Monthly Archives

June 2023

ଗଣିଆରେ ପୁଣି ନାବାଳିକା ଛାତ୍ରୀଙ୍କୁ ଗୁରୁଙ୍କ ଅସଦାଚରଣ ଅଭିଯୋଗ

ଦଶପଲ୍ଲା : କିଛିଦିନର ବିରତି ପରେ ଗଣିଆରେ ପୁଣି ହେଲା ଘଟଣାର ପୁନରାବୃତ୍ତି । ପୁଣି ପବିତ୍ର ଗୁରୁ ଶିଷ୍ୟ ପରମ୍ପରାରେ ଲାଗିଲା କଳଙ୍କ । ନାବାଳିକା ଛାତ୍ରୀଙ୍କୁ ଅସଦାଚରଣ କରି ଗିରଫ ହେଲେ ଘରୋଇ ଶିକ୍ଷାନୁଷ୍ଠାନର ଶିକ୍ଷକ ତଥା ମାଲିକ । ଏଭଳି ଘଟଣା ଘଟିଛି ଗଣିଆ ଥାନା ଅଞ୍ଚଳରେ । ଅଭିଯୋଗ
Read More...

ବୌଦ୍ଧରେ ଶ୍ରୀଜିଉମାନଙ୍କ ଦେବସ୍ନାନ ଓ ଗଜାନନ ବେଶ

ବୌଦ୍ଧ,୪/୬:- ସ୍ଥାନୀୟ ଶ୍ରୀଶ୍ରୀ ଜଗନ୍ନାଥଙ୍କ ମନ୍ଦିରର ସ୍ନାନମଣ୍ଡପରେ ଆଜି ଶ୍ରୀଜିଉମାନଙ୍କ ସ୍ନାନଯାତ୍ରା ଅନୁଷ୍ଠିତ ହୋଇଯାଇଛି । ଠାକୁରଙ୍କ ସମସ୍ତ ନୀତିକାନ୍ତି ଓ ଭୋଗଲାଗି ହେବାପରେ ବ୍ରାହ୍ମଣ ସମାଜ ତରଫରୁ ବ୍ରାହ୍ମଣମାନେ ଠାକୁରମାନଙ୍କୁ ମନ୍ଦିର ଗମ୍ଭୀରାରୁ ପହଣ୍ଡିରେ ଆଣି ସ୍ନାନ
Read More...

ବାଲିଗୁଡାରେ ପ୍ରବଳ ପବନ ସହ ଘଡଘଡି : ଜଳିଗଲା ନଡ଼ିଆ ଗଛ

ବାଲିଗୁଡା: କନ୍ଧମାଳ ଜିଲ୍ଲା ବାଲିଗୁଡା ତଥା ଏହାର ଆଖପାଖ ଅଞ୍ଚଳରେ ରବିବାର ଅପରାହ୍ନରେ ସାମାନ୍ୟ ବର୍ଷା ସହ ପ୍ରବଳ ପବନ, ଘଡଘଡି ଓ ବିଜୁଳି ମାରିବାରୁ କେତେକ ସ୍ଥାନରେ ଛୋଟ ବଡ଼ ଧରଣର ଘରର ଟିଣ, ଆଜବେଷ୍ଟସ ଉଡାଇ ନେଇ ବ୍ୟାପକ କ୍ଷୟକ୍ଷତି ହୋଇଥିବା ବେଳେ ଆଉ କେତେକ ସ୍ଥାନରେ ବିଦ୍ୟୁତ ତାର
Read More...

ବୌଦ୍ଧ: ଶ୍ରୀଜିଉଙ୍କ ସ୍ନାନଯାତ୍ରା ଓ ଗଜାନନ ବେଶ

ବୌଦ୍ଧ: ସ୍ଥାନୀୟ ଶ୍ରୀଶ୍ରୀ ଜଗନ୍ନାଥଙ୍କ ମନ୍ଦିରର ସ୍ନାନମଣ୍ଡପରେ ଆଜି ଶ୍ରୀଜିଉମାନଙ୍କ ସ୍ନାନଯାତ୍ରା ଅନୁଷ୍ଠିତ ହୋଇଯାଇଛି । ଠାକୁରଙ୍କ ସମସ୍ତ ନୀତିକାନ୍ତି ଓ ଭୋଗଲାଗି ହେବାପରେ ବ୍ରାହ୍ମଣ ସମାଜ ତରଫରୁ ବ୍ରାହ୍ମଣମାନେ ଠାକୁରମାନଙ୍କୁ ମନ୍ଦିର ଗମ୍ଭୀରାରୁ ପହଣ୍ଡିରେ ଆଣି ସ୍ନାନ ମଣ୍ଡପରେ
Read More...

ଶ୍ରୀମନ୍ଦିର ଭିତରକୁ ପ୍ରବେଶ କଲେ ଅଣହିନ୍ଦୁ

ପୁରୀ :ପବିତ୍ର ଦେବସ୍ନାନ ପୂର୍ଣ୍ଣିମାରେ ଅଭାବନୀୟ ଘଟଣା।ଶ୍ରୀମନ୍ଦିର ଭିତରକୁ ପ୍ରବେଶ କଲେ ଜଣେ ଅଣହିନ୍ଦୁ। କଲୋମ୍ବିଆର ଜଣେ ଅଣହିନ୍ଦୁ ବନ୍ଦନାନନ୍ଦ ଦାସ ପ୍ରବେଶ କରିଥିଲେ।କଡା ସୁରକ୍ଷା ବ୍ୟବସ୍ଥା ସତ୍ତ୍ୱେ ସେ ଶ୍ରୀମନ୍ଦିର ସିଂହଦ୍ଵାର ଦେଇ ପ୍ରବେଶ କରିଥିଲେ।ଆଜି ସକାଳୁ ସେ ବ୍ୟାରିକେଡ଼
Read More...

ଟ୍ରେନ ଟ୍ରାଜେଡି ଉପରେ ପ୍ରତିକ୍ରିୟା ରଖିଲେ ମୁଖ୍ୟ ଶାସନ ସଚିବ

ପୁରୀ : ବହନାଗା ଟ୍ରେନ ଟ୍ରାଜେଡି ଉପରେ ମୁଖ୍ୟ ଶାସନ ସଚିବଙ୍କ ପ୍ରତିକ୍ରିୟା । ଉଦ୍ଧାର କାର୍ଯ୍ୟ ସରିଛି । ଲାଇନ ପୁନଃରୁଦ୍ଧର ଜାରି ରହିଛି । ଆଜି ପୁନଃରୁଦ୍ଧର କାର୍ଯ୍ୟ ସରିବ । ସେପଟେ ହସ୍ପିଟାଲରେ ଆହୁରି ୩୦୦ ଆହତ ରହିଛନ୍ତି । ୧୬୦ ମୃତ ଶରୀରକୁ ଭୁବନେଶ୍ୱରରେ ମର୍ଚୁଆରୀରେ ରଖାଯାଇଛି ।
Read More...

ଶ୍ରୀମନ୍ଦିର ଭିତରେ ଶ୍ରଦ୍ଧାଳୁଙ୍କ ମୃତ୍ୟୁ

ପୁରୀ : ଆଜି ଶ୍ରୀକ୍ଷେତ୍ରରେ ମହାପ୍ରଭୁଙ୍କ ସ୍ନାନଯାତ୍ରା ଦେଖିବା ପାଇଁ ଭକ୍ତଙ୍କ ଗହଳି ଲାଗିଛି । ଭିଡ ଭିତରେ ଆଜି ଶ୍ରୀମନ୍ଦିର ପରିସରରେ ଜଣେ ଶ୍ରଦ୍ଧାଳୁଙ୍କ ମୃତ୍ୟୁ ହୋଇଛି । ସେ ପ୍ରଥମେ ଅସୁସ୍ଥତା ଅନୁଭବ କରିବାରୁ ପ୍ରଥମେ ତାଙ୍କୁ ସିଂହଦ୍ୱାର ପ୍ରାଥମିକ ଚିକିତ୍ସା କେନ୍ଦ୍ର ଓ ପରେ
Read More...

କୋକାକୋଲା ଫାଉଣ୍ଡେସନର ପ୍ରଶିକ୍ଷଣ ଶିବିର ଅନୁଷ୍ଠିତ

ଦଶପଲ୍ଲା : କୋକାକୋଲା ଫାଉଣ୍ଡେସନ ପ୍ରକଳ୍ପ ଉନ୍ନତି ଅମ୍ରିତ ସ୍ୱଦେଶୀ ଅନୁଷ୍ଠାନ ପକ୍ଷରୁ ଦଶପଲ୍ଲା ବ୍ଲକ୍‌ , ଘୁଗୁଡିପଡା ଗ୍ରାମପଂଚାୟତ ଅନ୍ତର୍ଗତ ମର୍ଦ୍ଦାବାଡି ଠାରେ ପ୍ରଶିକ୍ଷଣ ଶିବିର ଅନୁଷ୍ଠିତ ହୋଇଯାଇଛି । ଏହି ଗ୍ରାମରେ ୧୦ ଏକର ଜମି ଚିହ୍ନଟ କରାଯାଇ ଡେମୋନଷ୍ଟ୍ରେସନ ଆରମ୍ଭ ହୋଇଛି
Read More...

ଟ୍ରେନ୍‌ ଟ୍ରାଜେଡି : ଅନୁକମ୍ପା ରାଶି ଘୋଷଣା କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ବର: ବାହାନଗା ଟ୍ରେନ ଦୁର୍ଘଟଣାରେ ରାଜ୍ୟର ମୃତକ ଓ ଆହତଙ୍କ ଲାଗି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଅନୁକମ୍ପାମୂଳକ ରାଶି ଘୋଷଣା କରିଛନ୍ତି। ଏହି ସହାୟତା ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିରୁ ପ୍ରଦାନ କରାଯିବ।ବାହାନଗା ଟ୍ରେନ୍ ଦୁର୍ଘଟଣାର ଶିକାର ହୋଇପ୍ରାଣ ହରାଇଥିବା ବ୍ୟକ୍ତିଙ୍କ
Read More...

ଭୟଙ୍କର ଟ୍ରେନ୍‌ରେ ମୃତକଙ୍କୁ ଶ୍ରଦ୍ଧାଞ୍ଜଳି ଓ ଆହତଙ୍କ ଆଶୁ ଆରୋଗ୍ୟ କାମନା ଉଦ୍ଦେଶ୍ୟରେ ବାଲିଗୁଡ଼ା ସାମ୍ବାଦିକ ସଂଘ…

ବାଲିଗୁଡ଼ା: ବାଲେଶ୍ୱର ଜିଲ୍ଲାର ବାହାନାଗାରେ ଭୟଙ୍କର ଟ୍ରେନ୍‌ ଦୁର୍ଘଟଣାରେ ୨୮୮ ଜଣ ଯାତ୍ରୀଙ୍କ ମୃତ୍ୟୁ ଘଟିଥିବା ବେଳେ ୯୦୦ରୁ ଉର୍ଦ୍ଧ୍ୱ ଯାତ୍ରୀ ଆହତ ହୋଇଥିବା ସୂଚନା ମିଳୁଛି । ଏହି ଦୁଃଖଦ ଘଟଣାକୁ ନେଇ ରାଜ୍ୟ ସରକାରଙ୍କ ସମେତ ବିଭିନ୍ନ ରାଜ୍ୟ ସରକାର ଶୋକ ଦିବସ ପାଳନ କରୁଥିବା ବେଳେ
Read More...