରାସ୍ତା ଗୋଡାଲ ନାଳା ଉପରେ ୩୩୮.୦୪ ଲକ୍ଷ ଟଙ୍କାର ବ୍ୟୟ ଅଟକଳରେ ଏକ ବିଜୁ
Read More...

ସାମାଜିକ ସୁରକ୍ଷା ବିଭାଗ ପକ୍ଷରୁ ହିତାଧିକାରୀଙ୍କୁ ସହାୟତା ପ୍ରଦାନ

ପାରଳାଖେମୁଣ୍ଡି : ସ୍ଥାନୀୟ ଜିଲ୍ଲାପାଳ କାର୍ଯ୍ୟାଳୟଠାରେ ଜିଲ୍ଲା ସାମାଜିକ ସୁରକ୍ଷା ବିଭାଗ ପକ୍ଷରୁ ବିଭିନ୍ନ ଯୋଜନାରେ ହିତାଧିକାରୀଙ୍କୁ ସହାୟତା ପ୍ରଦାନ ବଣ୍ଟନ କରାଯାଇଛି । ଏହି କାର୍ଯ୍ୟକ୍ରମ ଜିଲ୍ଲାପାଳ ଲିଙ୍ଗରାଜ ପଣ୍ଡା ଯୋଗ ଦେଇଥିବା ବେଳେ ଏବଂ ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀ
Read More...

କୌଶଲ୍ୟା ଫାଉଣ୍ଡେସନ ତରଫରୁ ସେବା ସପ୍ତାହ ପାଳନ ଅବସରରେ ଶୀତବସ୍ତ୍ର ବଣ୍ଟନ

ପାଟଣାଗଡ଼ : ପାଟଣାଗଡ଼ ଉପଖଣ୍ଡ ଖପ୍ରାଖୋଲ ବ୍ଳକ ଚଙ୍ଗରିଆ ପଞ୍ଚାୟତ ରେଙ୍ଗାଲଜୁରୀର କୌଶଲ୍ୟା ଫାଉଣ୍ଡେସନ ଓଟିଏସଏ ପାଟଣାଗଡ଼ ଏସବିଆଇ ଓ ଉତ୍କଳ ଗ୍ରାମୀଣ କିଓସ୍କୋ ବ୍ୟାଙ୍କିଙ୍ଗ ସେବା କେନ୍ଦ୍ର ଆନୁକୁଲ୍ୟରେ ନୂତନ ବର୍ଷ ପାଳନ ଅବସରରେ ଆରମ୍ଭ କରାଯାଇଥିବା ଶୀତବସ୍ତ୍ର ବଣ୍ଟନ କାର୍ଯ୍ୟକ୍ରମ
Read More...

ରାଜ୍ୟରେ କରୋନା ଗ୍ରାଫ୍‌ ଉପର ମୁହାଁ, ଆଜି ୬୮୦ କରୋନା ଆକ୍ରାନ୍ତ ଚିହ୍ନଟ

ଭୁବନେଶ୍ୱର: ଧୀରେଧୀରେ କରୋନା ଗ୍ରାଫ ଉପର ମୁହାଁ ହେବାରେ ଲାଗିଛି । ଗତ କିଛି ଦିନ ତଳେ କରୋନା ସଂକ୍ରମଣ ହାର ସାମାନ୍ୟ ହ୍ରାସ ପରିଲକ୍ଷିତ ହେଉଥିବାବେଳେ ବର୍ତ୍ତମାନ ସଂକ୍ରମଣ ବଢିବାରେ ଲାଗିଛି । ଗତ ୨୪ଘଣ୍ଟାରେ ରାଜ୍ୟରେ ୬୮୦ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଚିହ୍ନଟ ହୋଇଥିବା
Read More...

ଘୁ ଉଦୟଗିରିରେ ୧୫ରୁ ୧୮ ବର୍ଷର କିଶୋରକିଶୋରୀଙ୍କୁ ଟିକାକରଣ ଆରମ୍ଭ

ଘୁ ଉଦୟଗିର : ରାଜ୍ୟ ସରକାରଙ୍କ ନିର୍ଦ୍ଦେଶ କ୍ରମେ ଆଜି ସ୍ଥାନୀୟ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ପକ୍ଷରୁ ଟାଉନ ହଲ ଠାରେ ୧୫ ରୁ ୧୮ ବର୍ଷ କିଶର କିଶରୀଙ୍କୁ ଟିକାକରଣ କାର୍ଯ୍ୟକ୍ରମ ଆରମ୍ଭ ହୋଇଯାଇଛି । ସ୍ଥାନୀୟ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ଅଧିକାରୀ ଡାକ୍ତର ଶକ୍ତିକାନ୍ତ ମଲ୍ଲିକଙ୍କ
Read More...