Monthly Archives

June 2023

ଆଡପ ମଣ୍ଡପରେ ଶ୍ରୀଜିଉଙ୍କ କଳ୍କୀ ଅବତାର

ବୌଦ୍ଧ,୨୭/୬:- ମାଉସୀ ମା ମନ୍ଦିରରେ ଚତୁର୍ଦ୍ଧାମୂର୍ତ୍ତିଙ୍କ ବେଶର ଶେଷଦିନରେ ଆଜି କଳ୍କୀ ଅବତାରରେ ଦର୍ଶନ ଦେଉଛନ୍ତି ଶ୍ରୀଜିଉ । ପ୍ରଭୁ ଶ୍ରୀଜଗନ୍ନାଥ କଳାଘୋଡାରେ ଚଢି ଖଣ୍ଡା ଧରିଥିବାବେଳେ ଶ୍ରୀବଳଭଦ୍ର ଧଳାଘୋଡାରେ ଚଢିଥିବା ଦୃଶ୍ୟ ଭକ୍ତଙ୍କୁ ଭାବବିହ୍ୱଳ କରିଦେଇଛି । ଠାକୁରଙ୍କର ମୁଖ୍ୟ
Read More...

ଖଡ଼ିଆଳ ନଗରପାଳିକା ପକ୍ଷରୁ ଶିଶୁ ଶ୍ରମିକ ଉଚ୍ଛେଦ ଏବଂ ନିରାକରଣ ନେଇ ସଚେତନ ସଭା

ଖଡିଆଳ: ନୂଆପଡ଼ା ଜିଲ୍ଲା ଖଡିଆଳ ବିଜ୍ଞାପିତ ଅଞ୍ଚଳ ପରିଷଦ ପକ୍ଷରୁ ଶିଶୁ ଶ୍ରମିକ ଉଚ୍ଛେଦ ଏବଂ ନିରାକରଣ ନେଇ ସଚେତନ ସଭା ଅନୁଷ୍ଠିତ ହୋଇଯାଇଅଛି । ସଭାରେ ନଗର ଅଧ୍ୟକ୍ଷ ଉଜ୍ଜ୍ୱଳ ଗୁପ୍ତା ଅଧ୍ୟକ୍ଷତା କରିଥିବା ବେଳେ ମୁଖ୍ୟ ଅତିଥି ରୂପେ ଜିଲ୍ଲା ଶିଶୁ ସୁରକ୍ଷା ସମିତି ଅଧ୍ୟକ୍ଷ ଡ଼.
Read More...

ଘୋଷଣା ହେଲା ୨୦୨୩ ବିଶ୍ୱକପର୍‌ ଖେଳସୂଚୀ

ମୁମ୍ବାଇ : ଘୋଷଣା ହେଲା ଦିନିକିଆ ବିଶ୍ୱକପ୍‌ ୨୦୨୩ର ଖେଳସୂଚୀ । ଆରମ୍ଭ ହେଲା ବିଶ୍ୱକପ୍‌ କାଉଣ୍ଟଡାଉନ୍‌ । ମୁମ୍ବାଇର ଓ୍ୱାଙ୍ଖଡେ ଷ୍ଟାଡିୟମରେ ବିସିସିଆଇ ଏବଂ ଆଇସିସି ପକ୍ଷରୁ ୨୦୨୩ ବିଶ୍ୱକପ୍‌ର କ୍ରୀଡାସୂଚୀ ଘୋଷଣା କରାଯାଇଛି ।ଦିନିକିଆ ବିଶ୍ୱକପ୍‌ ୨୦୨୩ର ଆରମ୍ଭ ଅକ୍ଟୋବର ୫ରୁ
Read More...

ଚାକିରିରୁ ବିଦା ହେଲେ କୋଟିପତି ଅତିରିକ୍ତ ଉପଜିଲ୍ଲାପାଳ ପ୍ରଶାନ୍ତ କୁମାର ରାଉତ

ଭୁବନେଶ୍ୱର: ମହଙ୍ଗା ପଡ଼ିଲା ସରକାର ବାବୁଙ୍କୁ ଆୟ ବହିର୍ଭୂତ ସମ୍ପତ୍ତି ଠୁଳ କରିବା। ଚାକିରିରୁ ବିଦା ହେଲେ କୋଟିପତି ଓଏଏସ୍‌ ଅଫିସର ତଥା ନବରଙ୍ଗପୁରର ଅତିରିକ୍ତ ଉପଜିଲ୍ଲାପାଳ ପ୍ରଶାନ୍ତ କୁମାର ରାଉତ। ରାଜ୍ୟ ସରକାର ପ୍ରଶାନ୍ତଙ୍କୁ ବାଧ୍ୟତାମୂଳକ ଅବସର ଦେଇଛନ୍ତି। ଦୁଇ ତଳେ ଆୟ
Read More...

ଆଜି ଉତ୍ତର ଓଡ଼ିଶାରେ ପ୍ରବଳ ବର୍ଷା ସମ୍ଭାବନା

ଭୁବନେଶ୍ୱର: ମୌସୁମୀ ବର୍ଷା ସାଙ୍ଗକୁ ରାଜ୍ୟରେ ସକ୍ରିୟ ରହିଛି ଲଘୁଚାପ ଜନିତ ବର୍ଷା। ଏହା ପ୍ରଭାବରେ ଦୁଇ ତିନିଦିନ ଧରି ରାଜ୍ୟର ଅଧିକାଂଶ ଜିଲ୍ଲାରେ ବର୍ଷା ଲାଗିଛି। ଆଗାମୀ ୨୪ ଘଣ୍ଟା ମଧ୍ୟରେ ଉତ୍ତର ଓଡ଼ିଶାର ଜିଲ୍ଲା ଗୁଡିକରେ ବିସ୍ତୃତି ବର୍ଷା ସମ୍ଭାବନା ଥିବାବେଳେ ଦକ୍ଷିଣ ଓଡ଼ିଶାର
Read More...

ସେଞ୍ଚୁରି ଛୁଇଁଛି ଟମାଟୋ,ଜାଣନ୍ତୁ କେଉଁ ସହରରେ କେତେ ଦାମ୍‌

ଭୁବନେଶ୍ୱର:ସେଞ୍ଚୁରି ଛୁଇଁଛି ଟମାଟୋ। ଟମାଟୋ କେଜି ପିଛା ଦାମ ୧୦୦ ଟଙ୍କା ପାର କରିଛି। ପ୍ରତିବର୍ଷ ଏହି ସମୟରେ ଟମାଟୋ କେଜି ପିଛା ୩୦ରୁ ୪୦ ଟଙ୍କାରେ ବିକ୍ରି ହୋଇଥାଏ। କିନ୍ତୁ ଏବର୍ଷ ସ୍ଥିତି ବଦଳି ଯାଇଛି। ୧୦୦ ଟଙ୍କା ଉପରେ ଟମାଟୋ କିଲୋପତି ବିକ୍ରି ହେଉଛି। କଟକରେ ଟମାଟୋ କେଜି ପିଛା
Read More...

ଦିଗପହଣ୍ଡି ଦୁର୍ଘଟଣା ; ଓଏସଆରଟିସି ବସ୍‌‌ ଚାଳକ ଗିରଫ

ଭୁବନେଶ୍ୱର: ଦିଗପହଣ୍ଡି ଦୁର୍ଘଟଣା ଘଟଣାରେ ଦୁର୍ଘଟଣାଗ୍ରସ୍ତ ଓଏସଆରଟିସି ବସ୍‌‌ ଚାଳକକୁ ମଙ୍ଗଳବାର ପୁଲିସ ଗିରଫ କରିଛି। ଚାଳକ ମାନସ ପ୍ରଧାନକୁ ଦିଗପହଣ୍ଡି ପୁଲିସ ଗିରଫ କରିଛି। ଗତକାଲି ମାନସକୁ ପୁଲିସ ଭୁବନେଶ୍ୱରରୁ ଧରି ନେଇ ପଚରାଉଚରା କରୁଥିଲା। ଦୁର୍ଘଟଣା ପରେ ମାନସ ସେଠାରୁ
Read More...

କୂଅ ଭିତରୁ ଉଦ୍ଧାର ହେଲା ୬ ଫୁଟର ନାଗସାପ

ହରଭଙ୍ଗା: ବୌଦ୍ଧ ଜିଲ୍ଲା ପୁରୁଣାକଟକ ଥାନା ଉଦୟପୁର ଗ୍ରାମର ଦିଲ୍ଲୀପ କହଁରଙ୍କ ବାରିପଟ କୂଆରେ ଏକ ନାଗ ସାପ ଉଦ୍ଧାର କରାଯାଇଛି । ସୂଚନା ଅନୁଯାୟୀ କୂଅରେ ଥିବା ନାଗସାପକୁ ଦେଖି ସ୍ଥାନୀୟ ଲୋକ ସେଭ ସ୍ନେକର ସଦସ୍ୟ କୁଲୁ ସାହୁଙ୍କୁ ଖବର ଦେଇଥିଲେ । ଖବର ପାଇ ସେଭ ସ୍ନେକ ସଦସ୍ୟ କୁଲୁ କୂଅରୁ
Read More...

ରଥଯାତ୍ରା ବୁଲି ଦେଖିଲେ ଶିଶୁ ଯତ୍ନ ଅନୁଷ୍ଠାନର ଅନ୍ତେବାସୀ

ପାରଳାଖେମୁଣ୍ଡି : ନୂତନ ଭାବେ ଗଜପତି ଜିଲ୍ଲାରେ ଜିଲ୍ଲାପାଳ ଭାବେ ଯୋଗଦେଇଥିବା ସ୍ମୃତି ରଞ୍ଜନ ପ୍ରଧାନଙ୍କ ନିର୍ଦ୍ଦେଶ କ୍ରମେ ଜିଲ୍ଲାରେ ଥିବା ଶିଶୁ ଯତ୍ନ ଅନୁଷ୍ଠାନର ଅନ୍ତେବାସୀମାନେ ଗତକାଲି ରଥଯାତ୍ରା ବୁଲିବା ପାଇଁ ଯାଇଥିଲେ । ଶିଶୁମାନେ ପ୍ରଥମେ ଗୁଣ୍ଡିଚା ମନ୍ଦିରରେ ପହଞ୍ଚି
Read More...

ଲୁଣିବାହାଲ ପଞ୍ଚାୟତରେ ଜିଲ୍ଲାପାଳଙ୍କ ଶେଷ ଅଭିଯୋଗ ଜନ ଶୁଣାଣି, ୧୫୧ ଜଣଙ୍କ ଅଭିଯୋଗ ଶୁଣିଲେ

ହରଭଙ୍ଗା :ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ଲୁଣିବାହାଲ ଗ୍ରାମପଂଚାୟତ କାର୍ଯ୍ୟାଳୟ ଠାରେ ସୋମବାର ଦିନ ବୌଦ୍ଧ ଜିଲ୍ଲାପାଳଙ୍କ ଶେଷ ଅଭିଯୋଗ ଶୁଣାଣି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଜିଲ୍ଲାପାଳଙ୍କ ଆଉ ତିନି ଦିନ ପରେ ପ୍ରଶାସନିକ କାର୍ଯ୍ୟ କ୍ଷେତ୍ରରୁ ଅବସର ନେଉଥିବା ବେଳେ ସୋମବାର ଦିନ
Read More...