Monthly Archives

July 2023

ଆରଟିଓଙ୍କ ଅଚାନକ ଚଢ଼ାଉ,ବସ୍‌କୁ ଜରିମାନା

ପୁରୀ : ଅତ୍ୟଧିକ ବସ୍‌ ଭଡ଼ା ନେବା ଅଭିଯୋଗରେ ଜରିମାନା । ପୁରୀ-କୋଣାର୍କ ରାସ୍ତାରେ ଓଡି ୦୫ପି୦୦୫୪ ନମ୍ୱର୍‌ ଷୋଳପୁଅ ମା ଗାଡ଼ିର ଜରିମାନା କାଟିଲେ ଆଞ୍ଚଳିକ ପରିବହନ ଅଧିକାରୀ ରବିନ ପଟ୍ଟନାୟକ । ଦୀର୍ଘ ଦିନ ଧରି ଏ ସମ୍ପର୍କରେ ଅଭିଯୋଗ ହୋଇ ଆସୁଥିଲା । ମଙ୍ଗଳବାର ପରିବହନ ଅଧିକାରୀ ଶ୍ରୀ
Read More...

କର୍ମଚାରୀଙ୍କ ବହିଷ୍କାର ନିଷ୍ପତ୍ତି ପ୍ରତ୍ୟାହାର ଦାବି, ବିଜୁଳି କର୍ମଚାରୀ ସଂଘ ପକ୍ଷରୁ ଧାରଣା

ବୌଦ୍ଧ : ବୌଦ୍ଧ ଟିପିଏସଓଡିଏଲ ପକ୍ଷରୁ ବିନା ନୋଟିସରେ ଜୁନ ୩୦ତାରିଖ ଦିନ ୩ଜଣ କର୍ମଚାରୀଙ୍କୁ ବହିଷ୍କାର ଓ କାର୍ଯ୍ୟରତ ଶ୍ରମିକଙ୍କୁ ସୁରକ୍ଷା ଉପକରଣ ପ୍ରଦାନରେ ଅବହେଳା, ଓଭର ଟାଇମ କାର୍ଯ୍ୟକରୁଥିବା କର୍ମଚାରୀଙ୍କୁ ପ୍ରାପ୍ୟ ପ୍ରଦାନରେ ଟାଳ ଟୁଳୁ ନୀତି ଅବଲମ୍ବନ ପ୍ରତିବାଦରେ ଏଆଇଟିୟୁସି
Read More...

ବୌଦ୍ଧ ଜିଲ୍ଲାକୁ ମିଳିଲା ସମ୍ମାନଜନକ ଭୂମି ସମ୍ମାନ, ରାଷ୍ଟ୍ରପତିଙ୍କଠାରୁ ସମ୍ମାନ ଗ୍ରହଣ କଲେ ଉପ ଜିଲାପାଳ

ବୌଦ୍ଧ : ବୌଦ୍ଧ ଜିଲ୍ଲାକୁ ମିଳିଲା ସମ୍ମାନଜନକ ଭୂମି ସମ୍ମାନ । ରାଷ୍ଟ୍ରପତିଙ୍କଠାରୁ ନୂଆଦିଲ୍ଲୀର ବିଜ୍ଞାନ ଭବନରେ ଆଜି ଏହି ସମ୍ମାନ ଗ୍ରହଣ କରିଛନ୍ତି ବୌଦ୍ଧ ଉପଜିଲାପାଳ । ମହାମହିମ ରାଷ୍ଟ୍ରପତି ଶ୍ରୀମତୀ ଦ୍ରୌପଦୀ ମୁର୍ମୁ ନୂଆଦିଲ୍ଲୀର ବିଜ୍ଞାନ ଭବନରେ ୨୦୨୩ ମସିହା ପାଇଁ ଏହି ସମ୍ମାନ
Read More...

ସାମ୍ବାଦିକଙ୍କ ସ୍ୱାସ୍ଥ୍ୟ ବୀମା ଦୁଇ ଲକ୍ଷରୁ ୫ ଲକ୍ଷ ଟଙ୍କାକୁ ବୃଦ୍ଧି ବିଷୟରେ ଘୋଷଣା କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: କାର୍ଯ୍ୟରତ ସାମ୍ବାଦିକମାନଙ୍କ ପାଇଁ କାର୍ଯ୍ୟକାରୀ ହୋଇଥିବା ଗୋପବନ୍ଧୁ ସ୍ୱାସ୍ଥ୍ୟ ବୀମା ଯୋଜନାରେ ବୀମା ରାଶିର ପରିମାଣ ଦୁଇ ଲକ୍ଷ ଟଙ୍କାରୁ ୫ ଲକ୍ଷ ଟଙ୍କାକୁ ବୃଦ୍ଧି କରାଯିବା ବିଷୟ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଘୋଷଣା କରିଛନ୍ତି। ଏହା ଦ୍ୱାରା ରାଜ୍ୟର ୮୭୧୭
Read More...

ତିଲେଶ୍ୱର-ରାମଗଡ ଆରଡି ରାସ୍ତା ଦବିଗଲା,ମରାମତି ଦାବି

ହରଭଙ୍ଗା : ତିଲେଶ୍ୱର -ରାମଗଡ ଆରଡି ରାସ୍ତାଟି ଦବିଯାଇଛି । ଏଣୁ ଏହାକୁ ଶୀଘ୍ର ମରାମତି କରିବାକୁ ଅଂଚଳବାସୀ ଦାବି କରିଛନ୍ତି । ଉକ୍ତ ରାସ୍ତାରେ ତିନୋଟି ଯାତ୍ରୀବାହୀ ବସ ନିତିଦିନିଆ ଯାତାୟତ କରିବା ସହ ଭାରୀଯାନ ଗାଡି ଚଳାଚଳ କରୁଛି । ଏହି ରାସ୍ତା ଉପରେ ତିଲେଶ୍ୱର, ରାମଗଡ ଓ ସାମ୍ପୋଚ
Read More...

ଓଡ଼ିଶାକୁ ଭୂସ୍ଖଳନ ଆଶଙ୍କା, ୫ ଜିଲ୍ଲାକୁ ସତର୍କ କରାଇଲା ପାଣିପାଗ ବିଭାଗ

ଭୁବନେଶ୍ୱର : ପାହାଡିଆ ଅଞ୍ଚଳରେ ଭୂସ୍ଖଳନ ଆଶଙ୍କା । ଏନେଇ ସତର୍କତା ଜାରି କଲା ଆଞ୍ଚଳିକ ପାଣିପାଗ ବିଭାଗ । ବିଶେଷକରି ମାଲକାନଗିରି, କୋରାପୁଟ, ନବରଙ୍ଗପୁର, କଳାହାଣ୍ଡି ଏବଂ କନ୍ଧମାଳ ଜିଲ୍ଲାର ପାହାଡିଆ ଅଞ୍ଚଳରେ ଭୂସ୍ଖଳନ ଆଶଙ୍କାଦେଖାଦେଇଛି । କିଛି ଜିଲ୍ଲାରେ ପ୍ରବଳରୁ ଅତି ପ୍ରବଳ
Read More...

ପ୍ରଧାନମନ୍ତ୍ରୀ ପଦ ପାଇଁ କଂଗ୍ରେସ ଆଗ୍ରହୀ ନୁହେଁ : ଖଡଗେ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ପଦ ପାଇଁ କଂଗ୍ରେସ ଆଗ୍ରହୀ ନୁହେଁ। ବିରୋଧୀ ଦଳଙ୍କ ସହ ବୈଠକ ବେ‌ଳେ ଆଜି କଂଗ୍ରେସ ସଭାପତି ମଲ୍ଲିକାର୍ଜୁନ ଖଡଗେ ଏଭଳି କହିଛନ୍ତି। ୨୦୨୪ରେ ହେବାକୁ ଥିବା ଲୋକସଭା ନିର୍ବାଚନରେ ବିଜେପିକୁ କ୍ଷମତାଚ୍ୟୁତ କରିବା ନେଇ ରଣନୀତି ପ୍ରସ୍ତୁତ କରିବାକୁ ଆଜି
Read More...

ବିଦ୍ୟୁତ୍‌ ବିଭ୍ରାଟ ବିରୁଦ୍ଧରେ ସିପିଏମର ବିକ୍ଷୋଭ

ଦଶପଲ୍ଲା: ଆଜି ପ୍ରବଳ ବର୍ଷା ସତ୍ବେ ସିପିଆଇ(ଏମ) ଦଶପଲ୍ଲା ଲୋକାଲ କମିଟିର କର୍ମୀ ମାନେ ଟାଟା କମ୍ପାନୀର ବିଦ୍ୟୁତ୍‌ ଅଫିସ ସମ୍ମୁଖରେ ବିଦ୍ୟୁତ୍‌ ଅବ୍ୟବସ୍ଥା ବିରୁଦ୍ଧରେ ନାରାବାଜି କରିବା ସହିତ ବିଭାଗୀୟ କର୍ମଚାରୀଙ୍କ ଜରିଆରେ ଏକ ଦାବିପତ୍ର ପ୍ରଦାନ କରିଛନ୍ତି । ଦାବି ଗୁଡ଼ିକ ଭିତରେ ଘନ
Read More...

ସାଂସଦଙ୍କ ଦ୍ୱାରା ଜଗନ୍ନାଥପୁର ମା’ ଭଣ୍ଡାରଘରଣୀ ମନ୍ଦିର ନିର୍ମାଣ ପାଇଁ ଭୂମି ପୂଜନ

ନନ୍ଦାହାଣ୍ଡି : ଆଜି ନବରଙ୍ଗପୁର ଜିଲ୍ଲା ନନ୍ଦାହାଣ୍ଡି ବ୍ଲକ ଅନ୍ତର୍ଗତ ଜଗନ୍ନାଥପୁର ସଦର ପଞ୍ଚାୟତ ଗ୍ରାମଠାରେ ମାଁ ଭଣ୍ଡାର ଘରଣୀଙ୍କ ନୂତନ ମନ୍ଦିର ନିର୍ମାଣ ଓ ଦହଣା ପଞ୍ଚାୟତରେ ଗ୍ରାମ୍ୟ ଉଦ୍ୟାନ ନିମନ୍ତେ ନବରଙ୍ଗପୁର ସାଂସଦ ରମେଶ ଚନ୍ଦ୍ର ମାଝୀ ଓ ନବରଙ୍ଗପୁର ବିଧାୟକ ସଦାଶିବ ପ୍ରଧାନୀ
Read More...

ଜିଲ୍ଲାପାଳଙ୍କ ଦ୍ୱାରସ୍ଥ ହେଲେ ସ୍ୱୟଂ ସହାୟକ ମହିଳା ଗୋଷ୍ଠୀ, ସରକାରୀ ଅଧ୍ୟାଦେଶକୁ ମାନୁନାହାନ୍ତି ୫-ଟି ଉଚ୍ଚ…

ନୂଆପଡ଼ା : ରାଜ୍ୟ ସରକାର ଜାରି କରିଥିବା ଅଧ୍ୟାଦେଶକୁ ଖୋଦ ସରକାରଙ୍କ ଅଧୀନସ୍ଥ କର୍ମଚାରୀ ବେଖାତିର କରୁଥିବା ଅଭିଯୋଗ ହୋଇଛି । ଏହି ପରି ଅଭିଯୋଗ ଆଣି ଆଜି ଜିଲ୍ଲାପାଳଙ୍କ ଦ୍ୱାରସ୍ଥ ହୋଇଛନ୍ତି ନୂଆପଡା ଜିଲ୍ଲା କୋମନା ବ୍ଲକ ରଜନା ଗ୍ରାମର ମାଁ ଠାକୁରାଣୀ ସ୍ୱୟଂ ସହାୟକ ମହିଳା ଗୋଷ୍ଠୀର
Read More...