Monthly Archives

January 2023

ଉଦଯାପିତ ହେଲା ସୁବର୍ଣ୍ଣ ଲୋକ ମହୋତ୍ସବ

ସୁବର୍ଣ୍ଣପୁର,୧୯/୧ - ଗତ ୧୪ତାରିଖରୁ ସ୍ଥାନୀୟ ରାମେଶ୍ୱର ଷ୍ଟାଡିୟମରେ ଆରମ୍ଭ ହୋଇଥିବା ଜ଼ିଲ୍ଲା ଉନ୍ନୟନ ପ୍ରଦର୍ଶନୀ, ପଲ୍ଲିଶ୍ରୀ ମେଳା ସହ ନୃତ୍ୟଗୀତର ମହାପାର୍ବଣ ସୁବର୍ଣ୍ଣ ଲୋକ ମହୋତ୍ସବ ବୁଧବାର ଉଦଯାପିତ ହୋଇଯାଇଛି । ଓଡ଼ିଆ ଭାଷା ସାହିତ୍ୟ ଓ ସଂସ୍କୃତି ବିଭାଗ ଓଡିଶା, ଜ଼ିଲ୍ଲା
Read More...

ଯାତ୍ରୀବାହି ବସ ଦୁର୍ଘଟଣା ଅଳ୍ପକେ ବର୍ତ୍ତିଲେ ୪୦ଯାତ୍ରୀ, ୪ଆହତ

ହରଭଙ୍ଗା,୧୯/୧:- ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ଦେଇ ଯାଇଥିବା ୫୭ନଂ ଜାତୀୟ ରାଜପଥ କରଡ଼ାକୋଠା ନିକଟରେ ବେଲୁନ ନାମକ ଏକ ଘରୋଇ ବସ ଦୁର୍ଘଟଣା ଗ୍ରସ୍ତ ହୋଇଥିବା ଜଣାପଡିଛି । ସୂଚନାମତେ ଏହି ବସଟି ଭୁବନେଶ୍ୱରରୁ ୪୦ଜଣ ଯାତ୍ରୀ ନେଇ ସୋନପୁର ଜିଲ୍ଲା ଉଲୁଣ୍ଡା ଅଭିମୁଖେ ଯାଉଥିବା ସମୟରେ
Read More...

ଗଜପତି ଉତ୍ସବ ଓ ପଲ୍ଲିଶ୍ରୀ ମେଳା ଉଦଘାଟିତ

ପାରଳାଖେମୁଣ୍ଡି,୧୯/୧- ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ସ୍ଥିତ ଗଜପତି ଷ୍ଟାଡିୟମ ଠାରେ ଗଜପତି ଉତ୍ସବ ଓ ପଲ୍ଲିଶ୍ରୀ ମେଳା ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ମୁଖ୍ୟଅତିଥି ଭାବେ ମାନ୍ୟବର ବ୍ରହ୍ମପୁର ସାଂସଦ ଚନ୍ଦ୍ର ଶେଖର ସାହୁ ପ୍ରଦୀପ ପ୍ରଜ୍ୱଳନ କରି ଶୁଭାରମ୍ଭ
Read More...

ଗଜପତି ଉତ୍ସବ ସକାଶେ ପଥ ଉତ୍ସବ ଅନୁଷ୍ଠିତ

ପାରଳାଖେମୁଣ୍ଡି,:- ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ସ୍ଥିତ ରାଜଦାଣ୍ଡ ଠାରେ ପଥଉତ୍ସବ ଅନୁଷ୍ଠିତ ହୋଇଯାଇଛି । ଏହି ପଥ ଉତ୍ସବରେ ସହରର ବିଭିନ୍ନ ସାଂସ୍କୃତିକ ଦଳ ଉପସ୍ଥିତ ରହି ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରିଥିଲେ । ଏତଦ ବ୍ୟତୀତ ସ୍ୱୟଂ ସହାୟକ ଗୋଷ୍ଠୀ ମାଆମାନେ
Read More...

ଅଙ୍ଗନୱାଡିକର୍ମୀ ଚୟନରେ ଅନିୟମିତତା ଆଶଙ୍କା ନେଇ
ଅଭିଯୋଗ କଲେ ଆଶାୟୀ

କୋକସରା:- କଳାହାଣ୍ଡି ଜିଲ୍ଲା କୋକସରା ବ୍ଲକ ବରାଡଙ୍ଗା ଗ୍ରାମର ଅଙ୍ଗନୱାଡି କେନ୍ଦ୍ର-୧ର କର୍ମୀ ଚୟନରେ ଗଡ଼ବଡ଼ ହେବା ଆଶଙ୍କା କରିଛନ୍ତି ଆଶାୟୀ ପ୍ରାର୍ଥିନୀ ଓ ଗ୍ରାମବାସୀ । ଏନେଇ ଆଜି ଗ୍ରାମବାସୀ ମାନେ ସମନ୍ୱିତ ଶିଶୁ ବିକାଶ ପ୍ରକଳ୍ପ ଅଧିକାରିଣୀ, ଗୋଷ୍ଠୀ ଉନ୍ନୟନ ଅଧିକାରୀ ଓ ଧର୍ମଗଡ
Read More...

ବିତ୍ତୀୟ ସାକ୍ଷରତା ସଚେତନତା କାର୍ଯ୍ୟକ୍ରମ

ଫୁଲବାଣୀ- କନ୍ଧମାଳ ଜିଲ୍ଲା ଚକାପାଦ ବ୍ଲକର ଶଙ୍କରାଖୋଲ ଉଚ୍ଚ଼ ମାଧ୍ୟମିକ ବିଦ୍ୟାଳୟ ଠାରେ ଡଃ ସନ୍ତୋଷ କୁମାର ପ୍ରଧାନଙ୍କ ଅଧ୍ୟକ୍ଷତାରେ ବିତ୍ତୀୟ ସାକ୍ଷରତା ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଆରବିଆଇ, ନାବାର୍ଡ, ବ୍ୟାଙ୍କ ଅଫ ଇଣ୍ଡିଆ, ଧନ ଫାଉଣ୍ଡେସନ ମିଳିତ ସହଯୋଗରେ
Read More...

ସର୍କିଟ ହାଉସ ନିର୍ମାଣ କାର୍ଯ୍ୟ ତ୍ୱରାନ୍ୱିତ

ପୁରୀ : ପୁରୀ ସ୍ୱତନ୍ତ୍ର ସର୍କିଟ ହାଉସର ନବୀକରଣ କରାଯାଉଛି । ପୁରୁଣା ଭାବରେ ଥିବା ସର୍କିଟ ହାଉସର ଉଭୟ ପାର୍ଶ୍ୱକୁ ଭଙ୍ଗା ଯାଇ ଜି+୩ ରୂପରେ ଗଢ଼ା ଯାଉଛି । ଏହି ନବୀକରଣର ଗ୍ରାଉଣ୍ଡ ଫ୍ଲାରର ଛାତ ଆଜି ପଡ଼ିଛି । ନଡ଼ିଆ ବାଡେଇ ଅତିରିକ୍ତ ଜିଲ୍ଲାପାଳ ପ୍ରଶାସନ ପ୍ରଦୀପ କୁମାର ସାହୁ,
Read More...

ମହାପ୍ରଭୁ ଶ୍ରଜଗନ୍ନାଥଙ୍କ ଜମି ବିକ୍ରିବଟା ପାଇଁ ଖୁବ୍‌ ଶୀଘ୍ର ଲାଗୁ ହେବ ନୂଆ ନିୟମ

ପୁରୀ : ମହାପ୍ରଭୁ ଶ୍ରଜଗନ୍ନାଥଙ୍କ ଜମି ବିକ୍ରିବଟା ପାଇଁ ଖୁବ୍‌ ଶୀଘ୍ର ଲାଗୁ ହେବ ନୂଆ ନିୟମ । ନିୟମ ଆଧାରରେ ଦୀର୍ଘ ବର୍ଷ ଧରି ମହାପ୍ରଭୁଙ୍କ ଜମିର ଭୋଗ ଦଖଲରେ ଥିବା ପ୍ରଜା ଜମିର ମାଲିକାନା ପାଇ ପାରିବେ । ଆବେଦନର ଏକ ବର୍ଷ ଭିତରେ ମିଳିବ ଜମି ପଟ୍ଟା । ଏଥିପାଇଁ ୯୦ ଦିନ ଭିତରେ
Read More...

ଜିଲ୍ଲାସ୍ତରୀୟ କ୍ରୀଡା ଉଦଯାପିତ: କବାଡିରେ ଚାମ୍ପିୟନ, ଫୁଟବଲରେ ରନର୍ସ ଅପ୍‌ ବାଲିଗୁଡ଼ା ଦଳ

ବାଲିଗୁଡ଼ା: ହକି ବିଶ୍ୱ କପ୍‌ ଅବସରରେ ରାଜ୍ୟ ସରକାରଙ୍କ ନିର୍ଦ୍ଦେଶକ୍ରମେ ସାରାରାଜ୍ୟରେ ଛାତ୍ରଛାତ୍ରୀଙ୍କ ଦ୍ୱାରା ଜିଲ୍ଲାସ୍ତରୀୟ କ୍ରୀଡ଼ା ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ କନ୍ଧମାଳ ଜିଲ୍ଲାରେ ମଧ୍ୟ ଚଳିତ ମାସ ୧୨ ତାରିଖରୁ ଫୁଲବାଣୀ କରୋନେସନ୍‌ ପଡ଼ିଆ ଠାରେ
Read More...

ଅର୍ଥ ସାଜିଛି ଚିକିତ୍ସାରେ ବାଧକ

ହରଭଙ୍ଗା,୧୮/୧:- ବୋଝ ଉପରେ ଲଳିତା ବିଡା । ସରକାରୀ ସହାୟତାରୁ ବଞ୍ଚିତ ବୌଦ୍ଧ ଜିଲ୍ଲା ହରଭଙ୍ଗାବ୍ଲକ ତଳଙ୍ଗା ପଂଚାୟତର ଗୋରଡା ମୁଣ୍ଡା ଗ୍ରାମର ସୁମନ୍ତ ପ୍ରଧାନ । ଦୀର୍ଘ ଅଢେଇ ବର୍ଷ ହେବ ଗୋଡରେ କ୍ୟାନ୍ସର ହୋଇ ରୋଗରେ ପୀଡିତ । କିଛି ଦିନତଳେ ମା ମଧ୍ୟ ଟିଭି ରୋଗରେ ପୀଡିତ ହୋଇ ଆରପାରିକୁ
Read More...