Yearly Archives

2022

ବିଜେପି ଓବିସି ମୋର୍ଚ୍ଚା ବୌଦ୍ଧଜିଲ୍ଲାର ସରଂକ୍ଷଣ ନେଇ ଦାବୀ

ବୌଦ୍ଧ,୩/୧- ଭାରତୀୟ ଜନତାପାର୍ଟି ଓବିସି ମୋର୍ଚ୍ଚା ପକ୍ଷରୁ ଏକ ବିରାଟ ଶୋଭାଯାତ୍ରାରେ ବାହାରି ୭ ଦଫା ଦାବି ନେଇ ରାଜ୍ୟପାଳଙ୍କ ଉଦ୍ଦେଶ୍ୟରେ ଜିଲ୍ଲାପାଳ ବୌଦ୍ଧଙ୍କୁ ମୋର୍ଚ୍ଚା ସଭାପତି ପୂର୍ଣ୍ଣଚନ୍ଦ୍ର ଗାଈ ଗୌରିଆଙ୍କ ନେତୃତ୍ୱରେ ପ୍ରଦାନ କରାଯାଇଥିଲା । ରାଜ୍ୟରେ ଓବିସି ସଂଖ୍ୟା ୫୪% ରୁ
Read More...

ଶିକ୍ଷକ ବଦଳି ବାତିଲ ଓ ଖାଲିଥିବା ଶିକ୍ଷକ ପଦବୀ ପୂରଣ ପାଇଁ ଆଦର୍ଶ ସ୍କୁଲରେ ତାଲା ପକାଇଲେ ଛାତ୍ରଛାତ୍ରୀ

ବୌଦ୍ଧ,୩/୧- ବୌଦ୍ଧଜିଲ୍ଲା ତେତେଲେଙ୍ଗା ଓଡିଶା ଆଦର୍ଶ ବିଦ୍ୟାଳୟରେ ଶିକ୍ଷକ ବଦଳି ବାତିଲ ଓ ଖାଲିଥିବା ଶିକ୍ଷକ ପଦବୀ ପୂରଣ ନିମନ୍ତେ ଆଜି ଛାତ୍ରଛାତ୍ରୀ ମାନେ ମୁଖ୍ୟ ଫାଟକରେ ତାଲା ପକେଇ ଆନ୍ଦୋଳନ କରିଥିଲେ । ବିଇଓ ଆସି ବହୁ ବୁଝାଶୁୁଝା କଲାପରେବି ଛାତ୍ରଛାତ୍ରୀମାନେ ଶୁଣିନଥିଲେ । ଶେଷରେ
Read More...

ସଂରକ୍ଷଣ ଦାବିରେ ଆଦିବାସୀଙ୍କ ମହାବିକ୍ଷୋଭ

ବଲାଙ୍ଗୀର : ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନରେ ଆଦିବାସୀଙ୍କ ସଂରକ୍ଷଣ ଦାବିରେ ଜିଲ୍ଲା ଆଦିବାସୀ କଲ୍ୟାଣ ସଂଘର ମହାବିକ୍ଷୋଭ । ହଜାର ହଜାର ମହିଳା ପୁରୁଷ ପାରମ୍ପାରିକ ବେଶଭୂଷାରେ ଜିଲ୍ଲାପାଳ କାର୍ଯ୍ୟାଳୟ ଆଗରେ ଏକତ୍ରୀତ ହୋଇ ଜିଲ୍ଲାରେ ସରପଞ୍ଚ ଓ ବ୍ଳକ ଅଧକ୍ଷ ପଦବୀ ପାଇଁ ଆସନ ସଂରକ୍ଷଣ
Read More...

କନିଷ୍ଠ ଶିକ୍ଷକଙ୍କ ଦରମା ୫୦% ବଢିଲା

ଭୁବନେଶ୍ୱର: ପ୍ରାଥମିକ ବିଦ୍ୟାଳୟ ଗୁଡିକରେ ନିୟୋଜିତ କନିଷ୍ଠ ଶିକ୍ଷକମାନଙ୍କ ଦରମା ରାଜ୍ୟ ସରକାର ବୃଦ୍ଧି କରିଛନ୍ତି । ଦରମାବୃଦ୍ଧି ନେଇ ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନିଷ୍ପତ୍ତି ନେଇଛନ୍ତି । ନିଷ୍ପତ୍ତି ଅନୁଯାୟୀ ଚୁକ୍ତିଭିତ୍ତିକ କନିଷ୍ଠ ଶିକ୍ଷକ ଓ କନିଷ୍ଠ ଶିକ୍ଷକମାନଙ୍କ ଦରମା
Read More...

ଜିଲ୍ଲାସ୍ତରୀୟ ଧାନ କ୍ରୟ ମଣ୍ଡି ଉଦଘାଟିତ

ଗଜପତି,୩/୧- ଗଜପତି ଜିଲ୍ଲା ଗୋଶାଣି ବ୍ଳକର ଉପଲଡାର ଉପବଜାର ପ୍ରାଙ୍ଗଣ ଠାରେ ଆଜି ଜିଲ୍ଲାସ୍ତରୀୟ ଧାନକ୍ରୟ ମଣ୍ଡିର ଶୁଭ ଉଦଘାଟନ ହୋଇଯାଇଛି । ଗଜପତି ଜିଲ୍ଲାପାଳ ଲିଙ୍ଗରାଜ ପଣ୍ଡା ପ୍ରଦୀପ ପ୍ରଜ୍ୱଳନ କରି ଏହି ଶୁଭ ଉଦଘାଟନ କରିଛନ୍ତି । ଏହି କାର୍ଯ୍ୟକ୍ରମରେ ଅତିରିକ୍ତ ଜିଲ୍ଲାପାଳ
Read More...

ଗଜପତି ଜିଲ୍ଲା ତାଇକଣ୍ଡୋ ଏସୋସିଏସନକୁ ମିଳିଛି ବଡସଫଳତା

ଗଜପତି,୩/୧ - ବ୍ରହ୍ମପୁର ଠାରେ ଆୟୋଜିତ ଓପେନ ତାଇକଣ୍ଡୋ ଚଂପିଅନସିପରେ ଜିଲ୍ଲା ତାଇକଣ୍ଡୋ ଏସୋସିଏସନକୁ ୧୦୪ଟି ପଦକ ହାସଲ ହୋଇଛି । ଏଥିରେ ଗଜପତି ଜିଲ୍ଲାର ୬୧ଜଣ ପୁଅ ଓ ୨୯ଝିଅ ସମୁଦାୟ ୯୦ଜଣ ଭାଗ ନେଇଥିବା ବେଳେ ସମଗ୍ର ରାଜ୍ୟର ବିଭିନ୍ନ ଜିଲ୍ଲାରୁ ୪ସହରୁ ଉର୍ଦ୍ଧ୍ୱ ଖେଳାଳୀ ଭାଗ ନେଇଥିଲେ
Read More...

ଆଜି ଜିଲ୍ଲାରୁ ୨ ଜଣ ଓମିକ୍ରନ୍‌ ଆକ୍ରାନ୍ତ ଚିହ୍ନଟ

ବୌଦ୍ଧ,୨/୧- ଆଜି ବୌଦ୍ଧ ସହରରୁ ୨ଜଣ ଓମିକ୍ରନ୍‌ ଆକ୍ରାନ୍ତ ଚିହ୍ନଟ ହୋଇଥିବା ଜଣାପଡିଛି । ଗତ ଦୁଇଦିନ ତଳେ ଏ ଦୁଇଜଣ କରୋନା ପଜିଟିଭ ହୋଇଥିବାବେଳେ ଜିନୋମ୍‌ ସିକ୍ୱେନସିଂ ପାଇଁ ନମୁନା ପଠାଯାଇଥିଲା । ଆଜି ପରୀକ୍ଷା ରିପୋର୍ଟ ଆସିବାପରେ ଏ ଦୁଇଜଣ ଓମିକ୍ରନ ଆକ୍ରାନ୍ତ ବୋଲି ଜଣାପଡିଛି ।
Read More...

୫୦ ବର୍ଷର ସ୍ୱର୍ଣ୍ଣିମ ଇତିହାସ ତଥାପି ସମସ୍ୟା ଜର୍ଜରିତ ବରପିଟା ସରକାରୀ ପ୍ରାଥମିକ ବିଦ୍ୟାଳୟ

ପାଟଣାଗଡ଼,୨/୧- ବଲାଙ୍ଗୀର ଜିଲ୍ଲା ପାଟଣାଗଡ଼ ବ୍ଳକ ଦେଉଳ ଗାଁ ପଞ୍ଚାୟତ ବରପିଟା ଗ୍ରାମର ସରକାରୀ ପ୍ରାଥମିକ ବିଦ୍ୟାଳୟ ୧୯୭୧ ମସିହାରେ ସ୍ଥାପିତ ହୋଇଥିଲା । ବିଦ୍ୟାଳୟର ସ୍ଥାପିତ ଦିନ ଠାରୁ ୫୦ ଟି ବସନ୍ତ ଅତିକ୍ରମ କରି ସୁବର୍ଣ୍ଣ ଜୟନ୍ତୀରେ ପଦାର୍ପଣ କରିଛି ଏହି ପ୍ରାଥମିକ ବିଦ୍ୟାଳୟର ।
Read More...

ଜିଲ୍ଲାପାଳଙ୍କୁ ନବବର୍ଷର ଶୁଭେଚ୍ଛା ଜଣାଇଲା ଜିଲ୍ଲା ସାମ୍ବାଦିକ ସଂଘ

ନବରଙ୍ଗପୁର,୨/୧: ଜିଲ୍ଲାରେ ନବବର୍ଷ ୨୦୨୨ ନିରାଡମ୍ବର ଭାବେ ପାଳନ କରାଯାଇଛି । କରୋନା କଟକଣାକୁ ଦୃଷ୍ଟିରେ ରଖି କୈାଣସି ଠାରେ ଉତ୍ସବ ପାଳନ କରାଯାଇ ନାହିଁ । ଜିଲ୍ଲାପାଳ ଡଃ.କମଳଲୋଚନ ମିଶ୍ରଙ୍କୁ ଜିଲ୍ଲା କାର୍ଯ୍ୟାଳୟ ଓ ଆବାସିକ କାର୍ଯ୍ୟାଳୟରେ ଜିଲ୍ଲାସ୍ତରୀୟ ଅଧିକାରୀ ଓ ବିଭିନ୍ନ
Read More...

ମା ଭୈରବୀ ଫୁଟବଲ ପ୍ରତିଯୋଗିତା ଉଦଘାଟିତ

ବୌଦ୍ଧ/ଜହ୍ନ ।ପଙ୍କ,୨/୧: ବୌଦ୍ଧ ବ୍ଳକ ବଢିଗାଁ ଖେଳ ପଡ଼ିଆରେ ମା ଦୁର୍ଗା କ୍ଳବ ଆନୁକୂଲ୍ୟରେ ୫ ମ ମା ଭୈରବୀ ଫୁଟବଲ ପ୍ରତିଯୋଗିତା ଆଜି ଉଦଘାଟିତ ହୋଇଯାଇଛି । ଉଦଘାଟନୀ ମ୍ୟାଚ ବଲ ।ସିଙ୍ଗା ଓ କମ୍ପରା ମଧ୍ୟରେ ହୋଇଥିଲା । ନିର୍ଦ୍ଧାରିତ ସମୟ ମଧ୍ୟରେ କେହି କାହାକୁ ଗୋଲ ଦେଇପାରି ନଥିଲେ ।
Read More...