Monthly Archives

July 2023

ମହିଳାଙ୍କୁ କଚାଡ଼ି ମାରିଲା ଦନ୍ତା

ସୁନ୍ଦରଗଡ଼: ସୁନ୍ଦରଗଡ଼ ଜିଲା ବରସୁଆଁ ରେଞ୍ଜ ଅନ୍ତର୍ଗତ କୋଇଡ଼ା ବ୍ଲକ ଡେଙ୍ଗୁଳା ଗ୍ରାମରେ ଜଣେ ମହିଳାଙ୍କୁ କଚାଡ଼ି ମାରିଲା ଦନ୍ତା। ସ୍ବାମୀ ପରମା ମୁଣ୍ଡା ଓ ସ୍ତ୍ରୀ ସୀତା ମୁଣ୍ଡା ରାତିରେ ଦୁଇ ଛୁଆଙ୍କ ସହ ଘରେ ଶୋଇଥିଲେ। ଗୁରୁବାର ଭୋର୍‌ ସମୟରେ ଗୋଠଛଡ଼ା ଦନ୍ତାହାତୀ ଖାଦ୍ୟ ଅନ୍ବେଷଣରେ
Read More...

ହରଭଙ୍ଗା ବ୍ଲକ କଳା ସଂସ୍କୃତି ସଙ୍ଘର ବୈଠକ ଓ ନୂତନ କର୍ମକର୍ତ୍ତା ଚୟନ

ହରଭଙ୍ଗା : ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ଚାରିଛକ ସ୍ଥିତ କେଦାରେଶ୍ୱର ମନ୍ଦିର ପ୍ରାଙ୍ଗଣରେ ବ୍ଲକ କଳା ସଂସ୍କୃତି ସଙ୍ଘର ବୈଠକ ଅନୁଷ୍ଠିତ ହୋଇଥିବା ବେଳେ ଉକ୍ତ ବୈଠକ ବୈଷ୍ଣବ ମହାକୁଡ଼ ସଭାପତିତ୍ୱରେ ଅନୁଷ୍ଠିତ ବୈଠକରେ ସଙ୍ଘର କଳାକାର ମାନଙ୍କ ବିଭିନ୍ନ ସମସ୍ୟା ଉପରେ ଆଲୋଚନା ଓ ସମସ୍ତ
Read More...

ଇଲେକ୍‌ଟ୍ରୋନିକ୍‌ ଓ ସୂଚନା ପ୍ରଯୁକ୍ତିବିଦ୍ୟା ବିଭାଗର ଉପଦେଷ୍ଟା କନ୍ଧମାଳ ଗସ୍ତ

ଫୁଲବାଣୀ : ଓଡ଼ିଶା ସରକାରଙ୍କର ଇଲେକ୍‌ଟ୍ରୋନିକ୍‌ ଓ ସୂଚନା ପ୍ରଯୁକ୍ତିବିଦ୍ୟା ବିଭାଗର ମାନ୍ୟବର ଉପଦେଷ୍ଟା ଅନୁଭବ ପଟ୍ଟନାୟକଙ୍କ ଗସ୍ତର ଦ୍ୱିତୀୟ ଦିନରେ ବାଲିଗୁଡ଼ା, କେ. ନୂଆଗାଁ ଓ ଫିରିଙ୍ଗିଆ ବ୍ଳକ କାର୍ଯ୍ୟାଳୟ ରେ ଥିବା ମୋ ସେବା କେନ୍ଦ୍ର, ଓୱାନ୍‌ କକ୍ଷ, ଭିସି ହଲ୍‌, ଆଧାର
Read More...

ସୁବର୍ଣ୍ଣପୁର ଜିଲ୍ଲାରେ ଗଡ଼ିଲା ଭ୍ରାମ୍ୟମାଣ ଚାରା ବଣ୍ଟନ ସଚେତନତା ରଥ

ସୁବର୍ଣ୍ଣପୁର : ଆଜି ସୁବର୍ଣ୍ଣପୁର ବନଖଣ୍ଡ ବିଭାଗ ଓ ଜଙ୍ଗଲ ପରିବେଶ ଓ ଜଳ ବାୟୁ ପରିବର୍ତ୍ତନ ବିଭାଗ ଓଡିଶା ସରକାର ପକ୍ଷରୁ ସର୍ବ ସାଧାରଣଙ୍କୁ ଚାରା ବଣ୍ଟନ ପାଇଁ ଏକ ମୋବାଇଲ ଭ୍ୟାନ ସଚେତନତା ରଥ ଜିଲ୍ଲାପାଳ କାର୍ଯ୍ୟାଳୟଠାରେ ଶୁଭାରମ୍ଭ କରାଯାଇଛି । ସୁବର୍ଣ୍ଣପୁର ଜ଼ିଲ୍ଲାପାଳ
Read More...

୪ ଦଫା ଦାବିରେ ଅଧ୍ୟାପକ ଓ କର୍ମଚାରୀଙ୍କ ଶୋଭାଯାତ୍ରା

ଫୁଲବାଣୀ : ନିଖିଳ ଓଡ଼ିଶା ୬୬୨ (+୨ ଓ +୩) ବେସରକାରୀ ଅଧ୍ୟାପକ କର୍ମଚାରୀ ସଂଘ କନ୍ଧମାଳ ଶାଖା ନିଜର ୪ ଦଫା ଦାବି ପତ୍ର ନେଇ ଏକ ଶୋଭାଯାତ୍ରାରେ ଯାଇ ଜିଲ୍ଲା କାର୍ଯ୍ୟାଳୟରେ ପହଞ୍ଚି ନିଜର ଦାବିପତ୍ର ଅତିରିକ୍ତ ଜିଲ୍ଲାପାଳଙ୍କୁ ପ୍ରଦାନ କରିଛି । ସୂଚନା ଯୋଗ୍ୟ ଯେ ଦୀର୍ଘ ୧୫୦ ଦିନ ହେଲା
Read More...

ବ୍ରିଜ୍‌ ତଳକୁ ଖସିଲା ଟ୍ରକ୍‌

ନୂଆଗାଁ : ନୟାଗଡ ଜିଲ୍ଲା ନୂଆଗାଁ ଅନ୍ତର୍ଗତ ଜାତୀୟ ରାଜପଥ-୫୭ ନମ୍ବର ସଂପଡା ମେଗାନର୍ସରୀ ନିକଟରେ ଏକ ଟ୍ରକ୍‌ ବ୍ରିଜ୍‌ ତଳକୁ ଖସି ପଡିଥିବା ଜଣାପଡିଛି । ଖବରରୁ ଜଣାପଡିଛି ଯେ, ଗତକାଲି ବିଳମ୍ବିତ ରାତିରେ ଏକ ଟ୍ରକ ନୟାଗଡରୁ ଦଶପଲ୍ଲା ଅଭିମୁଖେ ଯାଉଥିବା ସମୟରେ ଭାରସାମ୍ୟ ହରାଇ ଟ୍ରକଟି
Read More...

ଆଦିବାସୀ ଅଧ୍ୟୁଷିତ ଦୁଡ଼ା ଗ୍ରାମରେ ସେବା ଉତ୍ସବ ଓ ମାଗଣା ସ୍ୱାସ୍ଥ୍ୟ ଶିବିର

ଦଶପଲ୍ଲା : ଚଳିତ ମାସ ପହିଲା ଠାରୁ ୧୫ ଦିନ ପର୍ଯ୍ୟନ୍ତ ଜିଲ୍ଲାବ୍ୟାପୀ ନୟାଗଡ ସେବା ଉତ୍ସବ ସମିତି ପକ୍ଷରୁ ଆରମ୍ଭ ହୋଇଥିବା ସପ୍ତମ ବାର୍ଷିକ ସେବା ମହୋତ୍ସବ କାର୍ଯ୍ୟକ୍ରମ ଆଜି ଦଶପଲ୍ଲା ବ୍ଲକର ଦୁଡ଼ା ଗ୍ରାମରେ ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ ସେବା ଉତ୍ସବ ସମିତି ଓ ସୀତାରାମ ୟୁଥ
Read More...

ଲୋକ କଳାକାରଙ୍କ ପାରିଶ୍ରମିକ ବୃଦ୍ଧି, ସରକାରଙ୍କୁ ପ୍ରଶଂସା କଲା ନିଖିଳ ଉତ୍କଳ ଓଡ଼ିଶୀ ସଙ୍କୀର୍ତ୍ତନ ମହାସଂଘ

ପୁରୀ : ନିକଟରେ ରାଜ୍ୟ ସରକାର ଲୋକ କଳାକାରଙ୍କ ପାରିଶ୍ରମିକ ବୃଦ୍ଧି କରିଛନ୍ତି । କଳାକାର ଓ କଳାକୁ ଆଗକୁ ବଢ଼ିବାରେ ଏହା ନିଶ୍ଚିନ୍ତ ପ୍ରେରଣା ଯୋଗାଇବା । ତେଣୁ ରାଜ୍ୟ ସରକାରଙ୍କ ଏହି ପଦକ୍ଷେପକୁ ପ୍ରଶଂସା କରିଛି ନିଖିଳ ଉତ୍କଳ ଓଡ଼ିଶୀ ସଙ୍କୀର୍ତ୍ତନ ମହାସଂଘ । ଏ ନେଇ ଆଜି ଆୟୋଜିତ ଏକ
Read More...

ପ୍ରାଗପୁର ଜଗନ୍ନାଥ ମନ୍ଦିରର ଦାୟିତ୍ୱ ଓଡିଆ ସମାଜ ଓ ହିମାଚଳପ୍ରଦେଶ ସରକାର ନିଅନ୍ତୁ : ପ୍ରତିଷ୍ଠାତା ପୂର୍ଣ୍ଣଚନ୍ଦ୍ର…

ପୁରୀ :ଦେବଭୂମି ହିମାଚଳପ୍ରଦେଶ କାଙ୍ଗ୍ରା ଜିଲ୍ଲା ଅନ୍ତର୍ଗତ ପ୍ରାଗପୁର ଠାରେ ପ୍ରତିଷ୍ଠିତ ଭବ୍ୟ ଶ୍ରୀଜଗନ୍ନାଥ ମନ୍ଦିର ଜାତୀୟ ସ୍ତରରେ ପ୍ରସିଦ୍ଧି ଲାଭ କରିବା ସହ ଏହାର ଦାୟିତ୍ୱ ଓଡ଼ିଆ ସମାଜ ଓ ହିମାଚଳପ୍ରଦେଶ ସରକାର ଗ୍ରହଣ କରିବାକୁ ଅନୁରୋଧ କରିଛନ୍ତି ମନ୍ଦିରରେ ପ୍ରତିଷ୍ଠାତା
Read More...

ମଧ୍ୟଖଣ୍ଡ ନୋଡାଲ ଉଚ୍ଚ ବିଦ୍ୟାଳୟର ୬୨ତମ ପ୍ରତିଷ୍ଠା ଦିବସ ପାଳିତ

ଦଶପଲ୍ଲା : ଦଶପଲ୍ଲା ମଧ୍ୟଖଣ୍ଡ ନୋଡାଲ ଉଚ୍ଚ ବିଦ୍ୟାଳୟର ୬୨ ତମ ପ୍ରତିଷ୍ଠା ଦିବସ ପାଳିତ ହୋଇଯାଇଛି । ଏହି ଅବସରରେ ବିଦ୍ୟାଳୟରୁ ଶିକ୍ଷାଲାଭ କରି ଅଞ୍ଚଳ ପାଇଁ ସୁନାମ ଆଣିଥିବା ଛାତ୍ରୀଙ୍କୁ ସମ୍ବର୍ଦ୍ଧିତ କରାଯାଇଛି । ଗତ ମାଟ୍ରିକ ପରୀକ୍ଷାରେ ବ୍ଲକରେ ପ୍ରଥମସ୍ଥାନ ଅଧିକାର କରିଥିବା
Read More...