ସାରଙ୍ଗଡ଼ିଆନ୍ ରାଜ୍ୟସ୍ତରୀୟ ଫୁଟବଲ୍ ଟୁର୍ଣ୍ଣାମେଣ୍ଟ ଉଦଯାପିତ, ବଲାଙ୍ଗୀରକୁ ହରାଇ ସାରଙ୍ଗଡ଼ ଚାମ୍ପିୟନ
ବାଲିଗୁଡ଼ା: କନ୍ଧମାଳ ଜିଲ୍ଲା ସାରଙ୍ଗଡ଼ ହାଇସ୍କୁଲ ପଡ଼ିଆଠାରେ ସାରଙ୍ଗଡ଼ ଫୁଟବଲ ଓ ଆଥଲେଟିକ୍ ଆସୋସିଏସନ୍ ଆନୁକୁଲ୍ୟରେ ନବମ ରାଜ୍ୟସ୍ତରୀୟ ସାରଙ୍ଗଡ଼ ଫୁଟବଲ୍ ଚ୍ୟାଲେଞ୍ଜ କପ୍-୨୦୨୩ ଉଦଯାପିତ ହୋଇଯାଇଛି । ଏହି ଟୁର୍ଣ୍ଣାମେଣ୍ଟରେ ସମୁଦାୟ ଆଠଟି ଦଳ ଭାଗ ନେଇଥିବା ବେଳେ ବଲାଙ୍ଗୀର ଓ!-->…
Read More...
Read More...