Monthly Archives

October 2023

ଚମ୍ପୁଆ ଏନ୍‌ଏସି ଦ୍ୱାରା ରାଜ୍ୟ ବିପର୍ଯ୍ୟୟ ପ୍ରସ୍ତୁତି ଦିବସ ପାଳିତ

ଚମ୍ପୁଆ:ରଜ୍ୟ ସରକାରଙ୍କ ଆହ୍ୱାନ କ୍ରମେ ଆଜି ଚମ୍ପୁଆ ଏନ୍‌ଏସି ତରଫରୁ ରାଜ୍ୟ ବିପର୍ଯ୍ୟୟ ପ୍ରସ୍ତୁତି ଦିବସ ପାଳନ କରାଯାଇଅଛି । ଏନ୍‌ଏସି ଅଧ୍ୟକ୍ଷ ଗିରିଜା ଶଙ୍କର ସାହୁଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଆୟୋଜିତ ଏକ ଜନସଚେତନତା ରାଲି ପରିଷଦ କାର୍ଯ୍ୟାଳୟରୁ ବାହାରି ସହର ପରିକ୍ରମା କରି
Read More...

ସହରାଞ୍ଚଳ ପ୍ରାକୃତିକ ବିପର୍ଯ୍ୟୟ ପରିଚାଳନା ପାଇଁ ପୁରୀ ମୁନିସିପାଲଟି ପୁରସ୍କୃତ

ପୁରୀ : ପ୍ରାକୃତିକ ବିପର୍ଯ୍ୟୟକୁ ରୋକା ଯାଇପାରିବ ନାହିଁ, କିନ୍ତୁ ଉପଯୁକ୍ତ ପରିଚାଳନା ଓ ପୂର୍ବ ସତର୍କତା ବିପର୍ଯ୍ୟୟର କ୍ଷୟକ୍ଷତିକୁ ହ୍ରାସ କରାଯାଇପାରିବ । ମୁଖ୍ୟମନ୍ତ୍ରୀଙ୍କ ପ୍ରତ୍ୟେକ ଜୀବନ ମୂଲ୍ୟବାନର ଉକ୍ତିକୁ ସାର୍ଥକ କରିବାକୁ ପୁରୀ ପୌରପାଳିକା ପକ୍ଷରୁ ଗ୍ରହଣୀୟ କରାଯାଇଥିବା
Read More...

ବଲାଙ୍ଗିର ଦିନ ଅବସରରେ ସାହିତ୍ୟ କୁଟୁମ ତରଫରୁ କବିତା ଆସର

ବଲାଙ୍ଗିର : ବଲାଙ୍ଗିର ଦିନ ଅବସରରେ ସାହିତ୍ୟ କୁଟୁମ ତରଫରୁ ବଲାଙ୍ଗିର ଟାଉନ ବାଳିକା ଉଚ୍ଚ ବିଦ୍ୟାଳୟ ଠାରେ ଏକ କବିତା ଆସର ଅନୁଷ୍ଠିତ ହୋଇଯାଇଛି । ଏହି ଆସରରେ କବି ବଳିଷ୍ଠ ପ୍ରଧାନ ସଭାପତିତ୍ୱ କରିଥିବା ବେଳେ କବି ଗୋପାଳଚନ୍ଦ୍ର ମେହେର, ସମାଜସେବୀ ବିନୋଦ କାଲସାଏ ଅତିଥି ଭାବେ ଯୋଗ
Read More...

ହରଗୌରୀ ଯାତ୍ରାର ତୃତୀୟ ଦିବସରେ ହରଙ୍କ ଆଗମନ

ସୋନପୁର : ପ୍ରଥମେ ଗୌରୀଙ୍କୁ ଆବାହନ ପରେ ପରେ ଆଜି ଘଣ୍ଟଘଣ୍ଟା ଓ ଢୋଲନିଶାଣର ତାଳେତାଳେ ଏକ ବିରାଟ ପଟୁଆରରେ ଢେରାପଡାକୁ ଶିବଙ୍କର ଆଗମନ ହୋଇଛି । ଏଥିପାଇଁ ଆଜି ସଂଧ୍ୟାରେ ଏକ ବର୍ଣ୍ଣାଢ଼୍ୟ ଶୋଭାଯାତ୍ରାରେ ଢେରାପଡାର ଶତାଧିକ ମହିଳା ଓ ପୁରୁଷ ମିଶି ଦୁର୍ଗାମଣ୍ଡପ ନିକଟସ୍ଥ ସ୍ୱର୍ଗତ ଗୋଲେଖ
Read More...

କାର୍ତ୍ତିକ ବ୍ରତ ଆରମ୍ଭ, ଶ୍ରୀକ୍ଷେତ୍ର ଚଳଚଞ୍ଚଳ

ପୁରୀ: ଶ୍ରୀକ୍ଷେତ୍ରରେ ଆରମ୍ଭ ହେଇଛି କାର୍ତ୍ତିକ ବ୍ରତ । ହାବିଷ୍ୟାଳି ମାନେ ଚଉରା ମୂଳେ ରାଇ ଦାମୋଦରଙ୍କୁ ସଂକଳ୍ପ କରି କାର୍ତ୍ତିକ ବ୍ରତ ଆରମ୍ଭ କରିଛନ୍ତି । ଆଜି ଠାରୁ ଏକ ମାସ ଯାଏ ଏହି କାର୍ତ୍ତିକ ବ୍ରତ ପାଳନ କରିବେ ହବିଷ୍ୟାଳି । ସେଥିପାଇଁ ଶ୍ରୀକ୍ଷେତ୍ର ଚଳଚଞ୍ଚଳ ହୋଇ ପଡ଼ିଛି ।
Read More...

ତୁଟୁନି ଓଲିଉଡ଼ କଳି

ପଦାରେ ଓଲିଉଡ଼ କଳି । ତୁଟୁନି ବିବାଦ । ଆଉ ଏହା ଏବେ ରାଜନୈତିକ ମହଲରେ ବି ଚର୍ଚ୍ଚାର ବିଷୟ ପାଲଟିଛି । ଅଭିନେତା ମନୋଜ ମିଶ୍ରଙ୍କୁ ଓଲିଉଡର କିଛି ପ୍ରଯୋଜକଙ୍କ ଦ୍ୱାରା ବ୍ୟାନ୍ ଘୋଷଣାକୁ ନେଇ ତେଜୁଛି ରାଜ୍ୟ ରାଜନୀତି ।ବାସନ୍ଦକୁ ରେଙ୍ଗାଲି ବିଧାୟକ ନାଉରୀ ନାଏକ ତୀବ୍ର ବିରୋଧ କରିବା ସହିତ
Read More...

ଭୁବନେଶ୍ୱରରୁ ଗୌହାଟିକୁ ଲାଗିବ ଦେଢ଼ ଘଣ୍ଟା

ମାତ୍ର ଦେଢ ଘଣ୍ଟା ସମୟରେ ପହଞ୍ଚିହେବ ଗୌହାଟି।ଏଥର ଓଡ଼ିଶାରୁ ଗୌହାଟୀ ସିଧାସଳଖ ଉଡ଼ିବ ବିମାନ । ଆଜିଠାରୁ ଆରମ୍ଭ ହେବ ଏହି ସେବା । ଏହାସହ ଉତ୍ତର-ପୂର୍ବ ରାଜ୍ୟ ସହ ଯୋଡ଼ି ହେବ ଓଡ଼ିଶା ।ମିଳିଥିବା ସୂଚନା ଅନୁସାରେପ୍ରତିଦିନ ଅପରାହ୍ନ ୧:୨୮ ରେ ଭୁବନେଶ୍ୱର ଛାଡ଼ି ୨:୫୫ ରେ ଗୌହାଟି
Read More...

ସଚେତନ ପାଇଁ ଭକ୍ତଙ୍କୁ ଧୋତି ପିନ୍ଧାଇଲେ ସେବାୟତ

ପୁରୀ: ନୂଆବର୍ଷରୁ ଭକ୍ତଙ୍କ ପାଇଁ ଲାଗୁ ହେବ ନୂଆ କଟକଣା । ନୂଆବର୍ଷ ପହିଲାରୁ ଶାଳୀନତା ଭାବେ ପୋଷାକ ପରିଧାନ ନକଲେ ଭକ୍ତଙ୍କୁ ଜଗା ଦର୍ଶନ ମନା । ଏଭଳି ନିଷ୍ପତ୍ତି କିଛିଦିନ ପୂର୍ବରୁ ଶ୍ରୀମନ୍ଦିର ପ୍ରଶାସନ ନେଇଥିବା ବେଳେ ଆଜି ସେବାୟତ ମାନେ କିଛି ଭକ୍ତଙ୍କୁ ଧୋତି ପିନ୍ଧାଇ ସଚେତନ କରି
Read More...

ଜାନୁଆରୀ ପହିଲାରେ ମେଟ୍ରୋ ରେଳର ଶିଳାନ୍ୟାସ କରିବେ ମୁଖ୍ୟମନ୍ତ୍ରୀ, ସମୀକ୍ଷା କଲେ ୫-ଟି ଅଧ୍ୟକ୍ଷ ଭିକେ ପାଣ୍ଡିଆନ୍‌

ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶ କ୍ରମେ ୫-ଟି ଓ ନବୀନ ଓଡିଶାର ଅଧ୍ୟକ୍ଷ ଭି କେ ପାଣ୍ଡିଆନ୍‌ ଆଜି ଭୋର୍‌ ୪.୩୦ରେ ବରିଷ୍ଠ ଅଧିକାରୀଙ୍କ ସହିତ କଟକ-ଭୁବନେଶ୍ୱର ମେଟ୍ରୋ ରେଳ ପ୍ରକଳ୍ପ ସ୍ଥାନକୁ ଯାଇ ପ୍ରକଳ୍ପ କାମ ବୁଲି ଦେଖିଥିଲେ ।ପ୍ରଥମ ପର୍ଯ୍ୟାୟରେ ଏହି
Read More...

ଶ୍ରୀମନ୍ଦିରରେ କୁମାରପୂର୍ଣ୍ଣିମା ଉପଲକ୍ଷେ ମହାପ୍ରଭୁଙ୍କ ହେବ ସ୍ୱତନ୍ତ୍ର ନୀତିକାନ୍ତି

ପୁରୀ:ଶ୍ରୀମନ୍ଦିରରେ କୁମାରପୂର୍ଣ୍ଣିମା। ଆଜି ଶ୍ରୀମନ୍ଦିରରେ କୁମାରପୂର୍ଣ୍ଣିମା ଉପଲକ୍ଷେ ମହାପ୍ରଭୁଙ୍କ ସ୍ୱତନ୍ତ୍ର ନୀତିକାନ୍ତି ଅନୁଷ୍ଠିତ ହେବ । ମଧ୍ୟାହ୍ନଧୂପ ଶେଷ ହେବାପରେ ଶ୍ରୀଦେବୀ ଓ ଭୂଦେବୀଙ୍କୁ ଖଟଶେଯ ଘରେ ବିଜେ କରାଯିବା ପରେ ଆଜ୍ଞାମାଳ ପାଇ ଶ୍ରୀସୁଦର୍ଶନ ଚଉଦୋଳରେ ଚାରି
Read More...