Monthly Archives

October 2023

ନୂଆ ଦାୟିତ୍ଵ ଗ୍ରହଣ ପରେ ପାଣ୍ଡିଆନଙ୍କ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ସମୀକ୍ଷା,ଡିସେମ୍ବର ୧୫ ସୁଦ୍ଧା କାମ…

ଭୁବନେଶ୍ୱର : ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶ କ୍ରମେ ୫ଟି ଓ ନବୀନ ଓଡିଶା ଅଧ୍ୟକ୍ଷ ଭିକେ ପାଣ୍ଡିଆନ ଆଜି ବଡିଭୋରରୁ ପୁରୀ ଯାଇ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପର ଅଗ୍ରଗତି ସମ୍ପର୍କରେ ସମୀକ୍ଷା କରିଥିଲେ । ଭୋର୍‌ ୪ ରୁ ୬ ପର୍ଯ୍ୟନ୍ତ ଏହି ସମୀକ୍ଷା ଚାଲିଥିଲା । ନୂଆ…
Read More...

ପୁରୀରେ ଆପ୍‌ ପକ୍ଷରୁ କର୍ମୀ ସମ୍ମିଳନୀ

ପୁରୀ : ପାଖେଇ ଆସୁଛି ୨୦୨୪ ନିର୍ବାଚନ । ଓଡ଼ିଶା ରେ ଆମ୍‌ ଆଦମୀ ପାର୍ଟି ବିଧାନସଭା ନିର୍ବାଚନ ଲଢିବା ପାଇଁ ପ୍ରସ୍ତୁତି ଆରମ୍ଭ କରିଦେଇଛି । ତେବେ ଓଡ଼ିଶା ରେ ଆପ୍‌କୁ ତୃଣମୂଳ ସ୍ତରରୁ ଦୃଢ଼ କିଭଳି କରାଯାଇପାରିବ ସେ ନେଇ ଉଦ୍ୟମ ଆରମ୍ଭ କରିଛନ୍ତି ଆପର ବରିଷ୍ଠ ନେତା ଓ କର୍ମକର୍ତ୍ତା ।…
Read More...

ଗୃହ ନିର୍ମାଣରେ ଶକ୍ତି ସଂରକ୍ଷଣ ବ୍ୟବସ୍ଥା ସମ୍ପର୍କରେ ତାଲିମ ଶିବିର

ନବରଙ୍ଗପୁର: ଆଧୁନିକ କୌଶଳ ପ୍ରଣାଳୀରେ କିପରି ଗୃହ ନିର୍ମାଣ ଓ ଏହାର ଡିଜାଇନ୍‌ ସମୟରେ କିପରି ଅନେକ ବ୍ୟବସ୍ଥା କରାଯାଇ ଶକ୍ତି ସଂରକ୍ଷଣ କରାଯାଇ ପାରିବ ସେ ସମ୍ପର୍କରେ ଓଡିଶା ଶକ୍ତି ବିଭାଗ ତରଫରୁ ମିଶନ ଶକ୍ତି ସଭା ଗୃହ ନବରଙ୍ଗପୁରରେ ଏକ ଦୁଇ ଦିନିଆ ତାଲିମ ଶିବିର ଅନୁଷ୍ଠିତ ହୋଇଥିଲା ।…
Read More...

ପ୍ରମୋଦ ଭଗତଙ୍କୁ ୨ କୋଟି ପୁରସ୍କାର

ଭୁବନେଶ୍ବର: ଏସୀୟ ପାରା କ୍ରୀଡ଼ାରେ ସ୍ବର୍ଣ୍ଣ ପଦକ ଜିତି ରାଜ୍ୟ ପାଇଁ ଗର୍ବ ଆଣିଥିବା ପ୍ରମୋଦ ଭଗତଙ୍କ ଉପରେ ଟଙ୍କା ବର୍ଷା। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗୋଲ୍ଡେନ ବଏ ପ୍ରମୋଦ ଭଗତଙ୍କୁ ୨ କୋଟି ପୁରସ୍କାର ଘୋଷଣା କରିଛନ୍ତି। ବ୍ୟାଡମିଣ୍ଟନ ସିଙ୍ଗଲ୍ସରେ ନୀତେଶ କୁମାରଙ୍କୁ ପରାସ୍ତ…
Read More...

ଚିଠା ଭୋଟର ତାଲିକା ୨୦୨୪ ପ୍ରକାଶିତ, ଚୂଡାନ୍ତ ତ୍ରୁଟି ଶୂନ୍ୟ ତାଲିକା ପ୍ରସ୍ତୁତି ନେଇ ଉପଖଣ୍ଡ ପ୍ରଶାସନର ବୈଠକ

ଚମ୍ପୁଆ:ଚୂଡାନ୍ତ ଓ ତ୍ରୁଟି ଶୂନ୍ୟ ଭୋଟର ତାଲିକା ପ୍ରସ୍ତୁତି ନେଇ ଆଜି ଚମ୍ପୁଆ ଉପଜିଲ୍ଲାପାଳ ସୁକାନ୍ତ କୁମାର ମାଝୀଙ୍କ ଅଧ୍ୟକ୍ଷତାରେ ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି । ଏଥିରେ ଚମ୍ପୁଆ ଓ ପାଟଣା ବିଧାନସଭା କ୍ଷେତ୍ରର ବିଭିନ୍ନ ରାଜନୈତିକ ଦଳର ପ୍ରତିନିଧି ଓ କର୍ମକର୍ତ୍ତା ଯୋଗ ଦେଇଥିଲେ ।…
Read More...

ରୋଷେଇ ଘରେ ପିଆଜ ମାଡ଼

ପିଆଜ ଦରରେ ଲାଗିଛି ନିଆଁ । ହୁ ହୁ ହୋଇ ବଢ଼ିବାରେ ଲାଗିଛି ଦର । ଦର ଏମିତି ହେଲାଣି ଯେ, ମାସକ ମଧ୍ୟରେ ଡବଲ୍ ହୋଇଯାଇଛି । ଫଳରେ ରୋଷେଇ ଘରେ ପଡ଼ିଛି ଭାଳେଣି । ମାସକ ଆଗରୁ ପିଆଜ କିଲୋ ୨୫ ଟଙ୍କା ଥିବା ବେଳେ ବର୍ତ୍ତମାନ ଏହା ଡବଲ୍ ହେଲାଣି । ଏମିତିକି କେତେକ ଖୁଚୁରା ବଜାରରେ ପିଆଜ କିଲୋ…
Read More...

ପୁରୀର ୫ଟି କେନ୍ଦ୍ରରେ ହବିଷ୍ୟାଳୀ ମାମାନଙ୍କ ରହଣି ପାଇଁ ବ୍ୟବସ୍ଥା

ପୁରୀ : ଚଳିତ ବର୍ଷର ହବିଷ ବ୍ରତ ଅକ୍ଟୋବର ମାସ ୨୯ ତାରିଖରୁ ଆରମ୍ଭ ହୋଇ ଏକ ମାସ ପର୍ଯ୍ୟନ୍ତ ଚାଲିବ । ଅନଲାଇନ ମାଧ୍ୟମରେ ପଞ୍ଜିକରଣ କରିଥିବା ୩୦୨୪ ଜଣ ହବିଷ୍ୟାଳୀ ମା ମାନଙ୍କୁ ୫ ଗୋଟି ରହଣି କେନ୍ଦ୍ରରେ ରଖାଯିବ ବୋଲି ଜିଲ୍ଲାପାଳ ସମର୍ଥ ବର୍ମା ସୂଚନା ଦେଇଛନ୍ତି । ଆଜି ଅପରାହ୍ନରେ ଟାଉନ…
Read More...

ପଥୋତ୍ସବ ଆୟୋଜନ ନେଇ ପ୍ରସ୍ତୁତି ବୈଠକ

ବୌଦ୍ଧ,୨୬/୧୦:- ବୌଦ୍ଧ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଠାରେ ସଚେତନତା ପାଇଁ ପଥୋତ୍ସବ ଆୟୋଜନ ନେଇ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି । ଜିଲ୍ଲାପାଳ ନୃସିଂହ ଚରଣ ସ୍ୱାଇଁଙ୍କ ଅଧ୍ୟକ୍ଷତାରେ ଆୟୋଜିତ ପ୍ରସ୍ତୁତି ବୈଠକରେ ଆଗାମୀ ୨୮ ତାରିଖରେ ମର୍ଜାକୁଦ ସେତୁ ଛକ ଠାରେ ପଥୋତ୍ସବ ଆୟୋଜନ…
Read More...

ମହନାପଦା ଗ୍ରାମରେ ଦ୍ୱାଦଶ ବାର୍ଷିକ ରାସ ଯଜ୍ଞ ଉତ୍ସବ

ଗଣିଆ : ଗଣିଆ ବ୍ଳକର ମହନାପଦା ଗ୍ରାମରେ ଆୟୋଜିତ ଦ୍ୱାଦଶ ବାର୍ଷିକ ରାସ ଯଜ୍ଞ ଉତ୍ସବ ଗତ ୩ଦିନ ଧରି ଚାଲୁ ରହିଛି । ଆସନ୍ତା ଶନିବାର ଦିନ ଏହି ଉତ୍ସବର ପୂର୍ଣ୍ଣାହୂତି ହେବା ସହିତ ଉଦ୍‌ଯାପିତ ହେବ । ଗତ୨୪ରେ ମହାନଦୀରୁ ବାଲୁକା ସ୍ଥାପନା ପୂର୍ବକ ୧୦୮ କଳସ ଶୋଭାଯାତ୍ରା ସହ ଶୁଭାଧିବାସ…
Read More...

ଶ୍ରୀକ୍ଷେତ୍ର ଯୁବ ସାସ୍କୃତିକ ସଂସଦ ପକ୍ଷରୁ ୨୮ରୁ କୁମାର ଉତ୍ସବ

ପୁରୀ : ସାଂସ୍କୃତିକ ତଥା ସାମାଜିକ ଅନୁଷ୍ଠାନ ଶ୍ରୀକ୍ଷେତ୍ର ଯୁବ ସାସ୍କୃତିକ ସଂସଦ ପୁରୀ ତାର ୪୪ତମ କୁମାର ଉତ୍ସବ ଆସନ୍ତା ୨୮ ଓ ୨୯ ଅକ୍ଟୋବର ଦୁଇଦିନ ଧରି ବେଳାଭୂମି ସ୍ଥିତ ହୋଟେଲ ଫୋର୍ଟ ମହୋଦଧି ସମ୍ମୁଖ ବେଳାଭୂମିରେପାଳନ କରିବାକୁ ଯାଉଛି । ଏ ନେଇ ଅନୁଷ୍ଠାନ ପକ୍ଷରୁ ଗୁରୁବାର ସ୍ଥାନୀୟ…
Read More...